୫ ତମେ ସବୁଲକ୍ ନାଜାନ୍ଲା ବାସାଇ କାତା ଅଇଲେ ମୁଇ ସାର୍ଦା ଅଇବି । ମାତର୍ ପର୍ମେସରର୍ ବାକିଅ ଜାନାଇବାକେ ବପୁ ଉଆ ବଲି ମୁଇ ଅଦିକ୍ ମନ୍ କଲିନି । କାଇକେବଇଲେ ପର୍ମେସରର୍ ବାକିଅ ପାଇକରି ଜାନାଇବା ଲକ୍, ନାଜାନ୍ବା ବାସାଇ କାତା ଅଇବା ଲକର୍ ଟାନେଅନି ମୁକିଅ । ଜଦି ମଣ୍ଡଲିର୍ କେ ମିସା ସେ କଇଲା ବିସଇର୍ ଅରତ୍ ନ ବୁଜାଇବାଜାକ ଗୁଲାଇ ମଣ୍ଡଲି ସାଇଜ ନଏଁ । ୬ ତେବେ ଏ ବାଇବଇନିମନ୍ ମୁଇ ତମର୍ଟାନେ ଆଇଲାବେଲେ, ଜଦି ନାଜାନ୍ଲା ବାସାଇ କାତା କଇଲେ, ତମ୍କେ କେନ୍ତି ଡାଟ୍ କରାଇବି ? ମୁଲ୍କେ ନାଇ, ଜଦି ମୁଇ ପର୍ମେସର୍ ଟାନେଅନି ପାଇଲା ବାକିଅ, କି ଗିଆନ୍, କି ବବିସତ୍ କାତା ସିକ୍ବା ବିସଇ ନ ଜାନାଇଲେ, ତେବେ ତମ୍କେ କେନ୍ତି ଡାଟ୍ କରାଇବି ?
୭ ସେନ୍ତାରିସେ ବାଉଁସି ଆରି ଡୁଡୁଙ୍ଗା ପାରା ଜିବନ୍ ନ ରଇବା ବାଇଦ୍ ବିସଇ ବାବିଦେକୁ, ସେଟା ଜଦି ବାଜନ୍ତେଇ ବିନ୍ ସର୍ ନ ରଇଲେ, ସେଟା ବାଜ୍ଲାନି ବଲିକରି ଜାନି ନଏ ।
୮ ସେନ୍ତାରିସେ ସନିଅମନ୍ ଜନ୍ ବାଁକା ବାଜାଇବାଇ, ଜଦି ତାର୍ ସବଦ୍ ଟିକ୍ ନାଇ, ଜୁଇଦେ ଜିବାଜେ କେ ମିସା ଜାଗ୍ରତ୍ ନ ଅଅତ୍ । ୯ ସେନ୍ତାରିସେ ନ ବୁଜ୍ବା କାତା କଇଲେ, ତମେ କାଇଟା କାତା ଅଇଲାସ୍ନି ବଲି କେ ବୁଜି ନାପାରତ୍ । ତମର୍ କାତା ପବନ୍ ଉଡାଇନେଲା ପାରା ଅଇସି । ୧୦ ଏ ଜଗତେ କେତେକ୍ କେତେକ୍ ବାସା ଆଚେ । ଆରି ସେଟାର୍ ସବୁର୍ ଅରତ୍ ଆଚେ । ୧୧ ମାତର୍ କାତାଅଇରଇବା ବାସା ଜଦି ମୁଇ ବୁଜି ନାପାର୍ଲିନି, ସେ ବାସାଇ କାତା ଅଇବା ଲକ୍ମନ୍ ମର୍ ଅଚିନାର୍ ଲକ୍ ପାରା, ମୁଇ ମିସା ସେମନର୍ପାଇ ଅଚିନାର୍ ପାରା । ୧୨ ତେବେ ତମେ ଜେନ୍ତାରିକି ସୁକଲ୍ ଆତ୍ମାର୍ ବିନ୍ ବିନ୍ ରକାମର୍ ଦାନ୍ ପାଇବାକେ ମନ୍ କଲାସ୍ନି, ସେ ସବୁର୍ ଟାନେଅନି ଜନ୍ ସବୁ ଦାନ୍ ତମର୍ ମଣ୍ଡଲିକେ ଡାଟ୍ କରାଇସି, ସେ ଦାନ୍ ବାଇବାକେ ଚେସ୍ଟା କରା ।
