1 [a]ଇତାର୍ହଃଚେ ସୟ୍ତାନ୍ ତଃୟ୍ହୁଣି ପରିକ୍ୟା କଃରାୟ୍ ଅଃଉଁକେ ପବିତ୍ର ଆତ୍ମା ଜିସୁକେ ସୁକ୍ଲା ବଃଟାୟ୍ କାଡାୟ୍ ନିଲି ।[b] 2 ଆରେକ୍ ଜିସୁ ଚାଳିସ୍ ଦିନ୍ ଆର୍ ଚାଳିସ୍ ରାତି ଉହାସ୍ ରିଲା ହଃଚେ, ତାକ୍ ବେସି ବୁକ୍ ଲାଗ୍ଲି । 3 ସଃଡେବଃଳ୍ ସୟ୍ତାନ୍ ତାର୍ ଲଃଗେ ଆସି କୟ୍ଲି, “ତୁୟ୍ ଜଦି ଇସ୍ୱରାର୍ ହୟ୍ସି, ତଃବେ ଇ ଟେଳାମଃନ୍କେ ରୁଟି ଅଃଉଁକେ କଃଉ ।”
4 ମଃତର୍ ଜିସୁ ଉତୁର୍ ଦିଲା, “ଦଃର୍ମ୍ସାସ୍ତରେ ଲେକା ଆଚେ,
5 ଇତାର୍ହଃଚେ ସୟ୍ତାନ୍ ଜିସୁକେ ପବିତ୍ର ଗଃଳ୍ ଜିରୁସାଲମେ ନଃୟ୍ ମନ୍ଦିର୍ ଟିହେ ଟିଆ କଃରାୟ୍ ତାକ୍ କୟ୍ଲି, 6 “ତୁୟ୍ ଜଦି ଇସ୍ୱରାର୍ ହୟ୍ସି, ତଃବେ ଇତି ହୁଣି ତଃଳେ ଡଃଗାଉ, କାୟ୍ତାକ୍ବଃଲେକ୍ ସାସ୍ତରେ ଲେକା ଆଚେ-[d]
7 ଜିସୁ ତାକ୍ ଉତୁର୍ ଦିଲା, “ସାସ୍ତରେ ଆରେକ୍ ଲେକା ଆଚେ,
8 ଆରେକ୍ ସୟ୍ତାନ୍ ଜିସୁକେ ଗଟେକ୍ ଉଚ୍ ହଃର୍ବାତ୍ ଟିହେ ନିଲି ଆର୍ ଜଃଗତାର୍ ସଃବୁ ରାଇଜ୍ ଆର୍ ସେ ରାଇଜାର୍ ସଃବୁ ଦଃନ୍ ଦଃକାୟ୍ କୟ୍ଲି, 9 “ତୁୟ୍ ଜଦି ମକ୍ ମୁଣ୍ଡିଆ ମାରି ଜୁଆର୍ କଃର୍ସି, ତଃବେ ଇ ସଃବୁ ମୁୟ୍ ତକ୍ ଦଃୟ୍ନ୍ଦ୍ ।”
10 ତଃବେ ଜିସୁ ଉତୁର୍ ଦିଲା, “ଦୁର୍ ଅଃଉ, ସୟ୍ତାନ୍ ! ସାସ୍ତରେ ଲେକା ଆଚେ, ‘ତୁୟ୍ ତର୍ ମାପ୍ରୁ ଇସ୍ୱର୍କେ ଜୁଆର୍ କଃର୍ ଆର୍ ତାର୍ ହଃକା ସେବା କଃର୍ ।’ ”[f]
11 ତାର୍ହଃଚେ ସୟ୍ତାନ୍ ଜିସୁକେ ଚାଡି ହଃଳାୟ୍ଲି; ଆର୍ ଦୁତ୍ମଃନ୍ ଆସି ତାର୍ ସେବା କଃରୁକେ ଦଃର୍ଲାୟ୍ ।
