20
୧୦୦୦ ବଃର୍ସାର୍ ରାଜ୍ କଃର୍ତାର୍
1 ତାର୍ହଃଚେ ମୁୟ୍ଁ ଆରେକ୍ ଗଟେକ୍ ଦୁତ୍କେ ସଃର୍ଗେ ହୁଣି ଉତ୍ରି ଆସ୍ତାର୍ ଦଃକ୍ଲେ, ତାର୍ ଆତେ ହଃତାଳ୍ ରାଜିର୍ କୁଚିକାଡା ଆର୍ ଗଟେକ୍ ବଜ୍ ସିକ୍ଳି ରିଲି ।
2 ସେରି ସେ ହଃର୍ନା ନାଗ୍ ସାହ୍, ସେ ଡାଣି ଆର୍ ସୟ୍ତାନ୍କେ ଦଃରି ୧,୦୦୦ ବଃର୍ସ୍ ହଃତେକ୍ ସିକ୍ଳି ତଃୟ୍ ବାନ୍ଦ୍ଲା ।
3 ଆରେକ୍ ତାକ୍ ହଃତାଳ୍ କୁଣ୍ଡେ ହଃକାୟ୍ ସେତିର୍ ଦୁଆର୍ ଡାହ୍ଲାୟ୍ ଆର୍ ଦୁଆରେ ମୁଦ୍ରା ମାର୍ଲାୟ୍ । ଏକ୍ ଆଜାର୍ ବଃର୍ସ୍ ନଃସେର୍ତା ହଃତେକ୍ ସେ ଆରେକ୍ କୁୟ୍ ଦେସାର୍ ଲକ୍କେ ବାମ୍ଳାଉଁ ନାହାରେ । ତାର୍ହଃଚେ କଃତେକ୍ ବେଳାର୍ ଗିନେ ତାକ୍ ଚାଡା ଅୟ୍ଦ୍ ।
4 ତାର୍ହଃଚେ ମୁୟ୍ ସିଙ୍ଗାସଣ୍ ସଃବୁ ଦଃକ୍ଲେ, ସେମଃନାର୍ ଉହ୍ରେ ବଃସିରିଲା କଃତେକ୍ ଲକ୍ମଃନ୍କେ ବିଚାର୍ କଃରୁକେ ଅଃଦିକାର୍ ଦିଆ ଜାୟ୍ଆଚେ । ଆରେକ୍ ହେଁ ମୁୟ୍ କଃତେକ୍ ମଃଲା ଲକ୍ମଃନାର୍ ଆତ୍ମାକେ ଦଃକ୍ଲେ, ସେମଃନ୍ ଜିସୁ ଜାଣାୟ୍ରିଲା କଃତା ଆର୍ ଇସ୍ୱରାର୍ କଃତା ପର୍ଚାର୍ କଃର୍ତି ରିଲାକ୍ ମଃର୍ତେ ମାରା ଜାୟ୍ରିଲାୟ୍ । ସେମଃନ୍ ଜଃତୁ କି ତାର୍ ମୁର୍ତି କେ ସେବା କଃରି ନଃରିଲାୟ୍, କି କାହାଳ୍ ଆର୍ ଆତେ ସେ ଜଃତୁର୍ ଚିନ୍ ଗଦାୟ୍ ଅୟ୍ନଃରିଲାୟ୍ । ସେମଃନ୍ ଆରେକ୍ ଜିବନ୍ ହାୟ୍ କ୍ରିସ୍ଟର୍ ସଃଙ୍ଗ୍ ୧,୦୦୦ ବଃର୍ସ୍ ରାଇଜ୍ କଃଲାୟ୍ । 