ପାଉଲ୍ ତିତସ୍କେ ଚିଟିଲେକ୍ଲାଟା ଏ ବଇର୍ ବିସଇ ଜାନ୍ବାଟା ପାଉଲର୍ ଚାର୍ଟା ଚିଟି ବିତ୍ରେଅନି ତିତସ୍ ବଇ ଗଟେକ୍ । ଜନ୍ଟାକି ମଣ୍ଡଲିକେ ନ ଜାନାଇକରି ଲକ୍ମନ୍କେ ଜାନାଇଲାନି । ବିନ୍ ତିନ୍ଟା ଚିଟି ଅଇଲାନି ୧ ମ ତିମତି, ୨ ୟ ତିମତି ଆରି ପିଲିମନ୍ । ପାଉଲ୍ ତିତସ୍କେ ଜେନ୍ତିକି ସେ ସବୁ ଲକର୍ ମୁଆଟେ ଆଉଲିଅଇକରି ଏ ଚିଟି ପଡ ବଲି ଲେକ୍ଲାନି । ପେରିତ୍ ଇସାବେ ତାର୍ କାଇକାଇଟା ରଇବାର୍ ଦର୍କାର୍ ସେ ବିସଇରେ ବୁଜାଇଲାନି । ଏଟା କେତେଟା ବିସଇ ତିତସ୍ ଆଗେଅନି ଜାନିରଇଲା । ଏ ଚିଟି କିରିସ୍ଟ ଜନମ୍ ଅଇକରି ୬୩-୬୫ ବରସ୍ ବିତ୍ରେ ପାଉଲ୍ ଲେକି ରଇସି । ପାଉଲ୍ କିରିତର୍ ଦିପେ ରଇଲା ମଣ୍ଡଲିମନ୍କେ ଚାଲାଇବାକେ ତିତସ୍କେ ଆଦେସ୍ ଦେଲାନି । ସେ ସମାନ୍ ସିକିଆ ତିମତିକେ ମିସା ଦେଲାଆଚେ । ପାଉଲ୍ ଏ ଚିଟିଟାନେ ତିତସ୍କେ ମଣ୍ଡଲିର୍ ମୁକିଅ ଲକ୍ମନ୍କେ ବାଚ୍ଲା ଆରି ସେମନ୍କେ ସିକାଇବା ବିସଇରେ ଲେକ୍ଲାନି । ଆଜିର୍ ମଣ୍ଡଲି ଆରି ମଣ୍ଡଲିର୍ ନେତାମନ୍ ସାସନ୍ କର୍ବାକେ କେନ୍ତି ଗୁନ୍ଚଲନ୍ ରଇବାର୍ ଆଚେ ତାର୍ ଟିକିନିକି ସଙ୍ଗ୍ ଦିଆନ୍ ଦେବାର୍ ଦର୍କାର୍, ସେଟା ଚିଟିତେଇ ଲେକ୍ଲା ଆଚେ । ଏ ବଇ ବିତ୍ରେ ରଇଲାଟା ୧. ପାଉଲ୍ ତିତସ୍କେ ସୁଆଲ୍ ଲକ୍ମନ୍କେ ବାଚ୍ବାକେ ଆଦେସ୍ ଦେଲାନି । ୧:୧-୧୬ । ୨. ତାର୍ପଚେ ସେ ଲକ୍ମନ୍କେ ମିସା ଦରମ୍ ଜିବନେ ଜିଇବା କାଇବାକେ ସିକିଆ ଦେବାକେ ଆଦେସ୍ ଦେଲାନି, ଜନ୍ଟାକି ପରମେସର୍କେ ସାର୍ଦା କରାଇସି । ୨:୧–୩:୧୧ ୩. ସାରାସାରି ପାଉଲ୍ ତାକର୍ ସାରାସାରି କାତା ଲେକି ଲେକ୍ବାଟା ସାରାଇଲାଇନି । ୩:୧୨-୧୫
