୪ ପୁର୍ବେ କେତେଟା ଦୁତ୍ମନ୍ ଜେଡେବେଲେ ପାପ୍ କରିରଇଲାଇ, ପର୍ମେସର୍ ସେମନ୍କେ ଡଣ୍ଡ୍ ନ ଦେଇକରି ଚାଡିଦେଏ ନାଇ । ମାତର୍ ସେମନ୍କେ ନର୍କେ ପିଙ୍ଗିଦେଲା । ସେମନ୍କେ ବିଚାର୍ କରି ଡଣ୍ଡ୍ଦେବା ଦିନ୍ ଜାକ ସେ ସେମନ୍କେ ବନ୍ଦିକରି ଆନ୍ଦାରେ ସଙ୍ଗଇସି । ୫ ଆଗର୍କାଲେ ବଁଚିରଇବା ଲକ୍ମନ୍ ପର୍ମେସର୍କେ ମାନିକରି ରଅତ୍ନାଇକେ, ସେ ସେମନ୍କେ ଡଣ୍ଡ୍ ନ ଦେଇକରି ଚାଡେନାଇ । ତାର୍ବାଦୁଲେ ସେମନର୍ପାଇ ବନିଆ ଆନାଇଲା । ତେଇ ସବୁଲକ୍ ବୁଡିଗାଲାଇ । ମାତର୍ ସେ ନଅ ଆରି ତାର୍ କୁଟୁମର୍ ସାତ୍ଲକ୍କେ ସେ ରକିଆ କଲା । ସେବେଲେ ନଅ ପର୍ମେସର୍ ଦେକ୍ବା ଇସାବେ ଟିକ୍ ବିସଇ କର୍ବାର୍ ଆଚେ ବଲି ଲକ୍ମନ୍କେ କଇତେରଇଲା । ୬ ସଦମ୍ ଗମରା ନଅର୍ମନ୍କେ ରଇବା ଲକ୍ମନ୍କେ ପର୍ମେସର୍ ଦସିକରି ତାକର୍ ନଅର୍ମନ୍କେ ପଡାଇକରି କୁରୁପ୍ନାସ୍ କରିଦେଲା । ସେମନ୍ ବେସି କାରାପ୍ କାମ୍ କଲାଇଜେ ଏନ୍ତାରି କଲା । ତାକେ ନ ମାନିକରି ରଇବା ଲକ୍ମନ୍କେ ଏନ୍ତାରି ଦସା ଅଇସି ବଲି ଲକ୍ମନ୍କେ ଦେକାଇଲା । ୭ ସେ ନଅର୍ମନ୍ ପଡାଇବା ଆଗ୍ତୁ ସେ ଲତ୍କେ ରକିଆ କଲା । ଲତ୍ ଗଟେକ୍ ନିକଲକ୍ ରଇଲା । ତାର୍ ନଅରର୍ ଲକ୍ମନ୍ କରିରଇବା ପାଦ୍ରାପାଦ୍ରି କାମ୍ ଆରି ନିୟମ୍ ନ ମାନ୍ବାଟା ଦେକି ବେସି ଦୁକ୍ କର୍ତେରଇଲା । ୮ ସେନ୍ତାରି କାରାପ୍ ଲକ୍ମନର୍ ବିତ୍ରେ ଲତ୍ ନିକ ସଙ୍ଗ୍ ବଁଚିକରି ରଇଲା । ସେମନ୍ କରିରଇବା କାରାପ୍ କାମ୍ ସେ ଦେକ୍ତେରଇଲା ଆରି କଇତେରଇବା ସତ୍ ନ ରଇବା ବିସଇ, ସୁନ୍ତେରଇଲା । ସେ ଗଟେକ୍ ନିକ ଲକ୍ ରଇଲାଜେ ଏଟାମନ୍ ସୁନି ଦୁକ୍ କର୍ତେରଇଲା । ୯ ସେନ୍ତାର୍ ଆଲେ ଦରମ୍ ଲକ୍ମନ୍କେ ପର୍ମେସର୍ ତାକର୍ ଦୁକ୍ କସ୍ଟ ତେଇଅନି ଆରି ଆଇବା ପରିକାଇ ଅନି ରକିଆ କର୍ସି । ଆରି କାରାପ୍ ଲକ୍ମନ୍କେ ସେ ସବୁ ଲକ୍କେ ବିଚାର୍ କର୍ବା ଦିନ୍ ଜାକ ଡଣ୍ଡ୍ଦେଇ ସଙ୍ଗଇସି । ୧୦ ତାକର୍ ପାପର୍ ଗୁନ୍ଚଲନ୍ ଇସାବେ ଚଲାଚଲ୍ତିକରି ଲାଜର ବିସଇ କର୍ବା ଲକ୍ମନ୍କେ ସେ ବେସି ବଡ୍ ଡଣ୍ଡ୍ ଦେଇସି । ତାକର୍ ଉପ୍ରେ ସାସନ୍ କର୍ବାକେ ପର୍ମେସରର୍ ଜନ୍ ଅଦିକାର୍ ଆଚେ, ସେଟା ସେମନ୍ ନିଚ୍ଲାଇନି ।
