୧ ସେବେଲେ ରମିୟ ରାଇଜର୍ ବଡ୍ ସାସନ୍ କାରିଆ ଅଗସ୍ଟ କାଇସରର୍ ଆଦେସ୍ ଇସାବେ ସବୁଲକ୍କେ ନାଉଁ ଲେକାଇବାର୍ ଅଇଲା । ୨ କିରିଣିୟ ନାଉଁର୍ ସାସନ୍ କାରିଆ ସିରିଆ ରାଇଜ୍ ସାସନ୍ କର୍ବା ବେଲେ ପର୍ତୁମ୍ ତର୍ ଏନ୍ତାରି ନାଉଁ ଲେକା ଅଇରଇଲା । ୩ ସେଟାର୍ପାଇ ବଲି ସବୁଲକ୍ ନାଉଁ ଲେକାଇବାକେ ନିଜର୍ ନିଜର୍ ନଅରେ ଗାଲାଇ ।
୪ ଆରି ଜସେପ୍ ମିସା ନାଉଁ ଲେକାଇବାକେ ମରିୟମର୍ ସଙ୍ଗ୍ ଗାଲିଲି ରାଇଜର୍ ନାଜରିତ୍ ନାଉଁର୍ ଗଟେକ୍ ନଅରେ ଅନି ଜିଉଦା ରାଇଜର୍ ବେତ୍ଲିଇମ୍ ବଲି ଦାଉଦ୍ ରାଜାର୍ ଜନମ୍ ନଅରେ ଗାଲାଇ । କାଇକେବଇଲେ, ଜସେପ୍ ଦାଉଦ୍ ବଁସର୍ ଆରି ସେ କୁଟୁମର୍ ଲକ୍ ରଇଲା । ୫ ତାର୍ସଙ୍ଗ୍ ମରିୟମର୍ ବିବା ମାଙ୍ଗ୍ନି ଅଇରଇଲା, ଆରି ମରିୟମ୍ ଗାଗ୍ଡେ ଅଇରଇଲା । ୬ ଜସେପ୍ ଆରି ମରିୟମ୍ ବେତ୍ଲିଇମେ ରଇଲାବେଲେ, ମରିୟମର୍ ଆତ୍ଗଡ୍ ସୁକ୍ ଅଇବା ଦିନ୍ କେଟି ଆଇଲା । ୭ ଆରି ମରିୟମ୍ ତାର୍ ପଣୁଆ ପିଲାକେ ତେଇ ଜନମ୍ଦେଲା, ଆରି ତାକେ ଲୁଗାସଙ୍ଗ୍ ଗୁଡିଆଇକରି ଗରୁସାଲର୍ ଡଙ୍ଗାକୁଣ୍ଡେ ଡୁଲାଇରଇଲା, କାଇକେବଇଲେ ସେମନ୍କେ ରଇବାପାଇ ବାସାଗରେ ଟାନ୍ ନ ରଇଲା ।
୧୩ ସେଡ୍କିବେଲେ ଅଟାତ୍ ସର୍ଗେଅନି ଦୁତ୍ମନ୍ ମାନ୍ଦାଅଇ, ସେ ସରଗର୍ ଦୁତ୍ଟାନେ କେଟି ପର୍ମେସର୍କେ ସୁମର୍ନା କର୍ବାର୍ ଦାର୍ଲାଇ ।
୧୫ ଦୁତ୍ମନ୍ ମେଣ୍ଡା ଚାରାଉ ଗଉଡ୍ମନ୍କେ ଚାଡି ସର୍ଗେ ଉଟିଗାଲା ପଚେ, ଗଉଡ୍ମନ୍ ତାକର୍ ତାକର୍ ବିତ୍ରେ କୁଆବଲା ଅଇବାର୍ ଦାର୍ଲାଇ, “ଆସା ଆମେ ସବୁ ବେତ୍ଲିଇମ୍ ଜାକ ଜାଇକରି, ପର୍ମେସର୍ ଜାନାଇରଇଲା ବିସଇ ଦେକୁ ।”
୧୬ ତେଇଅନି ସେମନ୍ ଦାପ୍ରେ ଜାଇ କଜିକରି ମରିୟମ୍, ଜସେପ୍ ଆରି ଗରୁସାଲର୍ ଡଙ୍ଗାଇ ପିଲା ଡୁଲିରଇଲାଟା ଦେକ୍ଲାଇ । ୧୭ ସେମନ୍ ପିଲାକେ ଦେକିକରି, ଦୁତ୍ ଜାଇ ଜାଇଟା କଇରଇଲା, ତେଇ ରଇଲା ସବୁଲକ୍କେ କଇଲାଇ । ୧୮ ଆରି ଜେତ୍କି ଲକ୍ ତେଇ ରଇଲାଇ ଗଉଡ୍ମନର୍ ଟାନେଅନି ସେ ସବୁ କାତା ସୁନି କାବା ଅଇଗାଲାଇ । ୧୯ ମାତର୍ ମରିୟମ୍ ଏ ସବୁ କାତା ନିଜର୍ ମନେ ସଙ୍ଗଇ, ସେ ବିସଇସେ ଚିନ୍ତା କର୍ବାର୍ ଦାର୍ଲା । ୨୦ ଆରି ମେଣ୍ଡା ଚାରାଉମନ୍କେ ଦୁତ୍ ଜେନ୍ତି କଇରଇଲା, ସେନ୍ତା ସୁନ୍ଲାଇ ଆରି ଦେକ୍ଲାଇ । ସେ ସବୁର୍ଲାଗି ପର୍ମେସରର୍ ମଇମା କରି କରି ବାଅଡ୍ଲାଇ ।
