କରନ୍ତିୟ ମଣ୍ଡଲିର୍ ଲକ୍ମନର୍ଟାନେ ପାଉଲ୍ ପର୍ତୁମ୍ତର୍ ଚିଟି ଲେକ୍ଲାଟା ଏ ବଇ ବିସଇତେଇ ଜାନ୍ବାଟା ପର୍ତୁମ୍ କରନ୍ତିର୍ ଚିଟି ପେରିତ୍ ପାଉଲ୍ ଲେକିରଇଲା । ଏଟା ଜିସୁ କିରିସ୍ଟ ଜନମ୍ ଅଇକରି ୫୫ ବରସ୍ ପଚେ ଲେକିରଇଲାଇ । ୧:୧ପାଉଲ୍ ଲେକିରଇଲା ଦୁଇଟା ଚିଟି ବିତ୍ରେଅନି ଏଟା ୧ ମ ଚିଟି । ସେ ଏପିସିତେଇ ରଇଲା ବେଲାଇ ଏ ଚିଟି ଲେକିରଇଲା । ମାକିଦନିଆଅନି କରନ୍ତି ବାସାଅଇଲା ଆଗେ ଲେକାଅଇରଇଲା । ୧୬:୫-୯ । ପାଉଲ୍ ଏ ଚିଟିଟାନେ ମଣ୍ଡଲି ବିତ୍ରେ ଅଇତେ ରଇବା କରାପ୍ କାମ୍, ଦଲ୍ ଦଲ୍ ବିତ୍ରେ ବେଗ୍ଲା ବେଗ୍ଲି ଅଇବାଟା, ପାପ୍ କାମ୍ କର୍ବାଟା ଜାନିରଇଲା । ଏ ସବୁ ବିସଇ ମଣ୍ଡଲିର୍ ଲକ୍ମନର୍ ଟାନେ ସୁନିକରି ଏ ସବୁର୍ ଉତର୍ ଦେବାକେ ଦିଆନ୍ ଦେଇତେ ରଇଲା । କରନ୍ତିୟ ନଅରେ ମୁନୁସ୍ ପିଲା ମାଇଜିଟକି ଅଇବା କରାପ୍ କାମର୍ ପାଇ ଡାକ୍ପୁଟା ରଇଲା । ତେବର୍ ପାଇ ମଣ୍ଡଲିମନ୍କେ ଏନ୍ତାରି ଅସୁବିଦାମନ୍ ଆଇତେ ରଇଲା । ୧ ମ କରନ୍ତି ଆଲାଦ୍ ବିସଇ ଗଟେକ୍ ବାଗ୍ ଦାରିଆଚେ । ଏ ବଇଟାନେ ରଇବାଟା ୧. ପାଉଲ୍ କରନ୍ତିଏ ରଇବା ଲକ୍ମନ୍କେ ଜୁଆର୍ ଜାନାଇଲାନି ଆରି ସେମନର୍ ପାଇ ପରମେସର୍କେ ଦନିଅବାଦ୍ ଦେଲାନି । ୧:୧-୯ ୨. ପାଉଲ୍ କରନ୍ତି ମଣ୍ଡଲିଅନି ସୁନି ରଇବା ମଣ୍ଡଲି ମଣ୍ଡଲି ବେଗ୍ଲି ଜାଇରଇବା ବିସଇ ସିକିଆ ଦେଲାନି । ୧:୧୦;୪:୨୧ ୩. ବିନ୍ଟା ଅଇଲାନି ମାଇଜିଟକି ମୁନୁସ୍ ପିଲା ଅଇବା କାରାପ୍ କାମ୍ କରି ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ କରଟ୍ ଦୁଆର୍ ଜାକ ନେବା ବିସଇ ଲେକିଆଚେ । ୫–୬ ୪. ପଚେ ଜିବା ବିସଇ ମୁର୍ତିମନ୍କେ ବଲିଦେବାଟା, ସବୁ ମିସିକରି ପାର୍ତନା କର୍ବାଟା, ଆତ୍ମାଇ ଦାନ୍ ପାଇଲାଟା ଆରି ମରି କରି ଆରି ତରେକ୍ ଉଟ୍ବାଟା ବିସଇ ଲେକା ଆଚେ । ୭–୧୫ ୫. ସାରାସାରି ସେ ନିଜେ କର୍ତେରଇବା କେତେଟା ବିସଇ ଲେକିକରି ସାରାଇଲାନି । ୧୬
