୫ ତାର୍ପଚେ ସେ ମେଣ୍ଡାପିଲା ତିନ୍ ଲମର୍ ସିଲ୍ ବାଙ୍ଗାଇଲା । ତିନ୍ ଲମର୍ ଜିବନ୍ ରଇବା ପସୁ ମକେ କଇଲା “ଆଉ ।” ମୁଇ ଦେକ୍ଲି ଆରି ଏଦେ ଦେକା ! ଆରି ଗଟେକ୍ କାଲିଆ ଗଡା ଡିସ୍ଲା । ସେ ଗଡା ଚାଲାଉର୍ ଆତେ ଗଟେକ୍ ତୁଲ୍ବା କେଜି ରଇଲା । ୬ ଚାରିଟା ଜିବନ୍ ରଇବା ପସୁମନ୍ କଇତେରଇଲାଇ “ଦିନେକର୍ ବୁତିକେ ମାନେକ୍ ମୁଣ୍ଡିଆ ଆରି ଦିନେକର୍ ବୁତିକେ ତିନ୍ ମାନ୍ ଦାନ୍ । ମାତର୍ ଅଙ୍ଗୁର୍ ବାଡ୍ ଆରି ଜିତ୍ ଗଚ୍ ନସାଇବାର୍ନାଇ ।”
୭ ତାର୍ପଚେ ସେ ମେଣ୍ଡାପିଲା ଚାରି ଲମର୍ ସିଲ୍ ବାଙ୍ଗାଇଲା । ଆରି ଚାରି ଲମର୍ ଜିବନ୍ ରଇବା ପସୁ ମକେ “ ଆଉ !” ବଲି କଇଲା । ୮ ତେଇ ମୁଇ ଦେକ୍ଲି, ଏଦେ ଦେକା ! ଗଟେକ୍ ଚାରୁଆ ଗଡା ଡିସ୍ଲା । ଗଡା ଚାଲାଉ ଅଇଲାନି ମରନ୍ ଆରି ଡୁମାମନର୍ ରାଇଜ୍ । ସେ ପଚେ ପଚେ ଆଇତେରଇଲା । ସେମନ୍କେ ଏ ଜଗତର୍ ଚାରିବାଗେ ଅନି ଗଟେକ୍ ବାଗ୍ ଉପ୍ରେ ଅଦିକାର୍ ଦେଇତେରଇଲା । ତେଇ ଜୁଇଦର୍ ଲାଗି, ମର୍ଡିର୍ ଲାଗି, ରଗର୍ ଲାଗି ଆରି ଡଙ୍ଗରର୍ ପସୁର୍ ଲାଗି ମରାଇବାକେ ଅଦିକାର୍ ଦେଲା ।
୯ ତାର୍ପଚେ ମେଣ୍ଡାପିଲା ପାଁଚ୍ ଲମର୍ ସିଲ୍ ବାଙ୍ଗାଇଲା । ଆରି ଏଦେ ଦେକା ! ବେଦିର୍ ତଲ୍ବାଟେ ସତ୍ବାବେ ସାକି ଦେଲାର୍ପାଇ ଆରି ପର୍ମେସରର୍ ବାକିଅ ଜାନାଇଲାର୍ପାଇ ଜନ୍ ଲକ୍ମନ୍ ମରାଇ ଅଇରଇଲାଇ ତାକର୍ ଆତ୍ମାମନ୍କେ ଦେକ୍ଲି । ୧୦ ସେମନ୍ ଆଉଲି ଅଇକରି କଇଲାଇ “ଏ ମାପ୍ରୁ ପର୍ମେସର୍ ଜେ କି ସବୁର୍ଟାନେଅନି ବପୁର୍ଟା । ତୁଇ ସୁକଲ୍ ଆରି ସତ୍ । ଆମ୍କେ ମରାଇଲା ଲକ୍କେ ବିଚାର୍କରି ଡଣ୍ଡ୍ ଦେବାକେ ଆମେ ଆରି କେତେକ୍ ଦିନ୍ ଜାଗ୍ବୁ ?” ୧୧ ସେମନ୍କେ ସବୁକେ ଗଟେକ୍ ଗଟେକ୍ ଦବ୍ ବସ୍ତର୍ ଦିଆଅଇରଇଲା । ତାକର୍ ସଙ୍ଗେ ରଇବା ଦାଙ୍ଗ୍ଡାମନ୍କେ ଆରି ବାଇମନ୍କେ ତାକର୍ ପାରାସେ ମରାଇଅଇସି । ଜେତ୍କି ଲକ୍ ଅଇବା କାତା, ସେତ୍କି ଲକ୍ ପୁରାପୁରୁନ୍ ନ ଅଇବାଜାକ ସେମନ୍କେ ଆରି କେତେଦିନ୍ ପୁଣ୍ଡିରଇବାକେ କୁଆ ଅଇଲା ।
