୫ ଆମେ ଜାନିଆଚୁ ଜେ, କିରିସ୍ଟ ଏ ଜଗତେ ରଇଲାବେଲେ ସେ ତାର୍ ବାବା ପର୍ମେସର୍କେ କଇ ରଇଲା,
୬ ବେଦିଟାନେ ପଡାଇବା ପସୁମନ୍କେ
୭ ତାର୍ପଚେ ମୁଇ କଇଲି, ଏ ପରମେସର୍,
୮ ସେ ପର୍ତୁମ୍ କଇଲା, ତମେ ସର୍ପି ଦେବାଟା, କି ବେଦିଟାନେ ପଡାଇବାଟା, କି ପାପ୍ ଦାରିନେବା ପସୁମନର୍ ବନି ମନ୍ କରୁସ୍ ନାଇ । ଏ ସବୁ ବଲି ନିୟମ୍ ଇସାବେ ସର୍ପାଇ ଅଇରଇଲେ ମିସା, ସେ ଏନ୍ତାରି କଇଲା । ୯ ତାର୍ ପଚେ ସେ ଆରିତରେକ୍ କଇଲା, ତୁଇ ଜାଇଟା ମନ୍ କଲୁସ୍ନି ସେଟା ସିଦ୍ କର୍ବାକେ ଏ ପର୍ମେସର୍, ମୁଇ ଇତି ଆଚି । ସେନ୍ତାରି ଆଗର୍ପାରା ବଲିଦେବାଟା ପର୍ମେସର୍ ମନାକରି, ତାର୍ ବାଦୁଲେ କିରିସ୍ଟର୍ ବଲି ଟିକ୍ କଲା । ୧୦ କିରିସ୍ଟ ପର୍ମେସରର୍ ମନ୍ କର୍ବାଟା ସାଦନ୍ କଲା । ସେ ତାର୍ ଗାଗଡ୍ ସର୍ପିଦେଇକରି ଏକାତର୍ ସବୁବେଲର୍ପାଇ ଆମର୍ ପାପ୍ ଦଇଦେଲା ।
୧୧ ସବୁ ଜିଉଦି ପୁଜାରିମନ୍ ସେ ସମାନ୍ ବଲି ସର୍ପିଦେଇକରି ଦିନ୍କେଦିନ୍ ଟିଆ ଅଇତେରଇଲାଇ । ମାତର୍ ଏ ବଲି ଲକ୍ମନର୍ ପାପ୍ ନେଇ ନାପାର୍ଲା । ୧୨ ମାତର୍ କିରିସ୍ଟ ତରେକ୍ ସେ ନିଜ୍କେ ବଲିଅଇଲା, ସେଟା ଆମର୍ ପାପ୍କେ ଦାରିଗାଲା ଆରି ସେ ସର୍ପାଇ ଅଇଲାଟା ସବୁଦିନର୍ ପାଇ ନିକ । ସେ କରିରଇବା କାମ୍ ସାରାଇଲା ଇସାବେ ଗଟେକ୍ ଚିନ୍ ପାରା, ପର୍ମେସରର୍ ଉଜାବାଟେ ବସ୍ଲା । ୧୩ ସେ ଏବେ ମିସା ତେଇସେ ଜାଗିଆଚେ । ଜନ୍ ବେଲାଇ ପର୍ମେସର୍ ତାର୍ ସବୁ ସତ୍ରୁମନ୍କେ ତାର୍ ପାଦେ ଆନ୍ସି । ୧୪ ଗଟେକ୍ ବଲିର୍ଲାଗି ଆମେ ଜେତ୍କିଲକ୍ ପାପେଅନି ଦଇଅଇ ଆଚୁ, ସେ ଆମ୍କେ ସବୁଦିନର୍ ପାଇ ସିଦ୍ କରି ଆଚେ ।
୧୫ ସୁକଲ୍ଆତ୍ମା ମିସା ଆମ୍କେ ତାର୍ ସାକି ଦେଇ କଇଲାନି,
୧୬ “ମାପ୍ରୁ କଇଲାନି, ଆଇବା ଦିନ୍ମନ୍କେ,
୧୭ ସେ ଆରି ତରେକ୍ କଇଲା, ତାକର୍ ପାପ୍ ଆରି କାରାପ୍ ଗୁନ୍ ଚଲନ୍ ମୁଇ ପାସ୍ରି ଜିବି । ୧୮ ସେନ୍ତାରି ଏ ସବୁ ବିସଇ କେମା ଅଇଲାର୍ ପାଇ, ତାକର୍ ପାପ୍ ଦାରି ନେବାକେ ବଲି ଆରି ଦେବାକେ ନ ପଡେ ।
୨୬ କିରିସ୍ଟର୍ ବିସଇତେଇ ରଇବା ସତ୍, ଆମେ ଜାନିକରି ପାପ୍କରି ଲାଗିରଇଲେ, ଆମର୍ ପାପ୍ ଦାରିନେବାକେ ଆରି କାଇ ବଲି ନାଇ । ୨୭ ସେନ୍ତାର୍ଆଲେ ପର୍ମେସରର୍ ଜନ୍ ବଡ୍ବିଚାର୍ ଦିନ୍ ଆଇଲାନି, ତେଇ ତାର୍ ବେସି ଡର୍ ଲାଗ୍ବା ବିଚାର୍ନାର୍ପାଇ ଜାଗ୍ବାକେ ପଡ୍ସି । ପରମେସରର୍ ସବୁ ବିରଦିମନ୍କେ କୁରୁପ୍ନାସ୍ କର୍ବା ସେ ବେସି ଲାଗ୍ତେରଇବା ଜଇର୍ ପାଇ ମିସା ଜାଗ୍ବାକେ ପଡ୍ସି । ୨୮ ମସାର୍ ନିୟମ୍ ନ ମାନ୍ବା ଗଟେକ୍ ଲକ୍କେ କାଇଟା ଅଇତେରଇଲା ବଲି ବାବିଦେକା । ଦୁଇ କି ତିନ୍ ଲକ୍ ତାର୍ ପାପର୍ ଲାଗି ସାକିଦେଲେ, ସେ କାଇମିସା ଦୟା ନ ପାଇକରି ମର୍ବାକେ ଆଦେସ୍ ଦେଇତେରଇଲାଇ ।
୨୯ ମସାର୍ ନିୟମ୍ ନ ମାନ୍ବା ଗଟେକ୍ ଲକର୍ ଦସା ସେନ୍ତାରି ରଇଲେ, ପର୍ମେସରର୍ ପଅକେ ଇନ୍ କର୍ବା ଗଟେକ୍ ଲକର୍ ଦସା କେତେକ୍ ଅଦିକ୍ ନ ରଏ । ଜଦି ତାର୍ ରାଜିନାମାର୍ ବନିକେ କାଇ ମୁଲିଅ ନାଇ ବଲି ଏଲାକରିଦେଲେ, ଏ ବନିର୍ ଲାଗି ସେ ପାପେଅନି ସେ ସୁକଲ୍ ଅଇରଇଲା । ସେନ୍ତାରି କର୍ବା ଲକ୍ ପର୍ମେସରର୍ ଆତ୍ମା ଜେ କି ଜିବନ୍ ଦୁକାଇ ଦୟା ଦେକାଇସି, ତାକେ ମିସା ମନ୍ଦୁକ୍ କରାଇଲାନି । ତାର୍ ଡଣ୍ଡ୍ କେତେକ୍ ଅଦିକ୍ ନ ଅଏ । ୩୦ କାଇକେବଇଲେ ଆମେ ଜାନିଆଚୁ, ପର୍ମେସର୍ କଇଲା, “ବେର୍ ସୁଜାଇବାକେ ମର୍ ଅଦିକାର୍ ଆଚେ । ମୁଇସେ ବାଉଡାଇବି ।” ସେ ଏନ୍ତାରି ମିସା କଇରଇଲା, “ମୁଇସେ ମାପ୍ରୁ ଆରି ମର୍ ଲକ୍ମନ୍କେ ମୁଇ ଆକା ବିଚାର୍ କର୍ବି ।” ୩୧ ଜିବନ୍ ରଇବା ଆରି ସବୁର୍ଟାନେଅନି ବପୁ ରଇବା ପର୍ମେସର୍ ଡଣ୍ଡ୍ ପାଇବାକେ କେତେକ୍ ଡର୍ ଲାଗ୍ସି ।