୧ ୧ ମୁଇ ପାଉଲ୍ ଆରି ଆମର୍ ସଙ୍ଗର୍ ବିସ୍ବାସି ସସ୍ତିନା ଜୁଆର୍ ଜାନାଇଲୁନି । ପର୍ମେସରର୍ ମନ୍ କଲା ଇସାବେ କିରିସ୍ଟ ଜିସୁର୍ ପେରିତ୍ ଅଇବାକେ ମକେ ବାଚିଆଚେ ।୨ [a]କରନ୍ତିୟ ନଅରେ ରଇବା ପର୍ମେସରର୍ ମଣ୍ଡ୍ଲିର୍ ଲକ୍ମନ୍କେ ଲେକ୍ଲୁନି । ପର୍ମେସର୍ ତମ୍କେ ଜିସୁକିରିସ୍ଟ ସଙ୍ଗ୍ ମିସାଇ, ତାର୍ ନିଜର୍ ଲକ୍ କଲାଆଚେ । ଆରି ମାପ୍ରୁ ଜିସୁକିରିସ୍ଟକେ ଉପାସନା କର୍ବା, ସବୁ ଜାଗାଇ ରଇବା ଲକର୍ ସଙ୍ଗ୍ ତମ୍କେ ସୁକଲ୍ ଅଇବାକେ ବାଚିଆଚେ । ସେ ଆମର୍ ମାପ୍ରୁ ଆରି ତାକର୍ ମିସା ।
୩ ଆମର୍ ବାବା ପର୍ମେସର୍ ଆରି ଜିସୁ କିରିସ୍ଟ ତମ୍କେ ଜିବନ୍ ଦୁକାଇ ସାନ୍ତି ଦେଅ ।
କିରିସ୍ଟର୍ ଟାନେ ଆସିର୍ବାଦ୍ ୪ କିରିସ୍ଟ ଜିସୁର୍ଟାନେ ପର୍ମେସରର୍ ଜେନ୍ତି ଜିବନ୍ ଦୁକାଇରଇଲା, ସେ ଜିବନ୍ ଦୁକାନିର୍ ଲାଗି, ମୁଇ ସବୁବେଲେ ତମର୍ ବିସଇନେଇ ପର୍ମେସର୍କେ ଦନିଅବାଦ୍ ଦେଲିନି । ୫ କାଇକେବଇଲେ ତମେ କିରିସ୍ଟ ସଙ୍ଗ୍ ମିସିକରି ଆଚାସ୍ ବଲି ପର୍ମେସର୍ ତମ୍କେ ଲଡାକେ ଅଇବା ସବୁ ବିସଇ, ତମର୍ କାତା ଅଇବା ବପୁ ଆରି ସବୁ ରକାମର୍ ଗିଆନ୍ ଦେଇଆଚେ । ୬ କିରିସ୍ଟର୍ ବିସଇନେଇ ତମ୍କେ ଜନ୍ କବର୍ କଇରଇଲୁ, ସେଟା ଟିକ୍ ଆକା ବଲି ଜାନା ପଡ୍ଲାନି । ୭ ତେବେ ତମେ ଆମର୍ ମାପ୍ରୁ ଜିସୁ କିରିସ୍ଟର୍ ଏ ଜଗତେ ବାଉଡି ଆଇବାଟା ଜାଗିରଇବାକେ ସବୁ ରକାମର୍ ଆତ୍ମାର୍ ଦାନ୍ ମିଲାଇ ଆଚାସ୍ । ୮ ଜେନ୍ତିକି ଆମର୍ ମାପ୍ରୁ ଜିସୁ ଆଇବା ଦିନେ ତମ୍କେ କାଇ ମିସା ନିନ୍ଦା ନ ଅ । ଏଟାର୍ପାଇ ମାପ୍ରୁ ତମ୍କେ ସାରାସାରି ଜାକ ମିସା ତବିର୍ କରି ସଙ୍ଗଇସି ।୯ ଜନ୍ ପର୍ମେସରର୍ ଲାଗି ତମେ ତାର୍ ପଅ ଜିସୁ କିରିସ୍ଟ, ଆମର୍ ମାପ୍ରୁର୍ସଙ୍ଗ୍ ମିସିବିଡି ରଇବାକେ ବାଚିଅଇ ଆଚାସ୍, ସେ ସେନ୍ତି କର୍ସି ଆକା ବଲି ଡାଟ୍ ସଙ୍ଗ୍ ବିସ୍ବାସ୍ କଲାସ୍ନି ।