୧୭ ଏ ଲକ୍ମନ୍ ପାନି ଆଁଟିଜାଇରଇବା ପାଜ୍ରା ପାରା । ଜବର୍ ପବନ୍ ଆସି ଉଡାଇନେବା ବାଦଲ୍ ପାରା । ପର୍ମେସର୍ ସେମନର୍ପାଇ ପୁରାପୁରୁନ୍ ଆନ୍ଦାର୍ ରଇବା ଗଟେକ୍ ଜାଗା ସଙ୍ଗଇଆଚେ । ୧୮ ସେମନ୍ ଲକ୍ମନ୍କେ ସିକାଇବା ବେଲେ ମୁକିଅ ବିସଇପାରା ରଇସି, ମାତର୍ ତେଇ କାଇଟା ନ ରଏ । ଗାଗଡ୍ ମନ୍ କଲା ସବୁ ଗୁନ୍ଚଲନ୍ କରିଅଇସି ବଲି ସେମନ୍ ସିକାଇବାଇ । ନୁଆ ନୁଆ ନିକ ଚଲାଚଲ୍ତି କରି ଆଇତେରଇବା ଲକ୍ମନ୍କେ ସୁତ୍ରାଇକରି ନେବାଇ । ୧୯ ତାକର୍ ସିକିଆ ମାନିକରି ରଇଲେ ମୁକ୍ତି ମିଲ୍ସି ବଲି ସେମନ୍ କାତାଦେବାଇ । ମାତର୍ ସେମନ୍ ନିଜେ କାରାପ୍ ଚଲାଚଲ୍ତିର୍ ଗତିଦାଙ୍ଗ୍ଡା ଅଇଆଚତ୍ । ସେ କାରାପ୍ ଚଲାଚଲ୍ତି ସେମନ୍କେ କୁରୁପ୍ନାସ୍ କର୍ସି । ଜଦି ଗଟେକ୍ ଲକ୍କେ କାରାପ୍ ଅବିଆସ୍ ଦାରିଆଚେ, ସେ ତାର୍ ଗତିଦାଙ୍ଗ୍ଡା । ୨୦ ସେନ୍ତାରି ମିଚ୍ ସିକାଉମନ୍ ଲକ୍ମନ୍କେ କୁରୁପ୍ନାସ୍ କର୍ବା କାରାପ୍ ବିସଇତେଇଅନି ରକିଆ ପାଇକରି ଆମର୍ ମୁକ୍ତିକାରିଆ ମାପ୍ରୁ ଜିସୁକିରିସ୍ଟକେ ଜାନିରଇଲାଇ । ମାତର୍ ଆରିତରେକ୍ ସେ କାରାପ୍ ବିସଇମନ୍ କର୍ବାକେ ନିଜେ ସର୍ପିଅଇଲାଇ ଆଚତ୍ । ତାକର୍ ଏବର୍ ଇନସ୍ତା ଆଗ୍ତୁର୍ ଇନସ୍ତାଇ କେତେକ୍ ଅଦିକ୍ ଆଚେ । ୨୧ ଦରମ୍ ଚଲାଚଲ୍ତି କର୍ବା ବାଟ୍ ସେମନ୍ କେବେ ଜାନିନରଇଲେ ତାକର୍ ପାଇ ନିକ ଅଇତା । ମାତର୍ ସେମନ୍ ଏବେ ଲକ୍ମନ୍ ସିକିଆ ପାଇରଇବା ପର୍ମେସରର୍ ନିୟମ୍ ଚାଡିଦେଇଆଚତ୍ । ୨୨ ସେମନ୍ କଲାପାରା ବିସଇ ଉପଦେସ୍ ବଇଟାନେ ଲେକା ଅଇଲାଆଚେ । କୁକୁର୍ ଜନ୍ଟା ବାତିକର୍ସି, ସେଟାସେ ଜାଇ କାଇସି, ଗୁସ୍ରିକେ ପାନି ଦୁଆଇଦେଇ ରଇଲେ ମିସା ସେ କାଦଲଗେସେ ଜାଇ ଚକ୍ଟି ଅଇସି ।
<- ୨ ୟ ପିତର୍ 1୨ ୟ ପିତର୍ 3 ->