5 ବାକି ମଃଲା ଲକ୍ମଃନାର୍ ବିତ୍ରେ ସେ ୧,୦୦୦ ବଃର୍ସ୍ ନଃସେର୍ତା ହଃତେକ୍ କେ ହେଁ ଜିବନ୍ ହାୟ୍ ନଃରିଲାୟ୍ । ଇରି ହଃକା ମଃଲା ଲକ୍ମଃନ୍ ହଃର୍ତୁ ଉଟ୍ତାର୍ । 6 ମଃଲା ଲକ୍ମଃନାର୍ ଇ ହଃର୍ତୁ ଉଟ୍ତା ତଃୟ୍ ଜୁୟ୍ମଃନ୍ ମିସି ଆଚ୍ତି, ସେମଃନାର୍ କଃଡେକ୍ ବାୟ୍ଗ୍ ଆର୍ କଃଡେକ୍ ସଃର୍ଦା । ସେମଃନାର୍ ଉହ୍ରେ ଆରେକ୍ ମଃର୍ନାର୍ ଅଃଦିକାର୍ ନାୟ୍ । ମଃତର୍ ସେମଃନ୍ ଇସ୍ୱରାର୍ ଆର୍ କ୍ରିସ୍ଟର୍ ଜାଜକ୍ ଅୟ୍ କ୍ରିସ୍ଟର୍ ସଃଙ୍ଗ୍ ୧,୦୦୦ ବଃର୍ସ୍ ହଃତେକ୍ ରାଇଜ୍ କଃର୍ତି ।
ସୟ୍ତାନାର୍ ଆର୍ତାର୍
7 ସେ ୧,୦୦୦ ବଃର୍ସ୍ ସଃର୍ଲା ହଃଚେ ସୟ୍ତାନ୍କେ ବାନ୍ଦୁଣେ ହୁଣି ମୁକ୍ଳାୟ୍ ଦିଆ ଅୟ୍ଦ୍, 8 ଆର୍ ସେ ଗଗ୍ ଆର୍ ମାଗଗ୍ ହର୍ ହୁର୍ତିବିର୍ ଚାରିହାକ୍ ସଃମ୍ନ୍ଦାର୍ ବାଲି ହର୍ ବିଚ୍ରି ଅୟ୍ରିଲା ଜାତିମଃନାର୍ ଅଲେକାର୍ ଦଃଳ୍କେ ସୟ୍ତାନ୍ ବାମ୍ଳାୟ୍ କଃରି ଜୁଜ୍ ଗିନେ ଗଟେ ତଃୟ୍ କଃରୁକେ ବାରାୟ୍ ଜାୟ୍ଦ୍ । 9 ସେମଃନ୍ ହୁର୍ତିବିର୍ ଚାରିହାକ୍ ବିଚ୍ରି ଅୟ୍ ଦଃର୍ମି ଲକ୍ମଃନାର୍ ଜଃଗା ମଃନ୍କେ ଆର୍ ଇସ୍ୱରାର୍ ଲାଡାର୍ ଗଃଳ୍ମଃନ୍କେ ବେଳ୍ତି । ମଃତର୍ ସଃଡେବଃଳ୍ ସଃର୍ଗେ ହୁଣି ଜୟ୍ ଅଦ୍ରି ସେମଃନ୍କେ ବଃସମ୍ କଃରେଦ୍ । 10 ଆର୍ ଜୁୟ୍ ଗଃନ୍ଦକ୍ ଜୟ୍ ଲାଗ୍ତା କୁଣ୍ଡେ ଜଃତୁ ଆର୍ ବମ୍ଳାଉତା ବାବ୍ବାଦିକେ ହଃକା ଅୟ୍ରିଲି, ବଃମ୍ଳାଉତା ସୟ୍ତାନ୍କେ ହେଁ ସେଲଃଗେ ହଃକା ଅୟ୍ଦ୍ । ସେମଃନ୍ ବିନ୍ ରାତି ଜୁଗେଜୁଗେ କଃସ୍ଟ୍ ବୟ୍ଗ୍ କଃର୍ତି ।
