ପେରିତ୍ ସିସ୍ମନ୍ କାମ୍କଲା ଇସାବ୍ ଏ ବଇ ବିସଇତେଇ ଜାନ୍ବାଟା ପେରିତ୍ ବଇ ଅଇଲାନି ମଣ୍ଡଲି ଆରାମ୍ ଅଇଲା ବଇ, ଆରି କେନ୍ତାରି ଜିରୁସାଲମେ ଅନି ଜିଉଦା ସମରିଆ, ଆରି ବିନ୍ବିନ୍ ଜାଗାମନ୍କେ ଜାନାଇ ଅଇଲା ୧:୮ । ଏଟା ଜିସୁ ସର୍ଗେ ଜିବା ଆଗ୍ତୁ ତାର୍ ସିସ୍ମନ୍କେ କଇ ରଇଲା, ପେରିତ୍ ବଇ ଲୁକ୍ଲେକି ରଇଲା, ଜେକି ଲୁକ୍ ସୁବ୍କବର୍ ମିସା ଲେକି ରଇଲା । ସେ ଗଟେକ୍ ଡାକ୍ଦର୍ ରଇଲା, ଆରି କାଇଟାମିସା ବୁଲ୍ ନ କର୍ତେ ଲେକ୍ବାକେ ମନ୍ଦିଆନ୍ ଦେଇତେ ରଇଲା । ସେ ସୁବ୍କବର୍ ବଇଟାନେ ଆରି ପେରିତ୍ ବଇ ଏ ଦୁଇଟା ବଇଟାନେଜାକ ତିଅପିଲ୍କେ ଜାନାଇ ଆଚେ । ଜନ୍ ଲକ୍କି ସେ ଗଟେକ୍ ଗିରିକ୍ ଲକ୍ ରଇଲା ଏ ଦୁଇଟାଜାକ ବଇ ଗିରିକ୍ ଆରି ଜିଉଦି ଲକ୍ମନର୍ ପାଇ ଅଇରଇଲା ପେରିତ୍ ୧:୧ । ଜାନ୍ବାକେ ଗାଲେ ପେରିତ୍ ବଇ ଜିସୁକିରିସ୍ଟ ଜନମ୍ ଅଇକରି ୬୦-୬୪ ବିତ୍ରେ ଲେକାଅଇ ରଇଲା । କାଇକେବଇଲେ ପାଉଲ୍ ବନ୍ଦିଗରେ ରଇକରି ମୁକଲ୍ବା ଆଗ୍ତୁ ଏ ବଇର୍ ଲେକାକାମ୍ ସାରିରଇଲା । ଲୁକ୍ ମିସା ପାଉଲର୍ ସଙ୍ଗ୍ ବୁଲି ରଇଲା, ଆରି ପେରିତ୍ ବଇ ଆନ୍ତିକିଆଇ ଅନି ଲେକାଅଇ ରଇଲା । ପେରିତ୍ ବଇ ଲୁକ୍ ସୁବ୍କବର୍ତେଇ ଅନି ଆରାମ୍ ଅଇଲା ଆଚେ, ଆରି ଜିସୁ ସର୍ଗେ ଜିବାଟା ଆରାମ୍ ଅଇଲାନି ଲୁକ୍ ସୁବ୍କବରର୍ ଆଦେସ୍ ଆରି ପେରିତର୍ ଲେକା ଆଦେସ୍ ସଙ୍ଗ୍ ସମାନ୍ ଆଚେ । ସେ ତିଅପିଲ୍କେ ଆରି ବିସ୍ବାସ୍ ବଡି ଆଇବା ଲକ୍ମନ୍କେ ନିକସଙ୍ଗ୍ ରଇବାକେ ମନ୍କଲାନି । ସେମନ୍କେ କାଇ ସିକିଆ ଦିଆ ଅଇରଇଲା ଜିସୁକିରିସ୍ଟର୍ ଜିବନ୍ ବିସଇ ଆରି ବଡିଆଇବା ବିସ୍ବାସିମନର୍ ବିସଇ କାଇବୁଲ୍ ନ କର୍ତେ ଇସାବ୍ ସଙ୍ଗଇଆଚେ । ପେରିତ୍ ବଇଟାନେ ଆଗ୍ତୁର୍ ମଣ୍ଡଲି ଜିସୁକିରିସ୍ଟର୍ ଟାନେ ବିସ୍ବାସ୍ କରି ଜିଇବା କାଇବାକେ ଆମ୍କେ ଜାନାଇଲାନି । ଆମ୍କେ ପେରିତ୍ମନର୍ ଟାନେଅନି ଜାନାଇଲାନି କି, ଆମେ କେନ୍ତାରି ସୁକଲ୍ ଆତ୍ମାଟାନେ ରଇକରି ବିନ୍ଲକ୍ମନ୍କେ ସୁବ୍କବର୍ ଜାନାଇ ଅଇସି । ଏ ବଇ ବିତ୍ରେ ରଇବା ମୁକିଆ ବିସଇ ୧. ସୁକଲ୍ ଆତ୍ମା ଆଇବାଟା ଆରି ମଣ୍ଡଲି ବଡ୍ବାଟା । ୧:୧–୮:୧ ୨. ମଣ୍ଡଲିର୍ ଦୁକ୍କସ୍ଟ ଆରି ସୁବ୍କବର୍ ଅଦିକ୍ ଅଦିକ୍ ବଡ୍ବାଟା । ୮:୨–୧୨:୨୩ ୩. ପାଉଲ୍ ପର୍ତୁମ୍ ତର୍ ସେବା କର୍ବାକେ ଜିବାଟା । ୧୨:୨୪–୧୪:୨୮ ୪. ନୁଆ ବିସ୍ବାସିମନର୍ ଦର୍କାର୍ ବିସଇ ଆରି ଜିରୁସାଲମର୍ ସେବା । ୧୫:୧-୩୫ ୫. ପାଉଲ୍ ଦୁଇପାଲି ସେବାକାମେ ଜିବାଟା । ୧୫:୩୬–୧୮:୨୨ ୬. ପାଉଲ୍ ତିନ୍ପାଲି ସେବାକାମେ ଜିବାଟା । ୧୮:୨୩–୨୦:୩୮ ୭. ପାଉଲ୍ ଜିରୁସାଲମେ ବନ୍ଦିଅଇରଇଲାଟା । ୨୧:୨୬ ୮. ପାଉଲ୍ ରମ୍ ରାଇଜେ ଜିବାଟା । ୨୭:୧–୨୮:୧-୩୧
୨୦ ଗିତ୍ସଙ୍ଗିତା ବଇଟାନେ ଏ ବିସଇ ଲେକା ଅଇଲା ଆଚେ,
୨୧ [h]“ସେଟାର୍ ପାଇ, ଜିସୁମାପ୍ରୁ ଆମର୍ ସଙ୍ଗ୍ ଗାଲାବେଲେ ଜେ ଆମର୍ ଦଲେ ସବୁବେଲେ ରଇଲା, ସେନ୍ତାରି ଗଟେକ୍ ଲକ୍କେ ବାଚ୍ବାର୍ ଆଚେ । ୨୨ ଜନ୍ ଲକ୍କେ ଆମେ ବାଚ୍ବୁ, ପର୍ମେସର୍ ଜିସୁକେ ଜେନ୍ତି ଜିବନ୍ କରି ଉଟାଇଲା, ସେ ବିସଇ ଆମର୍ସଙ୍ଗ୍ ସେ ସାକି ଅଇବାର୍ଆଚେ । ଜଅନ୍ ଜିସୁକେ ଡୁବନ୍ଦେଲା ବେଲେଅନି, ପର୍ମେସର୍ ଆମର୍ଟାନେଅନି ତାକେ ସର୍ଗେ ନେବା ଜାକ, ସେ ଲକ୍ ଆମର୍ ଦଲେ ରଇବାର୍ ଆଚେ ।” ୨୩ ସେମନ୍ ଦୁଇ ଲକର୍ ନାଉଁ ଦେଲାଇ । ଜସେପ୍ ଜେକି ବର୍ସବା ଆରି ଜୁସ୍ତକ୍ ବଲି ମିସା କଇବାଇ ଆରି ମତିୟ । ୨୪ ଆରି ସେମନ୍ ପାର୍ତନା କଲାଇ, “ମାପ୍ରୁ ତମେତା ସବୁ ଲକର୍ ମନର୍ କାତା ଜାନାସ୍ । ଜିଉଦା ଜନ୍ ଜାଗାଇ ରଇବାର୍ରଇଲା, ଟିକ୍ ତେଇ ଉଟିଗାଲା । ପଚେ ତାର୍ ଜାଗାଇ ତମେ ବାଚିରଇବା ଲକ୍, ଏ ଦୁଇ ଲକର୍ ବିତ୍ରେ ଅନି କେ ଅଇରଇସି ? ୨୫ ଜେ ପେରିତ୍ ସିସ୍କାମ୍ କରିପାର୍ସି, ତାକେ ଆମ୍କେ ଜାନାଆ ।” ୨୬ ତାର୍ପଚେ ଦୁଇ ଲକର୍ଟାନେଅନି ଗଟେକ୍ ଲକ୍କେ ବାଚ୍ବାକେ କେଡ୍ପୁଟାଇଲାଇ । କେଡ୍ପୁଟାଇଲାକେ ମତିୟସର୍ ନାଉଁ ପୁଟ୍ଲା । ସେନ୍ତାରି, ଏଗାର୍ଟା ସିସ୍ମନର୍ ଦଲେ ସେ ମିସ୍ଲା ।
ପେରିତ୍ 2 ->