୬ ପରମେସର୍ ତାର୍ କାତା ଦେଇରଇଲାଟା ପୁରାପୁରୁନ୍ କରେନାଇ ବଲି ମୁଇ କଇନାଇ । କାଇକେବଇଲେ ଇସ୍ରାଏଲିୟମନର୍ କେତେଟା ନାତିତିତିମନ୍ ପରମେସରର୍ ଲକ୍ ନଅତ୍, ୭ କି ଅବ୍ରାଆମର୍ କୁଟୁମର୍ ସବୁ ଲକ୍ ପରମେସରର୍ ପିଲାଟକି ନ ଅଅତ୍ । ପରମେସର୍ ଅବ୍ରାଆମ୍କେ କଇରଇଲା, “ମୁଇ ତର୍ ଜନ୍ କୁଟୁମର୍ ବିସଇନେଇ କାତା ଦେଇରଇଲି, ସେମନ୍ ଇସାକର୍ ଟାନେଅନି ଜାତ୍ ଅଇବାଇ ।” ୮ ଏଟାର୍ ଅରତ୍ ଅଇଲାନି, ଗାଗଡ୍ ଦାରି ଜନମ୍ ଅଇବା ପିଲାଟକି ନାଇ । ଜେ କି ପରମେସରର୍ ପିଲାଟକିମନ୍ ଅଇବାଇ, ମାତର୍ ତାର୍ କାତା ଦେଇରଇବା ଇସାବେ ଜନମ୍ କରିରଇବା ପିଲାଟକିମନ୍ ତାର୍ ମୁଆଟେ ସତଇସେ ତାର୍ ପିଲାଟକି ବଲି ଏଜାଇ ଅଇବାଇ । ୯ ପରମେସର୍ ଅବ୍ରାଆମ୍କେ ଏନ୍ତି କାତା ଦେଇରଇଲା, “ସମାନ୍ ଏ ଦିନେ ଆମେ ବାଉଡି ଆଇଲାବେଲେ, ସାରା ଗଟେକ୍ ପିଲା ଜନମ୍ ଦେଇରଇସି ।”
୧୦ ଏ ପିଲା ଆମର୍ ପୁର୍ବର୍ ଆନିଦାଦି ଇସାକ୍ ରଇଲା । ରିବିକାର୍ ଜଅଁଲା ପିଲାମନ୍ବିତ୍ରେ ଅନି ଗଟେକ୍ ବାବା ଇସାକର୍ଟାନେଅନି ଅଇରଇଲା । ୧୧ ପରମେସର୍ ରିବିକାକେ କାତା ଦେଇରଇଲା । ବଡ୍ ପିଲା ସାନ୍ ପିଲାର୍ ଗତିଦାଙ୍ଗ୍ଡା ଅଇସି । ଜଁଲା ପିଲାମନ୍ ଜନମ୍ ନ ଅଇତେ, ଆରି ନିକ କାମ୍ କି ବାନିଆ କାମ୍ କର୍ବା ଆଗ୍ତୁ ଏଟା ପର୍ମେସର୍ କଇରଇଲା । ଜନ୍ ପିଲାକେ ସେ ବାଚ୍ଲା, ପିଲା କରିରଇବା କାମର୍ ଲାଗି ଅଏନାଇ । ମାତର୍ ପର୍ମେସର୍ କରିରଇବା ଜଜ୍ନାର୍ ପୁରାପୁରୁନ୍ ଅଇବାକେସେ ସେଟା ଅଇଲା । ୧୨ ଏଟାର୍ ପାଇ ତାକେ ଏ କାତା କଇରଇଲା । “ବଡ୍ ପିଲା ସାନ୍ ପିଲାର୍ ଗତିଦାଙ୍ଗ୍ଡା ଅଇସି ।” ୧୩ ସାସ୍ତରର୍ ବାକିଅ ଇସାବେ “ଜାକୁବ୍କେ ମୁଇ ଆଲାଦ୍ କଲି, ମାତର୍ ଏସକେ ନାଇ ।”
