୭ ତେଇଅନି ଅଲପ୍ ଦୁରିକେ ସେ ଜାଗାର୍ ମୁକିଅ ନେତା, ତାର୍ ନାଉଁ ପବ୍ଲିଅ । ତାର୍ କେତେଟା ପଦା ରଇଲା, ସେ ଆମ୍କେ ଗତିଆ ମାନିକରି ଡାକିନେଲା । ଆରି ଆମେ ତିନ୍ ଦିନ୍ ଜାକ ତାକର୍ ଗରେ ଗତିଆ ଅଇ ରଇଲୁ । ୮ ସେବେଲେ ପବ୍ଲିଅସର୍ ବାବା ଜର୍ ଆରି ରକତ୍ଜାଡା ଦାରାଇଅଇ ଡୁଲିରଇଲା । ପାଉଲ୍ ତାକର୍ ବାକ୍ରାଇ ଜାଇ ତାର୍ପାଇ ପାର୍ତନା କରି ତାର୍ ଉପ୍ରେ ଆତ୍ ଚିଇ ତାକେ ନିମାନ୍କଲା । ୯ ଏ ଗଟ୍ନା ପଚେ ସେ ଜାଗାର୍ ଜେତ୍କି ରଗିମନ୍ ସବୁ ପାଉଲର୍ ଲଗେ ଆସି ନିମାନ୍ ଅଇଲାଇ । ୧୦ ସେମନ୍ ଆମ୍କେ ବେସି ବିନ୍ ବିନ୍ ରକାମର୍ ଜିନିସ୍ ଇନାମେ ଦେଲାଇ ଆରି ଆମେ ତେଇଅନି ଜାଜେ ବସି ଜିବାବେଲେ ସେମନ୍ ଆମର୍ପାଇ ଦର୍କାର୍ ରଇଲା ସବୁ ଜିନିସ୍ ଜାଜେ ଆନି ଦେଲାଇ ।
୧୭ ତିନ୍ ଦିନ୍ ପଚେ ପାଉଲ୍ ସେ ଜାଗାର୍ ଜିଉଦି ନେତାମନ୍କେ ଗଟେକ୍ ସବା କର୍ବାକେ କବର୍ ପାଟାଇଲା । ସେମନ୍ ଆସି ରୁଣ୍ଡ୍ଲାଇକେ ପାଉଲ୍ ସେମନ୍କେ କଇଲା, “ଏ ଇସ୍ରାଏଲର୍ ବାଇମନ୍, ମୁଇ ଆମର୍ ଲକ୍ମନର୍ ବିରୁଦେ କି ଆମର୍ ଆନିଦାଦିମନର୍ ଟାନେଅନି ସିକିରଇବା ରିତିନିତି ବିରୁଦେ କିଚି କରିନାଇ, ଏଲେ ମିସା ଜିରୁସାଲାମର୍ ଜିଉଦିମନ୍ ମକେ ଦାରି ବନ୍ଦିଗରେ ପୁରାଇ ରମିଅମନ୍କେ ସର୍ପିଦେଲାଇ । ୧୮ ମକେ ପାଚାର୍ ଉଚାର୍ କଲା ପଚେ ମରନ୍ ଡଣ୍ଡ୍ ପାଇବା ଏତ୍କି କାଇ ଅପ୍ରାଦ୍ କରେ ନାଇ ବଲି ଜାନ୍ଲାଇ । ପଚେ ରମିଅ ଲକ୍ମନ୍ ମକେ ମୁକ୍ଲାଇବାକେ ମନ୍ କର୍ତେ ରଇଲାଇ । ୧୯ ✡ପେରିତ୍ ୨୫:୧୧ମାତର୍ ଜିଉଦି ଲକ୍ମନ୍ ମକେ ଚାଡ୍ବାକେ ରାଜି ଅଅତ୍ନାଇ । ତେବେ ମର୍ ନିଜର୍ ଲକ୍ମନର୍ ବିରୁଦେ ମର୍ କାଇ ଦାବି ନ ରଇଲା ମିସା, ମୁଇ ବଡ୍ସାସନ୍କାରିଆକେ ଗୁଆରି କର୍ବି ଆକା ବଲି ବାବ୍ଲି । ୨୦ ସେଟାର୍ପାଇ ଏ ବିସଇ କାତାବାର୍ତା ଅଉଁ ବଲି ମୁଇ ତମ୍କେ ଡାକାଇ ଆଚି । ଇସ୍ରାଏଲର୍ ଲକ୍ମନ୍ ଏବେ ଜାକେ ଆସା କରି ଆଇଲାଇନି, ତାର୍ପାଇ ବଲିକରି ମୁଇ ଆଜି ସିକ୍ଲି ସଙ୍ଗ୍ ବାନ୍ଦାଇ ଅଇଆଚି ।”
