୧ ଦିନେକ୍ ଜିସୁ ତାର୍ ସିସ୍ମନର୍ ସଙ୍ଗ୍ ଗରେ ଅନି ବାରଇ ସମ୍ଦୁର୍ କଣ୍ଡି ଗାଲା । ତେଇ ସେ ବସିକରି ସିକାଇବାର୍ ଦାର୍ଲା । ୨ [a]ଲକ୍ମନ୍ ତାର୍ ଚାରିବେଡ୍ତି ଜବର୍ ଅଇ ରୁଣ୍ଡିରଇଲାଇଜେ ସେ ଗଟେକ୍ ଡଙ୍ଗାଇ ଜାଇ ବସ୍ଲା । ଲକ୍ମନ୍ ଟିଆ ଅଇ ତାର୍ କାତା ସୁନ୍ବାର୍ ଦାର୍ଲାଇ । ୩ ଆରି ସେ କେତେକ୍ କେତେକ୍ ବିସଇ, ଉଦାଅରଣ୍ ଦେଇ, ସିକାଇତେ ରଇଲା । ସେ କଇଲା,
୯ ଜିସୁ ଉଦାଅରଣ୍ ସାରାଇକରି କଇଲା, “ଜାକେ ସୁନ୍ଲା ପାରା କାନ୍ ଆଚେ, ସେ ସୁନ ।”
୧୦ ପଚେ ସିସ୍ମନ୍ ଜିସୁର୍ ଲଗେ ଆସି ପାଚାର୍ଲାଇ, “ତମେ ଲକ୍ମନ୍କେ ସିକାଇଲା ବେଲେ କାଇକେ ଉଦାଅରଣ୍ ଇସାବେ କଇଲାସ୍ନି ?” ୧୧ ଜିସୁ କଇଲା, “ସରଗ୍ ରାଇଜର୍ ଟିକି ନିକି କାତା ବୁଜ୍ବାକେ ତମେ ଗିଆନ୍ ପାଇଆଚାସ୍ । ମାତର୍ ସେମନ୍ ପାଅତ୍ ନାଇ । ୧୨ [b]ଜାକେ ଆଚେ, ତାକେ ଦିଆଅଇସି । ତେଇଅନି ସେ ଅଦିକ୍ ଅଦିକ୍ ଲାବ୍ କର୍ସି । ମାତର୍ ଜାକେ ନାଇ, ତାର୍ଟାନେ ଜେତ୍କି ଆଚେ, ସେଟା ମିସା ନିଆଅଇସି ।” ୧୩ ସେମନ୍କେ ମୁଇ କାତାନି ଇସାବେ ସିକାଇଲିନି । କାଇକେବଇଲେ ସେମନ୍ ଦେକି ଦେକି ରଇବାଇ, ମାତର୍ ନ ଦେକ୍ଲା ପାରା । ସୁନ୍ତେ ରଇବାଇ, ମାତର୍ ନ ସୁନ୍ଲା ପାରା ଆରି ନ ବୁଜତ୍ । ୧୪ ଜିସାୟ ବବିସତ୍ବକ୍ତା କଇରଇବା ବାକିଅ ପୁରାପୁରୁନ୍ ଅଇଲା ।
୧୬ [c]“ତମେ କେଡେକ୍ ନିକ କରମର୍ ଲକ୍ ! ତମେ ଦେକି ପାର୍ଲାସ୍ନି ଆରି ସୁନି ପାର୍ଲାସ୍ନି ! ୧୭ ମୁଇ ତମ୍କେ ସତ୍ କଇଲିନି, କେତେକ୍ କେତେକ୍ ବବିସତ୍ବକ୍ତା ଆରି ପର୍ମେସରର୍ ଲକ୍ମନ୍ ତମେ ଜନ୍ଟା ଦେକ୍ଲାସ୍ନି, ସେଟା ଦେକ୍ବାକେ, ଆରି ଜାଇଟା ସୁନ୍ଲାସ୍ନି, ସେଟାମନ୍ ସୁନ୍ବାକେ ମନ୍ କର୍ତେରଇଲାଇ, ମାତର୍ ନାପାର୍ଲାଇ ।”
