୪ ମଲ୍କିସେଦକ୍ କେଡେବଡ୍ ଲକ୍ ରଇଲାବଲି ଆମେ ଏତାଇଦେକୁ । ପର୍ତମେ ଆମେ ଜିଉଦିମନର୍ ଡାକ୍ପୁଟା ପାଇରଇବା ଆନିଦାଦି ଅବ୍ରାଆମ୍ ମିସା ଜୁଇଦ୍କରି ତେଇଅନି ମିଲାଇ ଆନିରଇବା କାଇକାଇଟା ଦସ୍ ବାଗେଅନି ଗଟେକ୍ବାଗ୍ ତାକେ ଦେଇରଇଲା । ୫ ମସାର୍ ନିୟମ୍ ଇସାବେ ଜିଉଦିମନ୍କେ ଏନ୍ତାରି ଗଟେକ୍ ନିୟମ୍ ଆଚେ । ଲେବି ବଁସର୍ ଜେତ୍କି ନାତି ତିତିମନ୍ ପୁଜାରିଅଇବାଇ । ତାକର୍ ସଙ୍ଗେ ରଇବା ଜିଉଦିମନ୍ କାମାଇ ଆନ୍ବା ଚାସେଅନି ଦସ୍ବାଗେଅନି ଗଟେକ୍ ବାଗ୍ ନେବାଇ । ସେମନ୍ ସବୁ ଅବ୍ରାଆମର୍ ନାତିତିତି ଅଇରଇଲେ ମିସା ଏନ୍ତାରି କର୍ତେରଇଲାଇ । ୬ ମାତର୍ ମଲ୍କିସେଦକ୍ ଲେବିର୍ ନାତିତିତି ନ ଅଇରଇଲେ ମିସା, ସେ ଅବ୍ରାମର୍ଟାନେଅନି ଦସ୍ବାଗେଅନି ବାଗେକ୍ ନେଇତେରଇଲା । ସେବେଲେ ମଲ୍କିସେଦକ୍ ଅବ୍ରାଆମ୍କେ ଆସିର୍ବାଦ୍ କରି ରଇଲା । ଅବ୍ରାଆମ୍କେସେ ପର୍ମେସରର୍ ସବୁକାତା ଦେଇରଇଲା । ୭ ଆମେସବୁ ଜାନିଆଚୁ, ଜନ୍ ଲକ୍କେ ଆସିର୍ବାଦ୍ କର୍ବାକେ ଅଦିକାର୍ ଆଚେ, ସେ ଆସିର୍ବାଦ୍ ପାଇବା ଲକର୍ଟାନେଅନି ବଡ୍ । ୮ ଲେବିର୍ ଜେତ୍କି ନାତିତିତିମନ୍, ଦସ୍ବାଗେ ଅନି ଗଟେକ୍ ବାଗ୍ ନେଇରଇଲାଇ, ସେମନ୍ ସବୁଲକ୍ ଜାକ ଗଟେକ୍ ଦିନ୍ ମର୍ବାଇ । ମାତର୍ ମଲ୍କିସେଦକର୍ ମରନ୍ ବିସଇ ସାସ୍ତରେ କନ୍ତି ମିସା ଲେକା ଅଏନାଇ । ତାର୍ ବାଦୁଲେ ତେଇ ଲେକାଅଇଲା ଆଚେ, ତାର୍ ପୁଜାରି ପଦ୍ ନ ବାଦ୍ଲିକରି ସବୁ ଦିନର୍ପାଇ ରଇସି । ୯ ଲେବିର୍ ଜେତ୍କି ସବୁ ନାତିତିତିମନ୍ ଦସ୍ବାଗେ ଅନି ଗଟେକ୍ ବାଗ୍ ନେଇତେ ରଇଲାଇ, ସେମନ୍ ଅବ୍ରାଆମର୍ ସଙ୍ଗ୍ ମିସିକରି ମଲ୍କିସେଦକ୍କେ ଦସ୍ବାଗେଅନି ଗଟେକ୍ ବାଗ୍ ଦେଲାବଲି ଆମେ କଇଅଇସି । ୧୦ କାଇକେବଇଲେ ଜେଡେବଲ୍ ମଲ୍କିସେଦକ୍ ଅବ୍ରାମ୍କେ ବେଟ୍ ଅଇଲା, ସେ ଲେବି ଜନମ୍ ନ ଅଇରଇଲା, ମାତର୍ ସେ ଅବ୍ରାଆମର୍ ଗାଗ୍ଡେ ରଇଲା । କାଇକେବଇଲେ ଅବ୍ରାଆମ୍ ତାର୍ ଆନିଦାଦି ରଇଲା ।