୧୩ ତେବେ ଜେ ନାଜାନ୍ଲା ବାସାଇ କାତା ଅଇସି, ସେ କାତା ଅଇଲାଟା ବୁଜାଇବା ଦାନ୍ ମିଲ ବଲି ପାର୍ତନା କର । ୧୪ କାଇକେବଇଲେ ମୁଇ ଜଦି ନାଜାନ୍ବା ବାସାଇ ପାର୍ତନା କର୍ବି, ମର୍ ଆତ୍ମା ପାର୍ତନା କଲାନି । ମାତର୍ ମର୍ ବୁଜ୍ବାର୍ ବପୁ ତେଇ ମିସେନାଇ । ୧୫ ତେବେ ମୁଇ କାଇଟା କର୍ବି ? ମର୍ ଆତ୍ମାଇ ପାର୍ତନା କର୍ବି, ମାତର୍ ବୁଜ୍ଲା ପାରା ମିସା ପାର୍ତନା କର୍ବି । ମର୍ ଆତ୍ମାଇ ଗିତ୍ କଇବି । ମାତର୍ ବୁଜ୍ଲାପାରା ମିସା ଗିତ୍ କଇବି । ୧୬ କାଇକେବଇଲେ ପର୍ମେସର୍କେ ଆତ୍ମାଇସେ ଦନିଅବାଦ୍ ଦେଇସା, ସବାଇ ରଇଲା ମାମୁଲି ଲକ୍ମନ୍ ତମର୍ ପାର୍ତନା ସୁନିକରି, କେ ଆମେନ୍ ବଲି କଇପାର୍ବାଇ ? ନାଇ ନା ପାରେ । କାଇକେବଇଲେ ତମେ କାଇଟା କଇଲାସ୍ନି, ସେଟା ସେ ନାଜାନେ । ୧୭ ତେବେ ପର୍ମେସରର୍ ଟାନେ ତମର୍ ଦନିଅବାଦ୍ ଦେବାଟା ବେସି ନିକ ରଇଲେ ମିସା ତମର୍ ବିନ୍ ବାଇମନ୍କେ ଡାଟ୍ କରାଇ ନାପାର୍ଲାସ୍ ।
୧୮ ମୁଇ ପର୍ମେସର୍କେ ଦନିଅବାଦ୍ ଦେଲିନି, ମୁଇ ତମର୍ ସବୁର୍ଟାନେଅନି ଅଦିକ୍, ନାଜାନ୍ଲା ବାସାଇ କାତା କଇପାରି । ୧୯ ମାତର୍ ମଣ୍ଡଲିର୍ ଉପାସନା ବେଲାଇ, ନାଜାନ୍ଲା ବାସାଇ ଅଜାର୍ ଅଜାର୍ ପଦ୍ ନ କଇକରି ସବୁଲକ୍ ବୁଜ୍ଲା ପାରା ପାଁଚ୍ଟା ପଦ୍ କଇବାଟା ନିକ ।
୨୦ ଏ ବାଇବଇନିମନ୍ ତମେ ପିଲାମନର୍ ପାରା ଚିନ୍ତା କରାନାଇ । କାରାପ୍ ବିସଇତେଇ ପିଲାପାରା ଉଆ । ମାତର୍ ବୁଦି ଆରି ବିଚାର୍ କର୍ବାତେଇ ବଡ୍ ଲକର୍ ପାରା ଅଇବାର୍ ଦର୍କାର୍ । ୨୧ ସାସ୍ତରେ ଲେକାଆଚେ,
୨୨ ନାଜାନ୍ବା ବାସା କାତା ଅଇବା ବପୁ, ବିସ୍ବାସ୍ ନ କଲା ଲକ୍ମନର୍ ପାଇ ଗଟେକ୍ ଚିନ୍ ପାରା । ମାତର୍ ବିସ୍ବାସିମନର୍ପାଇ ନାଇ । ଆରି ପର୍ମେସରର୍ ବାକିଅ ଜାନାଇବା ବପୁ ବିସ୍ବାସି ମନର୍ପାଇ ଗଟେକ୍ ଚିନ୍, ଆରି ବିସ୍ବାସ୍ ନ କର୍ବା ଲକ୍ମନର୍ ପାଇ ନାଇ ।
