1 ଜିସୁ ଅଃହ୍ଣାର୍ ବାରଗଟ୍ ଚେଲାମଃନ୍କେ ବଃତାୟ୍ ସଃର୍ଲା ହଃଚେ, ଗାଲିଲିର୍ ଲକ୍ମଃନାର୍ ଗଃଳେମଃନ୍ ସିକ୍ୟା ଦେଉଁକେ ଆର୍ ନିକ କବୁର୍ ପର୍ଚାର୍ କଃରୁକେ ସେଟାଣେ ହୁଣି ଗଃଲା ।
2 ସଃଡେବଃଳ୍ ବାପ୍ତିସମ୍ ଦେତା ଜହନ୍ ଜଃଇଲ୍ ଗଃରେ ରିଲା । ଆର୍ କ୍ରିସ୍ଟ ଜୁୟ୍ ସଃବୁ କାମ୍ କଃର୍ତିରିଲା ସେ ସଃବୁର୍ କବୁର୍ ହାୟ୍, ସେ ଅଃହ୍ଣାର୍ ଚେଲାମଃନ୍କେ ତାର୍ ହାକ୍ ହଃଟାୟ୍ଲା । 3 ସେମଃନ୍ ଜାୟ୍ ଜିସୁକେ ହଃଚାର୍ଲାୟ୍, “ଜୁୟ୍ ଲକ୍ ଆସେଦ୍ ବଃଲି ଜହନ୍ କୟ୍ରିଲା, ତୁୟ୍ କାୟ୍ ସେ ମାନାୟ୍ ? କି, ଅଃମିମଃନ୍ ଆରେକ୍ ବିନ୍ କାକେ ଜାଗୁନ୍ଦ୍ ?”
4 ଜିସୁ ସେମଃନ୍କେ କୟ୍ଲା, “ତୁମିମଃନ୍ ବାଉଳି ଜାହା ଆର୍ ଜାୟ୍ ଜାୟ୍ରି ସୁଣୁଲାସ୍ ଆର୍ ଦଃକୁଲାସ୍ ସେରି ସଃବୁ ଜହନ୍କେ ଜାଣାଉଆ । 5 କାଣାମଃନ୍ ଦଃକୁ ହାରୁଲାୟ୍, ଚଟାମଃନ୍ ଇଣ୍ଡୁ ହାରୁଲାୟ୍, ବଃଡ୍ ରଗି ଉଜ୍ ଅଃଉଁଲାୟ୍, ବଃୟ୍ରାମଃନ୍ ସୁଣୁ ହାରୁଲାୟ୍, ମଃଲା ଲକ୍ମଃନ୍ ଉଟୁଲାୟ୍ ଆର୍ ଦୁକିଦିନାରି ଲକ୍ମଃନାର୍ ତଃୟ୍ ହେଁ ନିକ କବୁର୍ ପର୍ଚାର୍ କଃରା ଅଃଉଁଲି । 6 ଆର୍ ଜେ ମକ୍ ଅବିସ୍ୱାସ୍ ନଃକେରି, ବିସ୍ୱାସ୍ କଃରେଦ୍ ତାର୍ ବାୟ୍ଗ୍ ।”
7 ଜହନାର୍ ଚେଲାମଃନ୍ ବାଉଳି ଜାତାବଃଳ୍ ଜିସୁ ଜହନାର୍ କଃତା ଲକ୍ମଃନ୍କେ କଃଉଁକେ ଦଃର୍ଲା, “ତୁମି କାୟ୍ରି ଦଃକୁକ୍ ସୁକ୍ଲା ବଃଟାୟ୍ ଜାୟ୍ ରିଲାସ୍, କାୟ୍ ବାଉୟେ ଜଲ୍ତା ସୁର୍ଲିନଃଳା ? 8 ସେରି ନୟ୍ଲେକ୍ ତୁମିମଃନ୍ କାୟ୍ରି ଦଃକୁକେ ବାରାୟ୍ ଜାୟ୍ରିଲାସ୍ ? କାୟ୍ ମଃସ୍ଣି ବଃସ୍ତର୍ ହିନ୍ଦି ରିଲା ମାନାୟ୍କେ ? ଜୁୟ୍ ଲକ୍ମଃନ୍ ମଃସ୍ଣି ବଃସ୍ତର୍ ହିନ୍ଦ୍ତି ସେମଃନ୍ ରଃଜାର୍ ନଃଉରେ ରେତି । 