1 ଜିସୁ ସେଦିନ୍ ଗଃରେହୁଣି ବାରାୟ୍ ଜାୟ୍ ସଃମଃନ୍ଦ୍ କଃଣ୍ଡାୟ୍ ଗଃଲା ଆର୍ ସେତି ସିକ୍ୟା ଦେଉଁକେ ବଃସ୍ଲା । 2 [a]ସେତାକ୍ ତାର୍ ଚଃମେ ଗାଦେକ୍ ଲକ୍ ଆସି ରୁଣ୍ଡ୍ଲାକ୍, ସେ ଜାୟ୍ ଗଟେକ୍ ଡଙ୍ଗାୟ୍ ବଃସ୍ଲା, ଆର୍ ଲକ୍ମଃନ୍ କଃଣ୍ଡାୟ୍ ଟିଆଅୟ୍ ତାର୍ ସିକ୍ୟା ସୁଣ୍ଲାୟ୍ । 3 ତାର୍ହଃଚେ ସେ କଃତେକ୍ କଃତାମଃନ୍ କୟ୍ ସେମଃନ୍କେ କଃଉଁକେ ଦଃର୍ଲା, “ଦଃକା, ବୁଣ୍ତା ଗଟେକ୍ ମାନାୟ୍ ବିଆନ୍ ବୁଣୁକ୍ ବାରାୟ୍ଲା । 4 ବିଆନ୍ ବୁଣୁ ବୁଣୁ କଃତେକ୍ ବିଆନ୍ ବାଟେ ଅଦୁର୍ଲି, ଆର୍ ଚେଳେମଃନ୍ ଆସି ସେରିସଃବୁ ବେଟି କାୟ୍ଲାୟ୍ । 5 ଆରେକ୍ କଃତେକ୍ ବିଆନ୍ ଅଃଳକ୍ ମାଟି ରିଲା ଚଃଚ୍ରା ବୁୟେଁ ଅଦୁର୍ଲି ଆର୍ ବୁତେକ୍ ମାଟି ନଃରିଲାକ୍ ବେଗି ଗଃଜା ଅୟ୍ଲି; 6 ମଃତର୍ ବେଳ୍ ଉଦ୍ଲାକ୍ ସେରିମଃନ୍ କଃରାକେ ହଡି କମ୍ଜି ଗଃଲି, ଆର୍ ତାର୍ ଚେର୍ ନଃରିଲାକ୍ ସୁକି ଗଃଲି । 7 ଆର୍ କଃତେକ୍ ବିଆନ୍ କାଟା ବୁଟା ବିତ୍ରେ ଅଦୁର୍ଲି, ଆର୍ କାଟାବୁଟାମଃନ୍ ବାଡିକଃରି ସେସଃବୁକେ ଚାହି ହଃକାୟ୍ଲି । 8 ମଃତର୍ ବିନ୍ କଃତେକ୍ ବିଆନ୍ ନିକ ମାଟାୟ୍ ଅଦୁର୍ଲି ଆର୍ ହଃଳ୍ ହଃଳ୍ଲି, କଃତେକ୍ ସଏ ଗୁଣ୍, କଃତେକ୍ ସାଟେ ଗୁଣ୍, ଆରେକ୍ କଃତେକ୍ ତିରିସ୍ ଗୁଣ୍ ଅଃଦିକ୍ ହଃଳ୍ ହଃଳ୍ଲି ।” 9 ଜିସୁ ତାର୍ କଃତା ସଃରାୟ୍କଃରି କୟ୍ଲା, “ଜାର୍ ସୁଣୁକ୍ କାନ୍ ଆଚେ ସେ ସୁଣ ।”
10 ଇତାର୍ହଃଚେ ଚେଲାମଃନ୍ ଜିସୁର୍ ଲଃଗେ ଆସି ହଃଚାର୍ଲାୟ୍, “ତୁୟ୍ ଲକ୍ମଃନ୍କେ କାୟ୍ତାକ୍ କଃତାମଃନ୍ କୟ୍ ବୁଜାଉଁଲିସ୍ ?”