୧୧ ଲେବିର୍ ନାତିତିତି ପୁଜାରି ଇସାବେ ବାଚ୍ଲାର୍ପାଇ ପର୍ମେସର୍ ତାର୍ ନିୟମ୍ ଜିଉଦିମନ୍କେ ଦେଇରଇଲା । ମାତର୍ ଲେବି ବଁସର୍ ପୁଜାରିମନ୍ ଜଦି ସିଦ୍ଲକ୍ ଅଇରଇତାଇ ଆଲେ, ଆରି ଗଟେକ୍ ପୁଜାରି ଆଇବାକେ ଦର୍କାର୍ ନ ରଇଲା । ସେନ୍ତାର୍ ଏ ପୁଜାରି ଆରଣ୍ ଜେ କି ଲେବିର୍ ନାତିତିତି ରଇଲା, ତାର୍ ପୁଜାରିପଦ୍ ନ ଦାରି ମଲ୍କିସେଦକର ପୁଜାରି ପଦ୍ ଦାରି ଆଇସି । ୧୨ ଜନ୍ ପୁଜାରି ଲକ୍ମନର୍ ବାଦୁଲେ ପର୍ମେସରର୍ ମୁଆଟେ ଟିଆ ଅଇସି, ତାର୍ ପୁଜାରି ପଦ୍ ବାଦ୍ଲାଇଲେ ଜନ୍ ନିୟମ୍ ମାନିଆଇଲାଇନି, ସେଟାମିସା ବାଦଲ୍ବାର୍ ଆଚେ । ୧୩ ଏ ସବୁ ବିସଇ ବାଦ୍ଲିଗାଲା ଆଚେବଲି ଆମେ ଜାନୁ । କାଇକେବଇଲେ ଆମର୍ ମାପ୍ରୁ ଜିସୁ ଜାର୍ ବିସଇନେଇ ଏ ସବୁ କାତା କଇଲୁନି, ସେ ଲେବି ବଁସର୍ ନାତିତିତି ନ ରଇଲା । ଜିଉଦା ବଁସେଅନି ଏବେଜାକ କେ ପୁଜାରି ବାବେ ସେବା କରତ୍ ନାଇ । ୧୪ ଜିଉଦା ତାର୍ ଆନିଦାଦି ରଇଲା । ମସା ଦେଇରଇବା କାତାଇ ମିସା ଜିଉଦାର୍ ନାତିତିତିମନ୍ ପୁଜାରି ଅଇବା ବିସଇ କାଇଟା କଏ ନାଇ ।
୨୦ ଆରି ଆମର୍ ପାଇ ପରମେସରର୍ କାତାଦେଇ ରଇବାଟା ମିସା ଆଚେ । ବିନ୍ ଲକର୍ ନାତିତିତିମନ୍ ପୁଜାରି ପଦେ ରଇଲାବେଲେ ସେ ଏନ୍ତି କାଇମିସା ସପତ୍ କରି ନ ରଇଲା । ୨୧ ମାତର୍ କିରିସ୍ଟ ପୁଜାରି ଅଇବାବେଲେ ପରମେସର୍ ତାକେ ସପତ୍ କରି କଇରଇଲା,
୨୨ କାଇକେବଇଲେ ପର୍ମେସର୍ ଜନ୍ ସପତ୍ ତାକେ ଦେଇରଇଲା, ତାର୍ ନୁଆ ରାଜିନାମା ପୁରାପୁରୁନ୍ ଅଇସିଆକା ବଲି ଜିସୁ ଡାଁଟ୍ ସଙ୍ଗ୍ କଇଲାନି ।