୧୨ ✡ପର୍କାସିତ ୧୧:୧୩;୧୬:୧୮; ମାତିଉ ୨୪:୨୯; ମାର୍କ ୧୩:୨୪,୨୫; ଲୁକ୍ ୨୧:୨୫ଆରି ଏଦେ ଦେକା ! ମେଣ୍ଡା ପିଲା ଚଅ ଲମର୍ ସିଲ୍ ବାଙ୍ଗାଇବାଟା ମୁଇ ଦେକ୍ଲି । ତେଇ ଦର୍ତନି ଜବର୍ଅଇତେ ଚୁଲ୍ବୁଲ୍ଲା । ବେଲ୍ କାଲିଆ ଅଇ କର୍କର୍ସା ରଇବା ଲୁଗାପାରା ଅଇଗାଲା ଆରି ଜନ୍ ବନି ପାରା ପୁରାପୁରୁନ୍ ରଙ୍ଗ୍ ଅଇଗାଲା । ୧୩ ଜବର୍ ପବନ୍ ଆସି ଗଟେକ୍ ଡୁମ୍ରି ଗଚ୍ ଦୁନିଅଇଲେ ଜେନ୍ତାରି ନ ପାଚ୍ଲା ଡୁମ୍ରି ତଲେ ଅଦର୍ସି, ସେନ୍ତାରିସେ ବାଦଲର୍ ତାରାମନ୍ ଦର୍ତନି ଉପ୍ରେ ଅଦର୍ଲାଇ । ୧୪ ✡ପର୍କାସିତ ୧୬:୨୦ବାଦଲ୍ ଦୁଇପଡା ଅଇଗାଲା ଆରି କାଗଜ୍ପାରା ଗୁଡିଆଇଅଇଲା । ଗଟେକ୍ ଗଟେକ୍ ଡଙ୍ଗର୍ ଆରି ଚାରିବେଟ୍ତି ପାନିରଇ ମଜାଇ ରଇବା ସୁକ୍ଲା ଜାଗା ତାର୍ ଜାଗାଇ ଅନି ଅସକ୍ଲାଇ । ୧୫ ତାର୍ପଚେ ଏ ଜଗତର୍ ରାଜାମନ୍, ସାସନ୍କାରିଆମନ୍, ସନିଅର୍ ନେତାମନ୍, ସାଉକାର୍ ଆରି ବେସି ବପୁରଇବା ଲକ୍ମନ୍, ବନ୍ଦିରଇବା ଆରି ମୁକ୍ଲିରଇବା ଲକ୍ମନ୍ ସେନ୍ତାରି ସବୁଲକ୍ମନ୍ ପାଆରେ ଆରି ଡଙ୍ଗ୍ରେ ରଇବା ବଡ୍ ପାକ୍ନା ତଲେ ଜାଇ ଲୁଚ୍ଲାଇ । ୧୬ ✡ଲୁକ୍ ୨୩:୩୦ସେମନ୍ ଆମ୍କେ ଦୟା କର୍ ବଲି ବାବୁଜିଆ କଲାଇ । ଆରି ଡଙ୍ଗର୍ମନ୍କେ ଆରି ପାକ୍ନାମନ୍କେ ଆଉଲିଅଇକରି କଇଲାଇ, “ଆମର୍ ଉପ୍ରେ ଅଦ୍ରା ଆରି ଆମ୍କେ ଆଡୁକା ଉଆ । ଜେନ୍ତାରି କି ଜେ ବସ୍ବା ଜାଗାଇ ବସିଆଚେ, ସେ ଆମ୍କେ ନ ଦେକେ । ଆରି ମେଣ୍ଡାର୍ ବଡ୍ ରିସାଇଅନି ଆମେ ରକିଆ ପାଇବୁ । ୧୭ କାଇକେବଇଲେ ତାର୍ ରିସା ବେସି ରିସାର୍ ଦିନ୍ ଆଇଲାଆଚେ । ଆରି ଆମେ ସେଟା ମୁର୍ଚିରଇ ନାପାରୁ ।”
<- ପର୍କାସିତ 5ପର୍କାସିତ 7 ->