୩ କାଇକେବଇଲେ ଜନ୍ ସିକିଆ ମୁଇ ପାଇରଇଲି, ତେଇଅନି ଏ ବଡ୍ ସିକିଆ ତମ୍କେ ସିକାଇ ରଇଲି । ସାସ୍ତର୍ ଇସାବେ କିରିସ୍ଟ ଆମର୍ ପାପ୍ କେମା ଅଇବାକେ ମରିଗାଲା । ୪ [a]ତାକେ ତପିରଇଲାଇଜେ, ସାସ୍ତର୍ ଇସାବେ ତିନ୍ଦିନ୍ ନ ଅଇତେ ତାକେ ପର୍ମେସର୍ ଜିବନ୍ କରି ଉଟାଇଲା । ୫ [b]ସେ ପିତର୍ ଆରି ତାର୍ ବାର୍ଟା ପେରିତ୍ ସିସ୍ମନ୍କେ ଦର୍ସନ୍ଦେଲା । ୬ ତାର୍ ପଚେ ତର୍ ସଙ୍ଗ୍ ଜାଇତେରଇବା ଏକାତର୍ ପାଁଚ୍ସଅ ଲଗେଅନି ଅଦିକ୍ ବାଇମନ୍କେ ଦର୍ସନ୍ ଦେଲା । ସେମନର୍ ବିତ୍ରେ ଅନି କେତେଲକ୍ ମରିଗାଲାଇ ଆରି ବେସି ଲକ୍ ଆଜିକେ ଜାକ ଜିବନ୍ ଆଚତ୍ । ୭ ତାର୍ପଚେ ସେ ଜାକୁବ୍କେ ଆରି ସବୁ ପେରିତ୍ମନ୍କେ ଦର୍ସନ୍ ଦେଲା ।
୮ [c]ସେ ଦର୍ସନ୍ ଦେଲା ଲକ୍ମନର୍ ବିତ୍ରେ ସାରାସାରି ମୁଇ ରଇଲି । ସବୁର୍ ପଚେ, ଦିନ୍ ନ କେଟ୍ତେ, ଜନମ୍ ଅଇଲା ପିଲା ପାରା ମକେ ମିସା ଦର୍ସନ୍ ଦେଲା । ୯ [d]ସବୁ ପେରିତ୍ ସିସ୍ମନର୍ ବିତ୍ରେ ଅନି ମୁଇସେ ସାନ୍ । ପେରିତ୍ ବଲି ଡାକାଇ ଅଇବାକେ ମର୍ ଅଦିକାର୍ ନାଇ । କାଇକେବଇଲେ ପର୍ମେସରର୍ ମଣ୍ଡ୍ଲିର୍ ବିସ୍ବାସିମନ୍କେ ମୁଇ କସ୍ଟ ଦେଇତେ ରଇଲି । ୧୦ ଅଇଲେ ମିସା, ପର୍ମେସରର୍ ଜିବନ୍ ଦୁକାଇଲାଟାନେଅନି ମୁଇ ଏବେ ଏନ୍ତାରି ଆଚି । ତାର୍ ଜିବନ୍ ଦୁକାଇଲାଟା ମକେ ଦାରି ଆଚେ ବଲି ଜାନା ପଡ୍ଲାନି । କାଇକେବଇଲେ ମର୍ ସଙ୍ଗର୍ ପେରିତ୍ ମନର୍ଟାନେଅନି ମୁଇ ଅଦିକ୍ କାମ୍ କରିଆଚି । ମାତର୍ ସେଟା ମର୍ ନିଜର୍ ବପୁସଙ୍ଗ୍ ନାଇ, ପର୍ମେସର୍ ଜିବନ୍ ଦୁକାଇ ମକେ ସାଇଜ କଲା । ୧୧ ଅଇଲେ ମିସା ମୁଇ ସୁବ୍କବର୍ ଜାନାଇଲେ କି ସେମନ୍ ଜାନାଇଲେ ମିସା କିଚି ବିନ୍ ନାଇ । କାଇକେବଇଲେ ଆମେ ସବୁ ଜାନାଇବାଟା ଗଟେକ୍ ବିସଇସେ । ସେଟା ତମେ ବିସ୍ବାସ୍ କରିଆଚାସ୍ ।
