13 ଆରେକ୍ ପାରାଚିନ୍ ମଃନାର୍ ବିତ୍ରେ ହୁଣି ଗଟେକ୍ ଲକ୍ ମକ୍ ହଃଚାର୍ଲା, “ଦବ୍ ବଃସ୍ତର୍ ହିନ୍ଦ୍ଲା ଏ ଲକ୍ମଃନ୍ କେ ଆର୍ ସେମଃନ୍ କୁୟ୍ତି ହୁଣି ଆସି ଆଚ୍ତି ?”
14 ✡ମାତି ୨୪:୨୧; ମାର୍କ ୧୩:୧୯.ମୁୟ୍ଁ ତାକ୍ କୟ୍ଲେ, “ଏ ମର୍ ମାପ୍ରୁ, ତୁୟ୍ ହ୍କା ସେରି ଜାଣି ଆଚ୍ସି ।” ସେତାକ୍ ସେ ମକ୍ କୟ୍ଲା, “ଇମଃନ୍ ବଃଡ୍ ଦୁକ୍କଃସ୍ଟେ ହୁଣି ବାରାୟ୍ ଆସି ଆଚ୍ତି ଆର୍ ମେଣ୍ଡାହିଲାର୍ ବଃନି ତଃୟ୍ ଅଃହ୍ଣା ଅଃହ୍ଣାର୍ ବଃସ୍ତର୍ ଦଃୟ୍ ଦବ୍ କଃରି ଆଚ୍ତି । 15 ସେତାର୍ଗିନେ ସେମଃନ୍ ଇସ୍ୱରାର୍ ସିଙ୍ଗାସଣ୍ ମୁଏଁ ରଃୟ୍ ଦିନ୍ରାତି ତାର୍ ହୁଜା କଃର୍ତି, ଆରେକ୍ ସିଙ୍ଗାସଣେ ବଃସିରିଲା ଲକ୍ ସେମଃନାର୍ ବିସାଉଁଣି ଗଃର୍ ଅୟ୍ଦ୍ । 16 ସେମଃନ୍କେ ଆର୍ କଃବେ ହେଁ ବୁକ୍ କି ସସ୍ ନଃଲାଗେ, ଆରେକ୍ ବେଳ୍ କି କୁୟ୍ ତଃହାତ୍ରି ସେମଃନ୍କେ ହଡାଉଁ ନାହାରେ, 17 କାୟ୍ତାକ୍ବଃଲେକ୍ ସିଙ୍ଗାସଣାର୍ ବଃସିରିଲା ମେଣ୍ଡାହିଲା ସେମଃନାର୍ ଗଃଉଳିଆ ଅୟ୍ଦ୍ ଆର୍ ଜିବନ୍ ଦେତା ହାଜ୍ରା ହାଣିର୍ ଚଃମେ ସେମଃନ୍କେ କାଡାୟ୍ ନଃୟ୍ଦ୍, ଆରେକ୍ ଇସ୍ୱର୍ ସେମଃନାର୍ ଆକିର୍ ସଃବୁ ଆସୁ ହୁଚି ଦଃୟ୍ଦ୍ ।”
<- ପ୍ରକାସିତ୍ ବାକ୍ୟ 6ପ୍ରକାସିତ୍ ବାକ୍ୟ 8 ->✡7:14 ମାତି ୨୪:୨୧; ମାର୍କ ୧୩:୧୯.