ବିସ୍ବାସିମନ୍ ବେଗ୍ଲା ବେଗ୍ଲି ଅଇବାଟା ୧୦ ଏ ମର୍ ବାଇବଇନିମନ୍, ଆମର୍ ମାପ୍ରୁ ଜିସୁ କିରିସ୍ଟର୍ ନାଉଁ ଦାରି ମୁଇ ତମ୍କେ ବାବୁଜିଆ କଲିନି, ଜେନ୍ତିକି ତମେ ସବୁଲକ୍ ଗଟେକ୍ କାତାଇ ରାଜି ଉଆ, ଆରି ତମର୍ ତମର୍ ବିତ୍ରେ ବେଗ୍ଲା ବେଗ୍ଲି ଉଆନାଇ । ମାତର୍ ତମେ ଗଟେକ୍ ଦଲ୍, ଗଟେକ୍ ମନ୍ ଆରି ଗଟେକ୍ କାତାଇ ରାଜି ଉଆ । ୧୧ ତମର୍ ତମର୍ ବିତ୍ରେ ଲାଗାଜଡା ଆଚେ ବଲି ମୁଇ କିଲିୟର୍ କୁଟୁମେ ଅନି ସୁନିଆଚି । ୧୨ [b]ମୁଇ ବାବ୍ଲିନି, ତମର୍ ବିତ୍ରେ କେତେଲକ୍ କଇବାଇ, ଆମେ ପାଉଲର୍ ବାଟେ ଜିବାଲକ୍, କେତେଲକ୍ ଆପଲର୍ ବାଟେ ଜିବାଲକ୍, କେତେଲକ୍ କେପାର୍ ବାଟେ ଜିବା ଲକ୍, ଆରି କେତେଲକ୍ ଆମେ କିରିସ୍ଟର୍ ବାଟେ ଜିବା ଲକ୍ । ୧୩ କିରିସ୍ଟକେ ମୁକା ମୁକା କରି ବାଗ୍ ବାଗ୍ କଲାପାରା ଦଲ୍ ଅଇଆଚାସ୍ । ମୁଇ ପାଉଲ୍, ତମର୍ ପାଇ କୁର୍ସେ ମରିରଇଲି କି ? କି ତମେ ପାଉଲର୍ ନାଉଁ ଦାରି ଡୁବନ୍ ନେଇରଇଲାସ୍ ?୧୪ [c]ସେଟାର୍ପାଇ କିରିସ୍ପ ଆରି ଗାଅକେ ଚାଡ୍ଲେ ତମର୍ ବିତ୍ରେ ଆରି କାକେ ମିସା ଡୁବନ୍ ଦେଇ ନାଇ ବଲି ମୁଇ ପର୍ମେସର୍କେ ଦନିଅବାଦ୍ ଦେଲିନି । ୧୫ ତମେ ମର୍ ନାଉଁ ଦାରି ଡୁବନ୍ ନେଇଆଚାସ୍ ବଲି କେଡେବେଲେ କେ ମିସା କଇଦେବାଇ । ୧୬ [d]ଉଁ ତିପାନ୍କେ ଆରି ତାର୍ କୁଟୁମର୍ ଲକ୍କେ ମିସା ଡୁବନ୍ ଦେଇରଇଲି । ଆରି କାକେ ଡୁବନ୍ ଦେଲିଆଚି କି ନାଇ ବଲି ମକେ ଏତ୍ ଆସେ ନାଇ । ୧୭ କାଇକେବଇଲେ କିରିସ୍ଟ ମକେ ଡୁବନ୍ ଦେବାକେ ପାଟାଏ ନାଇ, ନିମାନ୍ କବର୍ ଜାନାଇବାକେ ପାଟାଇଲା ଆଚେ । ଜଦି ଲକ୍ମନର୍ ଗିଆନ୍ ଇସାବେ ସେଟା ମୁଇ କର୍ତି, ସେନ୍ତାର୍ ଆଲେ କିରିସ୍ଟର୍ କୁର୍ସର୍ କବରର୍ ବପୁ ଉନା ଅଇତା । ୧୮ କୁରୁପ୍ନାସ୍ ଅଇଜାଇତେରଇବା ଲକ୍ମନର୍ପାଇ, କୁରୁସେ ଅଇଲା କିରିସ୍ଟର୍ ମରନର୍ କାତା, କାଇ ମୁଲିଅ ନାଇ । ମାତର୍, ଆମର୍ପାଇ ସେଟା ପର୍ମେସରର୍ ବପୁ । ଆମେ ମୁକ୍ତି ପାଇତେରଇବା ଲକ୍ମନ୍ । ୧୯ ତେବେ ଦରମ୍ ସାସ୍ତରେ ଏନ୍ତି ଲେକାଆଚେ,
ମୁଇ ଗିଆନ୍ ରଇବା ଲକ୍ମନର୍ ଗିଆନ୍ ନସାଇବି, ଆରି ବୁଦି ରଇବା ଲକ୍ମନର୍ ବୁଦି କାଇ ଲଡାକେ ନ ଆଇଲା ପାରା କର୍ବି ।୨୦ ତେବେ ଗିଆନ୍ ରଇବା ଲକ୍ମନର୍ ବିସଇ କାଇଟା କଇଅଇସି ? ସାସ୍ତର୍ ସିକାଉମନର୍ ବିସଇ କାଇଟା କଇ ଅଇସି ? ଆରି ଏ ଜୁଗର୍ ଦଦାପେଲା ଅଇବା ଲକ୍ମନର୍ ବିସଇ କାଇଟା କଇଅଇସି ? ପର୍ମେସର୍ ଏ ଜଗତର୍ ଗିଆନ୍ ରଇବା ଲକ୍ମନ୍କେ କାଇ ଲଡାକେ ନ ଆଇବାଟା ବଲି କଏ ନାଇ କି ?
୨୧ ଏ ଜଗତର୍ ଲକ୍ମନ୍ ତାକର୍ ଚାଲାକିସଙ୍ଗ୍ ପର୍ମେସର୍କେ ନ ଜାନତ୍ ବଲି, ସେ ନିଜର୍ ଗିଆନ୍ ଇସାବେ ଟିକ୍କଲା । ଆମେ ଜାନାଇବା ବିସଇ ଜନ୍ଟା କି କାଇ ମୁଲିଅ ନାଇ ବଲି ଲକ୍ମନ୍ କଇବାଇ, ସେଟା ବିସ୍ବାସ୍ କର୍ବା ଲକ୍ମନ୍କେ ମୁକ୍ତି ଦେବାକେ ପର୍ମେସର୍ ସାର୍ଦା ଅଇଲା । ୨୨ ଜିଉଦିମନ୍ କାବା ଅଇଜିବା ଚିନ୍ ପାଇ ଦାବି କଲାଇନି । ଗିରିକ୍ମନ୍ ଗିଆନ୍ କଜ୍ଲାଇନି । ୨୩ ମାତର୍ ଆମେ କୁରୁସ୍ ଉପ୍ରେ ଚଗାଇ ଅଇରଇବା କିରିସ୍ଟର୍ ବିସଇ ଜାନାଇଲୁନି । ଏ କାତା ସୁନ୍ଲେ ଜିଉଦିମନ୍ ରିସା ଅଇଗାଲାଇନି ଆରି ଜିଉଦି ନଇଲା ଲକ୍ମନ୍ ସେ କାତାର୍ କାଇ ମୁଲିଅ ନାଇ ବଲି ବାବ୍ଲାଇନି । ୨୪ ମାତର୍ ଜିଉଦି ଅଅତ୍, କି ଜିଉଦି ନଇଲା ଲକ୍ ଅଅତ୍, ଜନ୍ ଲକ୍ମନ୍ ବାଚି ଅଇଆଚତ୍, ସେମନର୍ ପାଇ କିରିସ୍ଟ ପର୍ମେସରର୍ ବପୁ ଆରି ପର୍ମେସରର୍ ଗିଆନ୍ ପାରା ଆଚେ । ୨୫ ତେବେ ଜନ୍ଟା ପର୍ମେସରର୍ ବକୁଆ ବିସଇ ସେଟା ମୁନୁସର୍ ଗିଆନେ ଅନି ଅଦିକ୍ ଆଚେ, ଆରି ଜନ୍ଟା ପର୍ମେସରର୍ ଦୁର୍ବଲ୍ ବିସଇ, ସେଟା ମୁନୁସର୍ ବପୁଟାନେଅନି ଅଦିକ୍ ବପୁ ।