୧୮ “ତେବେ ସୁନା, ବିଅନ୍ ବୁନ୍ବା କାତାର୍ ଅରତ୍ କଇଲିନି । ତମେ ବୁଜ୍ବାକେ ଚେସ୍ଟା କରା । ୧୯ ଜନ୍ ଲକ୍ମନ୍ ସରଗ୍ ରାଇଜର୍ ବାକିଅ ସୁନି ନ ବୁଜତ୍, ସଇତାନ୍ ଆସି ସେମନର୍ ମନ୍ ବିତ୍ରେ ଅନି ଜନ୍ଟା ବୁନାଅଇ ରଇସି, ସେଟା ଜିକି ଦାରିଜାଇସି । ଏଟା ଅଇଲାନି ବାଟେ ଅଦ୍ରି ରଇବା ବିଅନର୍ ଅରତ୍ ।”
୨୦ “ଜନ୍ ଲକ୍ମନ୍ ବାକିଅ ସୁନ୍ଲା ଦାପ୍ରେ ସାର୍ଦା ସଙ୍ଗ୍ ମାନ୍ବାଇ, ସେଟା ପାକ୍ନାବାଡି ଜାଗାଇ ଅଦ୍ରିରଇବା ବିଅନ୍ ପାରା । ୨୧ ବାକିଅ ପୁରାପୁରୁନ୍ ତାକର୍ ମନ୍ ବିତ୍ରେ ଜାଇ ନ ରଏ ଜେ, ସେମନ୍ ସେଟା ବେସି ଦିନ୍ ମାନିକରି ରଇ ନାପାରତ୍ । ବାକିଅର୍ ଲାଗି କସ୍ଟ କି ବେମ୍ଜା ଆଇଲେ, ସେମନ୍ ଦାପ୍ରେସେ ସେଟା ଚାଡିଦେବାଇ । ୨୨ କାଟାବୁଟା କେନ୍ତାର୍କି ସାନ୍ ବୁଟାମନ୍କେ ଚାପି ଗିଲିଦେଇସି, ସେନ୍ତାରି ଏ ଜଗତର୍ ପାଇଟି କାବାଡ୍ ଆରି ଦନ୍କେ ଲବ୍ ଅଇକରି, କେତେକ୍ ଲକ୍ମନର୍ ଟାନେ କେଟିରଇବା ବାକିଅ ନସାଇଦେଇସି । ସେମନ୍ କାଟାବୁଟାଇ ଅଦର୍ଲା ବିଅନ୍ ପାରା । ସେମନର୍ କାଇ ପସଲ୍ ନ ପାଚାଅତ୍ । ୨୩ ଜନ୍ଲକ୍ମନ୍ ବାକିଅ ସୁନି ନିକକରି ବୁଜ୍ବାଇ, ନିକ ପଦାଇ ଅଦ୍ରିରଇବା ବିଅନର୍ ପାରା । ସେମନ୍ ନିକ ପସଲ୍ ଲାବ୍ କର୍ବାଇ କେ ସଏ ପୁଟିଅନି ଅଦିକ୍, କେ ସାଟେ ପୁଟିଅନି ଅଦିକ୍, କେ ତିରିସ୍ ପୁଟିଅନି ଅଦିକ୍ ପସଲ୍ ପାଚାଇବାଇ ।”