12 [g]ଜଃଡେବଃଳ୍ ଜହନ୍କେ ବାନ୍ଦି ଜଃଇଲେ ହୁରାୟ୍ଲାୟ୍ ବଃଲି ଜିସୁ ସୁଣ୍ଲା, ସେ ଗାଲିଲିକେ ଗଃଲା ।[h] 13 [i]ଆର୍ ସେ ନାଜରିତ୍ ତଃୟ୍ ନଃରେୟ୍ ସୁବ୍ଲନ୍ ଆର୍ ନପ୍ତାଲି ହଲିୟେ ରିଲା ଗାଲିଲି ସଃମ୍ନ୍ଦ୍ କଃଣ୍ଡିର୍ କପୁର୍ନାହୁମ୍ ଗଃଳେ ଜାୟ୍ ବାସା କଃଲା । 14 ଜଃନ୍କଃରି ଜିସାୟ୍ ବାବ୍ବାଦି ଲେକ୍ଲା ଇ କଃତା ହୁରୁଣ୍ ଅୟ୍ଦ୍,
17 [k]ସଃଡେବଃଳ୍ ହୁଣି ଜିସୁ ପର୍ଚାର୍ କଃରୁକେ ଆରୁମ୍ କଃରି କଃଉଁକେ ଦଃର୍ଲା, “ତୁମାର୍ ହାହ୍ ଚାଡା, କାୟ୍ତାକ୍ବଃଲେକ୍ ସଃର୍ଗ୍ ରାଇଜ୍ ଚଃମେ ଅୟ୍ଲିନି ।”[l]
18 ଜିସୁ ଗାଲିଲି ସଃମ୍ନ୍ଦ୍ କଃଣ୍ଡିବାଟ୍ ବୁଲ୍ତିରିଲା ବଃଳ୍ ସିମନ୍, ଜାକେ ପିତର୍ ବଃଲି କଃଉତି, ଆର୍ ତାର୍ ବାୟ୍ସି ଆନ୍ଦ୍ରିଅ, ଇ ଦୁୟ୍ ବାୟ୍କ୍ ସଃମ୍ନ୍ଦେ ବୟ୍ଜାଲ୍ ହଃକାଉତାର୍ ଦଃକ୍ଲା, କାୟ୍ତାକ୍ବଃଲେକ୍ ସେମଃନ୍ ମାଚୁଆ ରିଲାୟ୍ । 19 ଜିସୁ ସେମଃନ୍କେ କୟ୍ଲା, “ମର୍ ସଃଙ୍ଗ୍ ଆସା, ମୁଁୟ୍ ତୁମିମଃନ୍କେ ନଃର୍ମଃନ୍କେ ମାପ୍ରୁର୍ ଲଃଗେ ଆଣୁକେ ସିକାୟ୍ନ୍ଦ୍ ।” 20 ସେଦାହ୍ରେ ସେମଃନ୍ ତାକାର୍ ଜାଲ୍ ଚାଡ୍ଲାୟ୍ ଆର୍ ଜିସୁର୍ ସଃଙ୍ଗ୍ ଗଃଲାୟ୍ ।
21 ଆରେକ୍ ଜିସୁ ସେତିହୁଣି କଃଣ୍ଡେକ୍ ଆଗେ ଜାୟ୍ ଜେବଦିର୍ ହୟ୍ସି ଜାକୁବ ଆର୍ ଜହନ୍ ନାଉଁଆର୍ ଆରେକ୍ ଦୁୟ୍ ବାୟ୍କ୍ ତାକାର୍ ଉବାସି ଜେବଦି ସଃଙ୍ଗ୍ ଡଙ୍ଗାୟ୍ ଜାଲ୍ ହଃଜାଳ୍ତି ରିଲାର୍ ଦଃକି ସେମଃନ୍କେ କୁଦ୍ଲା । 22 ଆର୍ ସେମଃନ୍ ସେଦାହ୍ରେ ଡଙ୍ଗା ଆର୍ ତାକାର୍ ଉବାସିକ୍ ଚାଡି ଜିସୁର୍ ହଃଚେ ହଃଚେ ଗଃଲାୟ୍ ।
