୭ ସେ ରଗି ଲକ୍ ଜିସୁକେ କଇଲା, “ଏ ଆଗିଆଁ ପାନି ଅଲ୍କା କଲାବେଲେ, ସେ ବନ୍ଦ୍ ବିତ୍ରେ ମକେ ନେବାକେ କେ ନାଇ । ଆରି ବନ୍ଦ୍ ବିତ୍ରେ ଜିବାକେ ଚେସ୍ଟା କଲାବେଲେ ବିନ୍ ଲକ୍ ମର୍ ଆଗ୍ତୁ ଉଟିଜିବାଇ ।”
୮ ଜିସୁ ତାକେ କଇଲା, “ଉଟି ଟିଆଅ, ଆରି ତର୍ ଟାଟି ଦାରି ଇଣ୍ଡିଜା ।” ୯ ସେ ଦାପ୍ରେ ସେ ଲକ୍ ନିମାନ୍ ଅଇଗାଲା ଆରି ନିଜର୍ ଟାଟି ଦାରିକରି ଇଣ୍ଡ୍ବାର୍ ଦାର୍ଲା । ସେ ଦିନ୍ ବିସ୍ରାମ୍ବାର୍ ରଇଲା । ୧୦ ସେଟାର୍ପାଇ ଜିଉଦି ନେତାମନ୍, ନିମାନ୍ ଅଇଲା ରଗିକେ କଇବାର୍ ଦାର୍ଲାଇ, “ଆଜି ବିସ୍ରାମ୍ ଦିନେ, ତୁଇ ଟାଟି ଦାରି ଜିବାଟା ଆମର୍ ନିୟମ୍ ନାଇ ।”
୧୧ ମାତର୍ ସେ ଲକ୍ ସେମନ୍କେ କଇଲା, “ଜେ ମକେ ନିମାନ୍ କଲା ସେ ମକେ ତମର୍ ଟାଟିଦାରିକରି ଜା ବଲି କଇଲାଆଚେ ।”
୧୨ ସେମନ୍ ତାକେ ପାଚାର୍ଲାଇ, “ଜେ ତକେ ଟାଟି ଦାରି ଜା ବଲି କଇଲା, ସେ ଲକ୍ କେ ?”
୧୩ ମାତର୍ ସେ ନିମାନ୍ ଅଇଲା ଲକ୍ ଜିସୁ କେ ବଲି ଚିନି ନରଇଲା, କାଇକେ ବଇଲେ ସେ ଜାଗାଇ ବେସି ଲକ୍ମନ୍ ରଇଲାଇଜେ, ଜିସୁ ତେଇଅନି ବିନେ ପିସ୍ଲି ଉଟିଜାଇରଇଲା ।
୧୪ ତାର୍ ପଚେ ଜିସୁ ସେ ନିକ ଅଇଲା ଲକ୍କେ ମନ୍ଦିର୍ ବିତ୍ରେ ଦେକିକରି କଇଲା, “ଦେକ୍ ଏବେ ତୁଇ ନିକ ଅଇଜାଇଆଚୁସ୍ । ତୁଇ ଆରି ପାପ୍ କାମ୍ କର୍ନାଇ । ନଇଲେ ତକେ ଆରି ଅଦିକ୍ ଦୁକ୍ କସ୍ଟ ଆଇସି ମିସା ।”
୧୫ ତାର୍ ପଚେ ସେ ନିକ ଅଇଲା ଲକ୍ ଜିଉଦି ନେତାମନର୍ ଲଗେ ଜାଇକରି, “ଜେ ତାକେ ନିକ କରିରଇଲା, ସେ ଜିସୁ” ବଲି କଇଲା । ୧୬ ଏ ନିମାନ୍ କାମ୍ କଲାଟା, ବିସ୍ରାମ୍ ବାରେ ଅଇରଇଲା ଜେ, ଜିଉଦି ନେତାମନ୍ ଜିସୁକେ ଦୁକ୍କସ୍ଟ ଦେବାର୍ ବସ୍ଲାଇ । ୧୭ ମାତର୍ ଜିସୁ ସେମନ୍କେ କଇଲା, “ମର୍ବାବା ପର୍ମେସର୍ ସବୁବେଲା କାମ୍କଲାନି, ମୁଇ ମିସା ସେନ୍ତି କାମ୍ କଲିନି ।”