୨୩ ତେବେ ତମେ ମଣ୍ଡଲି ଇସାବେ ରୁଣ୍ଡ୍ଲା ବେଲେ ନାଜାନ୍ଲା କାତା କଇସା ବଇଲେ, ତେଇରଇବା ବିନ୍ ଲକ୍ମନ୍ ଆରି ବିସ୍ବାସ୍ ନ କର୍ବା ଲକ୍ମନ୍ କାଇଟା ବଲି କଇବାଇ ? “ଏ ତା ବାୟା ଅଇଗାଲା ଆଚେ !” ୨୪ ଜଦି ସବୁଲକ୍ ପର୍ମେସର୍ ଜାନାଇଲା କାତା କଇଲାସ୍ନି, ଜଦି ତେଇ ଗଟେକ୍ ବିସ୍ବାସ୍ ନ କଲା ଲକ୍ କି ଗଟେକ୍ ମାମୁଲି ଲକ୍ ଆଇଲେ, ତେବେ ସେ ନିଜର୍ ପାପର୍ ବିସଇର୍ ଚେତ୍ନା ପାଇସି । ଆରି ସେ ସୁନ୍ଲା ସବୁ ବିସଇର୍ କାତାଇଅନି ତାକେ ବିଚାର୍ ଅଇସି । ୨୫ ଆରି ତାର୍ ମନେ ଲୁଚି ରଇବା ବିସଇ ସବୁ ଜାନାପଡ୍ସି । ପଚେ ସେ ପର୍ମେସର୍କେ ଡାଣ୍ଡାସନ୍ ପଡି, ତାର୍ କରିରଇବା ପାପ୍ ମାନିଅଇକରି “ତମର୍ ବିତ୍ରେ ସତଇସେ ପର୍ମେସର୍ ଆଚେ !” ବଲି କଇସି ।
୩୬ କାଇଟା ? ପର୍ମେସରର୍ ବାକିଅ ତମର୍ ଟାନେଅନି ଜାତ୍ ଅଇଲା ଆଚେ କି ? ସେ ବାକିଅ କାଇ ତମର୍ଟାନେସେ ଆସିରଇଲା କି ? ନାଇ ଆସି ନ ରଇଲା । ୩୭ କେ ଜଦି ତମର୍ ବିତ୍ରେ ପର୍ମେସରର୍ ବାକିଅ ଜାନାଇବା ଲକ୍ କି ସୁକଲ୍ ଆତ୍ମା ଅନି ଦାନ୍ ପାଇଲିଆଚି ବଲି ବାବ୍ସି, ସେନ୍ତିଆଲେ ମୁଇ ତମ୍କେ ଜାଇ ଜାଇଟା ଲେକ୍ଲିନି, ସେ ସବୁ ଜେ ମାପ୍ରୁର୍ ଆଦେସ୍, ଏଟା ସେ ଜାନ୍ବାର୍ ଆଚେ । ୩୮ ଜଦି ସେ ଏ ସବୁ କାତା ନ ସୁନେ କି ନ ମାନେ, ତମେ ମିସା ତାର୍ କାତା ସୁନା ନାଇ କି ମାନା ନାଇ ।
୩୯ ସେଟାର୍ପାଇ ଏ ବାଇବଇନିମନ୍ ପର୍ମେସରର୍ କାତା ଜାନାଇବାକେ ମନ୍ କରା, ମାତର୍ ନ ବୁଜ୍ବା ବାସାଇ କାତା କଇବାକେ କାକେ ନିଚୁ ବଲି କୁଆନାଇ । ୪୦ ତମର୍ ସବୁ କାମ୍ ଟିକ୍ ବାବେ ଆରି ଅର୍ସା ସଙ୍ଗ୍ କର୍ବାର୍ ଦର୍କାର୍ ।
<- ୧ମ କରନ୍ତିୟ 13୧ମ କରନ୍ତିୟ 15 ->