୩ ପଣ୍ଡିତ୍ମନର୍ କାତା ସୁନି ଏରଦ୍ ରାଜା ଆରି ତାର୍ ସଙ୍ଗ୍ ରଇବା ଜିରୁସାଲାମର୍ ଲକ୍ମନ୍ ସବୁ କିଲ୍ବିଲ୍ ଅଇଗାଲାଇ । ୪ ଆରି ଏରଦ୍ ସବୁ ମୁକିଅ ପୁଜାରିମନ୍କେ ଆରି ସାସ୍ତର୍ ସିକାଉମନ୍କେ ଡାକାଇ କରି, “ମସିଅ ଜେ କି କିରିସ୍ଟ କନ୍ ଜାଗାଇ ଜନମ୍ ଅଇଆଚେ ?” ସେଟା ସେମନର୍ତେଇ ଅନି ବୁଜ୍ବାକେ ଚେସ୍ଟା କଲା ।
୫ ପଣ୍ଡିତ୍ମନ୍ ଏରଦ୍ ରାଜାକେ କଇଲାଇ, ଜିଉଦା ରାଇଜର୍ ବେତ୍ଲିଇମ୍ ଗଡେ, ଜନ୍ଟାକି ଗଟେକ୍ ବବିସତ୍ବକ୍ତା ଏନ୍ତାରି ଲେକିଆଚେ । ୬ ଏ ଜିଉଦା ଦେସର୍ ବେତ୍ଲିଇମ୍,
୭ ଏଟା ସୁନି କରି ଏରଦ୍ ରାଜା ସେ ପଣ୍ଡିତ୍ମନ୍କେ ଲୁଚ୍ତେ ଡାକାଇ, ତାରା କନ୍ ବେଲାଇ ଉଦିରଇଲା, ସେମନର୍ତେଇ ଅନି ଟିକ୍ ସଙ୍ଗ୍ ବୁଜିନେଲା । ୮ ତାର୍ପଚେ ସେମନ୍କେ କଇ ପାଟାଇଲା, “ତମେ ଜାଆ ଆରି ବେତ୍ଲିଇମେ ସେ ପିଲାକେ ନିମାନ୍ କରି କଜିଦେକା, ଆରି ପିଲା ମିଲ୍ଲେସରି ମକେ ଜାନାଆ ମୁଇ ମିସା ଜାଇ ତାକେ ଦର୍ସନ୍ କର୍ବି ।”
୯ ପଣ୍ଡିତ୍ମନ୍ ରାଜାର୍ କାତା ସୁନି ସେ ଜାଗାଇଅନି ବାରିଗାଲାଇ । ଗାଲାବେଲେ ଏଦେ ଦେକା ! ସେମନ୍ ପୁରୁବ୍ ଦେସେ ଜନ୍ ତାରା ଦେକି ରଇଲାଇ, ସେ ତାରା ଆରି ତରେକ୍ ଡିସ୍ଲା । ୧୦ ସେମନ୍ ତାରା ଦେକି ବେସି ସାର୍ଦା ଅଇଗାଲାଇ । ତାରା ସେମନର୍ ଆଗେ ଜାଇକରି ଜିସୁ ରଇଲା ଜାଗାର୍ ଉପ୍ରେ ଅଟ୍କିଗାଲା । ୧୧ ପଣ୍ଡିତ୍ମନ୍ ସେ ଗର୍ ବିତ୍ରେ ପୁରି ପିଲାକେ ତାର୍ ମା ମରିୟମ୍ ସଙ୍ଗ୍ ରଇଲାଟା ଦେକି, ତାକେ ମାଣ୍ଡିକୁଟା ଦେଇ ଜୁଆର୍ କଲାଇ, ଆରି ଆନିରଇବା ସୁନା, କୁନ୍ଦୁୁରୁ ଆରି ଗନ୍ଦ୍ରସ୍ ବେଟି, ପିଲାକେ ଦେଲାଇ ।
୧୨ ପଚେ ସେମନ୍ ଏରଦର୍ ଲଗେ ଆରିତରେକ୍ ନ ଜାଇକରି ବିନ୍ ବାଟେ ନିଜର୍ ଦେସେ ବାଉଡି ଗାଲାଇ । କାଇକେବଇଲେ ଏରଦର୍ ଟାନେ ଆରିତରେକ୍ ବାଉଡି ନ ଜିବାକେ ପର୍ମେସର୍ ସେମନ୍କେ ସପ୍ନେ ଆଦେସ୍ ଦେଇରଇଲା ।
୧୪ ଏ କାତା ସୁନି ଜସେପ୍ ସେ ରାତି, ପିଲାକେ ଆରି ତାର୍ ମାକେ ଦାରି ମିସର୍ ଦେସେ ଉଟିଗାଲା । ୧୫ ଏରଦ୍ ରାଜା ମର୍ବା ଜାକ ମିସର୍ ଦେସେସେ ରଇଲାଇ, ଜେନ୍ତାର୍ କି ବବିସତ୍ବକ୍ତା କଇରଇଲା ମାପ୍ରୁର୍ ବାକିଅ ସିଦ୍ ଅଇଲା, ମର୍ ପିଲାକେ ମୁଇ ମିସର୍ ଦେସେଅନି ଡାକି ଆନ୍ଲି ।
୧୭ ଏନ୍ତି ଅଇଲାଜେ ଜିରିମିୟ ବବିସତ୍ବକ୍ତା କଇଲା ଏ ବାକିଅ ପୁରାପୁରୁନ୍ ଅଇଲା । ସେ ଏନ୍ତି କଇରଇଲା,
୨୨ ମାତର୍ ଜସେପ୍, ଏରଦର୍ ପଚେ ତାର୍ ପଅ ଆର୍କିଲାୟ ଜିଉଦା ରାଇଜର୍ ରାଜା ଅଇଆଚେ ବଲି ସୁନିକରି ତେଇ ଜିବାକେ ଡର୍ଲା । ୨୩ ✡ମାର୍କ ୧:୨୪; ଲୁକ୍ ୨:୩୯; ଜଅନ୍ ୧:୪୫ମାତର୍ ଆରିଗଟେକ୍ ବିନ୍ ସପନ୍ ଇସାବେ ଗାଲିଲି ଦେସେ ଜାଇକରି ନାଜରିତ୍ ନାଉଁର୍ ଗଡେ ବାସା ଅଇ ରଇଲା । ଜେନ୍ତାର୍ କି ବବିସତ୍ବକ୍ତା କଇଲା ଏ ବାକିଅ ସିଦ୍ ଅଇଲା । ସେ ଏନ୍ତି ବଲି କଇରଇଲା, “ସେ ନାଜରିତିୟା ବଲି ଡାକ୍ପୁଟା ଅଇସି ।”
<- ମାତିଉ 1ମାତିଉ 3 ->✡୨:୨୩ ମାର୍କ ୧:୨୪; ଲୁକ୍ ୨:୩୯; ଜଅନ୍ ୧:୪୫