୨୦ ମାତର୍ କିରିସ୍ଟକେ ମଲାତେଇଅନି ଉଟାଇଆଚେ, ଏଟା ଅଇଲାନି ସତ୍ ଆରି ଏନ୍ତାରିସେ ସବୁ ମଲା ଲକ୍ମନ୍କେ ପର୍ମେସର୍ ଜିବନ୍ କରି ଉଟାଇସି, ଏଟା ଆମେ ଜାନୁ । ୨୧ କାଇକେବଇଲେ ଗଟେକ୍ ଲକର୍ ଲାଗି ଗୁଲାଇ ଲକ୍ ମର୍ବାର୍ଆଚେ । ସେନ୍ତାରିସେ ଗଟେକ୍ ଲକର୍ ଲାଗି ଗୁଲାଇ ଲକ୍କେ ମଲାତେଇଅନି ଉଟାଅଇସି । ୨୨ ଜେନ୍ତି ଆଦମର୍ ବଁସେଅନି ଆଇଲା ଲକ୍ମନ୍ ମର୍ବାଇ, ସେନ୍ତାରିସେ କିରିସ୍ଟର୍ତେଇ ରଇଲା ସବୁଲକ୍ ଜିବନ୍ ଅଇ ଉଟ୍ବାଇ । ୨୩ ମାତର୍ ଗଟେକ୍ ଗଟେକ୍ ଲକ୍ ଆଗାପଚା ଇସାବେ ଉଟ୍ବାଇ । ପର୍ତୁମ୍ କିରିସ୍ଟ ତାର୍ପଚେ ସେ ଆଇବା ଦିନେ ଜେତ୍କି ଲକ୍ ସବୁ ତାର୍ଲଗେ ରଇଲାଇ । ୨୪ ତାର୍ପଚେ ଜୁଗର୍ ସାରାସାରି ଦିନ୍ କେଟ୍ସି । ସେଡ୍କିବେଲେ ସବୁ ସାସନ୍କାରିଆମନ୍କେ, ଅଦିକାର୍ ଆରି ବପୁ ରଇଲା ଲକ୍ମନ୍କେ ସେ ଆରାଇସି ଆରି ବାବା ପର୍ମେସର୍କେ ସେ ରାଇଜ୍ ସର୍ପି ଦେଇସି । ୨୫ କାଇକେବଇଲେ ପର୍ମେସର୍ ତାର୍ ସବୁ ସତ୍ରୁମନ୍କେ ଆରାଇ, ତାର୍ ପାଦ୍ତଲେ ଆନ୍ବାଜାକ କିରିସ୍ଟ ସାସନ୍ କର୍ବାର୍ ଆଚେ । ୨୬ ସାରାସାରି ପଚେ ସତ୍ରୁମନ୍ ମିସା ଆରିଜିବାଇ । ୨୭ ଜେନ୍ତି କି ସାସ୍ତରେ ଲେକା ଅଇଲାଆଚେ, ପର୍ମେସର୍ ସବୁ ବିସଇ ତାର୍ ପାଦ୍ତଲେ ସଙ୍ଗଇଆଚେ । ସବୁ ବିସଇ ବଲି, କଇବା ବେଲେ ତାର୍ ଅରତ୍ ଅଇଲାନି, ପର୍ମେସର୍କେ ଚାଡି ସବୁ ବିସଇ । ସେ ଆକା ସବୁ ବିସଇ କିରିସ୍ଟର୍ ତଲିଆ କରି ସଙ୍ଗଇଆଚେ । ୨୮ ସବୁ ବିସଇ କିରିସଟର୍ ତଲେ ସଙ୍ଗଇଲା ପଚେ, ନିଜେ କିରିସ୍ଟ ଜେ କି ପଅ, ସେ ପର୍ମେସରର୍ ତଲିଆ ଅଇ ରଇସି । ସବୁ ବିସଇ ପର୍ମେସର୍ ତାର୍ ତଲିଆ କରି ସଙ୍ଗଇଆଚେ ଆରି ପର୍ମେସର୍ ପୁରାପୁରୁନ୍ ସବୁର୍ ଉପ୍ରେ ସାସନ୍ କର୍ସି ।