୨୧ ସେମନ୍ କଇଲାଇ, “ଆମ୍କେ ଜିଉଦା ଦେସେଅନି ତମର୍ ବିସଇ କାଇ ଚିଟି ଗଟେକ୍ ମିସା ମିଲେ ନାଇ, କି ବାଇମନର୍ ବିତ୍ରେଅନି କେ ମିସା ଇତି ଆସି ତମର୍ ବିସଇର୍ ବୁଲ୍ କାତା ସୁନାଅତ୍ ନାଇ କି କଅତ୍ ମିସା ନାଇ । ୨୨ ମାତର୍ ତମେ କାଇଟା ବଲି ବିସ୍ବାସ୍ କଲାସ୍ନି, ସେଟା ତମର୍ଟାନେଅନି ଆମେ ସୁନ୍ବାକେ ମନ୍ କଲୁନି । କାଇକେବଇଲେ, ଗୁଲାଇବାଟର୍ ଲକ୍ ତମର୍ ଦଲ୍ ବିରୁଦେ କାତା ଅଇଲାଇନି ।”
୨୩ ସେମନ୍ ଗଟେକ୍ଦିନ୍ ଟିକ୍ କଲାଇ ଆରି ଟିକ୍ କଲା ଦିନେ ସେମନର୍ ବିତ୍ରେଅନି ବେସି ଲକ୍ ପାଉଲ୍ ରଇବା ଜାଗାଇ ଆଇଲାଇ । ପାଉଲ୍ ସେମନ୍କେ ସାକାଲେଅନି ସଞ୍ଜ୍ଜାକ ପରମେସର୍ ରାଇଜ୍ ବିସଇ ବୁଜାଇଦେଲା ଆରି ମସାର୍ ରିତିନିତି ଆରି ବବିସତ୍ବକ୍ତାମନ୍ ଲେକ୍ଲା ସାସ୍ତରର୍ ବାକିଅ ଦେକାଇକରି ଜିସୁର୍ ବିସଇ ବୁଜାଇଲା । ୨୪ ତେଇ କେତେ ଲକ୍ ପାଉଲ୍ କଇଲା କାତା ବିସ୍ବାସ୍ କଲାଇ, ମାତର୍ କେତେ ଲକ୍ ବିସ୍ବାସ୍ କରତ୍ ନାଇ । ୨୫ ତେବେ ତାକର୍ ତାକର୍ ବିତ୍ରେ ଦଦାପେଲା ଅଇକରି ବାରଇ ଉଟିଗାଲାଇ । ପାଉଲ୍ ଗଟେକ୍ କାତା କଇଲା, ସୁକଲ୍ ଆତ୍ମା ତମର୍ ଆନିଦାଦିମନ୍କେ ଜିସାୟ ବବିସତ୍ବକ୍ତାର୍ ଡଣ୍ଡେଅନି ସତ୍ କାତା କଇରଇଲା ! ୨୬ ସେ କଇରଇଲା,
୨୭ କାଇକେ ବଇଲେ ଏ ଲକ୍ମନର୍ ମନ୍ ବେସି ଆଁଟ୍,
୨୮ ସାରାସାରିପଚେ ପାଉଲ୍ କଇଲା “ତେବେ ପରମେସରର୍ ମୁକ୍ତି ଜିଉଦିନଇଲା ଲକ୍ମନର୍ ପାଇ ଆଇଲା ଆଚେ । ଏଟା ତମେ ଜାନିରୁଆ, ସେମନ୍ ମିସା ସେଟା ମାନ୍ବାଇ ।” ୨୯ ପାଉଲ୍ ଏ ସବୁ କାତା କଇଲାକେ, ଜିଉଦିମନ୍ ନିଜର୍ ନିଜର୍ ବିତ୍ରେ ଦଦାପେଲା ଅଇଅଇକରି ଉଟିଗାଲାଇ । ୩୦ ପାଉଲ୍ ଗଟେକ୍ ଗର୍ ବାଡାକରି ତେଇ ଦୁଇ ବରସ୍ ଜାକ ରଇଲା ଆରି ତାକେ ଦେକ୍ବାକେ ଆଇଲା ସବୁ ଲକ୍ମନ୍କେ ତେଇ ଗତିଆ ମାନ୍ତେରଇଲା । ଜେତ୍କି ଲକ୍ ପାଉଲର୍ ଲଗେ ଆଇତେ ରଇଲାଇ ସେ ସବୁ ଲକ୍କେ ଡାକି, କାକେ ନ ଡର୍ତେ କଲା । ୩୧ ଆରି ତାକେ କେ ମିସା ତେବାଅତ୍ ନାଇ । ସେ ପରମେସରର୍ ରାଇଜ୍ ବିସଇ ଜାନାଇକରି ମାପ୍ରୁ ଜିସୁକିରିସ୍ଟର୍ ବିସଇ ସିକିଆ ଦେଇତେରଇଲା ।
<- ପେରିତ୍ 27✡୨୮:୧୯ ପେରିତ୍ ୨୫:୧୧