11 ଜିସୁ ସେମଃନ୍କେ କୟ୍ଲା, “କାୟ୍ତାକ୍ବଃଲେକ୍ ସଃର୍ଗ୍ ରାଇଜାର୍ ବିତ୍ରି କଃତା ଜାଣୁକେ ତୁମିମଃନ୍କେ ବୁଦି ଦିଆଅୟ୍ ଆଚେ, ମଃତର୍ ସେମଃନ୍କେ ଦିଆ ନହୟେ । 12 [b]ତଃବେ ଜାର୍ ଆଚେ ତାକ୍ ଦିଆ ଅୟ୍ଦ୍, ଆର୍ ତାର୍ ବୁତେକ୍ ଅୟ୍ଦ୍; ମଃତର୍ ଜାର୍ ନାୟ୍, ତାର୍ ତଃୟ୍ ଜାୟ୍ରି ଆଚେ, ସେସଃବୁ ହେଁ ତାର୍ ତଃୟ୍ହୁଣି ନିଆ ଅୟ୍ଦ୍ । 13 ସେମଃନ୍ ଦଃକି ଦଃକି ନଃଦେକ୍ତି ଆର୍ ସୁଣୁ ସୁଣୁ ନଃସୁଣ୍ତି କି ନଃବୁଜ୍ତି; ଇତାର୍ ଗିନେ ସେମଃନ୍କେ ମୁଁୟ୍ କଃତାମଃନ୍ କୟ୍ ବୁଜାଉଁଲେ । 14 ଆର୍ ଜିସାୟ୍ ବାବ୍ବାଦିର୍ ଇ ବାବ୍ବାଣି ସେମଃନାର୍ ଗିନେ ହୁରୁଣ୍ ଅୟ୍ଲି-
16 [c]“ମଃତର୍ ବାୟ୍ଗ୍ ତୁମିମଃନାର୍ ଆକି, ଜଃନ୍ ସେରି ଦଃକେଦ୍, ବାୟ୍ଗ୍ ତୁମିମଃନାର୍ କାନ୍, ଜଃନ୍ ସେରି ସୁଣେଦ୍ । 17 କାୟ୍ତାକ୍ବଃଲେକ୍ ମୁଁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ତୁମିମଃନ୍ ଜାୟ୍ ଜାୟ୍ରି ଦଃକୁଲାସ୍, ସେରି ସଃବୁ କଃତେକ୍ ବାବ୍ବାଦି ଆର୍ ଦଃର୍ମି ଲକ୍ମଃନ୍ ଦଃକୁକେ ମଃନ୍ କଃଲାୟ୍, ମଃତର୍ ଦଃକୁକେ ନଃହାୟ୍ଲାୟ୍; ଆରେକ୍ ତୁମିମଃନ୍ ଜାୟ୍ ଜାୟ୍ରି ସୁଣୁଲାସ୍, ସେରି ସଃବୁ ସେମଃନ୍ ସୁଣୁକ୍ ମଃନ୍ କଃଲାୟ୍, ମଃତର୍ ନଃସୁଣ୍ଲାୟ୍ ।”
18 “ତଃବେ ତୁମିମଃନ୍ ବିଆନ୍ ବୁଣ୍ତା ଲକାର୍ କଃତାର୍ ବାବ୍ ସୁଣା, 19 ଜେ ସଃର୍ଗ୍ ରାଇଜାର୍ ବଃଚନ୍ ସୁଣି ସେରି ନଃବୁଜେ, ସେ ବାଟ ଲଃଗେ ଅଦ୍ରି ରିଲା ବିଆନ୍ ହର୍, ସୟ୍ତାନ୍ ଆସି ତାର୍ ମଃନ୍ ବିତ୍ରେ ଜାୟ୍ରି ବୁଣା ଜାୟ୍ରିଲି, ଦୁସ୍ଟ୍ ସେରି ଚରି ନଃୟ୍ଦ୍ । ବାଟ ଲଃଗେ ଅଦ୍ରି ରିଲା ବିଆନାର୍ ବାବ୍ ଅଃଉଁଲି ଇରି । 20 ଜେ ଇସ୍ୱରାର୍ ବଃଚନ୍ ସୁଣ୍ଲା ଦାହ୍ରେ ସଃର୍ଦାୟ୍ ସେରି ମଃନେ ଦଃରେଦ୍, ସେ ଚଃଚ୍ରା ବୁୟେଁ ଅଦ୍ରି ରିଲା ବିଆନ୍ ହର୍, 21 ମଃତର୍ ସେମଃନାର୍ ଚେର୍ ବିତ୍ରେ ଜାୟ୍ ନଃରିଲାକ୍, ସେମଃନ୍ ବୁତେକ୍ ଗଃଳି ଦଃରି ରେଉଁ ନଃହାର୍ତି, ହଃଚେ ଇସ୍ୱରାର୍ ବଃଚନ୍ ଗିନେ କାୟ୍ ଜଃଞ୍ଜାଳ୍ କି ଦୁକ୍ କଃସ୍ଟ୍ ଆୟ୍ଲେକ୍, ସେମଃନ୍ ସେଦାହ୍ରେ ସେରି ଚାଡିଦେତି । 