1 ଜିସୁ ସେ ଟାଣ୍ ଚାଡି ଅଃହ୍ଣାର୍ ଗାଉଁ ନାଜରିତେ ଗଃଲା ଆର୍ ଚେଲାମଃନ୍ ତାର୍ ହଃଚେ ଗଃଳାୟ୍ । 2 ବିସାଉଁଣିବାର୍ ଦିନ୍ ଆୟ୍ଲାକ୍ ସେ ପାର୍ତ୍ନା ଗଃରେ ସିକ୍ୟା ଦେଉଁକେ ଦଃର୍ଲା, କଃତେକ୍ ଲକ୍ ତାର୍ କଃତା ସୁଣି କାବାଅୟ୍ କୟ୍ଲାୟ୍, “ଇମାନାୟ୍ର୍ ଇ ବୁଦି କୁୟ୍ତିହୁଣି ଆୟ୍ଲି ? ଆରେକ୍ ଇ ବୁଦି କୁୟ୍ତିହୁଣି ହାୟ୍ଲା ଆଚେ ? ଆର୍ ଜୁୟ୍ ସଃକ୍ତିର୍ କାମ୍ ତାର୍ ଆତେ ଅଃଉଁଲି, ଇରିମଃନ୍ କାୟ୍ରି ? 3 ଇ ମାନାୟ୍ କାୟ୍ ସେ ବାଡାୟ୍ ନୟ୍ ? ଏ କାୟ୍ ମରିୟମାର୍ ହୟ୍ସି ଆର୍ ଜାକୁବକ୍, ଜସି, ଜିଉଦା ଆର୍ ସିମନାର୍ ବାୟ୍ସି ନୟ୍ ? ଆର୍ ଇତାର୍ ବେଣିମଃନ୍ କାୟ୍ ଅଃମାର୍ ସଃଙ୍ଗ୍ ଇତି ନଃରେଉଁଲାୟ୍ ?” ଇରି କୟ୍ ସେମଃନ୍ ଜିସୁକେ ମାନ୍ତି ନଃକେଲାୟ୍ ।
4 [a]ଜିସୁ ସେମଃନ୍କେ କୟ୍ଲା, “ନିଜାର୍ ଗାଉଁଏ, ନିଜାର୍ କୁଟୁମ୍ ଆର୍ ନିଜାର୍ ଗଃରାର୍ ଲକ୍ମଃନ୍କେ ଚାଡି ବାବ୍ବାଦି ସଃବୁ ତଃୟ୍ ମାନ୍ତି ହାୟ୍ଦ୍ ।”
5 ସେଟାଣେ ଜିସୁ କଃତିଗଟ୍ ରଗି ଉହ୍ରେ ଆତ୍ ସଃଙ୍ଗାୟ୍ ସେମଃନ୍କେ ଉଜ୍ କଃର୍ତାର୍ ଚାଡି, ସେତି ଆର୍ କାୟ୍ ସଃକ୍ତିର୍ କାମ୍ ନଃକେଲା । 6 ଆର୍ ସେମଃନାର୍ ଅବିସ୍ୱାସ୍ ଦଃକି ଜିସୁ କାବା ଅୟ୍ଲା ।
7 ଜିସୁ ଚାରି ଦିଗେ ଗାଉଁ ଗାଉଁ ବୁଲି ଲକ୍ମଃନ୍କେ ସିକ୍ୟା ଦେଉଁକେ ଦଃର୍ଲା । ଇତାର୍ହଃଚେ ଜିସୁ ବାରଗଟ୍ ଚେଲାମଃନ୍କେ ଗଟେ ଟାଣେ କୁଦ୍ଲା ଆର୍ ସେମଃନ୍କେ ଦୁୟ୍ଦୁୟ୍ ଲକେ ହଃଟାଉଁକେ ଦଃର୍ଲା, ଆର୍ ସେମଃନ୍କେ ବିଟାଳ୍ ବୁତ୍ମଃନାର୍ ଉହ୍ରେ ଅଃଦିକାର୍ ଦଃୟ୍ ହଃଟାୟ୍ଲା । 8 ସେମଃନ୍ ଜାତାବଃଳ୍ ଗଟ୍ ଡାଙ୍ଗ୍କେ ଚାଡି ରୁଟି, କି ମଣା, କି ଅଃଟା ବାନ୍ଦୁଣ୍ ଜାଲିଆ ବିତ୍ରେ ଡାବୁ ନଃନେଉଁକେ ଜିସୁ ସେମଃନ୍କେ କୟ୍ଲା । 