୨୨ ପଚେ ଜେଡେବଲ୍ ମସାର୍ ବିଦି ଇସାବେ, ଜସେପ୍ ଆରି ମରିୟମର୍ ସୁତକ୍ ଅଇରଇବା ବେଲା ପୁରୁନ୍ ଅଇଆଇଲା, ପିଲାକେ ପର୍ମେସର୍କେ ସର୍ପି ଦେବାକେ ଜିରୁସାଲାମ୍ ମନ୍ଦିରେ ନେଲାଇ । ୨୩ ମାପ୍ରୁର୍ ଲେକା ଅଇରଇବା ସାସ୍ତର୍ ଇସାବେ, ସେ ବେଲେ ଜନ୍ ଗରେ ମିସା, ପର୍ତୁମ୍ ଜନମ୍ ଅଇଲା ପଣୁଆ ପିଲାମନ୍ ପର୍ମେସରର୍ ସେବାର୍ ପାଇ ସର୍ପି ଅଇବାଇ ବଲି ମାନ୍ତେ ରଇଲାଇ । ୨୪ ଜସେପ୍ ଆରି ମରିୟମ୍ ଜିସୁକେ ଲେକା ଅଇରଇବା ସାସ୍ତର୍ ଇସାବେ ପର୍ମେସର୍କେ ସର୍ପି ଦେବାକେ ଆରି ସୁକଲ୍ ଅଇବା ବିରୁର୍ପାଇ ଦୁଇଟା ପରୁଆ ପିଲା ଦାରି ଜିରୁସାଲାମ୍ ଗାଲାଇ ।
୨୮ ସେଡ୍କିବେଲେ ସିମିୟନ୍ ସାନ୍ପିଲାକେ କଲେ ଦାରି ପର୍ମେସରର୍ ମଇମା କରି କଇଲା,
୩୩ ସିମିୟନର୍ଟାନେଅନି ଜିସୁର୍ ବିସଇର୍ କାତା ସୁନି ଜସେପ୍ ଆରି ମରିୟମ୍ କାବାଅଇ ଜାଇତେ ରଇଲାଇ । ୩୪ ଆରି ସିମିୟନ୍ ସେଲକ୍କେ ଆସିର୍ବାଦ୍ ଦେଇ ଜିସୁର୍ ମାକେ କଇଲା, “ଏ ପିଲା ଇସ୍ରାଏଲ୍ ଦେସର୍ କେତେ କେତେ ଲକ୍ ଉବଜ୍ବାଟା ଆରି କେତେ କେତେ ଲକ୍ ବୁଡିଜିବାର୍ପାଇ ବଲି ପର୍ମେସର୍ ବାଚି ପାଟାଇଲା ଲକ୍ ଅଇସି । କେତେ କେତେ ଲକ୍ମନ୍ ତାର୍ ବିରୁଦେ କଇବା, ଗଟେକ୍ ଚିନ୍ ପାରା ଅଇସି । ୩୫ କେତେ କେତେ ଲକ୍ ତାକେ ବିରଦ୍ କରି ନିଜର୍ ମନ୍ ବିତ୍ରର୍ କାତା ସବୁ ଜାନାଇବାଇ । ଆରି ତମର୍ ଜିବ୍ନେ ଗଟେକ୍ କାଣ୍ଡା ବୁସିଅଇରଇଲାପାରା ତମ୍କେ ବେସି ଦୁକ୍ ଆଇସି ।”
୩୬ ସେ ଦାପ୍ରେ, ଏଦେ ଦେକା ! ଆନା ନାଉଁର୍ ଗଟେକ୍ ମାଇଜି ବବିସତ୍ବକ୍ତା ତାକର୍ ଲଗେ ଆଇଲା । ସେ ଆସେର୍ ବଁସର୍ ପିନୁଏଲର୍ ଟକି, ସେ ବେସି ଡକ୍ରି ଅଇଜାଇରଇଲା । ବିବା ଅଇ ମୁନୁସ୍ ସଙ୍ଗ୍ ସାତ୍ ବରସ୍ ରଇକରି, ରାଣ୍ଡି ଅଇଗାଲା । ଆରି ତାକେ ଚାରିକଡିଚାରି ବରସ୍ ଅଇରଇଲା । ୩୭ ସେ ଦେଉଲେଅନି କେନେ ନ ଜାଇ, ଉପାସ୍ ରଇକରି ଦିନ୍ ରାତି ମାପ୍ରୁର୍ ଉପାସନା କର୍ତେରଇଲା । ୩୮ ପିଲାକେ ମାପ୍ରୁର୍ଟାନେ ସର୍ପି ଦେବାବେଲେ ସେ ଦେଉଲର୍ ଡାଣ୍ଡେ କେଟି, ପର୍ମେସରର୍ ମଇମା କରିକରି ଜନ୍ ଲକ୍ମନ୍ ଜିରୁସାଲାମର୍ ମୁକ୍ତି ମିଲ ବଲି ଜାଗ୍ତେରଇଲାଇ, ସେ ଲକ୍ମନ୍କେ ପିଲାର୍ ବିସଇ କଇବାର୍ ଦାର୍ଲା ।
୪୩ ସେମନ୍ ପରବ୍ ସାରାଇ ବାଉଡି ଆଇଲାବେଲେ, ପିଲା ଜିସୁ ଜିରୁସାଲାମେ ରଇଗାଲା । ମାତର୍ ତାର୍ ବାବା ମାଆ ମିସା ସେ ତେଇ ରଇଲାଟା ଜାନି ନ ରଇଲାଇ । ୪୪ ତାର୍ ସଙ୍ଗର୍ ଲକ୍ମନର୍ ସଙ୍ଗ୍ ଆଚେ କାଇକି ବଲି ବାବିକରି ସେମନ୍ ଗଟେକ୍ ଦିନର୍ ବାଟେ ଇଣ୍ଡି ଉଟି ଜାଇରଇଲାଇ । ସେମନ୍ ସାଇପଡିସା, ଚିନାର୍ ଜାନାର୍ ଲକ୍ମନ୍କେ ପାଚାରି କଜ୍ଲାଇ । ୪୫ ଡିସେନାଇକେ ଆରି କଜି କଜି ଜିରୁସାଲାମେ ବାଉଡିଗାଲାଇ । ୪୬ ତିନ୍ଦିନ୍ ପଚେ ସେମନ୍ ତାକେ ମନ୍ଦିରେ ଦେକ୍ଲାଇ, ସେ ସାସ୍ତର୍ ସିକାଉମନର୍ ମଜାଇ ବସି, ତାକର୍ କାତା ସୁନ୍ତେରଇଲା, ଆରି ପର୍ସନ୍ ପାଚାର୍ତେରଇଲା । ୪୭ ଆରି ତେଇ ଜେତ୍କି ଲକ୍ ତାର୍ କାତା ସୁନ୍ତେରଇଲାଇ, ସବୁଲକ୍ ସେ କାତା ଅଇବାଟା ଆରି ତାର୍ ବୁଦି ଦେକି କାବାଅଇ ଜାଇତେରଇଲାଇ । ୪୮ ଜସେପ୍ ଆରି ମରିୟମ୍ ମିସା ଜିସୁକେ ଦେକି କାବା ଅଇଗାଲାଇ, ଆରି ତାର୍ ମାଆ ତାକେ କଇଲା, “ତୁଇ କାଇକେ ନୁନା ଆମ୍କେ ଏନ୍ତାରି କଲୁସ୍ ? ଦେକ୍ନି ତର୍ ବାବା ଆରି ମୁଇ କେତେକ୍ କିଲ୍ବିଲ୍ ଅଇ କଜ୍ଲୁନି ।”
୪୯ ତେଇ ଜିସୁ ସେମନ୍କେ କଇଲା, “କାଇକେ ମକେ କଜ୍ତେରଇଲାସ୍ ? ମର୍ ବାବାର୍ ଗରେ ମୁଇ ରଇବାର୍ ଆଚେଆକା, ଏଟା ନାଜାନି ରଇଲାସ୍ କି ?” ୫୦ ମାତର୍ ଜିସୁ ସେମନ୍କେ ଜନ୍ କାତା କଇଲା, ସେଟା ସେମନ୍ ବୁଜିନାପାର୍ଲାଇ ।
୫୧ ପଚେ ଜିସୁ ତାର୍ ବାବା ମାଆ ସଙ୍ଗ୍ ନାଜରିତେ ବାଉଡି ଆଇଲା ଆରି ତାକର୍ କାତା ମାନ୍ତେରଇଲା, ମରିୟମ୍ ମିସା ଏ ସବୁ କାତା ନିଜର୍ ମନ୍ ବିତ୍ରେ ସଙ୍ଗଇ ଚିନ୍ତା କଲା । ୫୨ ଜିସୁ, ଗିଆନେ, ଗାଗ୍ଡେ, ପର୍ମେସର୍ ଆରି ଲକ୍ମନର୍ ଦୟାଇ ବଡିଆଇଲା ।
<- ଲୁକ୍ 1ଲୁକ୍ 3 ->