୨୯ ମଲାଲକ୍କେ ଆରିତରେକ୍ ନ ଉଟାଏ, ଜଦି ଏଟା କେନ୍ତାର୍ ଜେ ମଲା ଲକ୍ମନର୍ ପାଇ ତାର୍ ମଇତର୍ମନ୍ ଡୁବନ୍ ନେଲାଇନି ? ତେବେ ସେମନ୍କେ କାଇଟା ମିଲ୍ସି ? ଜଦି ମଲାଲକ୍ମନ୍କେ ନ ଉଟାଅତ୍, ସେନ୍ତାର୍ ଆଲେ କାଇକେ ଏମନ୍ ମଲା ଲକ୍ମନର୍ପାଇ ଡୁବନ୍ ନେଲାଇନି ? ୩୦ ଆରି ଆମେ ମିସା କାଇକେ ସବୁ ବେଲେ ଆମର୍ ଜିବନ୍ ବିପଦେ ପାକାଇତେ ରଇବୁ ? ୩୧ ଏ ମର୍ ବାଇବଇନିମନ୍ ଦିନ୍କେ ଦିନ୍, ଲକ୍ମନ୍ ମକେ ମରାଇବାକେ ଚେସ୍ଟା କଲାଇନି । ମୁଇ ଏଟା କାଇକେ କଇଲିନି ବଇଲେ, ତମର୍ଟାନେ ମର୍ ଜନ୍ ବଡ୍ପନ୍ ଆଚେ, ଆରି ଆମର୍ ମାପ୍ରୁ ଜିସୁକିରିସ୍ଟର୍ ଟାନେ ଆମର୍ ଜିବନ୍ ମିସିରଇଲାଜେ ମୁଇ କଇଲିନି । ୩୨ ଏପିସି ସଅରେ ମୁଇ ବେସି କସ୍ଟ ପାଇଲି । କାଇକେବଇଲେ ଜନ୍ ଲକ୍ମନ୍ ମକେ ବିରଦ୍ କଲାଇ, ସେମନର୍ ସଙ୍ଗ୍ ଡଙ୍ଗ୍ରେ ରଇବା ପସୁମନର୍ ପାରା ଜୁଜିରଇଲି । ତେଇ ଆମେ ଜେନ୍ତି କସ୍ଟ ପାଇତେରଇଲୁ, ସେନ୍ତାରି ଅଇଲାକେ ଆମ୍କେ କାଇ ଲାବ୍ ମିଲ୍ଲା ? ଜଦି ମଲା ଲକ୍ମନ୍କେ ନ ଉଟାଏ, ତେବେ ଏନ୍ତାରି କଇବାଟା ନିକ ରଇସି । “ଆସା ଆମେ ବଜିକରି କାଉଁ, କାଇକେବଇଲେ ଆମେ କାଲିକେ ମର୍ବାର୍ ଅଇସିବେ ।”
୩୩ ନାଡାଇ ଉଆନାଇ, କାରାପ୍ ଲକ୍ମନର୍ ସଙ୍ଗ୍, ସାଙ୍ଗ ଅଇଲେ ସେମନ୍ ତମର୍ ନିକ ଚଲାଚଲ୍ତି କର୍ବାଟା ନସାଇ ଦେବାଇ । ୩୪ ଟିକ୍ସଙ୍ଗ୍ ଚିନ୍ତା କରା । ତମର୍ ପାପର୍ ଚଲାଚଲ୍ତି କର୍ବାଟା ଚାଡିଦିଆସ୍ । କାଇକେବଇଲେ ପର୍ମେସର୍କେ ନାଜାନ୍ଲା କେତେକ୍ ଲକ୍ ତମର୍ ବିତ୍ରେ ଆଚତ୍ । ଏଟା ମୁଇ ତମ୍କେ ଲାଜ୍ କରାଇବାକେ କଇଲିନି ।
୩୯ ଜିବନ୍ ରଇବା ସବୁ ଗାଗଡ୍ ସମାନ୍ ନଏଁ । ଲକ୍ମନ୍କେ ଗଟେକ୍ ରକାମ୍ ଗାଗଡ୍, ପସୁ ଚଡଇ ଆରି ମାଚ୍ମନ୍କେ ବିନ୍ ବିନ୍ ରକାମ୍ ଗାଗଡ୍ ଆଚେ ।