9 ମଃତର୍ ସେମଃନ୍କେ ହାଣ୍ଡାୟ୍ ହିନ୍ଦୁକେ କୟ୍ଲା, ଆର୍ ହିନ୍ଦିରିଲା ଆଙ୍ଗି ଚାଡି, ବିନ୍ ଆଙ୍ଗି ନିଆନାଁୟ୍ ବଃଲି କୟ୍ଲା । 10 ଜିସୁ ଆରେକ୍ ସେମଃନ୍କେ କୟ୍ଲା, “ତୁମିମଃନ୍ ଜୁୟ୍ ଗଃରେ ହୁରାସ୍, ବାଉଳ୍ତା ହଃତେକ୍ ସେ ଗଃରେ ରିଆ । 11 [b][c]ମଃତର୍ ଜୁୟ୍ ଗାଉଁଆର୍ ଲକ୍ମଃନ୍ ତୁମିକେ ନଃଦେର୍ତି, କି ତୁମାର୍ କଃତା ନଃସୁଣ୍ତି, ସେତିହୁଣି ବାଉଳ୍ତା ବଃଳ୍, ସେମଃନାର୍ ସାକି ଅଃଉଁକେ ତୁମାର୍ ହାଦାର୍ ଦୁଳି ହାହଳି ଦିଆସ୍ ।”
12 ସେତାର୍ଗିନେ ଚେଲାମଃନ୍ ବାରାୟ୍ ଜାୟ୍ ଦଃସ୍ ହାହ୍ ଚାଡି ଜିବନ୍ ବାଦ୍ଲାଉଁକ୍ ପର୍ଚାର୍ କଃଲାୟ୍ । 13 [d]ଆର୍ ଗାଦି ଲକ୍ମଃନ୍କେ ବୁତ୍ ଚାଡାୟ୍ଲାୟ୍ ଆର୍ ଗାଦି ରଗିମଃନ୍କେ ଚିକଣ୍ ଲାଗାୟ୍ ଉଜ୍ କଃଲାୟ୍ ।
14 [e]ଜିସୁର୍ ନାଉଁ ସଃବୁହାକ୍ ଡାକ୍ ହୁଟ୍ଲି ଲାଗି ହେରଦ୍ ରଃଜା ତାର୍ କଃତା ସୁଣ୍ଲା ଆର୍ ଲକ୍ କଃଉତି ରିଲାୟ୍, “ବାପ୍ତିସମ୍ ଦେତା ଜହନ୍ ମଃଲା ଲକାର୍ ବିତ୍ରେହୁଣି ଉଟି ଆଚେ, ସେତାକ୍ ଇସଃବୁ କାବା ଅଃଉତା କାମ୍ କଃରୁକେ ସେ ସଃକ୍ତି ହାୟ୍ଆଚେ ।”
15 ମଃତର୍ ବିନ୍ ଲକ୍ମଃନ୍ କଃଉତି ରିଲାୟ୍, “ଏ ଏଲିୟ, ଆରେକ୍ କଃତି ଲକ୍ କଃଉତି ରିଲାୟ୍, ହୁର୍ବାର୍ ବାବ୍ବାଦିମଃନାର୍ ବିତ୍ରେ ଏହେଁ ଗଟେକ୍ ବାବ୍ବାଦି ।”
16 ମଃତର୍ ହେରଦ୍ ଇରି ସୁଣି କୟ୍ଲା, “ଜୁୟ୍ ଜହନ୍କ୍ ମୁଣ୍ଡ୍ ମୁଁୟ୍ କାଟିରିଲେ, ସେ ଆରେକ୍ ଉଟିଆଚେ ।” 17 [f]ହେରଦ୍ ନିଜାର୍ ବାୟ୍ସି ପିଲିପାର୍ ଡକୁର୍ସି ହେରଦିଆକେ ସଃଙ୍ଗାଇ ରିଲା, ସେତାର୍ଗିନେ ହେରଦିଆକେ ସଃର୍ଦା କଃରାଉଁକ୍ ନିଜେ ଲକ୍ ହଃଟାୟ୍ ଜହନ୍କେ ଦଃରି ଆଣି ବାନ୍ଦି ଜଃଇଲ୍ ବିତ୍ରେ ହୁରାୟ୍ ରିଲା । 