ସେସ୍ ବିଚାର୍
11 ତାର୍ହଃଚେ ମୁୟ୍ ଗଟେକ୍ ବଃଡ୍ ଦବ୍ଳା ରଃଙ୍ଗାର୍ ସିଙ୍ଗାସଣ୍ ଆର୍ ସେତି ବଃସି ରିଲା ଗଟେକ୍ ଲକ୍କେ ଦଃକ୍ଲେ । ତାର୍ ମୁୟେ ହୁଣି ହୁର୍ତି ଆର୍ ଅଃଗାସ୍ ମଃଣ୍ଡଳ୍ ହଃଳାୟ୍ଲାୟ୍ ଆର୍ ସେରିମଃନ୍ ନଃଡିସ୍ଲି
12 ଆରେକ୍ ମୁୟ୍ ସାନ୍ ଆର୍ ବଃଡ୍ ସଃବୁ ମଃଲା ଲକ୍ମଃନ୍କେ ସିଙ୍ଗାସଣାର୍ ମୁୟେ ଟିଆ ଅୟ୍ରିଲାର୍ ଦଃକ୍ଲେ । ଆର୍ ପୁସ୍ତକ୍ମଃନ୍ ସଃବୁ ଉଗାଳା ଅୟ୍ଲି, ଆର୍ ଜିବନ୍ ପୁସ୍ତକ୍ ନାଉଁଆର୍ ଆରେକ୍ ଗଟେକ୍ ପୁସ୍ତକ୍ ଉଗାଳା ଅୟ୍ଲି । ସେ ଜିବନ୍ ବଇ ତଃୟ୍ ଲକ୍ମଃନାର୍ କଃଲା କାମ୍ମଃନାର୍ ବିସୟେ ଜାୟ୍ରି ସଃବୁ ଲେକା ଅୟ୍ରିଲି, ସେ ହଃର୍କାରେ ସେମଃନାର୍ ବିଚାର୍ କଃରା ଅୟ୍ଲି ।
13 ଆର୍ ସଃମ୍ନ୍ଦ୍ ଅଃହ୍ଣାର୍ ବିତ୍ରେ ମଃରିରିଲା ଲକ୍ମଃନ୍କେ ସଃହ୍ରି ଦିଲି । ଆରେକ୍ ମଃର୍ନ୍ ଆର୍ ହଃତାଳ୍ ସେମଃନାର୍ ତଃୟ୍ ରିଲା ମଃଲା ଲକ୍ମଃନ୍କେ ସଃହ୍ରି ଦିଲାୟ୍ । ଆର୍ ସେମଃନ୍ ସଃବୁ ଲକ୍ ନିଜାର୍ ନିଜାର୍ କଃଲା କାମ୍ ହଃର୍କାରେ ବିଚାର୍ କଃରା ଅୟ୍ଲି ।
14 ତାର୍ହଃଚେ ମଃର୍ନ୍ ଆର୍ ହଃତାଳ୍କେ ସେ ଜୟ୍ ଲାଗ୍ତା କୁଣ୍ଡେ ହଃକା ଗଃଲି । ଇ ଜୟ୍ ଲାଗ୍ତା କୁଣ୍ଡ୍ ଅୟ୍ଲି, ଦୁୟ୍ ଲମ୍ବର୍ ମଃର୍ନ୍ ।
15 ଜୁୟ୍ ଲକ୍ମଃନାର୍ ନାଉଁ ଜିବନ୍ ସାସ୍ତର୍ ତଃୟ୍ ଲେକା ଅୟ୍ନଃରିଲି, ସେମଃନ୍କେ ସେ ଜୟ୍ ଲାଗ୍ତା କୁଣ୍ଡେ ହିଙ୍ଗା ଅୟ୍ଲି ।
<- ପ୍ରକାସିତ୍ ବାକ୍ୟ 19ପ୍ରକାସିତ୍ ବାକ୍ୟ 21 ->