4 ସେମଃନ୍ ହୁର୍ତିବିର୍ ମାପ୍ରୁର୍ ମୁୟେ ଟିଆ ଅୟ୍ ରିଲା ଜଳେକ୍ ଜିତ୍ ଗଃଚ୍ ଆର୍ ଜଳେକ୍ ଦିହ୍ ହର୍ । 5 କେ ଜଦି ସେମଃନାର୍ ନଃସ୍ଟ୍ କଃରୁକେ ମଃନ୍ କଃରେଦ୍, ତଃବେ ସେମଃନାର୍ ମୁୟେ ହୁଣି ଜୟ୍ ବାରାୟ୍ ସେମଃନାର୍ ସଃତ୍ରୁମଃନ୍କେ ନାସ୍ କଃରେଦ୍; କେ ଜଦି ସେମଃନାର୍ ନଃସ୍ଟ୍ କଃରୁକେ ମଃନ୍ କଃରେଦ୍, ତାକ୍ ଇବାନ୍ୟା କଃରି ମଃରୁକ୍ ଅୟ୍ଦ୍ । 6 ସେମଃନ୍ ବାବ୍ବାଣି କଃଉତା ବଃଳ୍ ଜଃନ୍କଃରି ବଃର୍ସା ନଃମାରେ, ଇତାର୍ ଗିନେ ଅଃଗାସ୍ ବଃନ୍ଦ୍ କଃରୁକେ ସେମଃନାର୍ ଅଃଦିକାର୍ ଆଚେ, ଆରେକ୍ ଜଃତେକ୍ ତର୍ ମଃନ୍, ସଃତେକ୍ ତର୍ ହାଣିକ୍ ବଃନି କଃରି ବାଦ୍ଲାଉଁକ୍ ଆର୍ ହୁର୍ତିବିକ୍ ସଃବୁ ରଃକମାର୍ ମଃର୍ଡି ସଃଙ୍ଗ୍ ମାରୁକ୍ ହେଁ ସେମଃନାର୍ ଅଃଦିକାର୍ ଆଚେ ।
7 ✡ପ୍ରକା ୧୩:୫-୭; ୧୭:୮.ସେମଃନାର୍ ସାକି ସଃର୍ଲା ହଃଚେ ହଃତାଳ୍ କୁଣ୍ଡେ ହୁଣି ଜୁୟ୍ ଜଃତୁ ଆସେଦ୍, ସେ ସେମଃନାର୍ ସଃଙ୍ଗ୍ ଜୁଜ୍ କଃରେଦ୍ ଆର୍ ସେମଃନ୍କେ ଜିଣି କଃରି ମାରେଦ୍ । 8 ସେ ସେମଃନ୍କେ ଆରାୟ୍ କଃରି ଅଃତ୍ୟା କଃରେଦ୍, ସେତାକ୍ ଜୁୟ୍ ବଃଡ୍ ଗଃଳକେ ଆତ୍ମିକ୍ ବାବେ ସଦମ୍ ଆର୍ ମିସର୍ ବଃଲି କଃଉଆ ଜାୟ୍ଦ୍, ଜୁୟ୍ଲଃଗେ ସେମଃନାର୍ ମାପ୍ରୁ ହେଁ କ୍ରୁସ୍ କାଟେ ମଃରି ରିଲା, ସେ ବଃଡ୍ ଗଃଳାର୍ ରାଜ୍ ରଃସ୍ତାୟ୍ ସେମଃନାର୍ ମଃଳ୍ ହଃଳି ରଃୟ୍ଦ୍ । 9 ଆର୍ ବିନ୍ ବିନ୍ ବଃଉଁସ୍, କୁଟୁମ୍, ବାସାବାଦି ଆର୍ ଜାତିର୍ ଲକ୍ମଃନ୍ ତିନି ବିନ୍ ଆର୍ ଗଟ୍ ଅଳି ହଃତେକ୍ ସେମଃନାର୍ ମଃଳ୍କେ ଦଃକ୍ତି ଆର୍ ମଃଳ୍ ତହୁକ୍ ନଃଦେତି । 