18 କାୟ୍ତାକ୍ବଃଲେକ୍ ବାପ୍ତିସମ୍ ଦେତା ଜହନ୍ ହେରଦ୍କେ କଃଉତିରିଲା, “ନିଜାର୍ ବାୟ୍ଦିର୍ ଡକୁର୍ସିକେ ସଃଙ୍ଗାଉତାର୍ ତର୍ ବିଦିନାୟ୍ଁ ।” 19 ସେତାର୍ଗିନେ ହେରଦିଆ ରିସା ଅୟ୍ ଜହନ୍କେ ମଃର୍ନେ ମାରୁକ୍ ମଃନ୍ କଃର୍ତିରିଲି, ମଃତର୍ ଜହନ୍କେ ମାରୁ ନଃହାର୍ତି ରିଲି । 20 କାୟ୍ତାକ୍ବଃଲେକ୍ ହେରଦ୍ ଜହନ୍କେ ଗଟ୍ ଦଃର୍ମି ଆର୍ ପବିତ୍ର ମାନାୟ୍ ବଃଲି ଜାଣି ଡିରି ରିଲା ଆର୍ ମାରୁ ନଃଚ୍ତି ରିଲା । ଆର୍ ଜହନାର୍ କଃତା ସୁଣି ରିସା ଅୟ୍ଲେକ୍ ହେଁ, ତାର୍ କଃତା ସୁଣ୍ତି ରିଲା । 21 ତାର୍ହଃଚେ ହେରଦିଆକେ ଗଟ୍ ବାଟ ମିଳ୍ଲି, ସେଦିନ୍ ହେରଦାର୍ ଜଃଲମ୍ ଦିନ୍, ମଃତ୍ରିମଃନାର୍ ଗିନେ, ହାଁଚ୍ କଳି ସଃଇନ୍ ଉହ୍ରେ ବଃଡ୍ ସଃଇନ୍ମଃନାର୍ ଗିନେ ଆର୍ ଗାଲିଲିର୍ ବଃଡ୍ ବଃଡ୍ ଲକାର୍ ଗିନେ ରାତ୍ୟା ଗଟେକ୍ ବଃଡ୍ ବଜି ଅୟ୍ଲି । 22 ଆର୍ ହେରଦିଆର୍ ନିଜାର୍ ଜିସି ବିତ୍ରେ ଆସି ନାଚ୍ଲି, ଆର୍ ହେରଦ୍ ଆର୍ ତାର୍ ସଃଙ୍ଗ୍ ବଜିୟେ ବଃସିରିଲା ଲକ୍ମଃନ୍କେ ସଃର୍ଦା କଃରାୟ୍ଲି । ସେତାର୍ଗିନେ ହେରଦ୍ ରଃଜା, ଜିସିକେ କୁଦି କୟ୍ଲା, “ଜାୟ୍ରି ମଃନ୍ କଃରୁଲିସ୍, ସେରି ମାଗ୍, ମୁଁୟ୍ ତକେ ସେରି ଦଃୟ୍ନ୍ଦ୍ ।” 23 ରଃଜା ଜିସିକେ କୟ୍ଲା, “ମୁଁୟ୍ ହଃର୍ମାଣ୍ କଃରି କଃଉଁଲେ, ତୁୟ୍ ଜାୟ୍ରି ମାଗ୍ଲେକ୍, ଆର୍ ରାଇଜାର୍ ଆଦ୍ବାଗ୍ ମାଗ୍ଲେକ୍ ହେଁ ମୁଁୟ୍ ସେରି ଦଃୟ୍ନ୍ଦ୍ ।”
24 ସେତାକ୍ ସେ ଜିସି ବାରାୟ୍ ଜାୟ୍ ତାର୍ ଆୟ୍ସିକ୍ ହଃଚାର୍ଲି, “ମୁୟ୍ଁ କାୟ୍ରି ମାଗିନ୍ଦ୍ ?”