୧୮ ଜିସୁ ଏନ୍ତି କଇରଇଲାଜେ ଜିଉଦି ନେତାମନ୍ ତାକେ ମରାଇବାକେ ଅଦିକ୍ ଚେସ୍ଟା କଲାଇ । କାଇକେ ବଇଲେ ଜିସୁ ବିସ୍ରାମ୍ ବାରର୍ ନିୟମ୍ ମାନେ ନାଇ ବଲି ନାଇ, ମାତର୍ ସେ ପର୍ମେସର୍କେ ମର୍ ବାବା ବଲି କଇ, ନିଜ୍କେ ପର୍ମେସର୍ ସଙ୍ଗ୍ ସମାନ୍ କରି ରଇଲା ।
୨୪ “ମୁଇ ତମ୍କେ ସତ୍ କଇଲିନି, ଜେ ମର୍ କାତା ସୁନି ମକେ ପାଟାଇଲା ପର୍ମେସର୍କେ ବିସ୍ବାସ୍ କର୍ସି, ସେ ନ ସାର୍ବା ଜିବନ୍ ପାଇସି । ଆରି ସେ ବିଚାର୍ନା କରାଇ ନ ଅଏ । କାଇକେବଇଲେ ସେ ମରନ୍କେ ଜିତି କରି ଜିବନ୍ ପାଇଆଚେ । ୨୫ ମୁଇ ତମ୍କେ ସତ୍ କଇଲିନି ଏନ୍ତି ଗଟେକ୍ ବେଲା ଆଇଲାନି, ସେ ବେଲା ଏବେ କେଟିଆଚେ । ଜେଡେବେଲା ମଲା ଲକ୍ମନ୍ ପର୍ମେସରର୍ ପିଲା ମର୍ କଁଟର୍ ସର୍ ସୁନ୍ବାଇ, ସେମନ୍ ଜିବନ୍ ଅଇ ଉଟ୍ବାଇ । ୨୬ ବାବା ଜେନ୍ତିକି ଜିବନର୍ ମୁଲ୍, ସେନ୍ତାରିସେ ତାର୍ ପିଲା ମୁଇ ମିସା ଜିବନର୍ ମୁଲ୍ । ୨୭ ଆରି ମୁଇ ପର୍ମେସରର୍ ଟାନେଅନି ଆଇଲା ନର୍ପିଲା ଅଇଲାର୍ଲାଗି, ସବୁ ଲକ୍ମନ୍କେ ବିଚାର୍ କର୍ବା ଅଦିକାର୍ ସେ ମକେ ଦେଲାଆଚେ । ୨୮ ତମେ ଏଟାର୍ପାଇ କାବା ଉଆନାଇ, ଏନ୍ତି ବେଲା ଆଇଲାନି, ମରିକରି ତପିଅଇଲା ସବୁ ଲକ୍ମନ୍ ମର୍ କଁଟ୍ସର୍ ସୁନ୍ବାଇ । ୨୯ ଆରି ସେମନ୍ ସମାଦି ଅନି ଆରି ତରେକ୍ ଉଟ୍ବାଇ । କେ କେ ନିକ କାମ୍ କରିଆଚତ୍, ସେମନ୍ ମଲାଟାନେଅନି ଜିବନ୍ ଅଇକରି ଉଟ୍ବାଇ । କାରାପ୍ କାମ୍ କରୁମନ୍ ମିସା ମଲାଟାନେଅନି ଉଟ୍ବାଇ ଆରି ଦସି ବଲାଇଅଇବାଇ ।”