22 ଜେ ବଃଚନ୍ ସୁଣେଦ୍, ମଃତର୍ ଜଃଗତାର୍ ଚିତା ଆର୍ ଦଃନାର୍ ଲଃବ୍ ତାକ୍ ଚାହି ହଃକାୟ୍ଦ୍, ସେ ଆର୍ ହଃଳ୍ ହଃଳୁ ନାହାରେ, ସେରି କାଟା ବୁଟାୟ୍ ଅଦ୍ରି ରିଲା ବିଆନ୍ ହର୍, ସେମଃନ୍ କାୟ୍ ହେଁ ତାସ୍ ନଃହାଉତି । 23 ମଃତର୍ ଜେ ବଃଚନ୍ ସୁଣି ବୁଜେଦ୍, ସେ ନିକ ମାଟାୟ୍ ଅଦ୍ରି ରିଲା ବିଆନ୍ ହର୍, ସେମଃନ୍ ନିକ ତାସ୍ ଲାବ୍ କଃର୍ତି, କେ ସଏ ଗୁଣ୍ ଅଃଦିକ୍ ହାଉତି, କେ ସାଟେ ଗୁଣ୍ ଅଃଦିକ୍ ହାଉତି, ହିଁ ତିରିସ୍ ଗୁଣ୍ ଅଃଦିକ୍ ହାଉତି ।”
31 ଜିସୁ ଆରେକ୍ ଗଟେକ୍ କଃତା କୟ୍ ସେମଃନ୍କେ କୟ୍ଲା, “ସଃର୍ଗ୍ ରାଇଜ୍ ଅଃନ୍କାର୍ ଗଟେକ୍ ସଃର୍ସୁ ମୁଞ୍ଜି ହର୍, ଜୁୟ୍ରି ନଃୟ୍ ଗଟ୍ ଲକ୍ ଅଃହ୍ଣାର୍ ବାଳେ ବୁଣ୍ଲା । 32 ସଃର୍ସୁ ମୁଞ୍ଜି ସଃବ୍କେ ସାନ୍ ବିଆନ୍, ମଃତର୍ ସେରି ବାଡ୍ଲେକ୍, ସଃବୁ ସାଗ୍ ଗଃଚ୍ ତଃୟ୍ହୁଣି ବଃଡ୍ ଅୟ୍ ଇବାନ୍ୟା ବାଡେଦ୍ ଜେ, ଅଃଗାସ୍ ଉହ୍ରାର୍ ଚେଳେମଃନ୍ ଆସି ତାର୍ ଡାଳ୍ବିତ୍ରେ ଗୁଡା ଗାଲି ବାସା କଃର୍ତି ।”
33 ଜିସୁ ସେମଃନ୍କେ ଆରେକ୍ ଗଟ୍ କଃତା କୟ୍ ସେମଃନ୍କେ କୟ୍ଲା, “ସଃର୍ଗ୍ ରାଇଜ୍ କମିର୍ ହର୍, ଗଟେକ୍ ମାୟ୍ଜି ସେରି ନଃୟ୍କଃରି ମାଣେକ୍ ଗମ୍ଗୁଣ୍ଡ୍ ସଃଙ୍ଗ୍ ମିସାୟ୍ କଃରି ଚଃଟ୍କ୍ଲି, ଆର୍ ହଃଚେ ସେ ସଃବୁ କମିର୍ ହର୍ ଅୟ୍ଲି ।”
34 ଜିସୁ କଃତାମଃନ୍ କୟ୍ ଲକ୍ମଃନ୍କେ ସିକ୍ୟା ଦେତିରିଲା, ଅଃନ୍କଃରି କଃତାମଃନ୍ ନଃକୟ୍କଃରି କାୟ୍ ସିକ୍ୟା ହେଁ ନଃଦେତି ରିଲା, 35 ଇତାର୍ ଗିନେ ବାବ୍ବାଦିମଃନାର୍ ଇ ବାବ୍ବାଣି ହୁରୁଣ୍ ଅୟ୍ଲି,