୩୨ ଗାଲା ଦିନ୍ମନ୍କେ ତମେ କେନ୍ତାରି ରଇଲାସ୍, ତମେ ଏତାଇଦେକା । ପର୍ମେସରର୍ ସତ୍ ବିସଇର୍ ପାଇ ତମର୍ ମନ୍ ଉଗାଡି ଅଇଲାକେ, ତମ୍କେ ବେସି ଦୁକ୍ କସ୍ଟ ଅଇଲେମିସା, ସେଟା ସବୁ ମୁର୍ଚି କରି ରଇଲାସ୍ । ଆରିତେଇ ଆରିଜାଆସ୍ ନାଇ । ୩୩ କେତେ କେତେ ତର୍ ତମ୍କେ ସବୁର୍ ମୁଆଟେ ଇଜତ୍ ଜିକ୍ଲାଇ ଆରି କାରାପ୍ ଇସାବେ ଦେକ୍ଲାଇ । କେବେ କେବେ ଜନ୍ ଲକ୍ମନ୍କେ ଦୁକ୍ ଆଇସି, ତାକର୍ ସମାନ୍ ଅଇତେରଇଲାସ୍ । ୩୪ ଆରି ବନ୍ଦି ଗରେ ରଇବା ତମର୍ ସଙ୍ଗାରିମନ୍କେ ଦୟା ଦେକାଇଲାସ୍ । ତମର୍ଟାନେ ଜେତ୍କି ରଇଲାଟା ସେମନ୍ ମାର୍ଦାର୍ କରି ନେଲାବେଲେ, ତମେ ସାର୍ଦାସଙ୍ଗ୍ ମୁର୍ଚି ରଇଲାସ୍ । କାଇକେବଇଲେ, ତମ୍କେ ତାର୍ତେଇଅନି ନିକଟା ଆରି ନ ସାର୍ବା ଦିନ୍ ଜାକ ରଇବା ଦନ୍ସଁପତି ଆଚେ ବଲି ଜାନିରଇଲାସ୍ । ୩୫ ସେଟାର୍ପାଇ ତମର୍ ସାଆସ୍ ଚାଡାନାଇ । ମାତର୍ ସେଟା କର୍ତେରୁଆ । କାଇକେ ବଇଲେ ତମର୍ ଇନାମ୍ ବଡ୍ ରଇସି । ୩୬ ପର୍ମେସରର୍ ମନ୍ କଲାଟା ସାଦନ୍ କର୍ବାକେ ତମେ ମୁର୍ଚିକରି ରଇବାର୍ ଆଚେ ଆରି ସେ କାତା ଦେଇରଇବାଟା ତମେ ମିଲାଇସା ।
୩୭ ଜେନ୍ତାରିକି ସାସ୍ତରେ ଲେକା ଅଇଲାଆଚେ,
୩୮ ମର୍ ଜେତ୍କି ଦରମ୍ ଲକ୍ ଆଚତ୍,
୩୯ ମାତର୍ ଆମେ ପର୍ମେସର୍କେ ନ ମାନିକରି ତାର୍ ତେଇଅନି ବେଗ୍ଲି ଜିବା ଲକ୍ ନଉଁ । ମାତର୍ ଆମେ ବିସ୍ବାସ୍ କରି ରକିଆ ପାଇଲା ଲକ୍ମନର୍ ସଙ୍ଗ୍ ଆଚୁ ।
<- ଏବ୍ରି 9ଏବ୍ରି 11 ->