୮ ତାର୍ପଚେ ଚାରି ଲମର୍ ଦୁତ୍ ତାର୍ ରିସାର୍ ଗିନା ବେଲ୍ ଉପ୍ରେ ଆଜାଡ୍ଲା । ଆରି ଏଦେ ଦେକା ! ତାର୍ ଅପର୍ବଲ୍ ତାତି ସଙ୍ଗ୍ ଲକ୍ମନ୍କେ ପଡାଇଦେବାକେ ବେଲ୍ ଆଦେସ୍ ପାଇଲା । ୯ ସେ ଅପର୍ବଲ୍ ତାତିର୍ ଲାଗି ସେମନ୍ ପଡିଗାଲାଇ । ଆରି ପର୍ମେସରର୍ ନାଉଁ ଦାରି ସାଇପ୍ ଦେଲାଇ । କାଇକେବଇଲେ ଏ ସବୁର୍ ମର୍ଡି ଉପ୍ରେ ତାର୍ଆକା ଅଦିକାର୍ ରଇଲା । ମାତର୍ ସେମନ୍ ଏନ୍ତାର୍ ଅଇଲାଇ ମସିଆ ତାକର୍ ପାପେଅନି ବାଉଡତ୍ନାଇ । ଆରି ପର୍ମେସରର୍ ବଡ୍ କାମ୍କେ ମାନତ୍ନାଇ । ୧୦ ତାର୍ପଚେ ପାଁଚ୍ ଲମର୍ ଦୁତ୍ ତାର୍ ରିସାର୍ ଗିନା ପସୁର୍ ବସ୍ବା ଜାଗାର୍ ଉପ୍ରେ ଆଜାଡିଦେଲା । ଆରି ଏଦେ ଦେକା ! ପସୁର୍ ରାଇଜେ ଆନ୍ଦାର୍ ଡାବିଅଇଦେଲା । ଆରି ଦୁକାର୍ ଲାଗି ଲକ୍ମନ୍ ନିଜର୍ ନିଜର୍ ଜିବ୍ ଚାବିଅଇଦେଲାଇ । ୧୧ ତାକର୍ ଦୁକା ଆରି ଉଟାନର୍ ଲାଗି ସରଗର୍ ପର୍ମେସର୍କେ ସେମନ୍ ସାଇପ୍ ଦେଲାଇ । ମାତର୍ ତାକର୍ କାରାପ୍ ଚଲାଚଲ୍ତିର୍ ଲାଗି ସେମନ୍ ବାଉଡତ୍ନାଇ । ୧୨ ତାର୍ପଚେ ଚଅ ଲମର୍ ଦୁତ୍ ତାର୍ ରିସାର୍ ଗିନା ଇଉପର୍ଟିସ୍ ନାଉଁର୍ ଗଟେକ୍ ବଡ୍ଗାଡେ ଆଜାଡିଦେଲା । ଆରି ଏଦେ ଦେକା ! ସେ ଗାଡର୍ ପାନି ଆଁଟିଗାଲା । ସେନ୍ତାରି ପୁର୍ବେଅନି ଜନ୍ ରାଜାମନ୍ ଆରି ତାକର୍ ସନିଅମନ୍ ଆଇବାର୍ ରଇଲା, ସେମନର୍ପାଇ ବାଟ୍ ତିଆର୍ଅଇଲା । ୧୩ ତାର୍ପଚେ ତିନ୍ଟା ବେଙ୍ଗ୍ପାରା ଡିସ୍ବା ଅସୁକଲ୍ ଆତ୍ମାମନ୍କେ ମୁଇ ଦେକ୍ଲି । ସେମନ୍ ଅସୁର୍ସାଁପର୍ ଟଣ୍ଡେଅନି, ପସୁର୍ ଟଣ୍ଡେଅନି ଆରି ମିଚ୍ କଇବା ବବିସତ୍ବକ୍ତାର୍ ଟଣ୍ଡେଅନି ବାରଇ ଆଇତେରଇଲାଇ । ୧୪ ସେମନ୍ କାବାଅଇଜିବା କାମ୍ କର୍ବା ଡୁମାମନର୍ ଆତ୍ମାମନ୍ । ଏ ତିନ୍ଟା ଆତ୍ମା ଜଗତେ ରଇବା ସବୁ ରାଜାମନର୍ଟାନେ ଗାଲାଇ । ବେସି ବପୁ ରଇବା ପର୍ମେସରର୍ ବଡ୍ ଦିନର୍ ଜୁଇଦେ ସେ ଆତ୍ମାମନ୍ ସବୁ ରାଜାମନ୍କେ ଟୁଲିଆଇ ଆନ୍ବାଇ ।