୩୭ [b]ଆରି ମକେ ପାଟାଇଲା ବାବା ପର୍ମେସର୍ ମିସା ମର୍ ବିସଇ ସାକି ଦେଲାନି । ତମେ କେବେ ମିସା ତାର୍ କଁଟ୍ ସୁନାସ୍ ନାଇ, କି ସେ କେନ୍ତାଟା ଦେକାସ୍ ନାଇ । ୩୮ ଆରି ତାର୍ କାତା ତମର୍ ମନ୍ବିତ୍ରେ ରଏନାଇ । କାଇକେବଇଲେ ସେ ଜାକେ ପାଟାଇଲା ଆଚେ ତାକେ ତମେ ବିସ୍ବାସ୍ କରାସ୍ ନାଇ । ୩୯ ତମେ ଜତନ୍ସଙ୍ଗ୍ ସାସ୍ତର୍ମନ୍ ପଡି କଜ୍ଲାସ୍ନି । ତେଇଅନି ନ ସାର୍ବା ଜିବନ୍ ପାଇଅଇସି ବଲି ସେ ସବୁ ପଡ୍ଲାସ୍ନି । ସେ ସବୁ ସାସ୍ତର୍ ମର୍ ବିସଇସେ ସାକି ଦେଲାନି । ୪୦ ଏଲେମିସା ତମେ ନ ସାର୍ବା ଜିବନ୍ ପାଇବାକେ ମର୍ ଲଗେ ଆଇବାକେ ନିଚ୍ଲାସ୍ନି ।
୪୧ “ମୁଇ ମୁନୁସ୍ ଲକ୍ମନର୍ ଟାନେଅନି ଡାକ୍ପୁଟା କଜି ନାଇ । ୪୨ ମୁଇ ଜାନି, ତମେ କେନ୍ତି ରକାମର୍ ଲକ୍, ତମର୍ ମନ୍ ବିତ୍ରେ ପର୍ମେସର୍କେ ଆଲାଦ୍ କର୍ବାଟା ନାଇ । ୪୩ ମୁଇ ମର୍ ବାବା ପର୍ମେସରର୍ ଅଦିକାର୍ ପାଇ ଆଇଲିଆଚି । ମାତର୍ ତମେ ମକେ ନାମାସ୍ ନାଇ । ମାତର୍ ଜେଡେବେଲା କେ ମିସା ବିନ୍ ଲକ୍ ନିଜେ ମନ୍କରି ଆଇଲେ ତାକେ ଡାକିନେଲାସ୍ନି । ୪୪ ତମେ ନିଜର୍ ନିଜର୍ ବିତ୍ରେ ସନ୍ମାନ୍ ପାଇବାକେ ମନ୍କଲାସ୍ନି । ମାତର୍ ପର୍ମେସରର୍ ଆଲାଦ୍ ପାଇବାକେ ମନ୍ କରାସ୍ ନାଇ । ସେନ୍ତି ବଇଲେ ତମେ କେନ୍ତି ମକେ ବିସ୍ବାସ୍ କରିପାରାସ୍ ? ୪୫ ମୁଇ ତମର୍ ବିରଦେ ପର୍ମେସର୍ତେଇ ଦସି କର୍ବି ବଲି ତମେ ବାବାନାଇ । ତମେ ଜନ୍ଟା ମସାର୍ ତେଇ ଆସା କରିଆଚାସ୍ ସେ ସେ ତମର୍ ବିରଦେ ଦସି କଲାନି । ୪୬ ଜଦି ତମେ ମସାକେ ସତ୍ବଲି ବିସ୍ବାସ୍ କଲାସ୍ନି ବଇଲେ ମକେ ମିସା ବିସ୍ବାସ୍ କର୍ତେ ରଇସା । କାଇକେବଇଲେ ମସା ମର୍ ବିସଇସେ ଲେକିଆଚେ । ୪୭ ମାତର୍ ସେ ଜନ୍ଟା ଲେକିଆଚେ, ତେଇ ଜଦି ତମର୍ ବିସ୍ବାସ୍ ନାଇ ବଇଲେ, ମୁଇ ଜନ୍ଟା କଇଲିନି, ସେଟା କେନ୍ତି ବିସ୍ବାସ୍ କର୍ସା ?”
<- ଜଅନ୍ 4ଜଅନ୍ 6 ->