37 ଜିସୁ କୟ୍ଲା, “ନିକ ବିଆନ୍ ଜେ ବୁଣେଦ୍, ସେ ନଃରାର୍ ହୟ୍ସି । 38 ତାସ୍ ହଃଦା ଅଃଉଁଲି ଜଃଗତ୍, ଜୁୟ୍ ଲକ୍ମଃନ୍ ସଃର୍ଗ୍ ରାଇଜେ ବାସା କଃର୍ତି, ସେମଃନ୍ ନିକ ବିଆନ୍, କଃଦଟଳା ରଃନ୍ ହାହ୍ ଆତ୍ମାର୍ ଲକ୍ମଃନ୍ । 39 ଜୁୟ୍ ସଃତ୍ରୁ ସେରି ବୁଣ୍ଲି, ସେ ସୟ୍ତାନ୍, କାଟାବେଟା ବେଳା ଅୟ୍ଲି ଜୁଗ୍ ସେସ୍ ଦିନ୍, ଆର୍ କାଟ୍ତା ଲକ୍ସଃବୁ ସଃର୍ଗ୍ ଦୁତ୍ମଃନ୍ । 40 ବଃଲେକ୍ କଃଦଟଳା ଜଃନ୍କଃରି ଗଟେ ଟାଣେ ଗାଦା କଃରି ଜୟେ ହଡାଉଁକ୍ ଅୟ୍ଦ୍, ଜୁଗ୍ ସେସ୍ ଦିନ୍ ସେରକମ୍ ଅୟ୍ଦ୍ । 41 ନଃରାର୍ ହୟ୍ସି ଅଃହ୍ଣାର୍ ଦୁତ୍ମଃନ୍କେ ହଃଟାୟ୍ଦ୍ ଆର୍ ସେମଃନ୍ ତାର୍ ରାଇଜାର୍ ସଃବୁ ବାଦା ଅଃଉତା ଲକ୍ମଃନ୍କେ ଆର୍ ଅଃଦଃର୍ମି ଲକ୍ମଃନ୍କେ ରୁଣ୍ଡାଉତି । 42 ଆର୍ ସେମଃନ୍କେ ଜୟ୍କୁଣ୍ଡେ ହଃବ୍ଳାଉତି, ସେ ବିତ୍ରେ କାନ୍ଦ୍ତାର୍ ଆର୍ ଦାତାର୍ କିଳିମିଳି ଅୟ୍ଦ୍ । 43 ସଃଡେବଃଳ୍ ଇସ୍ୱରାର୍ ଦଃର୍ମି ଲକ୍ମଃନ୍ ସେମଃନାର୍ ସଃର୍ଗାର୍ ଉବାସିର୍ ରାଇଜେ ବେଳ୍ ହର୍ ଜିକ୍ଜିକା ଡିସ୍ତି । ଜାର୍ ସୁଣୁକ୍ କାନ୍ ଆଚେ ସେ ସୁଣ ।”
52 ସେତାକ୍ ଜିସୁ ସେମଃନ୍କେ କୟ୍ଲା, “ତଃବେ ଜୁୟ୍ ଗଃରାର୍ ମୁଳିକା ଅଃହ୍ଣାର୍ ଗଃଦିଆ ବିତ୍ରାର୍ ରିଲା ନଃଉଆଁ ଆର୍ ହଃର୍ନା ତାସ୍ ବାର୍ କଃରେଦ୍, ସଃର୍ଗ୍ ରାଇଜାର୍ ଚେଲା ଅୟ୍ଲା ସଃବୁ ଦର୍ମ୍ ଗୁରୁ ତାର୍ ହର୍ ।”
53 ଜିସୁ ଇ ସଃବୁ କଃତାମଃନ୍ କୟ୍ଲା ହଃଚେ, ସେଟାଣେ ହୁଣି ବାରାୟ୍ ଗଃଲା । 54 ଆର୍ ସେ ନିଜାର୍ ଦାଦିବାବୁର୍ ଗଃଳେ ଆସି ଲକ୍ମଃନ୍କେ ସେମଃନାର୍ ପାର୍ତ୍ନା ଗଃରେ ଇ ରଃକମ୍ ସିକ୍ୟା ଦିଲା ଜେ, ସେମଃନ୍ କାବା ଅୟ୍କଃରି କୟ୍ଲାୟ୍, “ଇଲକାର୍ ଇ ରଃକମ୍ ବୁଦି ଆର୍ ସଃକ୍ତିର୍ କାମ୍ କୁୟ୍ତି ହୁଣି ଆୟ୍ଲି ? 55 ଇ ମାନାୟ୍ କି ସେ ବାଡାୟ୍ର୍ ହୟ୍ସି ନୟ୍ ? ଇତାର୍ ଆୟ୍ସି କାୟ୍ ମରିୟମ୍ ନୟ୍ ? ଆର୍ ଇତାର୍ ବାୟ୍ସିମଃନାର୍ ନାଉଁ କାୟ୍ ଜାକୁବକ୍, ଜସେପ୍, ସିମନ୍ ଆର୍ ଜିଉଦା ନୟ୍ ? 56 ଆର୍ ଇତାର୍ ବେଣିମଃନ୍ କାୟ୍ ସଃବୁ ଅଃମାର୍ ସଃଙ୍ଗ୍ ନଃରେଉଁଲାୟ୍ ? ତଃବେ ସେ ଇ ସଃବୁ ଗ୍ୟାନ୍ ଆର୍ ସଃକ୍ତି କୁୟ୍ତି ହୁଣି ହାୟ୍ଲା ?” 57 [d]ଆର୍ ସେମଃନ୍ ତାକେ ନଃମାନ୍ଲାୟ୍ ।