9 ସେରି ନୟ୍ଲେକ୍ କାୟ୍କଃରୁକ୍ ବାରାୟ୍ ଜାୟ୍ରିଲାସ୍ ? କାୟ୍ ଗଟେକ୍ ବାବ୍ବାଦିକେ ଦଃକୁକେ ? ମୁଁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ତୁମିମଃନ୍ ବାବ୍ବାଦି ତଃୟ୍ହୁଣି ଅଃଦିକ୍ ବଃଡ୍ ଲକ୍କେ ଦଃକ୍ଲାସ୍ । 10 ଜୁୟ୍ ଜହନାର୍ କଃତା ସାସ୍ତରେ ଲେକାଆଚେ, ‘ଇସ୍ୱର୍ କୟ୍ଲା, ମୁଁୟ୍ ମର୍ କବୁର୍ କାରିଆକ୍ ତର୍ ଆଗ୍ତୁ ହଃଟାଉଁଲେ, ସେ ଆଗ୍ତୁ ଜାୟ୍ ତର୍ ଗିନେ ବାଟ ତିଆର୍ କଃରେଦ୍ ।’ 11 ମୁଁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ମାୟ୍ଜି ହେଟେହୁଣି ଜଃଲମ୍ ଅୟ୍ଲା ସଃବୁ ଲକ୍ମଃନାର୍ ବିତ୍ରେ ବାପ୍ତିସମ୍ ଦେତା ଜହନ୍ ତଃୟ୍ହୁଣି ବଃଡ୍ କେ ନାୟ୍ । ମଃତର୍ ଜେ ସଃର୍ଗ୍ ରାଇଜେ ସଃବ୍କେ ସାନ୍, ସେ ଜହନାର୍ ତଃୟ୍ହୁଣି ହେଁ ବଃଡ୍ । 12 ✡ଲୁକ ୧୬:୧୬.ଆର୍ ବାପ୍ତିସମ୍ ଦେଉ ଜହନ୍ ତାର୍ କଃତା ପର୍ଚାର୍ କଃଲା ବଃଳ୍ହୁଣି ଆଜି ହଃତେକ୍ ସଃର୍ଗ୍ ରାଇଜ୍ ଉହ୍ରେ ବଃଳ୍ମାଡ୍ ଅଃଉଁଲି, ଆରେକ୍ ଅଃଦିକାର୍ କଃର୍ତା ଲକ୍ମଃନ୍ ଜଃବର୍ ବଃଳ୍ବପୁ ସଃଙ୍ଗ୍ ଅଃଦିକାର୍ କଃରୁକେ ମଃନ୍ କଃରୁଲାୟ୍ । 13 ବଃଲେକ୍ ସଃବୁ ବାବ୍ବାଦିମଃନ୍ ଆର୍ ମସାର୍ ବିଦି ଆର୍ ଦଃର୍ମ୍ସାସ୍ତର୍ ଜହନ୍ ହଃତେକ୍ ବାବ୍ବାଣି କୟ୍ରିଲାୟ୍ । 14 ✡ମାତି ୧୭:୧୦-୧୩; ମାର୍କ ୯:୧୧-୧୩.ଆର୍ ତୁମିମଃନ୍ ଜଦି ମାନୁକ୍ ମଃନ୍ କଃରୁଲାସ୍, ତଃବେ ଜୁୟ୍ ଏଲିୟ ଆସୁକ୍ ଆଚେ, ଏ ହଃକା ସେ ମାନାୟ୍ । 15 ଜାର୍ ସୁଣୁକ୍ କାନ୍ ଆଚେ ସେ ସୁଣ ।”
