୪ ବିବା ଅଇବାଟା ସବୁଲକ୍ ନିକ ବଲି ମାନତ୍ । ସବୁ ମାଇଜିମନସ୍ ମନ୍ ଗଟେକ୍ ମାଇଜି ଆରି ଗଟେକ୍ ମନସ୍ ଅଇକରି ସତ୍ସଙ୍ଗ୍ ରଇବାର୍ଆଚେ । ଜନ୍ ଲକ୍ମନ୍ ବେସିଆ କାମ୍ କରି ରଇବାଇ, ସେମନ୍କେ ପର୍ମେସର୍ ଡଣ୍ଡ୍ ଦେଇସି ।
୫ ଡାବୁ ଆସା ଅଇକରି ତାର୍ପଚେ ପାଲାଆ ନାଇ । କାଇକେବଇଲେ ପର୍ମେସର୍ କଇଲାଆଚେ, “ମୁଇ ତମ୍କେ କେବେ ନ ପାସ୍ରି କି ନ ଚାଡି ।” ୬ ତେବର୍ପାଇ ଆମେ ସାସ୍ ଦାରି କଇପାର୍ବୁ
୭ ଜନ୍ ଲକ୍ମନ୍ ତମ୍କେ ମୁକିଅ ଇସାବେ ଡାକିନେଇ ପର୍ମେସରର୍ ବାକିଅ ସିକାଇତେରଇଲାଇ, ସେମନର୍ ବିସଇ ବାବିଦେକା । ସେମନ୍ କେନ୍ତି ଜିଇଲାଇ ଆରି ମଲାଇ ? ତମେ ତାର୍ ପାରା ବିସ୍ବାସ୍ କରା । ୮ କାଇକେବଇଲେ, ଜିସୁକିରିସ୍ଟ କେବେ ନ ବାଦ୍ଲେ । ସେ ଆଜିର୍ପାଇ, କାଲିକର୍ପାଇ, ଆରି ସବୁଦିନର୍ ପାଇ ସମାନ୍ ସେ ରଇସି । ୯ ତେବର୍ପାଇ ଲକ୍ମନ୍ ତମ୍କେ ବିନ୍ ବିନ୍ ସିକିଆ ସୁନାଇକରି ସତ୍ବାଟେଅନି ବିନେ ନେବାକେ ରାଜି ଉଆନାଇ । କାଇକେବଇଲେ ପର୍ମେସର୍ ଜିବନ୍ ଦୁକାଇକରି ଦୟା ଦେକାଇଲାଟା ଆମର୍ ମନ୍କେ ଡାଟ୍ କର୍ସି । କାଦିର୍ ଲାଗି ରଇବା ନିୟମ୍ ମାନ୍ବାଟା ନଏଁ । ସେନ୍ତାରି ନିୟମ୍ ମାନ୍ବା ଲକ୍, ତେଇ ଅନି କାଇଟା ମିସା ପାଅତ୍ ନାଇ ।
୧୦ ଜିଉଦିମନର୍ ବେଦିଟାନେ ସେବା କର୍ବା ପୁଜାରିମନ୍ ତେଇ ସର୍ପି ଦେଇରଇବା କାଇଟା ମିସା କାଇବାର୍ ନଏଁ । ୧୧ ବଡ୍ ପୁଜାରି ପସୁମନର୍ ବନି ନେଇକରି, ପାପର୍ ବଲି ସର୍ପିଦେବାକେ ଅଦିକ୍ ସୁକଲ୍ ଜାଗାଇ ନେଇସି । ମାତର୍ ପଡିଜାଇରଇବା ପସୁମନର୍ ଗାଗଡ୍ ତୁମ୍ ଗର୍ ବାଇରେ ରଇସି । ୧୨ ସେଟାସେ ଜିସୁକେ ଅଇରଇଲା । କାଇକେବଇଲେ, ତାକେ ନଅରର୍ ବାଇରେ ଲକ୍ମନ୍ ମରାଇରଇଲାଇ । ଆରି ତାର୍ ବନି ଗୁଲାଇ ମୁନୁସ୍ ଜାତିର୍ ପାପ୍ ଦଇଦେଲା । ୧୩ ତେବର୍ପାଇ ନଅରର୍ ବାଇରେ ଜୁ । ଆରି ତାକେ ଆମେ ବିସ୍ବାସ୍ କଲାର୍ପାଇ, ଲକ୍ମନ୍ ଜେତ୍କି ନିନ୍ଦା କଲାଟା ଆମେ ମୁର୍ଚିକରି ରଉ ।
