୭ ତେବେ କାଇଟା ଅଇଲା ? ଇସ୍ରାଏଲର୍ ଲକ୍ମନ୍ ନିଜେ ଦରମ୍ ବଲାଇଅଇବାକେ ଗଟେକ୍ ବାଟ୍ କଜ୍ଲାଇ । ମାତର୍ ତେଇଅନି ଗଟେକ୍ ସାନ୍ ଦଲ୍କେସେ ପର୍ମେସର୍ ବାଚିରଇଲା । ଆରି ବାକିଲକ୍ମନ୍ କେ ମିସା ସେ ଡାକ୍ଲାକେ ସୁନତ୍ ନାଇ । ୮ ସାସ୍ତରର୍ ବାକିଅ “ଜେନ୍ତିକି ପରମେସର୍ ସେମନର୍ ଆଁକି ଆରି ମନ୍ ବାନ୍ଦି ଦେଲା ଆଚେ । ଏବେ ଜାକ ସେମନ୍ ଦେକି ନାପାର୍ଲାଇନି କି ସୁନି ନାପାର୍ଲାଇନି ।” ୯ ସେମନର୍ ବିସଇନେଇ ଦାଉଦ୍ ଲେକ୍ଲା ଆଚେ,
୧୦ ସେମନ୍ କାଣାକାଣି ଅଇକରି କାଇଟା ମିସା ଦେକି ନାପାରତ୍ ।
୧୧ ମର୍ ସଙ୍ଗର୍ ଜିଉଦିମନ୍ ଜଟିଆଇ ଅଇକରି ଆଜିଜାଇ ନସ୍ଟ ଅଇଗାଲାଇ । ମାତର୍ ସେମନ୍କେ ବାଉଡାଇ ଆନ୍ବାକେ ପର୍ମେସର୍ ନାପାରେ ବଲି ବାବ୍ଲାସ୍ନି କି ? ନାଇ ସେ ପାର୍ସି । ସେମନ୍ ପର୍ମେସରର୍ ବାକିଅ ନିଚ୍ଲାକେ ଜିଉଦି ନ ଅଇଲା ଲକ୍ମନ୍ ମୁକ୍ତି ପାଇଲାଇ ଆଚତ୍ । ଜେନ୍ତାରି କି ଜିଉଦିମନ୍ ଇଁସା ଅଇଜିବାଇ । ୧୨ ଜିଉଦିମନର୍ ନ ମାନ୍ବାଟା, ଜଗତର୍ ବିନ୍ ଲକ୍ମନ୍କେ ବେସି ଆସିର୍ବାଦ୍ ମିଲ୍ଲା । ଜିଉଦିମନ୍ ପର୍ମେସର୍କେ ନ ମାନ୍ଲାକେ ଜିଉଦି ନ ଅଇଲା ଲକ୍ମନ୍ ତାର୍ଟାନେ ଅନି ବଡ୍ ଆସିର୍ବାଦ୍ ପାଇଲାଇ । ସେନ୍ତାର୍ ଆଲେ ପଚ୍କେ ବାଚି ରଇବା ସବୁ ଜିଉଦିମନ୍ ବିସ୍ବାସ୍ କଲେ, ସେ ଆସିର୍ବାଦ୍ କେତେକ୍ ଅଦିକ୍ ଅଇସି ।
୧୬ ରୁଟିତେଇଅନି କଣ୍ଡେକ୍ ପରମେସର୍କେ ଦିଆଅଇରଇଲେ, ସବୁଜାକ ରୁଟି ଦିଆଅଇଲା ଆଚେ ବଲି ବାବ୍ବାର୍ । ଗଟେକ୍ ଗଚର୍ ଚେର୍ ସୁକଲ୍ ରଇଲେ, ତାର୍ କେନ୍ଦାକଡ୍ ମିସା ସୁକଲ୍ ଆଚେ ବଲି ବାବ୍ବାକେ ଅଇସି । ୧୭ ଇସ୍ରାଏଲ୍ କୁଟୁମର୍ ଲକ୍ମନ୍ ପର୍ମେସର୍ ଜତନ୍ କରିରଇବା ଗଟେକ୍ ଜିତ୍ ଗଚର୍ ପାରା । ସେ ଗଚେଅନି କେତେଟା କେନ୍ଦି ବାଙ୍ଗାଇକରି ବନର୍ ଜିତ୍ ଗଚର୍ କେନ୍ଦା ତେଇ, ଜଡିଆଚେ । ତମେ ଜିଉଦି ନ ଅଇଲା ଲକ୍ମନ୍ ସେ ବନର୍ ଜିତ୍ ଗଚ୍ ପାରା । ଏବେ ତମେ ଜିଉଦିମନର୍ ଡାଟ୍ ଆତ୍ମାର୍ ଜିବନ୍ତେଇ ଜଡିଅଇଆଚାସ୍ । ୧୮ ସେଟାର୍ ପାଇ ତମେ ଜିଉଦିମନର୍ ଟାନେଅନି ବଡ୍ ବଲି ବାବାନାଇ । କାଇକେବଇଲେ ତମେ ଅବ୍କା କେନ୍ଦାସେ ଆରି କେନ୍ଦାମନର୍ କାଦି ଗଚର୍ ଚେରେଅନିସେ ଆଇସି । ଚେରର୍ କାଦି କେନ୍ଦାଇଅନି ନ ଆସେ ।
୧୯ “ଉଁ ତମେ କଇପାରାସ୍, ଜିଉଦି ନ ଅଇଲା ଲକ୍ମନ୍ ଆମେସେ ବଡ୍ । କାଇକେବଇଲେ ଆମ୍କେ ଜଡ୍ବାକେ କେନ୍ଦାମନ୍ ବାଙ୍ଗାଇଲାଇ ।”
୨୦ ତମ୍କେ ଜଡିଆଚେ, ସେଟା ସତ୍ ସେ । ମାତର୍ ଜିଉଦିମନ୍ ବିସ୍ବାସ୍ ନ କଲାର୍ ପାଇ ପର୍ମେସର୍ ସେମନ୍କେ କାଟିଦେଲାଆଚେ । ତମେ ବିସ୍ବାସ୍ କଲାକେସେ ତମ୍କେ ଜଡିଆଚେ । ସେଟାର୍ପାଇ ବଡ୍ପନ୍ ନ ଅଇ ଡରିକରି ରୁଆ । ୨୧ କାଇକେବଇଲେ ଜଦି ଗଚେଅନି ନିଜେ ବାରଇଲା କେନ୍ଦା ପାରା ଜିଉଦିମନ୍କେ ପରମେସର୍ ବାଙ୍ଗାଇଦେଲା, ତେବେ ବନେଅନି ଆନି ଜଡିରଇବା କେନ୍ଦାମନ୍କେ କେତେକ୍ ଅଦିକ୍ ସେ ନ ବାଙ୍ଗାଏ ? ସେ କେନ୍ଦାମନ୍ ଅଇଲାନି, ତମେ ବିସ୍ବାସ୍ ନ କଲା ଜିଉଦି ନଇବା ଲକ୍ମନ୍ । ୨୨ ଇତିଅନି ଆମେ ଦେକ୍ଲୁନି ପରମେସର୍ କେନ୍ତି ଆଲାଦ୍କାରିଆ, ଆରି ସାସନ୍କାରି ମିସା ! ଜନ୍ ଲକ୍ମନ୍ ତାର୍ କାତା ମାନତ୍ ନାଇ, ସେମନ୍କେ ଡଣ୍ଡ୍ ଦେଲା । ମାତର୍ ତାର୍ ଦୟା ତମେ ଡାଟ୍ ସଙ୍ଗ୍ ଦାରିରଇଲେ, ସେ ତମ୍କେ ଦୟା ଦେକାଇସି । ଜଦି ସେନ୍ତାରି ନ କଲେ, ତମ୍କେ ମିସା କାଟିଦେଇସି । ୨୩ ଜଦି ଜିଉଦିମନ୍ ବିସ୍ବାସ୍ କଲେ, ଗଚର୍ ବୁନ୍ଦେ ରଇବା ତାକର୍ ଆଗର୍ ଜାଗାଇ ପର୍ମେସର୍ ସେମନ୍କେ ବାଉଡାଇସି । କାଇକେବଇଲେ ସେଟା ପର୍ମେସର୍ସେ କରିପାରେ । ୨୪ ତମେ ଜିଉଦିନଇଲା ଲକ୍ମନ୍ ବନର୍ ଜିତ୍ ଗଚର୍ ବାଙ୍ଗାଇଲା କେନ୍ଦାପାରା । ସବୁବେଲେ ଜଡ୍ବାଟାନେ କଲାପାରା ନ କରି, ପର୍ମେସର୍ ନିଜେ ଜତନ୍ କର୍ବା ଗଚେ, ତମ୍କେ ଜଡ୍ଲାଆଚେ । ଜିଉଦିମନ୍ ସେ ନିଜେ ଜତନ୍ କରିରଇବା ଗଚର୍ପାରା । ସେନ୍ତାର୍ଆଲେ ଗଚ୍ବୁନ୍ଦେ ରଇବା କେନ୍ଦାମନ୍କେ ଆଗର୍ ଜାଗାଇ ନେଇ ଜଡ୍ବାକେ କେତେକ୍ ଅଦିକ୍ ସଅଜ୍ ଅଇସି ।