25 ସୁଣ୍ଲା ଦାହ୍ରେ ଜିସି ରଃଜାର୍ ହାକ୍ ବାଉଳି ଆୟ୍ଲି ଆର୍ ଇରି କୟ୍ ମାଗ୍ଲି, “ମର୍ ମଃନ୍, ତୁୟ୍ ବାପ୍ତିସମ୍ ଦେଉ ଜହନାର୍ ମୁଣ୍ଡ୍ ଗଟ୍ ତାଳି ତଃୟ୍ ମକ୍ ଇ ଦାହ୍ରେ ଦେ ।”
26 ସେତାର୍ଗିନେ ରଃଜା ବଃଡେ ଦୁକ୍ କଃଲା, ମଃତର୍ ରଃଜା ଅଃହ୍ଣାର୍ ହଃର୍ମାଣ୍ ଆର୍ କାଉଁକେ ବଃସିରିଲା ଲକାର୍ ଗିନେ ନାୟ୍ ବଃଲି କଃଉଁକେ ନଃହାର୍ଲା । 27 ସେତାର୍ଗିନେ ରଃଜା ସେଦାହ୍ରେ ଗଟ୍ ସଃଇନ୍ ହଃଟାୟ୍ ଜହନାର୍ ମୁଣ୍ଡ୍କାଟି ଆଣୁକେ କୟ୍ଲା । ତାର୍ହଃଚେ ସଃଇନ୍ ଜଃଇଲ୍ ଗଃରେ ଜାୟ୍ ତାର୍ ମୁଣ୍ଡ୍କାଟି ଆଣ୍ଲା । 28 ଆର୍ ସେରି ଗଟ୍ ତାଳି ତଃୟ୍ ଜିସିକେ ଦିଲା, ଆର୍ ଜିସି ସେରି ନଃୟ୍ ତାର୍ ଆୟ୍ସିକ୍ ଦିଲି । 29 ଜହନାର୍ ଚେଲାମଃନ୍ କବୁର୍ ହାୟ୍ ଆୟ୍ଲାୟ୍ ଆର୍ ଜହନାର୍ ମଃଲାମଃଳ୍ ନଃୟ୍ ମଃସୁଣ୍ କାଲେ ତହ୍ଲାୟ୍ ।
30 ତାର୍ହଃଚେ ପେରିତ୍ମଃନ୍ ଜିସୁର୍ ଲଃଗେ ରୁଣ୍ଡ୍ଲାୟ୍ ଆର୍ ସେମଃନ୍ ଜାୟ୍ରି ଜାୟ୍ରି କଃରି ରିଲାୟ୍ ଆର୍ ତୁୟ୍ ଜୁୟ୍ରି ସିକ୍ୟା ଦଃୟ୍ରିଲାୟ୍ ସେରିମଃନ୍ ତାକ୍ କୟ୍ଲାୟ୍ । 31 ଗାଦେକ୍ ଲକ୍ ଜାଆଆସ୍ ଅଃଉତିରିଲାୟ୍ ଲାଗି, ସେମଃନ୍ କାଉଁକେ ହେଁ ନଃହାର୍ତି ରିଲାୟ୍ । ସେତାକ୍ ଜିସୁ ସେମଃନ୍କେ କୟ୍ଲା, “ଅଃମିମଃନ୍ ଅଃଲ୍ଗା ଅୟ୍ ଗଟେକ୍ ସିଣିନ୍ଦ୍ ଟାଣେ ଜୁଆଁ, ଆର୍ ସେତି ଚଃନେକ୍ ବିସାଉଆ ।” 32 ତାର୍ହଃଚେ ସେମଃନ୍ ସେ ଟାଣ୍ ଚାଡି ଡଙ୍ଗାୟ୍ ବଃସି ଗଟ୍ ସିଣିନ୍ଦ୍ ଟାଣେ ବାରାୟ୍ ଗଃଳାୟ୍ ।