୧ତିତସ୍କେ ପାଉଲର୍ ଚିଟି ୧ ମୁଇ ପାଉଲ୍, ଏ ଚିଟି ଲେକ୍ଲିନି । ମୁଇ ପର୍ମେସର୍କେ ସେବାକରି ଜିସୁକିରିସ୍ଟର୍ ଗଟେକ୍ ପେରିତ୍ ଅଇଆଚି । ଜନ୍ ଲକ୍ମନ୍କେ ତାର୍ଟାନେ ଡାଟ୍ ସଙ୍ଗ୍ ବିସ୍ବାସ୍ କର୍ବାକେ ପର୍ମେସର୍ ବାଚ୍ଲା ଆଚେ, ଆରି ସେମନ୍ ଜେନ୍ତିକି ଜିସୁକିରିସ୍ଟର୍ ନିକ ସିକିଆ ବୁଜ୍ବାଇ, ସେନ୍ତାରି ଲକ୍ମନ୍କେ ସାଇଜ କର୍ବାକେ ମୁଇ ବାଚିଅଇଆଚି । ଏ ସିକିଆ ନିକସଙ୍ଗ୍ ଜାନ୍ଲେ, ପର୍ମେସର୍କେ ସାର୍ଦା କରାଇବା ପାରା ଚଲାଚଲ୍ତି କର୍ବାକେ ସେମନ୍ ସିକ୍ବାଇ । ୨ ଏନ୍ତାରିଅଇ ସେମନ୍ କାଲ୍କାଲ୍ ଜୁଗ୍ଜୁଗ୍ ପର୍ମେସରର୍ ସଙ୍ଗ୍ ବଁଚ୍ବାକେ ଆସା କର୍ବାଇ । କାଇକେବଇଲେ କାଇଟା ତିଆର୍ ନ ଅଇତେ କାଲ୍କାଲ୍ ଜୁଗ୍ଜୁଗ୍ ତାର୍ ଲକ୍ ତାର୍ ସଙ୍ଗ୍ ବଁଚ୍ବାଇ ବଲି ପର୍ମେସର୍ କାତା ଦେଇରଇଲା । ଏଟା ପୁରାପୁରୁନ୍ ସତ୍ ବଲି ଆମେ ଜାନ୍ଲୁନି । କାଇକେବଇଲେ ସେ କେବେ ମିଚ୍ ନ କଏ । ୩ ପର୍ମେସର୍ ଟିକ୍ କଲା ବେଲାଇ ମୁଇ ସୁବ୍କବର୍ ଜାନାଇଲିକେ, ଲକ୍ମନ୍ ସେଟା ବୁଜ୍ବାକେ ସେ ବପୁଦେଲା । ଏଟା ପର୍ମେସରର୍ କାମ୍ । ସେ ଆକା ଆମ୍କେ ରକିଆ କର୍ସି । ସେ ଏ ଦାଇତ୍ ଦେଇକରି ମକେ ତିଆର୍ଲା ଆଚେ ।୪ ✡୨ୟ କରନ୍ତିୟ ୮:୨୩; ଗାଲାତିୟ ୨:୩; ୨ୟ ତିମତି ୪:୧୦ଏ ତିତସ୍, ତର୍ପାଇ ମୁଇ ଏ ଚିଟି ଲେକ୍ଲିନି । ଆମେ ଜିସୁକିରିସ୍ଟକେ ବିସ୍ବାସ୍ କଲାର୍ପାଇ ତୁଇ ମର୍ ନିଜର୍ ପଅପାରା ଅଇ ଆଚୁସ୍ ।
ବାବା ପର୍ମେସର୍କେ ଆରି ଆମର୍ ଉଦାର୍କାରିଆ ଜିସୁକିରିସ୍ଟକେ ମୁଇ ବାବୁଜିଆ କଲିନି, ସେମନ୍ ତକେ ଦୟା ଦେକାଅତ୍ ଆରି ସାନ୍ତି ଦେଅତ୍ । କିର୍ତତେଇ ତିତସର୍ କାମ୍ ୫ କିରତେ ତକେ ରଇଜା ବଲି ମୁଇ କଇରଇଲି । ଜେତ୍କି ସବୁ କାମ୍ କରିସାରାଇବାକେ ମକେ ବେଲା ନ ରଇଲା, ସେଟା କରିସାରାଇବାକେ ମୁଇ ସେନ୍ତାରି କଲି । ଏଟା ଅଇଲାନି ପର୍ତୁମ୍ ବିସଇ । କିରତେ ରଇବା ସବୁ ଜାଗାର୍ ମଣ୍ଡଲିମନ୍କେ ପାର୍ଚିନ୍ ଇସାବେ ଲକ୍ମନ୍କେ ବାଚ୍ । ମୁଇ ତର୍ ସଙ୍ଗ୍ ରଇଲାବେଲେ ଏ ବିସଇନେଇ ତକେ ତିଆରି ରଇଲି । ୬ ✡୧ମ ତିମତି ୩:୨-୭ଜନ୍ ଲକ୍କେ ତୁଇ ପାର୍ଚିନ୍ ଇସାବେ ବାଚ୍ସୁ, ସେ ଏନ୍ତାରି ଲକ୍ ଅଇବାର୍ ଆଚେ, କେ ମିସା ତାକେ ବୁଲ୍ କଲାନି ବଲି ଦସ୍ ଦେଇନାପାରତ୍ । ତାକେ ଗଟେକ୍ ସେ ମାଇଜି ରଇବାର୍ ଆଚେ । ତାର୍ ପିଲାଟକିମନ୍ କିରିସ୍ଟକେ ବିସ୍ବାସ୍ କର୍ବାର୍ ଆଚେ । ସେମନ୍ ନିକ ଚଲାଚଲ୍ତି କର୍ତେରଇବାର୍ ଆଚେ । ଜେନ୍ତାରି କି ତାକର୍ ଆୟାବାବାମନ୍କେ ମାନତ୍ ନାଇ କି ନିଜର୍ ମନ୍ କଲା ଇସାବେ ଚଲାଚଲ୍ତି କଲାଇନି ବଲି ସେମନ୍କେ କେ ଦସ୍ ଦାରି ନାପାରତ୍ । ୭ ବିନ୍ ବିସ୍ବାସିମନ୍କେ ଜତନ୍ କର୍ବାକେ ଦାଇତ୍ ଇସାବେ ପର୍ମେସର୍ ଗଟେକ୍ ପାର୍ଚିନ୍କେ ଦେଲାଆଚେ । ତେବର୍ ପାଇ ଜନ୍ ମଣ୍ଡଲିର୍ ପାର୍ଚିନ୍କେ ତୁଇ ବାଚ୍ସୁ, ତାକେ କାଇ ଦସ୍ ନ ରଅ । ସେ ବଡ୍ପନିଆ ନ ରଇବାର୍, ଦାପ୍ରେ ରିସା ନ ଅଇବାର୍, ମଦୁଆ ନ ରଇବାର୍, ବିନ୍ ଲକର୍ ସଙ୍ଗ୍ କିରଜାଟି ନ ଅଇବାର୍, ଡାବୁକେ ଆସା ନ କର୍ବାର୍ । ୮ ସେନ୍ତାରି ନ ଅଇକରି ଲକ୍ମନ୍କେ ଡାକିନେବା ଲକ୍, ଦରମ୍ ବିସଇ କର୍ବାକେ ମନ୍ କର୍ବା ଲକ୍, ନିଜେ ଜାଗ୍ରତ୍ ରଇବା ଲକ୍, ବଡ୍ ସାନ୍ ଇସାବେ ନ ଦେକ୍ବା ଲକ୍, ସୁକଲ୍ ଇସାବେ ଚଲାଚଲ୍ତି କର୍ବା ଲକ୍, ନିଜେ ମନ୍କର୍ବା ବିସଇଟାନେ ଜାଗ୍ରତ୍ ଅଇବା ଲକ୍, ରଇବାର୍ ଆଚେ । ୯ ସେ ଲକ୍ ଆମେ ସିକାଇତେରଇବା ସୁବ୍ କବର୍ ଡାଟ୍ସଙ୍ଗ୍ ବିସ୍ବାସ୍ କରିରଇବାର୍ ଆଚେ । ଏ କବର୍ ସତ୍ ଆରି ନ ବାଦ୍ଲେ ବଲି ସେ ଜାନ୍ବାର୍ ଆଚେ । ଏନ୍ତାର୍ ଆଲେ ସେ ଲକ୍ମନ୍କେ ସତ୍ ବିସଇ ସିକାଇପାର୍ସି । ଆରି ଜନ୍ ଲକ୍ ତାର୍ ବିରୁଦେ କାତା ଅଇଲାଇନି, ତାକର୍ ବୁଲ୍ ଦେକାଇପାର୍ସି ।୧୦ ମଣ୍ଡଲିର୍ ପାର୍ଚିନ୍ମନର୍ ଅଦିକାର୍ ନ ନାମ୍ବା ଲକ୍ ବେସି ରଇଲାର୍ପାଇ ମୁଇ ତକେ କଇଲିନି । କାଇ ମୁଲିଅ ନ ରଇବା କାତା ସବୁ ସେମନ୍କେ ସିକାଇକରି, ସେମନ୍କେ ବିସ୍ବାସ୍ କରାଇଲାଇନି । ଜିଉଦି ନିୟମ୍ ଇସାବେ ସବୁ ବିସ୍ବାସିମନ୍ ସୁନତ୍ ଅଇବାର୍ ଆଚେ ବଲି