୭ ତମେ ତମର୍ ତମର୍ ବିତ୍ରେ ଲାଗାଜଡା ଅଇକରି କରଟ୍ ଦୁଆର୍ ଜାକ ଗାଲାସ୍ନି । ଇତିଅନି ଜାନା ପଡ୍ଲାନିଜେ ମିସାବିଡାଟାନେ ପୁରାପୁରୁନ୍ ଆରି ଜାଇ ଆଚାସ୍ । ତମର୍ ପାଇ ଅନିଆଇ ମୁର୍ଚିକରି, କେତି ଅଇବାଟା ମୁର୍ଚିକରି ରଇଲେ ନିକ ଅଇତା । ୮ ତାର୍ ବାଦୁଲେ ତମର୍ ତମର୍ ବିତ୍ରେ ଅନିଆଇ ଆରି କେତି କଲାସ୍ନି । ସେଟା ମିସା ନିଜର୍ ବିସ୍ବାସି ବାଇବଇନିମନ୍କେ ! ୯ ମନେରଅ ଜନ୍ ଲକ୍ମନ୍ ପାପେରଇକରି ବଁଚ୍ବାଇ ସେମନ୍ ପର୍ମେସରର୍ ରାଇଜେ ଜାଇ ନାପାରତ୍ । ନିଜେ ନାଡାଇ ଉଆନାଇ । ଜନ୍ ଲକ୍ମନ୍ ନିୟମ୍ ବିରୁଦେ ଚଲାଚଲ୍ତି କଲାଇନି କି ମୁର୍ତି ପୁଜା କଲାଇନି କି ବେବିଚାର୍ କାମ୍ କଲାଇନି କି ମନସ୍ ମନସ୍ ବିତ୍ରେ ଆରି ମାଇଜି ମାଇଜି ବିତ୍ରେ ଅଇବା କାରାପ୍ କାମ୍ କଲାଇନି, ବେସିଆ କାମ୍ କଲାଇନି, ୧୦ ଚର୍ନା ଅଇଲାନି, କି ଦନ୍ ଲବ୍ରା ଅଇଲାନି, ମାତୁଆଲ୍ କି ନିନ୍ଦା କର୍ବାଲକ୍ ଅଇଲାନି କି ଅଲ୍ଗା ଲକର୍ ଜିନିସ୍ ଚରାଇବା ଲକ୍ ଅଇଲାନି, ଏମନ୍ ପର୍ମେସରର୍ ରାଇଜେ ଜାଇ ନାପାରତ୍ । ୧୧ ମାପ୍ରୁକେ ବିସ୍ବାସ୍ କର୍ବା ଆଗ୍ତୁ, ତମର୍ ବିତ୍ରେ କେ କେ ଏନ୍ତାରି ଅଇରଇଲାସ୍, ମାତର୍ ପର୍ମେସର୍ ତମର୍ ପାପ୍ ସବୁ ଦଇ ଦେଲା । ଆରି ମାପ୍ରୁ ଜିସୁ କିରିସ୍ଟ ଆରି ସୁକଲ୍ ଆତ୍ମାର୍ ଲାଗି ଦରମ୍ ବଲାଇ ଅଇଆଚାସ୍ ।
୧୫ ତମର୍ ଗାଗଡ୍ କିରିସ୍ଟର୍ ଗାଗ୍ଡେ ମିସିକରି ଆଚେ, ଏଟା କାଇ ତମେ ନାଜାନାସ୍ କି ? ତେବେ ମୁଇ କାଇ କିରିସ୍ଟର୍ ଗାଗଡର୍ ଗଟେକ୍ ବାଗ୍ ନେଇକରି ବେସିଆର୍ ଗାଗ୍ଡେ ମିସାଇବି କି ? ନାଇ, ସେନ୍ତାରି କେବେ ମିସା ନ ଅ । ୧୬ ମାତର୍ ଜେ ବେସିଆ ସଙ୍ଗ୍ ମିସ୍ସି, ସେ ତାର୍ ସଙ୍ଗ୍ ଗଟେକ୍ ଗାଗଡ୍ ଅଇସି । ଏଟା ତମେ ନାଜାନାସ୍ କି ? କାଇକେବଇଲେ ଲେକା ଅଇଆଚେ, ସେ ଦୁଇଲକ୍ ଜାକ ଗଟେକ୍ ଅଇବାଇ । ୧୭ ମାତର୍ ଜେ ମାପ୍ରୁର୍ ସଙ୍ଗ୍ ମିସ୍ସି, ତାର୍ ଆତ୍ମା ଆରି ମାପ୍ରୁର୍ ଆତ୍ମା ଗଟେକ୍ ଅଇଜାଇସି ।
୧୮ ବେବିଚାର୍ କାମେଅନି ଦୁରିକେ ରୁଆ । ଲକ୍ମନ୍ କାଇ ବିନ୍ ପାପ୍ କଲେ ମିସା, ସେଟା ତାର୍ ଗାଗଡର୍ ବିରୁଦେ ନଏଁ । ମାତର୍ ଜେ ବେବିଚାର୍ କାମ୍ କର୍ସି, ସେ ନିଜର୍ ଗାଗଡ୍ ବିରୁଦେ ପାପ୍ କର୍ସି । ୧୯ [b]ମନେ ରଅ, ତମର୍ ଗାଗଡ୍ ସୁକଲ୍ ଆତ୍ମା ରଇବା ମନ୍ଦିର୍, ଜନ୍ ଆତ୍ମା ତମର୍ ବିତ୍ରେ ବାସା ଅଇଲାଆଚେ, ସେଟା ପର୍ମେସରର୍ ଟାନେଅନି ମିଲାଇ ଆଚାସ୍ । ତମେ ନିଜେ, ନିଜର୍ ନୁଆସ୍ ମାତର୍ ପର୍ମେସରର୍ । ୨୦ କାଇକେବଇଲେ ପର୍ମେସର୍ ତମ୍କେ ଜବର୍ ଦାମ୍ ଦେଇକରି ଗେନିଆଚେ, ସେଟାର୍ ପାଇ ତମର୍ ଗାଗ୍ଡର୍ କାମ୍ ସଙ୍ଗ୍ ପର୍ମେସରର୍ ମଇମା କରା ।
<- ୧ମ କରନ୍ତିୟ 5୧ମ କରନ୍ତିୟ 7 ->