୧୫ ✡ମାତିଉ ୨୪:୪୩,୪୪; ଲୁକ୍ ୧୨:୩୯,୪୦; ପର୍କାସିତ ୩:୩ସୁନା, ମୁଇ ଚର୍ ପାରା ଆଇଲିନି । ଜନ୍ ଲକ୍ମନ୍ ଜାଗ୍ରତ୍ ରଇକରି ତାକର୍ ବସ୍ତର୍ ଜାଗର୍ତା କରି ସଙ୍ଗଇବାଇ, ସେମନ୍ କେଡେକ୍ କରମର୍ ଲକ୍ମନ୍ । ମୁଇ ଆଇବା ଦିନେ ସେମନ୍ ଗଟେକ୍ ଡୁମ୍ଣ୍ଡା ଅଇକରି ଏନେତେନେ ବୁଲ୍ବା ଲକ୍ ପାରା ନ ରଏ । ଆରି ସେମନ୍ ଲକ୍ମନ୍କେ ଦେକି ଲାଜ୍ ନ ଅଅତ୍ । ୧୬ ତାର୍ପଚେ ଆତ୍ମାମନ୍ ସବୁ ରାଜାମନ୍କେ ଗଟେକ୍ ଜାଗାଇ ଟୁଲିଆଇ ଆନ୍ଲାଇ । ଏବ୍ରି ବାସାଇ ସେ ଜାଗାର୍ ନାଉଁ ଅଇଲାନି ଅମିଗର୍ଦନ୍ । ୧୭ ତାର୍ପଚେ ସାତ୍ ଲମର୍ ଦୁତ୍, ତାର୍ ରିସାର୍ ଗିନା ପବନେ ଆଜାଡିଦେଲା । ଆରି ଏଦେ ଦେକା !! ମନ୍ଦିରେ ରଇବା ବସ୍ବା ଜାଗାଇ ଅନି ଗଟେକ୍ ବଡ୍ ସବଦ୍ ଆଇଲା । “ସେଟା ସବୁ ସାରିଗାଲା !” ୧୮ ✡ପର୍କାସିତ ୮:୫;୧୧:୧୩,୧୯ଦାପ୍ରେ ବିଜ୍ଲି ମାର୍ଲା, ଗଡ୍ଗଡି ମାର୍ଲା ଆରି ବେସି ଦର୍ତନି ଚୁଲ୍ବୁଲ୍ଲା । ମୁନୁସ୍ ଜାତି ତିଆର୍ କଲାତେଇଅନି ଏନ୍ତାରି ଦର୍ତନି ଚୁଲ୍ବୁଲ୍ବାଟା କେବେ ନ ଅଇରଇଲା । ଏଟା ସବୁର୍ଟାନେ ଅନି କାରାପ୍ ରଇଲା । ୧୯ ସେ ବଡ୍ ନଅର୍ ତିନ୍ବାଗ୍ ଅଇଗାଲା । ସବୁ ଦେସର୍, ସବୁ ରାଇଜର୍ ନଅର୍ମନ୍, ବିନାସ୍ ଅଇଗାଲା । ପର୍ମେସର୍ ଡାକ୍ପୁଟା ରଇବା ବାବିଲନ୍କେ ଏତାଇଲା । ଆରି ତାର୍ ଗିନାଇଅନି ତାକେ ମଦ୍ କୁଆଇଲା । ଏଟାର୍ ଅରତ୍ ଅଇଲାନି, ତାର୍ ରିସାଇଅନି ଆଇବା ବଡ୍ ଡଣ୍ଡ୍ ସେମନ୍ ପାଇବାଇ । ୨୦ ✡ପର୍କାସିତ ୬:୧୪ସମ୍ଦୁର୍ ମଜାଇ ରଇବା ସୁକ୍ଲା ଜାଗାମନ୍ ସବୁ କୁପ୍ଲି, କି ଡଙ୍ଗର୍ମନ୍ ନ ରଇଲା । ୨୧ ✡ପର୍କାସିତ ୧୧:୧୯ଆକାସେଅନି ପଚାସ୍ କେଜି ଲାକା ରଇବା କାରାପାକ୍ନାମନ୍ ଲକ୍ମନର୍ ଉପ୍ରେ ଅଦର୍ଲା । କାରାପାକ୍ନା ଅଦର୍ଲା ବିପଦର୍ଲାଗି ଲକ୍ମନ୍ ପର୍ମେସର୍କେ ସାଇପ୍ ଦେଲାଇ । କାଇକେବଇଲେ ସେଟାଗଟେକ୍ ବଡ୍ ବିପଦ୍ ରଇଲା ।
<- ପର୍କାସିତ 15ପର୍କାସିତ 17 ->