୩୧ ଜିସୁ ଆରି ଗଟେକ୍ ବିସଇ କଇଲା, “ସରଗ୍ ରାଇଜ୍ ଏନ୍ତାରି ଗଟେକ୍ ଲକ୍ ତାର୍ ଜମିଟାନେ ସର୍ସୁ ମୁଞ୍ଜି ତପିଦେଲା । ୩୨ ସେ ମୁଞ୍ଜି ସବୁର୍ଟାନେଅନି ସାନ୍ ଅଇଲେ ମିସା ତେଇଅନି ଜନ୍ ଗଚ୍ ଅଇଲା, ଜମିଟାନେ ରଇଲା ବିନ୍ ଗଚ୍ମନର୍ତେଇଅନି ଅଦିକ୍ ଡେଙ୍ଗ୍ ଅଇ ଜୁଜୁରା ଅଇଲା । ଆରି ସେ ଗଚେ ଚଡଇମନ୍ ବାସା ଅଇଲାଇ ।”
୩୩ ଜିସୁ ଆରି ତରେକ୍ ଏନ୍ତାରି କାତା କଇଲା, “ଗଟେକ୍ ମାଇଜି କଣ୍ଡେକ୍ କମିର୍ ନେଇ ଅଦ୍ବାସ୍ତା ଗୁଣ୍ଡ୍ଟାନେ ମିସାଇଦେଲା । ସମାନ୍ ବେଲାଇ ସବୁଜାକ ଗୁଣ୍ଡ୍ କମିର୍ତେଇ ମିସି ପୁଲ୍ଲା । ସରଗ୍ ରାଇଜ୍ ବଡ୍ବାଟା ମିସା ଏନ୍ତାରିସେ ।”
୩୪ ଜିସୁ ଏନ୍ତାରି ଉଦାଅରଣ୍ ଦେଇ ସିକାଇତେ ରଇଲା । ଉଦାଅରଣ୍ ନ ଦେଇ ସେ କାଇଟା ମିସା ନ ସିକାଇତେ ରଇଲା ।
୩୫ ଏଟାର୍ପାଇ ବବିସତ୍ବକ୍ତାର୍ ଏ ବାକିଅ ପୁରାପୁରୁନ୍ ଅଇଲା ।
୩୭ ଜିସୁ କଇଲା, “ଜନ୍ ଲକ୍ ନିକ ବିଅନ୍ ବୁନ୍ଲା, ସେ ନର୍ପିଲା ମୁଇ । ୩୮ ଏ ଦୁନିଆ ଅଇଲାନି ଜମି । ଜେମନ୍ ସରଗ୍ ରାଇଜର୍ ଲକ୍, ସେମନ୍ ନିକ ବିଅନ୍ । ଜୁଡ୍ ଗାଁସ୍ ଅଇଲାନି ସଇତାନର୍ ବାଟେ ଜିବା ଲକ୍ । ୩୯ ଜନ୍ ବିରଦି ଲକ୍ ଜୁଡ୍ ଗାଁସ୍ ମୁଞ୍ଜି ବୁନ୍ଲା, ସେ ସଇତାନ୍ । କାଟାବେଟାର୍ ବେଲା ଅଇଲାନି ଜୁଗ୍ ସାର୍ବା ଦିନ୍ । ତାସ୍ କାଟ୍ବା ଲକ୍ମନ୍ ଅଇଲାଇନି ସରଗର୍ ଦୁତ୍ମନ୍ । ୪୦ ଜୁଡ୍ ଗାଁସ୍ମନ୍ ଜେନ୍ତି ଟୁଲିଆଇକରି ପଡାଇଲାଇ, ଜୁଗର୍ ସାରାସାରି ବେଲେ ସେନ୍ତାରି ଅଇସି । ୪୧ ନର୍ପିଲା ମୁଇ ମର୍ ରାଇଜେଅନି ସବୁ ପାପ୍ କାମ୍ କଲା ଲକ୍ମନ୍କେ ଆରି ଜେଜେମନ୍ ବିନ୍ ଲକ୍ମନ୍କେ ପାପ୍ କର୍ବାକେ ଉସ୍କାଇଲାଇନି, ସେମନ୍କେ ଟୁଲିଆଇବାକେ ସରଗର୍ ଦୁତ୍ମନ୍କେ ପାଟାଇବି । ୪୨ ସେମନ୍ ଏ ସବୁ ଲକ୍ମନ୍କେ ଲାଗି ରଇବା ଜଇଟାନେ ପିଙ୍ଗ୍ବାଇ । ତେଇ ସେମନ୍ କିଲ୍ବିଲ୍ ଅଇ କାନ୍ଦ୍ବାଇ ଆରି ଦାତ୍ କାତ୍ରିଅଇବାଇ । ୪୩ ସେବେଲେ ପର୍ମେସର୍କେ ମାନ୍ବା ଲକ୍ମନ୍ ତାକର୍ ସରଗର୍ ବାବାର୍ ରାଇଜେ ବେଲ୍ପାରା ଜକ୍ମକିଜିବାଇ । ସୁନ୍ଲା ପାରା କାନ୍ ରଇଲେ ସୁନା ।”