୨୬ ଏ ବାଇବଇନିମନ୍, ପର୍ମେସର୍ ତମ୍କେ ବାଚ୍ଲା ବେଲେ ତମେ କେନ୍ତାର୍ ରଇଲାସ୍ ବାବିଦେକା । ଜଗତର୍ ବିଦି ଇସାବେ ବେସିଲକ୍ ଗିଆନି ନ ରଇଲାସ୍ । ବେସିଲକ୍ ନେତା ନ ରଇଲାସ୍ ଆରି ବଡ୍ ଗରେ ଜନମ୍ ନ ଅଇରଇଲାସ୍ । ୨୭ ପର୍ମେସର୍ ଗିଆନି ଲକ୍ମନ୍କେ ଲାଜ୍ କରାଇବାକେ ଜଗତର୍ ଦୁର୍ବଲ୍ ଲକ୍ମନ୍କେ ବାଚ୍ଲା, ଜେନ୍ତିକି ଜଗତେ ଗିଆନି ରଇବା ଲକ୍ମନ୍ ଆରି ବପୁ ରଇବା ଲକ୍ମନ୍ ଲାଜ୍ ଅଇଜିବାଇ । ୨୮ ତେବର୍ ପାଇ, ପର୍ମେସର୍ ଏ ଜଗତର୍ କାଇ ଲଡାକେ ନ ଆସେ ବଲି କଇବା ଲକ୍ମନ୍କେ, ଆରି ସବୁବେଲେ ତଲେ ରଇ ଲକ୍ମନ୍ ଗିନ୍ କର୍ତେରଇବା ଲକ୍କେ ବାଚ୍ଲାଆଚେ । ୨୯ ଜେନ୍ତାର୍ କି ଜଗତ୍ ବିତ୍ରେ ଜନ୍ ଲକ୍ମନ୍ ବଡ୍ ବଲି ନାମାଇ ଅଇବାଇ, ସେମନ୍ କାଇ ଲଡାକେ ନ ଆସତ୍ ଆରି ପର୍ମେସରର୍ ମୁଆଟେ କେ ମିସା ବଡ୍ପନ୍ ଅଇ ନ କଅତ୍ । ୩୦ ମାତର୍ ପର୍ମେସର୍ ତମ୍କେ କିରିସ୍ଟ ଜିସୁର୍ ସଙ୍ଗ୍ ମିସାଇଆଚେ ଆରି ସେ କିରିସ୍ଟକେସେ ଆମର୍ପାଇ ଗିଆନ୍ ପାରା କରିଆଚେ । ତାର୍ଲାଗି ଆମେ ପର୍ମେସର୍ ସଙ୍ଗ୍ ସତ୍ ମିସାବିଡା ଅଇଲାଟା ଆରିତରେକ୍ ଜଡିଅଇଲାଆଚେ । ଆମେ ଦରମ୍ ଆରି ସୁକଲ୍ ଲକ୍ ଅଇ ପାପେ ଅନି ମୁକ୍ତି ପାଇଆଚୁ । ୩୧ ମାତର୍ ଜେନ୍ତି ଦରମ୍ ସାସ୍ତରେ ଲେକା ଅଇଆଚେ, ଜେ ଜଦି ବଡ୍ପନ୍ ଅଇସି, ତେବେ ସେ ମାପ୍ରୁ କଲା କାମ୍ ତେଇ ବଡ୍ପନ୍ ଅ ।
୧ମ କରନ୍ତିୟ 2 ->
୨ [a]କରନ୍ତିୟ ନଅରେ ରଇବା ପର୍ମେସରର୍ ମଣ୍ଡ୍ଲିର୍ ଲକ୍ମନ୍କେ ଲେକ୍ଲୁନି । ପର୍ମେସର୍ ତମ୍କେ ଜିସୁକିରିସ୍ଟ ସଙ୍ଗ୍ ମିସାଇ, ତାର୍ ନିଜର୍ ଲକ୍ କଲାଆଚେ । ଆରି ମାପ୍ରୁ ଜିସୁକିରିସ୍ଟକେ ଉପାସନା କର୍ବା, ସବୁ ଜାଗାଇ ରଇବା ଲକର୍ ସଙ୍ଗ୍ ତମ୍କେ ସୁକଲ୍ ଅଇବାକେ ବାଚିଆଚେ । ସେ ଆମର୍ ମାପ୍ରୁ ଆରି ତାକର୍ ମିସା ।
