୨ ତେବେ ଗଟେକ୍ ଗରିବ୍ ଲକ୍କେ ଦାନ୍ ଦେବା ବେଲେ କୁଟିଆଲ୍ମନର୍ ପାରା ଦେକାଇ ନ ଉଆ । ସେମନ୍ ଲକ୍ମନର୍ତେଇ ଅନି ଡାକ୍ପୁଟା ପାଇବାକେ ପାର୍ତନା ଗରେ ଆରି ସାଇ ମଜାଇ ଦାନ୍ଦରମ୍ ଦେକାଇବାଇ । ମୁଇ ସତ୍ କଇଲିନି ଜେ, ସେମନ୍ ଇତିଅନି ସେମନର୍ ବୁତି ପୁରାପୁରୁନ୍ ପାଇସାରି ଆଚତ୍ । ୩ ମାତର୍ ତମେ ଅବାବେ ରଇଲା ଲକ୍କେ ସାଇଜ କଲାବେଲେ, ଏନ୍ତାରି କରା, ଜେନ୍ତିକି ତମର୍ ଲଗର୍ ମଇତର୍ ମିସା ଏ କାତା ନାଜାନ । ୪ ତମର୍ ଏ ଦାନ୍ ଲୁଚ୍ତେ ଅଇରଇଲେ ମିସା ସବୁ ଦେକ୍ବା ବାବା ପର୍ମେସର୍ ସେଟା ଦେକି ତମ୍କେ ପୁରୁସ୍କାର୍ ଦେଇସି ।
୫ [b]ପାର୍ତନା କର୍ବା ବେଲେ କୁଟିଆଲ୍ ବିସ୍ବାସିମନର୍ ପାରା ଉଆନାଇ । କାଇକେ ବଇଲେ ସେମନ୍ ଲକ୍ମନ୍କେ ଦେକାଇ ଅଇବାକେ ପାର୍ତନା ଗର୍ମନ୍କେ ଆରି ଗାଉଁର୍ ମଜା ଡାଣ୍ଡେ ଟିଆ ଅଇକରି ପାର୍ତନା କର୍ବାକେ ମନ୍ କର୍ବାଇ । ମୁଇ ତମ୍କେ ସତ୍ କଇଲିନି, ସେମନ୍ ନିଜର୍ ନିଜର୍ ପୁରୁସ୍କାର୍ ପାଇଲାଇବେ । ୬ ମାତର୍ ତମେ ପାର୍ତନା କର୍ବାକେ ତମର୍ ବାକ୍ରାଇ ଜାଇ, କାକେ ନ ଦେକାଇଅଇତେ ପୁରିକରି କାପାଟ୍ ଡାବିଅଇଦିଆସ୍ ଆରି ନ ଡିସାଇ ଅଇବା ତମର୍ ସର୍ଗର୍ ବାବାର୍ ଲଗେ ପାର୍ତନା କରା । ତମେ ଲୁଚ୍ତେ ଜାଇଟା କର୍ସା, ସେଟା ଦେକି ତମର୍ ବାବା ତମ୍କେ ପୁରୁସ୍କାର୍ ଦେଇସି ।
୭ ପାର୍ତନା କର୍ବା ବେଲେ ପର୍ମେସର୍କେ ବିସ୍ବାସ୍ ନ କର୍ବା ଲକ୍ମନର୍ ପାରା ଅରତ୍ ନଇଲା କାତା ତର୍କେ ତର୍ କଇ ଆଉଲି ନ ଉଆ, ବେସି ପର୍ ପାର୍ତନା କଲେ ସେ ପର୍ମେସର୍ ସୁନ୍ସି ବଲି, ସେମନ୍ ମନେ ବାବ୍ବାଇ । ୮ ସେମନର୍ ପାରା ଉଆ ନାଇ । ତମେ ମାଙ୍ଗ୍ବା ଆଗ୍ତୁ ଜାଇଟା ଦର୍କାର୍, ତମର୍ ସରଗର୍ ବାବା ପର୍ମେସର୍ ସେଟା ସବୁ ଜାନ୍ସି । ୯ ସେଟାର୍ ପାଇ ତମେ ଏନ୍ତାରି ପାର୍ତନା କର୍ବାର୍ ଆଚେ ।
୧୪ [d]“ତମର୍ ବିରଦେ ଦସ୍ କରିରଇବା ବିନ୍ ଲକ୍ମନ୍କେ ଜଦି ତମେ କେମା କର୍ସା, ତମର୍ ସରଗର୍ ବାବା ପର୍ମେସର୍ ମିସା ତମ୍କେ କେମା କର୍ସି । ୧୫ ମାତର୍ ତମେ ଜଦି ବିନ୍ ଲକ୍ମନ୍କେ କେମା ନ କରାସ୍, ସରଗର୍ ବାବା ମିସା ତମେ କରିରଇବା ପାପ୍ଦସ୍ କେମା ନ କରେ ।”
୨୨ “ତମର୍ ଆଁକି ଅଇଲାନି ଗାଗଡର୍ ବତି । ଜେଡେବେଲା ଆଁକି ନିର୍ମଲ୍ ରଇସି, ତେବେ ତମର୍ ଗୁଲାଇ ଗାଗଡ୍ ମିସା ଉଜଲ୍ ବର୍ତି ଅଇରଇସି । ୨୩ ମାତର୍ ଜେବେ ତମର୍ ଆଁକି ନସିରଇସି, ତେବେ ସବୁ ଗାଗଡ୍ ଆନ୍ଦାର୍ ଅଇସି । ତେବର୍ପାଇ ତମର୍ ମନ୍ ବିତ୍ରର୍ ଉଜଲ୍ ଜେବେ ଆନ୍ଦାର୍ ଅଇସି, ତେବେ ସେ ଆନ୍ଦାର୍ କେଡେକ୍ ବଡ୍ ବିପଦ୍ ।”