୪୮ “ଜାଲ୍ ବର୍ତି ଅଇଗାଲେ କଣ୍ଡିତେଇ ଜିକିଆନି ନିକନିକ ମାଚ୍ ବାଚି କରି ମୁର୍ଡିତେଇ ସଙ୍ଗଇବାଇ ଆରି ବେଙ୍ଗ୍ଟିମାଚ୍ ପାରାଟାମନ୍ ପିଙ୍ଗି ଦେବାଇ । ୪୯ ଜୁଗ୍ ସାର୍ବା ବେଲେ ଏନ୍ତାରି ଅଇସି । ସରଗର୍ ଦୁତ୍ମନ୍ ଦରମ୍ ଲକର୍ ଟାନେଅନି ପାପିମନ୍କେ ବେଗ୍ଲାଇବାଇ । ୫୦ ସେମନ୍କେ ଲାଗ୍ବା ଜଇଟାନେ ପିଙ୍ଗିଦେବାଇ । ତେଇ ସେମନ୍ ମାରିଚପିଅଇ କାନ୍ଦି କସ୍ଟେ ମସ୍ଟେ ଦାତ୍ କାତ୍ରିଅଇବାଇ ।”
୫୨ ଜିସୁ ସେମନ୍କେ କଇଲା, “ଜେନ୍ତାର୍କି ଗଟେକ୍ ଗରର୍ ଲକ୍, ତାର୍ ବାଣ୍ଡାର୍ ଗରେଅନି ତାକେ ଦର୍କାର୍ ଅଇବା ଇସାବେ ନୁଆ ଦିନ୍ସୁ ଆରି ପୁର୍ନା ଦିନ୍ସୁ ବାର୍କରାଇସି । ସରଗ୍ ରାଇଜେ ସିସ୍ ଅଇରଇବା ଗଟେକ୍ ଦରମ୍ ଗୁରୁ ସମାନ୍ ସେନ୍ତାରିସେ କର୍ସି ।”
୫୩ ଜିସୁ ଏ ଉଦାଅରଣ୍ କଇସାରାଇ, ସେ ଜାଗା ଚାଡି ଉଟିଗାଲା । ୫୪ ଆରି ନିଜର୍ ଜାଗାଇ ବାଅଡ୍ଲା । ସେ ଜାଗାର୍ ପାର୍ତନା ଗରେ ତାର୍ ସିକାଇବାଟା ସୁନି ଲକ୍ମନ୍ କାବା ଅଇଜାଇ କଇଲାଇ, “ଏତେକ୍ ଗିଆନ୍ ଏ କନ୍ତିଅନି ମିଲାଇଲା ? ଏ କାବା ଅଇଜିବା କାମ୍ମନ୍ କର୍ବାକେ ଆକେ କେ ବପୁ ଦେଲା ? ୫୫ ଏ କାଇ ସେ ବାଡଇର୍ ପିଲା ! ମରିୟମ୍ ତାର୍ ମାଆ ! ଜାକୁବ୍, ଜସେପ୍, ସିମନ୍ ଆରି ଜିଉଦା ତାର୍ ବାଇମନ୍ ! ୫୬ ତାର୍ ବଇନିମନ୍ ଇତି ଆଚତ୍ ! ତେବେ ଏ ସବୁ ବପୁ ସେ କନ୍ତିଅନି ମିଲାଇଲା ?” ୫୭ [d]ଏନ୍ତାରି କଇ, ସେମନ୍ ଜିସୁକେ ନାମତ୍ ନାଇ ।