16 “ମଃତର୍ ମୁଁୟ୍ କାର୍ ସଃଙ୍ଗ୍ ଆଜିକାଲିର୍ ମାନାୟ୍ର୍ ତୁଳ୍ନା କଃରିନ୍ଦ୍ ? ଜୁୟ୍ ହିଲାମଃନ୍ ଆଟ୍ ବଃଜାରେ ବଃସି ତାକାର୍ ତାକାର୍ ବିତ୍ରେ କୁଦି କଃଉତି, 17 ‘ଅଃମିମଃନ୍ ତୁମାର୍ ଚଃମେ ସୁର୍ଲି ହୁକ୍ଲୁ, ତୁମିମଃନ୍ ନଃନାଚ୍ଲାସ୍, ଅଃମିମଃନ୍ ଦୁକେ ଦୁକ୍ ଗିତ୍ କୟ୍ଲୁ, ତୁମିମଃନ୍ ନଃକାନ୍ଦ୍ଲାସ୍, ଇ ଜୁଗାର୍ ଲକ୍ମଃନ୍, ସେ ହିଲାମଃନାର୍ ହର୍ ।’ 18 କାୟ୍ତାକ୍ବଃଲେକ୍ ଜହନ୍ ଆସି ଉହାସ୍ କଃଲା, ଅଙ୍ଗୁର୍ ରଃସ୍ ନଃକାୟ୍ଲା, ଆର୍ ଲକ୍ମଃନ୍ ତାକ୍ କୟ୍ଲାୟ୍, ‘ତାକେ ବୁତ୍ ଦଃରି ଆଚେ !’ 19 ନଃରାର୍ ହୟ୍ସି ଆୟ୍ଲା ଆର୍ କାଉଆ ହିଉଆ ଆୟ୍ଲା, ଆର୍ ଲକ୍ମଃନ୍ କୟ୍ଲାୟ୍, ‘ଦଃକା, ଏ ଗଟେକ୍ କାଉରାହେଟା ଆର୍ ମଃଦୁଆ, ରିବ୍ନି ଆର୍ ହାହିମଃନାର୍ ସଃଙ୍ଗୁଆଳି !’ ମଃତର୍ ଇସ୍ୱରାର୍ ଗ୍ୟାନ୍ ଅଃହ୍ଣାର୍ କାମ୍ ତଃୟ୍ ସଃତ୍ ବଃଲି ଜାଣାୟ୍ଦ୍ ।”
20 ସଃଡେବଃଳ୍ ଜୁୟ୍ ଗଃଳେ ଜିସୁର୍ ଗାଦେକ୍ ସଃକ୍ତିର୍ କାମ୍ କଃରା ଅୟ୍ରିଲି, ସେ ଗଃଳ୍ମଃନ୍କେ ଜିସୁ ଲିନ୍ଦା କଃରୁକେ ଦଃର୍ଲା, କାୟ୍ତାକ୍ବଃଲେକ୍ ସେମଃନ୍ ହାହ୍ ଚାଡି ନଃରିଲାୟ୍ । 21 “ଚି, ଦଃଣ୍ଡାର୍ ଜୟ୍ଗ୍ କରାଜିନ୍, ଚି, ଦଃଣ୍ଡାର୍ ଜୟ୍ଗ୍ ବେତ୍ସାଇଦା, କାୟ୍ତାକ୍ବଃଲେକ୍ ତୁମିମଃନାର୍ ବିତ୍ରେ ଜୁୟ୍ ଜୁୟ୍ ସଃକ୍ତିର୍ କାମ୍ କଃରା ଅୟ୍ଆଚେ, ସେରିମଃନ୍ ସଃବୁ ସର୍ ଆର୍ ସିଦନ୍ ତଃୟ୍ଁ କଃରା ଅୟ୍ରିଲେକ୍, ସେମଃନ୍ କଃଡେବଃଳ୍ ହୁଣି ବାସ୍ତା ହିନ୍ଦି ଚାରେ ବଃସି ହାହ୍ ଚାଡି ରିଲାୟ୍ହୁଣି । 22 ଅୟ୍ଲେକ୍ ହେଁ ମୁଁୟ୍ ତୁମିମଃନ୍କେ କଃଉଁଲେ, ଇସ୍ୱର୍ ବିଚାର୍ କଃର୍ତା ଦିନ୍ ସର୍ ଆର୍ ସିଦନ୍ ତଃୟ୍ର୍ ଲକ୍ମଃନ୍କେ ଅଃଦିକ୍ ଦଃୟା ଦଃକାୟ୍ଦ୍ । 23 ଏ କପୁର୍ନାହୁମ୍ ତଃୟ୍ର୍ ଲକ୍ମଃନ୍, ତୁମି କାୟ୍ ନିଜେ ସଃର୍ଗେ ହଃତେକ୍ ଉଟୁକ୍ ମଃନ୍ କଃରୁଲାସ୍ ? ତୁମିକେ ନଃର୍କେ ହଃକା ଅୟ୍ଦ୍, କାୟ୍ତାକ୍ବଃଲେକ୍ ତୁମାର୍ ତଃୟ୍ ଜୁୟ୍ ଜୁୟ୍ ସଃକ୍ତିର୍ କାମ୍ କଃରା ଅୟ୍ଆଚେ, ସେରି ସଃବୁ ଜଦି ସଦମ୍ ତଃୟ୍ କଃରା ଅୟ୍ରିଲେକ୍, ସେରି ଆଜି ହଃତେକ୍ ରିଲିହୁଣି । 