୨୩ ଜିସୁର୍ ପୁଜାରି ପଦ୍ ଆରି ଲେବି ବଁସର୍ କେତେକ୍ କେତେକ୍ ପୁଜାରି ପଦ୍ ଦାରିରଇବା ବେସି ପୁଜାରିମନର୍ ବିତ୍ରେ ଏନ୍ତାରି ବିନ୍ ରଇଲା । ସେମନ୍ ସବୁ ତାକର୍ ପୁଜାରିପଦ୍ କରିଲାଗି ରଅତ୍ ନାଇ । କାଇକେବଇଲେ ସେମନ୍ ସବୁଲକ୍ ମରିଗାଲାଇ ।
୨୪ ମାତର୍ ଜିସୁ କେବେ ନ ମରେ । ଆରି ପୁଜାରି ଇସାବେ ରଇବା ତାର୍ କାମ୍ ଆରି କାକେ ମିସା ଦିଆ ନ ଅଏ । ୨୫ ସେଟାର୍ ପାଇ ଜନ୍ ଲକ୍ମନ୍ ତାକେ ବିସ୍ବାସ୍ କରି ଲଗେ ଆଇବାଇ, ସେମନ୍କେ ସବୁବେଲର୍ପାଇ ରକିଆ କରିପାର୍ସି । କାଇକେ ବଇଲେ ସେମନର୍ ପାଇ ପରମେସରର୍ ମୁଆଟେ ଗୁଆରି କର୍ବାକେ ସେ ଜୁଗ୍ ଜୁଗର୍ ପାଇ ଜିବନ୍ ଅଇକରି ଆଚେ ।
୨୬ ତେବର୍ପାଇ ଜିସୁ ଅଇଲାନି ଆମର୍ ବଡ୍ ପୁଜାରି । ସେ ଆମର୍ପାଇ ସମାନ୍ ଆଚେ । କାଇକେବଇଲେ ସେ ସୁକଲ୍, ତାର୍ଟାନେ କାଇ ବୁଲ୍, କି ପାପ୍ ନାଇ । ଆମର୍ ପାପିମନର୍ଟାନେଅନି ସେ ପୁରାପୁରୁନ୍ ବିନ୍ଆଚେ । ଆରି ପର୍ମେସର୍ ତାକେ ସରଗ୍ ଜେତ୍କି ଜାଇ ଉଟାଇଆଚେ । ୨୭ ବିନ୍ ବଡ୍ ପୁଜାରି ମନ୍ ସବୁଦିନ୍ ପର୍ମେସରର୍ଟାନେ ଦିନ୍କେ ବଲି ଦେବାର୍ ଆଚେ । ତାର୍ପଚେ ସେମନ୍ ଲକ୍ମନର୍ ପାପର୍ପାଇ ମିସା ବଲି ଦେବାର୍ ଆଚେ । ମାତର୍ ଜିସୁ ଏନ୍ତାରି ନାଇ । ସେ ସବୁଲକର୍ ପାଇ ମିସ୍ତେ ଗଟେକ୍ତର୍ସେ ବଲି ଅଇଲା ଆଚେ । ତାର୍ ସେ ମରନ୍ ସବୁଦିନର୍ପାଇ ଅଇସି । ୨୮ କାଇକେବଇଲେ ମସାର୍ ନିୟମ୍ ଇସାବେ, ଜନ୍ଲକ୍ ବଡ୍ ପୁଜାରି ପଦ୍ପାଇରଇସି, ସେମନ୍କେ ମିସା ପାପ୍ ରଇସି । ମାତର୍ ଜନ୍ଟା ପର୍ମେସର୍ ଗଟେକ୍ ସପତ୍ କରି କାତା ଦେଇରଇଲା, ସେଟା ନିୟମ୍ ପଚେ ଆଇଲା । ଜନ୍ ଲକ୍ ବାଚାଇଅଇରଇଲା, ତାର୍ ପଅ ରଇଲା । ସେ ସବୁଦିନର୍ପାଇ କାଇ ପାପ୍ ନ ରଇବା ପୁଜାରି ଅଇଆଚେ ।
<- ଏବ୍ରି 6ଏବ୍ରି 8 ->