3 ଇରି ସୁଣି ହେରଦ୍ ରଃଜା ଆର୍ ତାର୍ ସଃଙ୍ଗ୍ ଜିରୁସାଲମାର୍ ସଃବୁ ଲକ୍ମଃନ୍ କାବା ଅୟଃଲାୟ୍ । 4 ସେତାକ୍ ହେରଦ୍ ରଃଜା ଲକ୍ମଃନାର୍ ସଃବୁ ବଃଡ୍ ଜାଜକ୍ ଆର୍ ହଃଣ୍ଡିତ୍ ମଃନ୍କେ କୁଦି ସେମଃନ୍କେ ହଃଚାର୍ଲା, “ମଃସିଆ ଜେ କି କ୍ରିସ୍ଟ, ସେ କୁୟ୍ତି ଜଃଲମ୍ ଅୟ୍ଦ୍ ?”
5 ସେମଃନ୍ ଉତୁର୍ ଦିଲାୟ୍, “ଜିଉଦା ରାଜିର୍ ବେତ୍ଲିହିମ୍,” କାୟ୍ତାକ୍ବଃଲେକ୍ ଇ କଃତା ଗଟେକ୍ ବାବ୍ବାଦି ଲେକିଆଚେ-
7 ଇରି ସୁଣି ହେରଦ୍ ହୁର୍ବ ଦେସାର୍ ସେ ହଃଣ୍ଡିତ୍ମଃନ୍କେ ଲୁକ୍ଣେ କୁଦି, ସେ ତାରା କଃଡେବଃଳ୍ ଡିସ୍ଲି, ଇରି ସେମଃନାର୍ ତଃୟ୍ହୁଣି ନିକ କଃରି ବୁଜ୍ଲା । 8 ତାର୍ହଃଚେ ହେରଦ୍ ରଃଜା ସେମଃନ୍କେ ବେତ୍ଲିହିମ୍ ହଃଟାୟ୍ କୟ୍ଲା, “ତୁମିମଃନ୍ ଜାୟ୍ ସେ ହିଲାକ୍ ନିକକଃରି ଲଳା ଆର୍ ତାକ୍ ବେଟ୍ ହାୟ୍ଲା ଦାହ୍ରେ ମକ୍ ଜାଣାଉଆ, ଜଃନ୍କଃରି ମୁଁୟ୍ ହେଁ ଜାୟ୍ ତାକ୍ ଜୁଆର୍ କଃରିନ୍ଦ୍ ।”
9 ହଃଣ୍ଡିତ୍ମଃନ୍ ରଃଜାର୍ କଃତା ସୁଣି ସେତିହୁଣି ଗଃଳାୟ୍, ଆର୍ ସେମଃନ୍ ହୁର୍ବ୍ ଦେସେ ଜୁୟ୍ ତାରା ଦଃକି ରିଲାୟ୍, ସେ ତାରା ସେମଃନାର୍ ଆଗେ ଆଗେ ଜାୟ୍, ଜୁୟ୍ ଗଃରେ ହିଲା ରିଲା ସେ ଗଃର୍ ଉହ୍ରେ ଜାୟ୍ ତେବଃଲି । 10 ସେମଃନ୍ ସେ ତାରାକେ ଦଃକି ବଃଡେ ସଃର୍ଦା ଅୟଃଲାୟ୍ । 11 ଆର୍ ଗଃର୍ ବିତ୍ରେ ହୁରି ସେ ହିଲାକ୍ ତାର୍ ଆୟ୍ସି ମରିୟମ୍ ସଃଙ୍ଗ୍ ଦଃକ୍ଲାୟ୍ ଆର୍ ତାକ୍ ହାଦେ ଡୁଳି ଜୁଆର୍ କଃଲାୟ୍, ଆରେକ୍ ନିଜାର୍ ନିଜାର୍ ହେଳି ଉଗାଳି ସନା, ବୁତେକ୍ ମଲାର୍ ଦୁହ୍ଣି ଆର୍ ବାସ୍ନା ଚିକଣ୍ ସେ ହିଲାକ୍ ଦିଲାୟ୍ । 12 ଇତାର୍ହଃଚେ ହେରଦ୍ ରଃଜାର୍ ଲଃଗେ ବାଉଳି ନଃଜଃଉଁକେ ଇସ୍ୱର୍ ସେମଃନ୍କେ ଚଃହ୍ନେ ଆଡର୍ ଦିଲାକ୍, ସେମଃନ୍ ବିନ୍ ବାଟ ଅୟ୍ ନିଜାର୍ ଦେସେ ବାଉଳି ଗଃଳାୟ୍ ।
14 ସେତାକ୍ ଜସେପ୍ ଉଟି ହିଲାକ୍ ଆର୍ ମରିୟମ୍କ୍ ଦଃରି ସେ ରାତି ମିସର୍ ଦେସେ ହଃଳାୟ୍ଲାୟ୍ । 15 ଆର୍ ହେରଦ୍ ମଃର୍ତା ହଃତେକ୍ ସେତି ରିଲାୟ୍, ଜଃନ୍କଃରି ବାବ୍ବାଦି କୟ୍ରିଲା ମାପ୍ରୁର୍ ଇ କଃତା ହୁରୁଣ୍ ଅୟ୍ଦ୍, “ମିସର୍ ଦେସେ ହୁଣି ମୁଁୟ୍ ଅଃହ୍ଣାର୍ ହଅକେ କୁଦି ଆଣ୍ଲେ ।”
17 ସଃଡେବଃଳ୍ ଜିରିମିୟ ବାବ୍ବାଦିର୍ ଇ କଃତା ହୁରୁଣ୍ ଅୟ୍ଲି,
22 ମଃତର୍ ହେରଦ୍ ମଃଲା ହଃଚେ ତାର୍ ହୟ୍ସି ଆର୍କିଲାୟ ଜିଉଦା ରାଇଜାର୍ ରଃଜା ଅୟ୍ଆଚେ ବଃଲି ସୁଣି ଜସେପ୍ ସେତି ଜଃଉଁକେ ଡିର୍ଲା, ମଃତର୍ ଚଃହ୍ନେ ଆଡର୍ ହାୟ୍ ଗାଲିଲି ଗଃଲା । 23 [a]ମଃତର୍ ଇସ୍ୱର୍ ତାକ୍ ଚଃହ୍ନେ କୟ୍ଲାକ୍, ସେ ଗାଲିଲି ରାଇଜ୍ ହାକ୍ ହଃଳାୟ୍ଲା । ଆର୍ ନାଜରିତ୍ ନାଉଁଆର୍ ଗଃଳେ ଜାୟ୍ ବାସା କଃଲାୟ୍ । ଜଃନ୍କଃରି ବାବ୍ବାଦିମଃନାର୍ ଇ ବଃଚନ୍ ହୁରୁଣ୍ ଅୟ୍ଦ୍, “ସେ ନାଜରିତିୟ ବଃଲି ଡାକେ ହୁଟେଦ୍ ।”
<- ମାତିଉ 1ମାତିଉ 3 ->- a ମାର୍କ ୧:୨୪; ଲୁକ ୨:୩୯; ଜହ ୧:୪୫.