24 ✡ମାତି ୧୦:୧୫; ଲୁକ ୧୦:୧୨.ମୁଁୟ୍ ତୁମିକେ ସଃତ୍ କଃଉଁଲେ, ଇସ୍ୱର୍ ବିଚାର୍ କଃର୍ତା ଦିନ୍ ତୁମାର୍ ତଃୟ୍ହୁଣି ସଦମ୍ ଦେସାର୍ ଲକ୍ମଃନ୍କେ ଅଃଦିକ୍ ଦଃୟା ଦଃକାୟ୍ଦ୍ ।”
25 ସଃଡେବଃଳ୍ ଜିସୁ ପାର୍ତ୍ନା କଃରି କୟ୍ଲା, “ଏ ଉବା, ସଃର୍ଗ୍ ଆର୍ ହୁର୍ତିବିର୍ ମାପ୍ରୁ, ତୁୟ୍ ବୁଦି ଆର୍ ଗ୍ୟାନ୍ ରିଲା ଲକ୍ମଃନ୍କେ ଇ ସଃବୁ କଃତା ଲୁକାୟ୍କଃରି ବୁଦି ନୟ୍ଲା ଲକ୍କେ ଜାଣାୟ୍ଲିସ୍, ସେତାର୍ ଗିନେ ତକେ ଜୁଆର୍ କଃରୁଲେ । 26 ଅୟ୍ ଉବା, କାୟ୍ତାକ୍ବଃଲେକ୍ ଇରି ତର୍ ଆକାୟ୍ ମଃନ୍ ସଃର୍ଦାର୍ କଃତା ଅୟ୍ଲି ।”
27 ✡ଜହ ୩:୩୫; ଜହ ୧:୧୮; ୧୦:୧୫.“ମର୍ ଉବାର୍ ଅଃଦିକାରେ ରିଲା ସଃବୁ ଅଃଦିକାର୍ ମକ୍ ଦିଆ ଅୟ୍ଆଚେ, ଆର୍ ହୟ୍ସିକେ କେ ନଃଜାଣ୍ତି, ମଃତର୍ ଉବାସି ହଃକା ଜାଣିଆଚେ, ଆରେକ୍ ଉବାକ୍ କେ ନଃଜାଣ୍ତି, ମଃତର୍ ହଅ ହଃକା ଜାଣିଆଚେ, ଆର୍ ହଅ ଜୁୟ୍ମଃନ୍କ୍ ଉବାକ୍ ଜାଣାଉଁକ୍ ମଃନ୍ କଃରେଦ୍, ସେମଃନ୍ ହଃକା ଜାଣ୍ତି ।”
28 “ଏ ତାକ୍ଲା ଆର୍ ବଜ୍ ବୟ୍ଲା ଲକ୍ମଃନ୍, ମର୍ ତଃୟ୍ ଆସା, ମୁଁୟ୍ ତୁମିମଃନ୍କେ ବିସାଉଁକ୍ ଦଃୟ୍ନ୍ଦ୍ । 29 ମର୍ ଜିଅଡି ଅଃହ୍ଣା ଅଃହ୍ଣାର୍ କଃନ୍ଦେ ବଃଉଆ, ଆର୍ ମର୍ ତଃୟ୍ହୁଣି ସିକା, କାୟ୍ତାକ୍ବଃଲେକ୍ ମୁଁୟ୍ ନିଜେ ଦିର୍ ଆର୍ ମଃନ୍ ସୁଦାର୍ ଅୟ୍ ଆଚି, ସେତାକ୍ ତୁମିମଃନ୍ ମର୍ ତଃୟ୍ ଜିବନ୍ ବିତ୍ରେ ବିସାଉଁ ହାରାସ୍ । 30 ଆରେକ୍ ମୁଁୟ୍ ଜୁୟ୍ ଜିଅଡି ଦଃୟ୍ନ୍ଦ୍ ସେରି ବଃଉଁକେ ନିକ ଆର୍ ଉହାସ୍ ।”
<- ମାତିଉ 10ମାତିଉ 12 ->