ସିକାଇଲାଇନି । ୧୧ ଏନ୍ତାରି ଲକ୍ମନ୍କେ ସିକାଇବାକେ ଦେସ୍ ନାଇ । କାଇକେବଇଲେ ନ ସିକାଇବା ବିସଇ ସିକାଇକରି ସେମନ୍ ଗୁଲାଇ କୁଟୁମ୍ମନ୍କେ ବିସ୍ବାସ୍ କରାଇ, ସତ୍ ବିସଇତେଇ ଅନି ବାଉଡାଇଲାଇନି । ଲକ୍ମନର୍ଟାନେଅନି ଡାବୁ ମିଲାଇବାକେ ମିସା ଏନ୍ତାରି କଲାଇନି । ୧୨ କିରତେଅନି ଆଗେ ଗଟେକ୍ ଗିଆନ୍ ରଇବା ଲକ୍ ରଇଲା । ସେ ଏନ୍ତାରି କଇରଇଲା, “ କିରତେରଇବା ଲକ୍ମନ୍ ବେସି ମିଚ୍ କଇବାଇ । ସେମନ୍ ବନର୍ ପସୁପାରା ଚଲାଚଲ୍ତି କର୍ବାଇ ଆରି ସେମନ୍ ବେସି ଅଲ୍ସିଆ ଆରି କାଉରାମନ୍ ।” ୧୩ କିରତେ ରଇବା ଲକର୍ ବିସଇ ସେ ବବିସତ୍ବକ୍ତା କଇଲାଟା ଏବେ ମିସା ସତ୍ସେ । ତେବର୍ ପାଇ ସେମନ୍କେ ଡାଟ୍ ସଙ୍ଗ୍ ଦମ୍କାଇକରି କଇବାର୍ ଆଚେ । ଜେନ୍ତାରିକି ସେମନ୍ ସତ୍ ସିକିଆ ବିସ୍ବାସ୍ କର୍ବାଇ । ୧୪ ଜିଉଦି ଲକ୍ମନ୍ ତିଆର୍କଲା କାତାନିମନ୍ ନ ମାନିକରି ଆରି ସତ୍ ସିକିଆ ନ ମାନିକରି ରଇବା ଲକ୍ମନର୍ ତିଆର୍କଲା ରିତିନିତି ଦିଆନ୍ ନ କରତ୍ । ୧୫ ଜନ୍ ଲକ୍ମନ୍ ପର୍ମେସର୍ ଦେକ୍ବା ଇସାବେ ସୁକଲ୍ ରଇବାଇ, ସେନ୍ତାରିସେ ତାକର୍ପାଇ ସବୁ ବିସଇ ସୁକଲ୍ ରଇସି । ମାତର୍ ଜନ୍ ଲକ୍ମନର୍ ବିବେକ୍ ସେମନ୍କେ ଦସି କର୍ସି, ସେମନ୍ କାରାପ୍ ଅଇ ଜିସୁକିରିସ୍ଟକେ ବିସ୍ବାସ୍ ନ କଲେ, ତାକର୍ପାଇ କାଇ ବିସଇ ମିସା ସୁକଲ୍ ନାଇ । ୧୬ ଏ ଲକ୍ମନ୍ ପର୍ମେସର୍କେ ଜାନିଆଚୁ ବଲି କଇ ବୁଲ୍ବାଇ, ମାତର୍ ତାକର୍ ଚଲାଚଲ୍ତିଟାନେ ସେଟା ନ ଡିସେ । ସେମନ୍ ଗିନ୍ କର୍ବାଲକ୍, କାତା ନ ମାନ୍ବା ଲକ୍ ଆରି କାଇ ଦରମ୍ ବିସଇ କଇବାକେ ନାପାରତ୍ ।
ତିତସ୍ 2 ->
୪ ✡୨ୟ କରନ୍ତିୟ ୮:୨୩; ଗାଲାତିୟ ୨:୩; ୨ୟ ତିମତି ୪:୧୦ଏ ତିତସ୍, ତର୍ପାଇ ମୁଇ ଏ ଚିଟି ଲେକ୍ଲିନି । ଆମେ ଜିସୁକିରିସ୍ଟକେ ବିସ୍ବାସ୍ କଲାର୍ପାଇ ତୁଇ ମର୍ ନିଜର୍ ପଅପାରା ଅଇ ଆଚୁସ୍ ।