୩ ଆମର୍ ବାବା ପର୍ମେସର୍ ଆରି ଜିସୁ କିରିସ୍ଟ ତମ୍କେ ଜିବନ୍ ଦୁକାଇ ସାନ୍ତି ଦେଅ ।
୯ ଜନ୍ ପର୍ମେସରର୍ ଲାଗି ତମେ ତାର୍ ପଅ ଜିସୁ କିରିସ୍ଟ, ଆମର୍ ମାପ୍ରୁର୍ସଙ୍ଗ୍ ମିସିବିଡି ରଇବାକେ ବାଚିଅଇ ଆଚାସ୍, ସେ ସେନ୍ତି କର୍ସି ଆକା ବଲି ଡାଟ୍ ସଙ୍ଗ୍ ବିସ୍ବାସ୍ କଲାସ୍ନି ।
୧୪ [c]ସେଟାର୍ପାଇ କିରିସ୍ପ ଆରି ଗାଅକେ ଚାଡ୍ଲେ ତମର୍ ବିତ୍ରେ ଆରି କାକେ ମିସା ଡୁବନ୍ ଦେଇ ନାଇ ବଲି ମୁଇ ପର୍ମେସର୍କେ ଦନିଅବାଦ୍ ଦେଲିନି । ୧୫ ତମେ ମର୍ ନାଉଁ ଦାରି ଡୁବନ୍ ନେଇଆଚାସ୍ ବଲି କେଡେବେଲେ କେ ମିସା କଇଦେବାଇ । ୧୬ [d]ଉଁ ତିପାନ୍କେ ଆରି ତାର୍ କୁଟୁମର୍ ଲକ୍କେ ମିସା ଡୁବନ୍ ଦେଇରଇଲି । ଆରି କାକେ ଡୁବନ୍ ଦେଲିଆଚି କି ନାଇ ବଲି ମକେ ଏତ୍ ଆସେ ନାଇ । ୧୭ କାଇକେବଇଲେ କିରିସ୍ଟ ମକେ ଡୁବନ୍ ଦେବାକେ ପାଟାଏ ନାଇ, ନିମାନ୍ କବର୍ ଜାନାଇବାକେ ପାଟାଇଲା ଆଚେ । ଜଦି ଲକ୍ମନର୍ ଗିଆନ୍ ଇସାବେ ସେଟା ମୁଇ କର୍ତି, ସେନ୍ତାର୍ ଆଲେ କିରିସ୍ଟର୍ କୁର୍ସର୍ କବରର୍ ବପୁ ଉନା ଅଇତା । ୧୮ କୁରୁପ୍ନାସ୍ ଅଇଜାଇତେରଇବା ଲକ୍ମନର୍ପାଇ, କୁରୁସେ ଅଇଲା କିରିସ୍ଟର୍ ମରନର୍ କାତା, କାଇ ମୁଲିଅ ନାଇ । ମାତର୍, ଆମର୍ପାଇ ସେଟା ପର୍ମେସରର୍ ବପୁ । ଆମେ ମୁକ୍ତି ପାଇତେରଇବା ଲକ୍ମନ୍ । ୧୯ ତେବେ ଦରମ୍ ସାସ୍ତରେ ଏନ୍ତି ଲେକାଆଚେ,
୨୦ ତେବେ ଗିଆନ୍ ରଇବା ଲକ୍ମନର୍ ବିସଇ କାଇଟା କଇଅଇସି ? ସାସ୍ତର୍ ସିକାଉମନର୍ ବିସଇ କାଇଟା କଇ ଅଇସି ? ଆରି ଏ ଜୁଗର୍ ଦଦାପେଲା ଅଇବା ଲକ୍ମନର୍ ବିସଇ କାଇଟା କଇଅଇସି ? ପର୍ମେସର୍ ଏ ଜଗତର୍ ଗିଆନ୍ ରଇବା ଲକ୍ମନ୍କେ କାଇ ଲଡାକେ ନ ଆଇବାଟା ବଲି କଏ ନାଇ କି ?