10 ସଃଡେବଃଳ୍ ହୁର୍ତି ତଃୟ୍ ବାସା କଃର୍ତା ଲକ୍ମଃନ୍ ସେମଃନାର୍ ମଃଲା କବୁର୍ ସୁଣି ସଃର୍ଦା ଆର୍ ଆନନ୍ଦ୍ କଃର୍ତି, ଆରେକ୍ ଏକ୍ ଆରେକ୍କେ ଇନାମ୍ ଦେତି, କାୟ୍ତାକ୍ବଃଲେକ୍ ଇ ଦୁୟ୍ ବାବ୍ବାଦି ହୁର୍ତି ତଃୟ୍ ବାସା କଃର୍ତା ଲକ୍ମଃନ୍କେ କଃସ୍ଟ୍ ଦେତି ରିଲାୟ୍ । 11 ତିନିଦିନ୍ ଆର୍ ଗଟେ ଅଳି ହଃଚେ ଇସ୍ୱର୍ ତଃୟ୍ହୁଣି ଜିବନ୍ ବାଉ ଆସି ସେମଃନାର୍ ତଃୟ୍ ହୁର୍ଲି । ସେତାକ୍ ସେମଃନ୍ ହାଦେ ଟିଆ ଅୟ୍ଲାୟ୍, ଆର୍ ସେମଃନ୍କେ ଦଃକ୍ତା ଲକ୍ମଃନ୍ ଜଃବର୍ ଡିର୍ଲାୟ୍ । 12 ସଃଡେବଃଳ୍ ସେମଃନ୍ ଅଃଗାସେ ହୁଣି ବଃଡ୍ ସଃବଦେ ଇ କଃତା ସୁଣ୍ଲାୟ୍, “ଇତି ଉଟି ଆସା ।” ସେତାକ୍ ସେମଃନ୍ ମେଗେ ଡାହି ଅୟ୍ ସଃର୍ଗେ ଗଃଲାୟ୍, ଆର୍ ସେମଃନାର୍ ସଃତ୍ରୁମଃନ୍ ସେମଃନ୍କେ ଦଃକ୍ଲାୟ୍ । 13 ✡ପ୍ରକା ୬:୧୨; ୧୬:୧୮.ସଃଡେବଃଳ୍ ବଃଡ୍ ବୁମିକମ୍ପ୍ କୟ୍ଲି ଆର୍ ଗଃଳାର୍ ୧୦ ବାଗାର୍ ଗଟ୍ ବାଗ୍ ବୁମିସାତ୍ ଅୟ୍ଲି, ଆରେକ୍ ବୁମିକମ୍ପେ ୭,୦୦୦ ଲକ୍ ମଃଲାୟ୍ ଆର୍ ବାକି ରିଲା ଲକ୍ ଡିରି କଃରି ସଃର୍ଗାର୍ ଇସ୍ୱରାର୍ ଜଃଜ୍ମାନ୍ ଗିତ୍ କୟ୍ଲାୟ୍ ।
14 ଦୁୟ୍ ଲଃମ୍ବର୍ ବିପ୍ତି ଗଃଲି; ଦଃକା, ତିନି ଲଃମ୍ବର୍ ବିପ୍ତି ବେଗି ଆସୁଲି ।
19 ✡ପ୍ରକା ୮:୫; ୧୬:୧୮; ପ୍ରକା ୧୬:୨୧.ସଃଡେବଃଳ୍ ସଃର୍ଗେ ରେତା ଇସ୍ୱରାର୍ ମନ୍ଦିର ଉଗାଳି ଅୟ୍ଲି ଆର୍ ତାର୍ ମନ୍ଦିର୍ ବିତ୍ରେ ତାର୍ ନିଅମାର୍ ହେଳି ଦଃକାଗଃଲି, ଆରେକ୍ ବିଜ୍ଲି, ବିନ୍ ବିନ୍ ସଃବ୍ବ୍ଦ୍, ମେଗ୍ ଗଃର୍ଜାଣ୍, ବୁମିକମ୍ପ୍ ଆର୍ ଜଃବର୍ କଃରା ଟେଳା ବଃର୍ସା ଅୟ୍ଲି ।
<- ପ୍ରକାସିତ୍ ବାକ୍ୟ 10ପ୍ରକାସିତ୍ ବାକ୍ୟ 12 ->