୧୦ ମଣ୍ଡଲିର୍ ପାର୍ଚିନ୍ମନର୍ ଅଦିକାର୍ ନ ନାମ୍ବା ଲକ୍ ବେସି ରଇଲାର୍ପାଇ ମୁଇ ତକେ କଇଲିନି । କାଇ ମୁଲିଅ ନ ରଇବା କାତା ସବୁ ସେମନ୍କେ ସିକାଇକରି, ସେମନ୍କେ ବିସ୍ବାସ୍ କରାଇଲାଇନି । ଜିଉଦି ନିୟମ୍ ଇସାବେ ସବୁ ବିସ୍ବାସିମନ୍ ସୁନତ୍ ଅଇବାର୍ ଆଚେ ବଲି ସିକାଇଲାଇନି । ୧୧ ଏନ୍ତାରି ଲକ୍ମନ୍କେ ସିକାଇବାକେ ଦେସ୍ ନାଇ । କାଇକେବଇଲେ ନ ସିକାଇବା ବିସଇ ସିକାଇକରି ସେମନ୍ ଗୁଲାଇ କୁଟୁମ୍ମନ୍କେ ବିସ୍ବାସ୍ କରାଇ, ସତ୍ ବିସଇତେଇ ଅନି ବାଉଡାଇଲାଇନି । ଲକ୍ମନର୍ଟାନେଅନି ଡାବୁ ମିଲାଇବାକେ ମିସା ଏନ୍ତାରି କଲାଇନି । ୧୨ କିରତେଅନି ଆଗେ ଗଟେକ୍ ଗିଆନ୍ ରଇବା ଲକ୍ ରଇଲା । ସେ ଏନ୍ତାରି କଇରଇଲା, “ କିରତେରଇବା ଲକ୍ମନ୍ ବେସି ମିଚ୍ କଇବାଇ । ସେମନ୍ ବନର୍ ପସୁପାରା ଚଲାଚଲ୍ତି କର୍ବାଇ ଆରି ସେମନ୍ ବେସି ଅଲ୍ସିଆ ଆରି କାଉରାମନ୍ ।” ୧୩ କିରତେ ରଇବା ଲକର୍ ବିସଇ ସେ ବବିସତ୍ବକ୍ତା କଇଲାଟା ଏବେ ମିସା ସତ୍ସେ । ତେବର୍ ପାଇ ସେମନ୍କେ ଡାଟ୍ ସଙ୍ଗ୍ ଦମ୍କାଇକରି କଇବାର୍ ଆଚେ । ଜେନ୍ତାରିକି ସେମନ୍ ସତ୍ ସିକିଆ ବିସ୍ବାସ୍ କର୍ବାଇ । ୧୪ ଜିଉଦି ଲକ୍ମନ୍ ତିଆର୍କଲା କାତାନିମନ୍ ନ ମାନିକରି ଆରି ସତ୍ ସିକିଆ ନ ମାନିକରି ରଇବା ଲକ୍ମନର୍ ତିଆର୍କଲା ରିତିନିତି ଦିଆନ୍ ନ କରତ୍ । ୧୫ ଜନ୍ ଲକ୍ମନ୍ ପର୍ମେସର୍ ଦେକ୍ବା ଇସାବେ ସୁକଲ୍ ରଇବାଇ, ସେନ୍ତାରିସେ ତାକର୍ପାଇ ସବୁ ବିସଇ ସୁକଲ୍ ରଇସି । ମାତର୍ ଜନ୍ ଲକ୍ମନର୍ ବିବେକ୍ ସେମନ୍କେ ଦସି କର୍ସି, ସେମନ୍ କାରାପ୍ ଅଇ ଜିସୁକିରିସ୍ଟକେ ବିସ୍ବାସ୍ ନ କଲେ, ତାକର୍ପାଇ କାଇ ବିସଇ ମିସା ସୁକଲ୍ ନାଇ । ୧୬ ଏ ଲକ୍ମନ୍ ପର୍ମେସର୍କେ ଜାନିଆଚୁ ବଲି କଇ ବୁଲ୍ବାଇ, ମାତର୍ ତାକର୍ ଚଲାଚଲ୍ତିଟାନେ ସେଟା ନ ଡିସେ । ସେମନ୍ ଗିନ୍ କର୍ବାଲକ୍, କାତା ନ ମାନ୍ବା ଲକ୍ ଆରି କାଇ ଦରମ୍ ବିସଇ କଇବାକେ ନାପାରତ୍ ।
ତିତସ୍ 2 ->