23 [m]ତାର୍ହଃଚେ ଜିସୁ ସେମଃନାର୍ ପାର୍ତ୍ନା ଗଃରେମଃନ୍ ସିକ୍ୟା ଦଃୟ୍ ସଃର୍ଗ୍ ରାଇଜାର୍ ନିକ କବୁର୍ ପର୍ଚାର୍ କଃଲା ଆର୍ ସଃବୁ ରଃକମାର୍ ରଗିକ୍ ଉଜ୍ କଃରିକଃରି ଗାଲିଲିର୍ ସଃବୁ ହାକ୍ ବୁଲୁକ୍ ଦଃର୍ଲା ।[n] 24 ଆର୍ ଜିସୁର୍ କଃତା ସିରିଆ ଦେସାର୍ ସଃବୁ ହାକ୍ ଉର୍ଜି ଅୟ୍ଲି, ଆରେକ୍ ଲକ୍ମଃନ୍ ବୁତ୍ ଡଃସ୍ଲାର୍ ଲକ୍କେ, କୁନ୍ଦେଲ୍ ରଗି, ଏକ୍ଅଃଙ୍ଗି ରଗି, ଇବାନ୍ୟା ଗାଦେକ୍ ରଃକମାର୍ ରଗେ ମଃଳୁ ହଃଳିରିଲା ଲକ୍ ଆର୍ ଦୁକାୟ୍ ହଃଳିରିଲା ସଃବୁ ଲକ୍ମଃନ୍କେ ଜିସୁର୍ ଲଃଗେ ଆଣ୍ଲାୟ୍, ଆର୍ ଜିସୁ ସେମଃନ୍କେ ଉଜ୍ କଃଲା । 25 ଆରେକ୍ ଗାଲିଲିର୍, ଦେକାପଲି ବଃସ୍ତି[o], ଜିରୁସାଲମ୍, ଜିଉଦା ରାଇଜ୍ ଆର୍ ଜର୍ଦନ୍ ଗାଡ୍ ସେହାଟିର୍ ଗାଦେକ୍ ଲକ୍ମଃନ୍ ତାର୍ ହଃଚେ ହଃଚେ ଗଃଳାୟ୍ ।
<- ମାତିଉ 3ମାତିଉ 5 ->- a ଏବ୍ରି ୨:୧୮; ୪:୧୫.
- b ଏବ୍ରି ୨:୧୮; ୪:୧୫.
- c ବିବ ୮:୩.
- d ଗିତ୍ ୯୧:୧୧-୧୨.
- e ବିବ ୬:୧୬.
- f ବିବ ୬:୧୩.
- g ମାତି ୧୪:୩; ମାର୍କ ୬:୧୭; ଲୁକ ୩:୧୯,୨୦.
- h ମାତି ୧୪:୩; ମାର୍କ ୬:୧୭; ଲୁକ ୩:୧୯-୨୦.
- i ଜହ ୨:୧୨.
- j ଜିସା ୯:୧-୨.
- k ମାତି ୩:୨.
- l ମାତି ୩:୨.
- m ମାତି ୯:୩୫; ମାର୍କ ୧:୩୯.
- n ମାତି ୯:୩୫; ମାର୍କ ୧:୩୯.
- o ଦଃସ୍ଗଟ୍ ବଃସ୍ତିକେ ଗ୍ରିକ୍ ବାସାୟ୍ ଦେକାପଲି ବଃଲି କଃଉତି । ଦେକା-ବଃଲେକ୍ ଦଃସ୍, ପଲି-ବଃଲେକ୍ ବଃସ୍ତି ।