୧୪ ସେନ୍ତାର୍ ଆଲେ କାଇଟା ବଲି କଉଁ, “ପରମେସର୍ ଅନିଆଇ କର୍ସି କି ? ନାଇ କେବେ ନ କରେ ।” ୧୫ କାଇକେବଇଲେ ସେ ପୁର୍ବେ ମସାକେ କଇରଇଲା, “ମୁଇ ଜାକେ ମନ୍ କର୍ବି ତାକେ ଦୟା ଦେକାଇବି ଆରି ଜିବନ୍ ଦୁକାଇବି । ୧୬ ସେଟାର୍ ପାଇ ପରମେସର୍ ତାର୍ ଲକ୍ମନ୍କେ ଦେବା ସବୁ ମଙ୍ଗଲର୍ ଦାନ୍ ଲକ୍ମନ୍ ମନ୍ କଲାକେ କି ତାକର୍ ନିକ କାମ୍ କଲାକେ ଅଏ ନାଇ । ମାତର୍ ପର୍ମେସରର୍ ଜିବନ୍ ଦୁକାନିଟାନେଅନି ସେ ସେଟା ଅଇଲାଆଚେ ।” ୧୭ ସାସ୍ତର୍ ଇସାବେ ପରମେସର୍ ମିସରର୍ ରାଜାକେ କଇରଇଲା, “ତକେ ଦେଇ ମର୍ ବପୁ ଦେକାଇବି ଆରି ଗୁଲାଇ ଜଗତ୍କେ ମର୍ ଡାକ୍ପୁଟା ଦେକାଇବାକେ ମୁଇ ତକେ ରାଜା କରିଆଚି ।” ୧୮ ତେବର୍ପାଇ ପରମେସରର୍ ମନ୍କଲା ଇସାବେ, ସେ କାକେ କାକେ ଦୟା ଦେକାଇସି ଆରି କାକେ କାକେ ମନ୍ ଆଁଟ୍ ଅଇବାକେ ଚାଡିଦେଇସି ।
୨୨ ପରମେସର୍ ମିସା ଟିକ୍ ସେନ୍ତିସେ କଲାଆଚେ । ଜେଡେବେଲେ ତାର୍ ରିସା ଆରି ବପୁ ଦେକାଇବାକେ ମନ୍ କର୍ତେ ରଇଲା, ଜେତ୍କି ଲକ୍ ତାର୍ ରିସାର୍ ଆଣ୍ଡିତେଇ ଅଦ୍ରି ନସ୍ଟ ଅଇବାକେ ରଇଲା, ସେମନର୍ ପାଇ ପରମେସର୍ ବେସି ଜିବନ୍ଦୁକାଇଲା । ୨୩ ଆରି ସେ ତାର୍ ବେସି ବଡ୍ ଡାକ୍ପୁଟା ଦେକାଇବାକେ ଆମ୍କେ ବେସି ଜିବନ୍ଦୁକାଇଲା ଆଚେ । ଆରି ଆମ୍କେ ବେସି ଆଗ୍ତୁ ସେ ବାଚି ରଇଲା । ୨୪ ଜନ୍ ଲକ୍ମନ୍କେ ସେ ଡାକିଆଚେ, ସେ ବିତ୍ରେ ଆମେ ମିସା ଆଚୁ । ସେଟା ଅବ୍କା ଜିଉଦିମନର୍ ବିତ୍ରେ ଅନି ନାଇ, ମାତର୍ ଜିଉଦି ନଅଇଲା ଲକ୍ମନର୍ ବିତ୍ରେଅନି ମିସା । ୨୫ ଏ ବିସଇନେଇ ଅସେୟ ବଇତେଇ ପରମେସର୍ କଇଆଚେ,
୨୬ “ଜନ୍ ଜାଗାଇ ସେମନ୍କେ କଇରଇଲୁ,
୨୭ ଆରି ଇସ୍ରାଏଲ୍ ବିସଇନେଇ ଜିସାୟ କଇଲା ଆଚେ, “ଇସ୍ରାଏଲିୟମନ୍ ସମ୍ଦୁରର୍ ବାଲିପାରା ଅଇଲେ ମିସା, ସେମନର୍ ବିତ୍ରେଅନି କେତେଲକ୍ସେ ମୁକ୍ତି ପାଇବାଇ । ୨୮ କାଇକେବଇଲେ ମାପ୍ରୁ ଦାପ୍ରେସେ ଗୁଲାଇ ଜଗତର୍ ନିଆଇ ବିଚାର୍ କର୍ସି ।” ୨୯ ଜେନ୍ତିକି ଜିସାଇୟ ମିସା କଇରଇଲା, “ସବୁର୍ଟାନେଅନି ବପୁ ରଇବା ମାପ୍ରୁ, ଆମର୍ କେତେଟା ଲକ୍ମନ୍କେ ରକିଆ କରି ନ ରଇଲେ, ଆମର୍ ଦସା ସଦମ୍ ଆରି ଗମ୍ରାର୍ ଲକ୍ମନର୍ ପାରା ଅଇତା ।”