33 ମଃତର୍ କଃତିଲକ୍ ସେମଃନ୍କେ ବାରାୟ୍ ଜାତାର୍ ଦଃକ୍ଲାୟ୍ ଆର୍ ଚିନ୍ଲାୟ୍ ଆର୍ ଲକ୍ମଃନ୍ ସଃବୁ ଗଃଳେହୁଣି ହାଦେ ଇଣ୍ଡିଜାୟ୍ ସେତି ଅଃକା ସଃଙ୍ଗ୍ ଦଃବ୍ଳିଜାୟ୍ ସେମଃନାର୍ ଆଗାଳି ହଚ୍ଲାୟ୍ । 34 [g]ଜିସୁ ଡଙ୍ଗାୟ୍ ହୁଣି ଉତ୍ରି ଅଲେକାର୍ ଲକ୍ମଃନ୍କେ ଦଃକି ସେ ଲକାର୍ ଗିନେ ମଃନ୍ ବିତ୍ରେ ଦଃୟା ଆୟ୍ଲି, କାୟ୍ତାକ୍ବଃଲେକ୍ ସେମଃନ୍ ଗଃଉଳିଆ ନୟ୍ଲା ମେଣ୍ଡା ହର୍ ରିଲାୟ୍, ଆର୍ ସେମଃନ୍କେ ଅଃନେକ୍ କଃତା ସିକ୍ୟା ଦେଉଁକ୍ ଦଃର୍ଲା । 35 ବେସି ବେଳ୍ ଆୟ୍ଲାକ୍ ଜିସୁର୍ ଚେଲାମଃନ୍ ଆସି ତାକ୍ କୟ୍ଲାୟ୍, “ଇଟାଣ୍ ତ ଲକ୍ବାକ୍ ନୟ୍ଲା ଟାଣ୍ ଆର୍ ବେସି ବେଳ୍ ଅୟ୍ଲିବେ; 36 ଲକ୍ମଃନ୍ ଜଃନ୍କଃରି ଚାରିହାକ୍ ଗାଉଁଗୁଡାୟ୍ ଜାୟ୍ ନିଜାର୍ ନିଜାର୍ ଗିନେ କାଉଁକେ କାଦି ଗେନ୍ତି । ଇତାର୍ ଗିନେ ସେମଃନ୍କେ ସେଲ ଦେସ୍ ।”
37 ମଃତର୍ ଜିସୁ ସେମଃନ୍କେ କୟ୍ଲା, “ତୁମିମଃନ୍ ସେମଃନ୍କେ କାଳାଉଆ ।”
38 ଜିସୁ ସେମଃନ୍କେ ହଃଚାର୍ଲା, “ତୁମାର୍ହାକ୍ କଃତିଗଟ୍ ରୁଟି ଆଚେ ଜାୟ୍ ଦଃକା ।”