୪୦ ସେନ୍ତିସେ ସର୍ଗେ ରଇବାଟାମନ୍ ଆରି ଦର୍ତନି ରଇବାଟାମନ୍ ଆଚତ୍ । ଜେନ୍ତିକି ସର୍ଗେ ରଇବାଟାମନର୍ ସୁନ୍ଦର୍ ଗଟେକ୍ ରକାମ୍, ଦର୍ତନି ରଇବାଟାମନର୍ ବିନ୍ ବିନ୍ ରକାମ୍ । ୪୧ ବେଲ୍ ତାର୍ ନିଜର୍ ଇସାବେ ସୁନ୍ଦର୍ ଆଚେ । ସେନ୍ତାରିସେ ଜନ୍ ତାରାମନ୍ ମିସା ନିଜର୍ ନିଜର୍ ଇସାବେ ସୁନ୍ଦର୍ ଆଚତ୍ ।
୪୨ ସେନ୍ତାରିସେ ଆମର୍ ଗାଗଡ୍ ଆରି ଜନ୍ ଗାଗଡ୍ ପର୍ମେସର୍ ଉଟାଇସି, ଦୁଇଟାଜାକ ବିନ୍ ଆଚେ । କାଇକେବଇଲେ ଆମର୍ ଗାଗଡ୍ ଏବେ ମରିକରି କୁଇଜାଇସି । ମାତର୍ ଜନ୍ ଗାଗଡ୍ ପର୍ମେସର୍ ଉଟାଇସି, ସେଟା କେବେ ନ ମରେ । ୪୩ ସେଟା ତପ୍ଲାବେଲେ ଦୁର୍ବଲ୍ ଅଇ ସୁନ୍ଦର୍ ନ ରଏ । ମାତର୍ ଉଟାଇଲାବେଲେ ସୁନ୍ଦର୍ ରଇକରି ଡାଁଟ୍ ରଇସି । ୪୪ ତପ୍ଲା ବେଲେ ଅବ୍କା ଗାଗଡ୍, ମାତର୍ ଉଟାଇଲାବେଲେ ଆତ୍ମାର୍ ଗାଗଡ୍ ଅଇସି । ଅବ୍କା ଗାଗଡ୍ ଆଚେ ବଇଲେ ଆତ୍ମାର୍ ଗାଗଡ୍ ମିସା ରଇବାର୍ ଆଚେ । ୪୫ ଜେନ୍ତାରିକି ଲେକା ଅଇଲାଆଚେ, ପର୍ତୁମ୍ ମୁନୁସ୍ ଜେ କି ଆଦମ୍, ତାକେ ତିଆର୍ କରି ଜିବନ୍ ଦେଇରଇଲା, ମାତର୍ ସାରାସାରିପଚର୍ ଆଦମ୍ ନ ସାର୍ବା ଜିବନ୍ ଦେବା ଆତ୍ମା ଅଇଲା । ୪୬ ମାତର୍ ଆତ୍ମାର୍ ଗାଗଡ୍ ପର୍ତୁମ୍ ନ ଆସେ । ଚୁଚାଇ ଗାଗଡ୍ ଆଇସି, ତାର୍ପଚେ ଆତ୍ମାର୍ ଗାଗଡ୍ । ୪୭ ପର୍ତୁମ୍ ଆଦମ୍ ମାଟିସଙ୍ଗ୍ ତିଆର୍ ଅଇ ଏ ଦର୍ତନି ଆଇଲା । ମାତର୍ ପଚର୍ ଆଦମ୍ ସର୍ଗେ ଅନି ଆଇଲା । ୪୮ ଜନ୍ ଲକ୍ମନ୍ ଏ ଦର୍ତନିର୍, ସେମନ୍ ଜେ କି ମାଟି ସଙ୍ଗ୍ ତିଆର୍ ଅଇରଇଲା, ତାର୍ପାରା । ଆରି ଜନ୍ ଲକ୍ ସର୍ଗର୍, ଜେ କି ସର୍ଗେ ଅନି ଆଇଲା, ତାର୍ପାରା । ୪୯ ଜେନ୍ତିକି ଆମେ ଜନ୍ଲକ୍ ମାଟିସଙ୍ଗ୍ ତିଆର୍ ଅଇରଇଲା, ତାର୍ ବାନିମୁର୍ତି ଆଚୁ, ସେନ୍ତାରିସେ ଜେ ସର୍ଗେଅନି ଆଇଲା ତାର୍ ପାରା ବାନିମୁର୍ତି ଦାର୍ବୁ ।