୧୪ କାଇକେ ବଇଲେ ଆମେ ସବୁଦିନ୍ ଏ ଜଗତେ ନ ରଉ । ମାତର୍ ଆଇବା ଦିନ୍ମନ୍କେ କେବେ ନ ସାର୍ବା ଦିନ୍ଜାକ ରଇବା ନଅରେ ରଇବୁ ବଲି ଆମେ ଜାଗିଆଚୁ । ୧୫ ତେବେ ଆସା । ଜିସୁକିରିସ୍ଟକେ ଦେଇକରି ଆମେ ସବୁବେଲେ ପର୍ମେସର୍କେ ବଲି ସର୍ପି ଦେଇତେ ରଉ । ସେଟା ଆମର୍ ଟଣ୍ଡେଅନି ଆଇବା ଉପାସନା । ସେ ଆକା ମାପ୍ରୁ ବଲି ଆମେ କଉଁ । ୧୬ ନିକ କାମ୍ କର୍ବାକେ ପାସ୍ରା ନାଇ । ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ ସାଇଜ କରା । କାଇକେବଇଲେ, ଏନ୍ତାରି ରଇବା ଚଲାଚଲ୍ତି ପର୍ମେସର୍କେ ସାର୍ଦା କରାଇବା ଗଟେକ୍ ବଲି ।
୧୭ ତମର୍ ମୁକିଅ ଲକ୍ମନର୍ କାତା ମାନିକରି ଆଦେସ୍ ଦେଲାଟା କରା । ସେମନ୍ ଜାଗୁଆଲ୍ମନର୍ ପାରା ନ ତାକିକରି ତମର୍ ଆତ୍ମାମନ୍କେ ଜତନ୍ କଲାନି । କାଇକେବଇଲେ ସେମନ୍କେ ତାକର୍ କରିରଇବା କାମ୍ ପର୍ମେସର୍ କେ ଇସାବ୍ ଦେବାକେ ପଡ୍ସି । ତମେ ଜଦି ତାକର୍ କାତା ମାନ୍ସା, ସେମନ୍ ସାର୍ଦା ସଙ୍ଗ୍ ସେବା କାମ୍ କର୍ବାଇ । ତମେ ତାକର୍ କାତା ନ ମାନ୍ଲେ, ସେମନ୍ ଦୁକ୍ ଅଇବାଇ । ତେବେ ତମ୍କେ କାଇ ସାଇଜ ନଏଁ ।
୧୮ ଆମର୍ ପାଇ ପାର୍ତନା କର୍ତେରୁଆ । ଆମର୍ ବିବେକ୍ ଆମେ କରିରଇବା କାମ୍ ସତ୍ ବଲି ସାକିଦେଲାନି । ୧୯ ମର୍ପାଇ ମିସା ପାର୍ତନା କରା । ଜେନ୍ତାରି କି ପର୍ମେସର୍ ଦାପ୍ରେ ମକେ ତମର୍ଲଗେ ପାଟାଇସି ।
୨୪ ତେଇ ରଇବା ତମର୍ ମୁକିଅ ଲକ୍ମନ୍କେ ଆରି ପର୍ମେସରର୍ ସବୁ ଲକ୍ମନ୍କେ ମର୍ ଜୁଆର୍ ଜାନାଇ ଦିଆସ୍ । ଇଟାଲିତେଇ ମର୍ ସଙ୍ଗ୍ ରଇବା ଆମର୍ ବାଇବନିମନ୍ ମିସା ଜୁଆର୍ ଜାନାଇଲାଇନି ।
୨୫ ପର୍ମେସର୍ ତମ୍କେ ସବୁଲକ୍କେ ତାର୍ ଜିବନ୍ ଦୁକାଇ ଦୟା ଦେକାଅ ।
<- ଏବ୍ରି 12