39 ସେତି ଜଃନ୍କଃରି ଦଃଳ୍ ଦଃଳ୍ ଅୟ୍ କଃଉଁଳା ରଃନ୍ ଉହ୍ରେ ଲକ୍ମଃନ୍କେ ବଃସାଉଁକ୍ ଜିସୁ ଚେଲାମଃନ୍କେ କୟ୍ଲା । 40 ସେତାକ୍ ଲକ୍ମଃନ୍ ସଃବୁ ହାଁଚ୍କଳି ଆର୍ ଦୁୟ୍କଳି ଦଃସ୍ ଲେକା ଅୟ୍ ବଃସ୍ଲାୟ୍ । 41 ତାର୍ହଃଚେ ଜିସୁ ସେ ହାଁଚ୍ ଗଟ୍ ରୁଟି ଜଳେକ୍ ମାଚ୍ ଦଃରି ସଃର୍ଗ୍ ବାଟ୍ୟା ଦଃକି ଇସ୍ୱର୍କେ ପାର୍ତ୍ନା କଃଲା ଆର୍ ରୁଟିମଃନ୍ ଆସିର୍ବାଦ୍ କଃରି ଲକ୍ମଃନ୍କେ ବାଟାକଃରି ଦେଉଁକେ ଚେଲାମଃନ୍କେ କୟ୍ଲା, ଆର୍ ସେ ଜଳେକ୍ ମାଚ୍କ୍ ସେ ସଃବୁ ଲକ୍ମଃନ୍କେ ବାଟାକଃରି ଦେଉଁକେ ଦିଲା । 42 ସେତିର୍ ସଃବୁଲକ୍ ହେଟ୍ ହୁର୍ନେ କାୟ୍ଲାୟ୍ । 43 ସଃବୁଲକ୍ କାୟ୍ ସଃର୍ଲା ହଃଚେ, ଚେଲାମଃନ୍ ଉବୁର୍ଲାର୍ ବାଙ୍ଗ୍ଲା ରୁଟି ଆର୍ ମାଚ୍ ରୁଣ୍ଡାୟ୍ ବାରଡଃଲା ବଃର୍ତି କଃଲାୟ୍ । 44 ଜଃତେକ୍ ଲକ୍ମଃନ୍ ରୁଟି କାୟ୍ରିଲାୟ୍ ସେମଃନାର୍ ବିତ୍ରେ ଅଃବ୍କା ଅଃଣ୍ଡ୍ରାହିଲା ହଃକା ହାଁଚ୍ ଅଃଜାର୍ ରିଲାୟ୍ ।
45 ତଃତ୍କାଣ୍ ଜିସୁ ତାର୍ ଚେଲାମଃନ୍କେ ଡଙ୍ଗାୟ୍ ଚଃଗି ସଃମ୍ନ୍ଦ୍ ସେହାଟିର୍ ବେତ୍ସାଇଦାକେ ଆଗ୍ତୁ ହଃଟାୟ୍ଲା, ଆର୍ ତାର୍ହଃଚେ ଲକ୍ମଃନ୍କେ ହେଁ ଗଃରେ ହଃଟାୟ୍ଲା । 46 ଜିସୁ ଲକ୍ମଃନ୍କେ ସେଲଚାଡି ଦଃୟ୍ ପାର୍ତ୍ନା କଃରୁକେ ଡଙ୍ଗୁର୍ ଉହ୍ରେ ଗଃଲା । 47 ସଃଞ୍ଜ୍ ଅୟ୍ଲା ହଃଚେ, ଡଙ୍ଗା ମଃଜି ସଃମ୍ନ୍ଦେ ରିଲାବଃଳ୍ ଜିସୁ ସଃମ୍ନ୍ଦ୍ କଃଣ୍ଡିଏ ଏକ୍ଲା ରିଲା । 