୫୦ ଏ ବାଇବଇନିମନ୍, ମୁଇ କଇବା ଅରତ୍ ଅଇଲାନି ବନି ମାଉଁସ୍ ରଇବା ଗାଗଡ୍ ପର୍ମେସରର୍ ରାଇଜେ ମିସିନାପାରତ୍ । ଆରି ଜନ୍ ଗାଗଡ୍ ମର୍ବାଇ, ସେମନ୍କେ ନ ସାର୍ବା ଜିବନ୍ ଦେଇ ନଏଁ ।
୫୧ [e]ସୁନା, ମୁଇ ତମ୍କେ ଗଟେକ୍ ଆଗ୍ତୁ ନ ଜାନାଇରଇବା ବିସଇ କଇବି । ଆମେ ସବୁଲକ୍ ନ ମରୁ, ମାତର୍ ଆମର୍ ଗାଗଡ୍ ସବୁ ବାଦ୍ଲି ଜାଇସି । ୫୨ ଗଟେକ୍ ଲକ୍ ଆଁକି ମିଟ୍କା ମାର୍ଲା ବିତ୍ରେ ସେଟା ଗଟ୍ସି । ସାରାସାରିର୍ ମଇରି ବାଜ୍ଲା ବେଲେ ମଲା ଲକ୍ମନ୍ ଜିବନ୍ ଅଇ ଉଟ୍ବାଇ । ସେମନ୍ ଆରି କେବେ ମିସା ନ ମରତ୍ ଆରି ଆମେ ସବୁ ବଦ୍ଲି ଜିବୁ । ୫୩ କାଇକେବଇଲେ ଆମର୍ ଏ ମର୍ବା ଗାଗଡ୍ ନ ମର୍ବା ଗାଗଡ୍ ଅଇ ବାଦ୍ଲିଜାଇସି । ୫୪ ସେଟା ଅଇଲାବେଲେ ଜନ୍ଟା କି ସାସ୍ତରେ ଲେକା ଅଇରଇଲା, ସେଟା ପୁରାପୁରୁନ୍ ଅଇସି ମରନ୍ ଆରିଜାଇକରି, ଜିତ୍ବାଟା ପୁରାପୁରୁନ୍ ଅଇଲା ।
୫୫ ତେବେ ଆମେ କଇ ପାର୍ବୁ,
୫୬ ଆମର୍ ପାପେଅନି ଆମ୍କେ ବାଦ୍ବା ବପୁ ମରନ୍ ପାଇଲା ଆଚେ । ଆରି ପର୍ମେସରର୍ ନିୟମ୍ ନ ମାନ୍ଲାତେଇଅନି ପାପ୍ ବପୁ ପାଇସି । ୫୭ ମାତର୍ ଆମେ ପର୍ମେସର୍କେ ଦନିଅବାଦ୍ ଦେଲୁନି । କାଇକେବଇଲେ ଆମର୍ ମାପ୍ରୁ ଜିସୁ କିରିସ୍ଟ କଲା କାମେଅନି ପାପ୍କେ ଆରି ମରନ୍କେ ଆରାଇବା ବପୁ ସେ ଆମ୍କେ ଦେଲାଆଚେ ।
୫୮ ସେଟାର୍ପାଇ ଏ ମର୍ ଆଲାଦର୍ ବାଇବଇନିମନ୍, ଡାଁଟ୍ ଅଇକରି ରୁଆ । ମାପ୍ରୁ ଜିସୁକିରିସ୍ଟର୍ ସେବା କାମ୍ ଆବଡ୍ ଅଇକରି କରା । କାଇକେବଇଲେ ତମେ ଜାନାସ୍, ତାର୍ପାଇ ଜନ୍ କାମ୍ ସବୁ କର୍ସା, ସେଟା ସବୁ ଲଡାକେ ଆଇସି ।
<- ୧ମ କରନ୍ତିୟ 14୧ମ କରନ୍ତିୟ 16 ->