6 ଇସ୍ୱରାର୍ ସଃୟ୍ତ୍ ଜେ, ମିଚ୍ ଅୟ୍ଆଚେ, ଇରି ମୁୟ୍ଁ ନଃକୟ୍ଁ । ବଃଲେକ୍ ଜୁୟ୍ ଲକ୍ମଃନ୍ ଇସ୍ରାଏଲ୍ ବଃଉଁସେ ଜାତ୍, ସେମଃନ୍ ସଃବୁ ଇସ୍ୱରାର୍ ଲକ୍ନୟ୍, 7 କାୟ୍ତାକ୍ବଃଲେକ୍ ଅବ୍ରାହାମାର୍ ବଃଉଁସେ ହୁଣି ଜାତ୍ ଅୟ୍ଲା ସଃବୁଲକ୍ ଇସ୍ୱରାର୍ ହିଲାମଃନ୍ ନୟ୍; ଇସ୍ୱର୍ ଅବ୍ରାହାମ୍କେ କୟ୍ରିଲା “ମୁୟ୍ଁ ତର୍ ଜୁୟ୍ ବଃଉଁସ୍ ବିସୟେ ସଃୟ୍ତ୍ କଃଲେ, ସେମଃନ୍ ଇସାକାର୍ ତୟ୍ ହୁଣି ଜାତ୍ ଅଃଉତି ।” 8 ଇତାର୍ ଅଃର୍ତ୍ ଇରି ମାନାୟ୍ ଅୟ୍ ରିଲାକେ ଇସ୍ୱରାର୍ ହିଲାମଃନ୍ ଅଃଉଁକେ ନଃହାର୍ତି । ଇସ୍ୱରାର୍ ସଃୟ୍ତ୍ ହଃର୍କାରେ ଜଃଲମ୍ ଅୟ୍ରିଲା ହିଲାମଃନ୍ ଇସ୍ୱରାର୍ ଆକାୟ୍ ସଃତ୍କଃରି ସଃତ୍ ହିଲା ବାବେ ଗଃଣିତା ଅଃଉତି । 9 ଇସ୍ୱର୍ ଇ ଜଃବାଉ କଃରିରିଲା “ଟିକ୍ ଇ ମାସେ ମୁୟ୍ଁ ବାଉଳି ଆସିନ୍ଦ୍, ସେଡେବଃଳ୍ ସାରାର୍ କଳେ ଗଟେକ୍ ହିଲା ରଃୟ୍ଦ୍ ।”
10 ଇ ହିଲା ଅଃମାର୍ ଦାଦିବାବୁ ଇସାକ୍ ରିଲା, ରିବିକାର୍ ଜୁଳେକ୍ ହିଲା ଗଟେକ୍ ଉବାସି ଇସାକ୍ ତଃୟ୍ହୁଣି ଜଃଲମ୍ ଅୟ୍ରିଲାୟ୍ । 11 ଜଃଡେବଃଳ୍ ହିଲାମଃନ୍ ଜାତ୍ ଅୟ୍ନଃରିଲାୟ୍, ଆର୍ ବଃଲ୍ କି ମଃନ୍ଦ୍ କାୟ୍ରି କଃରି ନଃରିଲାୟ୍, ସଃଡେବଃଳ୍ କାମ୍ ଗିନେ ନାୟ୍, ମଃତର୍ କୁଦ୍ଲା ଲକାର୍ ଇଚାର୍ ଗିନେ, ବାଚ୍ଲା ହଃର୍କାରେ ଇସ୍ୱରାର୍ ଜଃଜ୍ନା ଜଃନ୍କଃରି ତିର୍ ରଃୟ୍ଦ୍, 12 ଇତାର୍ ଗିନେ ଇ କଃତା ତାକେ କଃଉଆ ଅୟ୍ରିଲି, “ବଃଡ୍ ବାୟ୍ ସାନ୍ ବାୟ୍ର୍ ସେବା କଃରେଦ୍ ।” 13 ଜଃନ୍କଃରି ସାସ୍ତରେ ଲେକା ଆଚେ, “ଜାକୁବକେ ଅଃମି ଲାଡ୍ କଃଲୁ, ମଃତର୍ ଏସାଉକେ ନାୟ୍ ।”
14 ତଃବେ ଆମିମଃନ୍ କାୟ୍ କଃରୁଆଁ ? ଇସ୍ୱରାର୍ ତଃୟ୍ ଅଃଦଃର୍ମ୍ ଆଚେ କି ? ଇରି କଃବେ ହେଁ ନଃଉଅ । 15 ବଃଲେକ୍ ସେ ମସାକ୍ କୟ୍ରିଲା, ଜାର୍ ଉହ୍ରେ ଅଃମାର୍ ଦଃୟା ଆଚେ ତାକେ ଅଃମି ଦଃୟା କଃରୁନ୍ଦ୍, ଆର୍ ଜାର୍ ଉହ୍ରେ ଅଃମାର୍ ଲାଡ୍ ଆଚେ, ତାକେ ଅଃମି ଲାଡ୍ କଃରୁନ୍ଦ୍ । 