୮ ମାପ୍ରୁ ଜାର୍ ପାପର୍ ଇସାବ୍ ନ କରେ,
୯ ଇତି ଦାଉଦ୍ ଜନ୍ ଲକ୍ମନ୍କେ କେଡେ କରମର୍ ଲକ୍ ବଲି କଇଲାଆଚେ, ସେମନର୍ ବିତ୍ରେ କାଇ ଅବ୍କା ସୁନତ୍ ଅଇଲା ଲକ୍ସେ ରଇଲାଇ କି ? ନାଇ, ସୁନତ୍ ନ ଅଇଲା ଲକ୍ ମିସା କେଡେ କରମର୍ ଲକ୍ ଅଇପାରତ୍ । ଆମେ କଇଲୁନି ଅବ୍ରାଆମ୍ ବିସ୍ବାସ୍ କଲାକେସେ ଦରମ୍ ଲକ୍ ଇସାବେ ଏଜାଇଅଇଲା, ୧୦ ଏଟା କେଡେବେଲେ ଗଟିରଇଲା ? ଅବ୍ରାଆମ୍ ସୁନତ୍ ଅଇଲା ପଚେ କି, ତାର୍ ଆଗ୍ତୁ ? ଆଗ୍ତୁ, ପଚେ ନାଇ । ୧୧ ସୁନତ୍ ଅଇବା ଆଗ୍ତୁ, ଅବ୍ରାଆମର୍ ବିସ୍ବାସ୍ ଲାଗି ପରମେସର୍ ତାକେ ଦରମ୍ ଲକ୍ ଇସାବେ ଡାକି ରଇଲା । ଏଟା ଜାନାଇବାକେ ଗଟେକ୍ ଚିନ୍ପାରା ଅବ୍ରାମ୍ ଏ ସୁନତ୍ବିଦି କର୍ବାଟା ନାମି ରଇଲା । ଜେନ୍ତାର୍କି ଜନ୍ ଲକ୍ମନ୍ ସୁନତ୍ ନ ଅଇକରି ମିସା, ବିସ୍ବାସ୍ କର୍ବାଇ, ସେମନ୍ ଦରମ୍ଲକ୍ ବଲି ଏଜାଇ ଅଇବାଇ । ସେଟାର୍ପାଇ ଗାଗଡ୍ ଇସାବେ ଅବ୍ରାଆମ୍ ସେମନର୍ ବାବା ବଲାଇଅଇସି, ୧୨ ଅବ୍ରାଅମ ସୁନତ୍ ଅଇବା ଆଗ୍ତୁ ବିସ୍ବାସର୍ ଜନ୍ ଚିନ୍ ଦେଇରଇଲା, ଜଦି ସୁନତ୍ ନଇଲା ଲକ୍ମନ୍ ନିଜର୍ ଜିବନେ ସେ ରକାମ୍ ବିସ୍ବାସ୍ ଦେକାଇ ପାର୍ବାଇ ବଇଲେ, ଅବ୍ରାଆମ୍ ସେମନର୍ ମିସା ବାବା ।
୧୬ [d]“ ସେଟାର୍ପାଇ ପରମେସର୍ କାତା ଦେଇରଇବାଟା ବିସ୍ବାସର୍ ଲାଗି ରଇସି । ଜନ୍ ଲକ୍ମନ୍ ନିୟମ୍ ମାନ୍ବାଇ, ଅବ୍କା ସେମନର୍ ପାଇସେ ପରମେସର୍ କାତା ଦେଏ ନାଇ । ଅବ୍ରାଆମର୍ ପାରା ବିସ୍ବାସ୍ କର୍ତେ ରଇବା ସବୁର୍ ପାଇ ସେଟା ଲଡା । କାଇକେବଇଲେ ଅବ୍ରାମ୍ ସେମନର୍ ଆତ୍ମା ଇସାବେ ରଇବା ବାବା ।” ୧୭ ଏ ବିସଇ ସାସ୍ତରେ ଲେକାଆଚେ “ତକେ ଆମେ ସବୁ ବଁସର୍ ବାବା କରିଆଚୁ ।” ପରମେସରର୍ ଇସାବେ ଏ କାତା ଦେଲାଟା ଟିକ୍ ରଇଲା, କାଇକେ ବଇଲେ ଜନ୍ ପରମେସର୍କେ ଅବ୍ରାଆମ୍ ବିସ୍ବାସ୍ କର୍ତେ ରଇଲା, ସେ ପର୍ମେସରର୍ ବାକିଅ ମଲା ଲକ୍ମନ୍କେ ଜିବନ୍ କର୍ସି ଆରି କାଇଟା ନଇଲାତେଇଅନି ସବୁ ବିସଇ ତିଆର୍ କର୍ସି । ୧୮ ଆସା କର୍ବାକେ କାଇଟା ନ ରଇଲେ ମିସା, ଅବ୍ରାଆମ୍ ବିସ୍ବାସ୍ କରି ଆସାଅଇ ରଇଲା । ସେଟାର୍ ପାଇ ସେ ସବୁ ବଁସର୍ ବାବା ଅଇଲା, କାଇକେ ବଇଲେ ସେ ସାସ୍ତରେଅନି କାତା ମିଲାଇରଇଲା, “ ତାର୍ କୁଟୁମର୍ ଲକ୍ମନ୍ ଏଜି ନାପାର୍ବା ଆକାସର୍ ତାରାପାରା ଅଇବାଇ । ” ୧୯ ତାକେ ସେଡ୍କିବେଲେ ସଏ ବରସ୍ ଅଇରଇଲା । ମାତର୍ ତାକର୍ ମଲାପାରା ଗାଗଡର୍ କାତା ବାବି, କି ସାରା ଜେକି ଆରି ପିଲା ପାଇ ନାପାରେ, ଏ କାତା ଜାନିକରି ମିସା, ତାକର୍ ବିସ୍ବାସ୍ ଉନା ଅଏନାଇ । ୨୦ ସେ ତାର୍ ବିସ୍ବାସେଅନି ବିନେ ବେଗ୍ଲେ ନାଇ, କି ପରମେସର୍ ଦେଇରଇବା କାତା ଅଇସି କି ନଏଁ ବଲି କଏନାଇ । ସେ ବିସ୍ବାସ୍ କରି ବପୁ ସଙ୍ଗ୍ ପୁରାପୁରୁନ୍ ଅଇଲା ଆରି ସେ ପରମେସର୍କେ ଡାକ୍ପୁଟା କଲା । ୨୧ “ପରମେସର୍ ଜନ୍ କାତା ଦେଇରଇଲା, ସେଟା ସେ କର୍ସି ଆକା ବଲି ଡାଟ୍ସଙ୍ଗ୍ ବିସ୍ବାସ୍ କଲା ।” ୨୨ ସେ ବିସ୍ବାସର୍ ଲାଗି ଅବ୍ରାଆମ୍ ପରମେସର୍ ଦେକ୍ବା ଇସାବେ ଦରମ୍ ଲକ୍ ବଲି ଏଜାଇଅଇଲା । ୨୩ ଦରମ୍ ଲକ୍ ଇସାବେ ଏଜାଇଅଇବାଟା ସାସ୍ତରର୍ କାତା, ଉଜେ ଅବ୍ରାମ୍କେସେ ଅଇସି, ସେନ୍ତାରି ନାଇ । ୨୪ ସେଟା ଆମର୍ପାଇ ମିସା ଲେକାଅଇଆଚେ । ଆମେ ମିସା ପରମେସର୍କେ ବିସ୍ବାସ୍ କଲେ ଦରମ୍ ଲକ୍ ବଲି ଏଜାଇଅଇବୁ । ସେ ମାପ୍ରୁ ଜିସୁକେ ମଲାତେଇଅନି ଆରି ତରେକ୍ ଜିବନ୍ କରି ଉଟାଇଲା ଆଚେ ବଲି ବିସ୍ବାସ୍ କଲୁନି । ୨୫ ମାପ୍ରୁ ଜିସୁ ଆମର୍ ପାପର୍ ଲାଗି ମରିରଇଲା ଆରି ପରମେସରର୍ତେଇ ଆମ୍କେ ଦରମ୍ ଲକ୍ କରାଇବାକେ ଆରି ତରେକ୍ ଜିବନ୍ ଅଇ ଉଟ୍ଲା ।
<- ରମିଅ 3ରମିଅ 5 ->