୨୭ ସେମନର୍ ପାପ୍ ରଇବା ଚଲାଚଲ୍ତି ମୁଇ ଦାରିଜିବାବେଲେ, ସେମନର୍ ସଙ୍ଗ୍ ଏ ରାଜିନାମା କର୍ବି । ୨୮ ସୁବ୍ କବର୍ ବିସ୍ବାସ୍ ନ କରି ଜିଉଦିମନ୍ ପର୍ମେସରର୍ ସତ୍ରୁ ଅଇଗାଲାଇ । ଏନ୍ତାରି ଅଇଲାକେ ତମେ ଜିଉଦି ନ ଅଇଲା ଲକ୍ମନ୍ ମୁକ୍ତି ପାଇଲାସ୍ । ଏନ୍ତାରି ଅଇଲେମିସା ପର୍ମେସର୍ ଜନ୍ କାତା ତାକର୍ ଆନିଦାଦିମନ୍କେ ଦେଇରଇଲା, ଆରି ସେମନ୍ ତାର୍ ବାଚିରଇବା ଲକ୍ମନ୍ ଅଇଲାକେ ମିସା, ସେମନ୍ ତାର୍ ଲକ୍ ଅଇଆଚତ୍ । ୨୯ କାଇକେବଇଲେ ପର୍ମେସର୍ ଜନ୍ ଲକ୍ମନ୍କେ ବାଚିକରି ଆସିର୍ବାଦ୍ କର୍ସି, ସେ ଦାନ୍ ଦେବାକେ ଜାଗର୍ତା ରଇସି । ୩୦ ଜିଉଦିନଇଲା ଲକ୍ମନ୍ ତମେ ପୁର୍ବେ ପରମେସରର୍ କାତା ନ ମାନ୍ତେ ରଇଲାସ୍, ମାତର୍ ଜିଉଦିମନ୍ କାତା ନ ମାନ୍ଲାର୍ ପାଇ, ଏବେ ତମେ ପରମେସରର୍ ଜିବନ୍ ଦୁକାନିର୍ ଆଲାଦ୍ ପାଇଆଚାସ୍ । ୩୧ ଏଟା ଜିଉଦି ଅଇରଇବା ଲକ୍ମନର୍ ପାଇ ମିସା ସେନ୍ତାରିସେ । ଏବେ ସେମନ୍ କାତା ନ ମାନ୍ଲେ ମିସା, ତମ୍କେ ଜେନ୍ତାରି ପର୍ମେସର୍ ଦୟା ଦେକାଇ ଆଲାଦ୍ କଲାଆଚେ, ସେ ପଚ୍କେ ସେମନ୍କେ ମିସା ଦୟା ଦେକାଇସି । ୩୨ ଗୁଲାଇ ମନସ୍ ଜାତି ତାର୍ କାତା ନ ମାନ୍ଲାକେ ଡଣ୍ଡ୍ ପାଇବାର୍ ଆଚେ ବଲି ପର୍ମେସର୍ ଦେକାଇଲା ଆଚେ । ତାର୍ ଜିବନ୍ ଦୁକାଇଲାଟା ସବୁକେ ଡିସ୍ସି ବଲି ଏନ୍ତାରି କଲାଆଚେ ।
୩୬ [b]ତିଆର୍ ଅଇଲା ସବୁ ବିସଇ ସେ ସେ ଚାଲାଇଲାନି । ଆରି ସବୁ ବିସଇ ତାର୍ପାଇସେ । ପର୍ମେସର୍, କାଲେ କାଲେ ଜୁଗେ ଜୁଗେ, ତାର୍ ଡାକ୍ପୁଟା ଅ । ଆମେନ୍ !
<- ରମିଅ 10ରମିଅ 12 ->