୭ ମୁଇ ପର୍ମେସର୍ ଟାନେଅନି ବେସି ବଡିଆ ଦର୍ସନ୍ ପାଇଲିଆଚି ବଲିକରି ବଡ୍ପନ୍ ନ ଅଇବାକେ ପର୍ମେସର୍ ମକେ ଦୁକାଇବା ଗଟେକ୍ ରଗ୍ ଦେଲା । ଏ ରଗ୍ ସଇତାନର୍ ଦୁତ୍ପାରା ମାର୍ବାକେ ମର୍ ଗାଗଡେ ଆଚେ । ଜେନ୍ତି କି ମୁଇ ଆରି ବଡ୍ପନ୍ ନ ଅଇ । ୮ ଏ ରଗ୍ ମର୍ଟାନେଅନି ଦାରିଜାଅ ବଲି ମୁଇ ତିନ୍ତର୍ ମାପ୍ରୁକେ ଗୁଆରି କଲି । ୯ ମାତର୍ ସେ ଏନ୍ତାରି କଇଲା, “ତମ୍କେ ଜେତ୍କି ସବୁ ଲଡା ଆଚେ, ମର୍ ଜିବନ୍ ଦୁକାଇଲାଟା, ସେଟା ପୁରାପୁରୁନ୍ କର୍ବାକେ ଅଇସି । କାଇକେବଇଲେ ଜେଡେବେଲେ ତୁଇ ଦୁର୍ବଲ୍ ରଇସୁ, ସେବେଲେ ମର୍ ବପୁ ନିକକରି ଡିସ୍ସି ।” ତେବେ ମର୍ ଦୁର୍ବଲ୍ ବିସଇନେଇ ବଡ୍ପନ୍ ଅଇକରି କଇବାକେ ମକେ ବେସି ସାର୍ଦା ଲାଗ୍ସି । କାଇକେବଇଲେ ମୁଇ ଦୁର୍ବଲ୍ ରଇଲାବେଲେ କିରିସ୍ଟର୍ ବପୁ ମକେ ସାଇଜ କର୍ବାଟା ଜାନ୍ଲିନି । ୧୦ ସେଟାର୍ ପାଇ ମକେ କିରିସ୍ଟର୍ ଲାଗି ଜେତ୍କି ସବୁ ଗଟ୍ସି, ମୁଇ ସାର୍ଦା ଅଇ ରଇବି । ଜେନ୍ତିକି ମର୍ଗାଗଡ୍ ଦୁର୍ବଲ୍ ରଇଲେ ମିସା, ନିନ୍ଦା ପାଇଲେ ମିସା, ଦୁକ୍ କସ୍ଟ ଅଇରଇଲେ ମିସା, ଆରି ସାଦ୍ବାନ୍ଦ୍ ଅଇ ଦୁକ୍ କସ୍ଟ ପାଇଲେ ମିସା । କାଇକେବଇଲେ ଜେଡେବେଲେ ମୁଇ ଦୁର୍ବଲ୍ ଅଇଆଚି, ସେଡ୍କି ବେଲେ ମୁଇ ବପୁ ଅଇଆଚି ।
୧୪ ଦେକା, ଏଟା ସଙ୍ଗ୍ ତିନ୍ ତର୍ ଅଇଲାବେ ମୁଇ ତମର୍ଲଗେ ବୁଲି ଆଇବି ବଲି ଜାଗିଆଚି । ଆଗର୍ ପାରା ଏବେ ମିସା ତମର୍ଟାନେ ଅନି କାଇଟା ନ ମାଙ୍ଗି । ତମେ ଦେବାଟା ମୁଇ ମନ୍ କରିନାଇ, ତମର୍ ଆଲାଦ୍ ମନ୍ କଲିନି । ଏନ୍ତାରି ନଏଁ ଜେ ପିଲାମନ୍ ଆୟା ବାବାର୍ପାଇ ସଙ୍ଗଇବାଇ, ମାତର୍ ଆୟାବାବା ପିଲାମନର୍ ପାଇ ସଙ୍ଗଇବାର୍ ଆଚେ । ୧୫ ସତଇସେ ମର୍ ଜେତ୍କି ସବୁ ଆଚେ, ସେଟା ସବୁଜାକ ତମ୍କେ ଦେବାକେ ମୁଇ ସାର୍ଦା ଅଇବି । ଜେନ୍ତାରି କି ତମ୍କେ ସାଇଜ କର୍ବାକେ ମର୍ ଗାଗଡ୍ ମିସା ସର୍ପି ଅଇଦେବି । ତମର୍ ପାଇ ରଇବା ମର୍ ଆଲାଦ୍ ଅଦିକ୍ ଅଦିକ୍ ଅଇ ଆଇଲାନି, ମାତର୍ ମର୍ ପାଇ ରଇବା ତମର୍ ଆଲାଦ୍ ଉନା ଅଇ ଆଇଲାନି ।
୧୬ ମୁଇ ତମର୍ଟାନେଅନି ବୁତି ମାଙ୍ଗିନାଇ, ସେଟା ସତ୍ ବଲି ତମେ କଇଲାସ୍ନି, ମାତର୍ ତମର୍ ବିତ୍ରେ କେତେ ଲକ୍ କଇଲାଇନି, ଜେ ମୁଇ ଚାଲାକି ଆରି ମର୍ ଲାଗି ତମେ ନାଡାଇଅଇଲାସ୍ । ୧୭ ମୁଇ ତମ୍କେ କେନ୍ତି ନାଡାଇଲି ? ମୁଇ ତମର୍ ଲଗେ ଜନ୍ ଲକ୍ମନ୍କେ ପାଟାଇ ରଇଲି, ସେମନର୍ ଦେଇ ନାଡାଇଲି କି ? ୧୮ ମୁଇ ତିତସ୍କେ ତମର୍ ଲଗେ ଜିବାକେ ବାବୁଜିଆ କଲି । ଆରି ତାର୍ସଙ୍ଗ୍ ଜିବାକେ ଗଟେକ୍ ବିସ୍ବାସି ବାଇକେ ମିସା ପାଟାଇରଇଲି । ତିତସ୍କାଇ ତମର୍ ଲଗେ ଅନି କାଇଟା ଲାବ୍ କଲା ଆଚେ କି ? ତିତସ୍ ତମ୍କେ ନାଡାଇଲା ବଲି ତମେ କଇନାପାରାସ୍ । କାଇକେବଇଲେ, ସେ ଆରି ମୁଇ, ଆମେ ସୁକଲ୍ କାମର୍ ପାଇସେ ଏଟା କଲୁନି ।
୧୯ ଆମେ ତମର୍ ବିରୁଦେ କାଇ ଦସ୍ କରୁନାଇ ବଲି ତମ୍କେ ଦେକାଇ ଅଇବାକେ ଚେସ୍ଟା କଲୁନି ବଲି ତମେ ବାବ୍ସା ମିସା । ମାତର୍ ସେନ୍ତାରି ନାଇ । ଆମେ କିରିସ୍ଟର୍ ଲକ୍ ଇସାବେ ପର୍ମେସରର୍ ମୁଆଟେ କାତା ଅଇଲୁନି । ଆଲାଦର୍ ମଇତର୍ମନ୍ ! ତମର୍ ଟାନେ ଆମେ ଜେତ୍କି ବିସଇ କଲୁଆଚୁ, ସେଟା ତମର୍ ବଲ୍ ପାଇ । ୨୦ ମୁଇ ବେସି ଚିନ୍ତାଇ ଆଚି, ମୁଇ ତମର୍ ଟାନେ ଆଇଲାବେଲେ, ମନ୍ ନ କର୍ବା ଚଲାଚଲ୍ତି ତମର୍ ବିତ୍ରେ ଦେକ୍ବି ମିସା । ସେନ୍ତାରି ଅଇଲେ, ମୁଇ ତମ୍କେ ଦମ୍କାଇବାକେ ପଡ୍ସି ଆରି ସେଟା ତମେ ମନ୍ ନ କରାସ୍ । ତେଇ କେତେଟା ଜୁଜିଆଲ୍ମନ୍, ଇଁସ୍ଲିଆମନ୍, ଦାପ୍ରେ ରିସା ଅଉମନ୍, ନିଜର୍ ବିସଇ ଦେକାଇ ଅଉମନ୍, ତାର୍ ବାଇମନ୍କେ ନିନ୍ଦା କରୁମନ୍, ତିପ୍ଲିଆମନ୍, ବଡ୍ପନିଆମନ୍, ଆରି ବିସ୍ବାସିମନ୍ ଗଟେକ୍ ମନ୍ ନ ଅଇଲାଟା ଦେକ୍ବି । ୨୧ ମୁଇ ଚିନ୍ତାଇ ଆଚି ଜେ, ମୁଇ ଆରିତରେକ୍ ଆଇଲାବେଲେ, ତମର୍ ମୁଆଟେ ମକେ ପର୍ମେସର୍ ଲାଜ୍ କରାଇସି । ଆରି ମୁଇ ବେସି ଦୁକ୍ ଅଇବି । କାଇକେବଇଲେ, ଆଗେ ଜେତ୍କି ଲକ୍ ପାପ୍ କରି ଆଚତ୍ ବଲି ମୁଇ ଜାନିଆଚି । ସେମନ୍ ଏବ୍କେ ଜାକ ତାକର୍ କାରାପ୍ ଚଲାଚଲ୍ତିର୍ ଲାଗି ମାନି ଅଅତ୍ ନାଇ । ଜନ୍ଟାକି ନିଜର୍ କାରାପ୍ ମନ୍ କଲା ଇସାବେ ବଁଚ୍ବାଟା ଆରି ବେସିଆ କାମ୍ କର୍ବାଟା ।
<- ୨ୟ କରନ୍ତିୟ 11୨ୟ କରନ୍ତିୟ 13 ->