16 ତଃବେ, ଜେ, ଇଚା କଃରେଦ୍ କି ଜେ ଚେସ୍ଟା କଃରେଦ୍ ତାର୍ ତଃୟ୍ହୁଣି ଇରି ନୟ୍, ମଃତର୍ ଦଃୟାକାରି ଇସ୍ୱରାର୍ ତଃୟ୍ହୁଣି ଅୟ୍ଆଚେ । 17 ଜଃନ୍କଃରି ସାସ୍ତର୍ ପାରକେ କଃଉଁଲି, ଅଃମି ଜଃନ୍କଃରି ତୁମାର୍ ତଃୟ୍ ଅଃମାର୍ ସଃକ୍ତି ଦଃକାଉଁନ୍ଦ୍, ଆର୍ ଜଃନ୍କଃରି ସଃବୁ ହୁର୍ତିବିଏ ଅଃମାର୍ ନାଉଁ ପର୍ଚାର୍ ଅୟ୍ଦ୍, ଇତାର୍ ଗିନେ ତ “ଅଃମି ତକ୍ ରଃଜା କଃରିଆଚୁ । 18 ତଃବେ, ସେ ଜାକେ ମଃନ୍ କଃରେଦ୍, ତାକେ ଦଃୟା କଃରେଦ୍, ଆରେକ୍ ଜାକେ ସେ ମଃନ୍ କଃରେଦ୍ ତାକେ ଅଃଟୁଆ ମଃନ୍ କଃରେଦ୍ ।”
22 ଇସ୍ୱର୍ ହେଁ ଟିକ୍ ସେରଃକମ୍ କଃରିଆଚେ । ସେ ତାର୍ ରିସା ଦଃକାଉଁକେ ଆର୍ ଅଃହ୍ଣାର୍ ସଃକ୍ତି ଜାଣାଉଁକେ ଇଚା କଃଲେକ୍ ଜୁୟ୍ମଃନ୍ ତାର୍ ରିସାର୍ ଲକ୍ ଅୟ୍ ନାସ୍ ଅଃଉଁକ୍ ଆଚ୍ତି ସେମଃନ୍କେ ବଃଡେ ସଃମ୍ବାଳି କଃରି ଜାଗି ଆଚେ । 23 ଆରେକ୍ ସେ ତାର୍ ଜଃବର୍ ଜଃଜ୍ମାନ୍ ଜାଣାଉତାର୍ ଗିନେ ଅଃମିମଃନ୍କ୍ ବଃଡେ ଦଃୟାର୍ ଲକ୍ ବାବେ ହୁର୍ବେହୁଣି ବାଚି ରିଲା । 24 ସେତାର୍ଗିନେ ତ ସେ ଅଃବ୍କା ଜିଉଦିମଃନାର୍ ବିତ୍ରେହୁଣି ନାୟ୍, ମଃତର୍ ଅଜିଉଦିମଃନାର୍ ବିତ୍ରେହୁଣି ହେଁ ଅଃମିମଃନ୍କ୍ କୁଦିଆଚେ, 25 ଜଃନ୍କଃରି, ଇ ବିସୟ୍ ହସେୟର୍ ପୁସ୍ତକେ ଇସ୍ୱର୍ କୟ୍ ଆଚେ,
27 ଆରେକ୍ ଜିସାୟ୍ ଇସ୍ରାଏଲ୍ମଃନାର୍ ବିସୟେ କୟ୍ଆଚେ, “ଇସ୍ରାଏଲ୍ମଃନ୍ ସଃମ୍ନ୍ଦାର୍ ବାଲି ହର୍ ଅଲେକାର୍ ଅୟ୍ଲେକ୍ ହେଁ ସେମଃନାର୍ ବିତ୍ରେ ଅଃଳକ୍ କଃତେକ୍ ଲକ୍ ମଃତର୍ ମୁକ୍ତି ହାଉତି । 28 ବଃଲେକ୍ ମାପ୍ରୁ ବେଗିକଃରି ହୁର୍ତିବିକେ ହୁରା ନ୍ୟାୟ୍ ବିଚାର୍ କଃରେଦ୍ । 29 ଆରେକ୍ ଜଃନ୍କଃରି ଜିସାୟ୍ ହୁର୍ବେ କୟ୍ଆଚେ, ସଃବ୍କେ ଉଟ୍ୟା ସଃକାତ୍ ମାପ୍ରୁ ଜଦି ଅଃମାର୍ ଗିନେ କଃତେକ୍ ଲକେ ରଃକ୍ୟା କଃରି ନଃରିଲେକ୍, ଅଃମିମଃନ୍ ସଦମ୍ ଆର୍ ଗମ୍ରା ଗଃଳାର୍ ଲକ୍ ହର୍ ଅୟ୍ଲୁହୁଣି ।”