48 ଚେଲାମଃନ୍ ଡଙ୍ଗା ଗାଟୁକେ କଃସ୍ଟ୍ ହାଉତାର୍ ଜିସୁ ଦଃକ୍ଲା, କାୟ୍ତାକ୍ବଃଲେକ୍ ତାକାର୍ ଆଗ୍ବାଟ୍ୟା ବାଉ ଅଃଉତି ରିଲି, ଉଜାଳ୍ ଅଃଉତାବଃଳ୍ ଚାର୍ଟା ବଃଳ୍ ଜିସୁ ସଃମ୍ନ୍ଦ୍ ଉହ୍ରେ ଇଣ୍ଡି ଇଣ୍ଡି ତାକାର୍ ଚଃମେ ଆୟ୍ଲା, ଆର୍ ସେମଃନ୍କେ ଜିଣ୍ତେ ହାକ୍ମାରି ଜଃଉଁକେ ମଃନ୍ କଃର୍ତିରିଲା । 49 ମଃତର୍ ସେମଃନ୍ ତାକ୍ ସଃମ୍ନ୍ଦ୍ ଉହ୍ରେ ଇଣ୍ଡ୍ତାର୍ ଦଃକି ଡୁମା ବଃଲି ବେଲ୍କି ଅୟ୍ଲାୟ୍ । 50 କାୟ୍ତାକ୍ବଃଲେକ୍ ସଃବୁଲକ୍ ତାକ୍ ଦଃକି ଡିରି ଗଃଲାୟ୍ ।
53 ସେମଃନ୍ ସଃମ୍ନ୍ଦ୍ ଲିଙ୍ଗି ଗିନେସ୍ରଃତ୍ କଃଣ୍ଡାୟ୍ ଆୟ୍ଲାୟ୍, ଆର୍ ସେତି ସେମଃନ୍ ଡଙ୍ଗା ବାନ୍ଦ୍ଲାୟ୍ । 54 ଆର୍ ସେମଃନ୍ ଡଙ୍ଗାୟ୍ହୁଣି ଉତୁର୍ଲା ଦାହ୍ରେ ଲକ୍ମଃନ୍ ଜିସୁକେ ଚିନ୍ଲାୟ୍ । 55 ସେଦାହ୍ରେ ଲକ୍ମଃନ୍ ଲଃଗାର୍ ଗାଉଁମଃନ୍କେ ଦଃବ୍ଳି ଜାୟ୍, ଜୁୟ୍ ଜୁୟ୍ ଟାଣେ ଜିସୁ ଆଚେ ବଃଲି ସୁଣ୍ଲାୟ୍, ସେ ଟାଣେ ମଃଳୁହଃଳ୍ଲା ଲକ୍ମଃନ୍କେ ଟାଟି ତଃୟ୍ଁ ବୟ୍ଆଣୁକେ ଦଃର୍ଲାୟ୍ । 56 ଆର୍ ଜିସୁ ଜୁୟ୍ ଜୁୟ୍, ଗଃଳେ ଆର୍ ଗାଉଁଏ ଗୁଡାୟ୍ ଗଃଲା, ଲକ୍ମଃନ୍ ସେ ସଃବୁଟାଣେ ଜୁୟ୍ ମାନାୟ୍ମଃନ୍ ମଃଳୁ ହଃଳି ରିଲାୟ୍, ସେମଃନ୍କେ ଲକ୍ମଃନ୍ ଆଟ୍ ବଃଜାରେ ନଃୟ୍ ସଳାୟ୍ ସେମଃନ୍ ଜଃନ୍କଃରି ଜିସୁର୍ ହଃଚ୍ୟାର୍ ଆଚଳ୍ ଚିଉତି, ସେତାକ୍ ତାକ୍ ଗଃଉଆରି କଃଲାୟ୍ ଆର୍ ଜଃତେକ୍ ଲକ୍ ଚୁୟ୍ଲାୟ୍ ସେମଃନ୍ ଉଜ୍ ଅୟ୍ଲାୟ୍ ।
<- ମାର୍କ 5ମାର୍କ 7 ->