୨୪ “କେ ମିସା ଗଟେକ୍ ଲକ୍ ଦୁଇଟା ସାଉକାରର୍ ସେବାକରି ନାପାରେ । ସେ ଗଟେକ୍ ଲକ୍କେ ମାନ୍ସି ଆରି ଗଟେକ୍ ଲକ୍କେ ଗିନ୍ କର୍ସି । ନଇଲେ ଗଟେକ୍ ଲକ୍କେ ବିସ୍ବାସ୍ କର୍ସି ଆରି ଗଟେକ୍ ଲକ୍କେ ବିସ୍ବାସ୍ ନ କରେ । ତମେ ଏକାତର୍ ପର୍ମେସର୍କେ ଆରି ଡାବୁକାସୁକେ ସେବାକରି ନାପାରାସ୍ ।”
୨୫ ଏଟାର୍ପାଇ ମୁଇ ତମ୍କେ କଇଲିନି, ବଁଚ୍ବାକେ କାଇଟା କାଇବୁବେ ? ଆରି ଗାଗଡର୍ ପାଇ କାଇଟା ପିନ୍ଦ୍ବୁ ? ବଲି ବାବି ଚିନ୍ତା କରାନାଇ । କାଦିର୍ତେଇଅନି ଜିବନ୍, ଆରି ବସ୍ତର୍ ତେଇଅନି ଗାଗଡ୍ ମୁକିଅ ଆଚେ ।
୨୬ ଚଡଇମନ୍କେ ଦେକା, ସେମନ୍ ନ ବୁନତ୍ କି ନ କାଟତ୍, କି କଲ୍କିତେଇ ନ ସଙ୍ଗଅତ୍, ଅଇଲେ ମିସା ସରଗର୍ ବାବା ସେମନ୍କେ କାଇବାପାଇ ଜାଗାଇଲାନି । ତମେ କାଇ ସେମନର୍ତେଇଅନି ମୁକିଅ ନୁଆସ୍ କି ? ୨୭ ବଁଚ୍ବା ପାଇ ବଲି ନିଜେ ଚିନ୍ତାକରି ବିକଲ୍ ଅଇ ଜେ ତାର୍ କଣ୍ଡେକ୍ ମିସା ବଁଚ୍ବା ଦିନ୍ ପାର୍ସି କି ? ନାଇ ନାପାରେ ।
୨୮ ବସ୍ତର୍ ପାଇ କାଇକେ ବିକଲ୍ ଅଇଲାସ୍ନି ? ଦେକା, ବନର୍ ପୁଲ୍ମନ୍ କେନ୍ତି ବଡ୍ଲାଇନି, ସେମନ୍ କାମ୍ଦାମ୍ କରତ୍ ନାଇ କି ନିଜର୍ ପାଇ ବସ୍ତର୍ ତିଆର୍ କରତ୍ ନାଇ, ୨୯ ମାତର୍ ମୁଇ ତମ୍କେ କଇଲିନି, ରାଜା ସଲ୍ମନ୍ ତାର୍ ସବୁ ଦନ୍ ସଁପତି ସଙ୍ଗ୍ ମିସା ଏ ପୁଲ୍ ପାରା ସୁନ୍ଦର୍ ବସ୍ତର୍ କେବେ ପିନ୍ଦି ନ ରଇଲା । ୩୦ ଆଜି ପଦାଇ ରଇଲା ଗାଁସ୍ କାଲିକେ ନ ମିସା ରଏ । କାଟିକରି ଜଇଟାନେ ପଡାଇଦେବାଇ । ଏଲେମିସା ତାକେ ପର୍ମେସର୍ ଏନ୍ତି ସୁନ୍ଦର୍ ବେସ୍ ଦେଇସି, ତେବେ ଏ ଅଲପ୍ ବିସ୍ବାସିମନ୍, ସେ ବାଇଦରେ ତମ୍କେ ଅଦିକ୍ ନିମାନ୍ ବସ୍ତର୍ ନ ଦେଏ କି ? ଦେଇସିସେ ।
୩୧ ଏଟାର୍ ପାଇ କାଇଟା କାଇବି ? ଆରି କାଇଟା ପିଇବି ? ଆରି କାଇଟା ଅଡ୍ବି ବଲି ଚିନ୍ତା କରାନାଇ । ୩୨ କାଇକେବଇଲେ ପର୍ମେସର୍କେ ନାଜାନ୍ଲା ଲକ୍ମନ୍ ଏ ସବୁ କଜିବୁଲ୍ବାଇ । ଆରି ଏ ସବୁ ବିସଇ ଜେ ତମ୍କେ ଲଡା, ସେଟା ତମର୍ ସରଗର୍ ବାବା ଜାନେ । ୩୩ ମାତର୍ ତମେ ତାର୍ ରାଇଜ୍ ଆରି ସେ ତମର୍ଟାନେଅନି କାଇଟା ମନ୍ କଲାନି, ସେ ବିସଇ କଜା । ସେନ୍ତାର୍ କଲେ, ସେ ତମ୍କେ ଲଡାକେ ଆଇବା ସବୁ ବିସଇ ଜାଗାଇ ଦେଇସି । ୩୪ ଆରି, କାଲିକର୍ ପାଇ ଚିନ୍ତା କରାନାଇ, କାଇକେବଇଲେ କାଲିିକର୍ ଚିନ୍ତା କାଲିକେ କରା । ଜନ୍ ଦିନର୍ କସ୍ଟ, ସେଦିନର୍ପାଇ ଅଦିକ୍ ଅଇସି ।
<- ମାତିଉ 5ମାତିଉ 7 ->