4 ଆରେକ୍ ଜିସୁ ତାକ୍ ଚୁୟ୍କଃରି ଉଜ୍ କଃଲା, ଆର୍ ତାର୍ ଗଃରେ ହଃଟାୟ୍ ଦିଲା । 5 [a]ତାର୍ହଃଚେ ଜିସୁ ସେମଃନ୍କେ କୟ୍ଲା, “ତୁମାର୍ ବିତ୍ରେ କେ ନିଜାର୍ ହିଲା କି ବଃଇଲ୍ କୁଇଁକାଲେ ଅଦୁର୍ଲେକ୍ କାୟ୍ରି ତାକେ ବିସାଉଁଣିବାରେ ତଃତ୍କାଣ୍ ଉଟାଉଁ ନଃଚାସ୍ ?”
6 ଆର୍ ସେମଃନ୍ ଜିସୁକେ ଇସଃବୁ କଃତାର୍ ଉତୁର୍ ଦେଉଁ ନଃହାର୍ଲାୟ୍ ।
12 ଜିସୁ ତାକ୍ କାଉଁକେ କୁଦିରିଲା ମାନାୟ୍କେ କୟ୍ଲା, “ଦିନ୍ବଃଳ୍ କି ରାତିବଃଳ୍ ବଜି ଦିଲେକ୍ ଅଃହ୍ଣାର୍ ସଃଙ୍ଗ୍ କି ବାୟ୍, କି ନିଜାର୍ଲକେ କି ହାକିହଃଳ୍ସାର୍ ମାଜନ୍ମଃନ୍କେ କୁଦା ନାୟ୍, ବଃଲେକ୍ ସେମଃନ୍ ହେଁ ଗଟ୍ ଦିନ୍ ତୁମିକେ ବଜି କାଉଁକେ କୁଦ୍ତି; ଆର୍ ସଃଡେବଃଳ୍ ତୁମିମଃନ୍ ବାଦ୍ଲା ହାଉଆସ୍ । 13 ମଃତର୍ ତୁମି ବଜି ଦିଲେକ୍, ଇନସ୍ତାମଃନ୍କେ, କଲାମଃନ୍କେ, ଚଟାମଃନ୍କେ ଆର୍ କାଣାମଃନ୍କେ କୁଦା; 14 ତଃବେ ତୁମି ମଃନ୍କାର୍ ବାୟ୍ଗ୍ ଅୟ୍ଦ୍, ବଃଲେକ୍ ତୁମିକେ ଲେଉଟାୟ୍ ଦେଉଁକେ ସେମଃନାର୍ ହାକ୍ କାୟ୍ରି ନାୟ୍ ଆର୍ ଜଃଡେବଃଳ୍ ଦଃର୍ମିଲକ୍ମଃନ୍ ଆରେକ୍ ଜିବନ୍ ହାୟ୍କଃରି ଉଟ୍ତି, ସଃଡେବଃଳ୍ ଇସ୍ୱର୍ ତୁମିକେ ଲେଉଟାୟ୍ ଦଃୟ୍ଦ୍ ।”
15 ଜିସୁର୍ ସଃଙ୍ଗ୍ କାଉଁକେ ବଃସିରିଲା ଲକ୍ମଃନାର୍ ବିତ୍ରେ ଗଟେକ୍ ଲକ୍ ଇସଃବୁ କଃତା ସୁଣି, ଜିସୁକେ କୟ୍ଲା, “ଜୁୟ୍ ଲକ୍ ମାପ୍ରୁର୍ ରାଇଜେ ବଜି କାଉଁକେ ବଃସେଦ୍ ତାର୍ ବାୟ୍ଗ୍ ।”
16 ମଃତର୍ ଜିସୁ ତାକ୍ କୟ୍ଲା, “ଗଟ୍ ଲକ୍ ଗଟ୍ତର୍ ରାତିବଃଳ୍ୟା ବଃଡ୍ବଜି ଦେଉଁକେ ମଃନ୍କଃରି ଗାଦେକ୍ ଲକେ କୁଦ୍ଲା; 17 ଆର୍ ଜଃଡେବଃଳ୍ ବଜି ଦେତା ବେଳା ଅୟ୍ଲି, ସଃଡେବଃଳ୍ ସେ ବଜି କାଉଁକେ ଆସିରିଲା ଲକ୍ମଃନ୍କେ ବଜି କାଉଁକେ ଆସା ବଃଲି କୁଦୁକେ ତାର୍ ଗତିଦଃଙ୍ଗ୍ଳାକ୍ ହଃଟାୟ୍ଲା । 18 ମଃତର୍ ସେ କୁଦା ଅୟ୍ରିଲା ଲକ୍ମଃନ୍ ଅଃକାମାଡେ ଗଃଉଆରି କଃରୁକେ ଦଃର୍ଲାୟ୍, ‘ଅଃମିମଃନ୍ ଆସୁ ନଃହାରୁ,’ ହଃର୍ତୁର୍ ମାନାୟ୍ କୟ୍ଲା, ‘ମୁଁୟ୍ ଅଃବେ ବେଡା କଃଣ୍ଡେକ୍ ଗେନ୍ଲେ ଆଚି, ମକ୍ ସେରି ଦଃକୁକ୍ ହଃଳେଦ୍; ସେତାର୍ଗିନେ ମୁଁୟ୍ ଆସୁ ନଃହାରି, ମକ୍ କେମା କଃର୍ ।’ 19 ଆରେକ୍ ଏକ୍ଲା ଗଃଉଆରି କଃଲା, ମୁଁୟ୍ ହାଁଚ୍ ଅଃଳ୍ ବଃଇଲ୍ ଗେନିଆଚି, ଆର୍ ମୁୟ୍ଁ ଅଃବେ ସେମଃନ୍କେ ସିକ୍ଲାର୍ କି ନଃସିକ୍ଲାର୍ ଜାଣୁକେ ଜଃଉଁଲେ; ସେତାର୍ଗିନେ ମୁଁୟ୍ ଆସୁ ନଃହାରି, ମୁଁୟ୍ କେମା ହାୟ୍ ଆଚି ବଃଲି ମଃନେ କଃର୍ । 20 ବିନ୍ ମାନାୟ୍ କୟ୍ଲା, ମୁଁୟ୍ ନଃଉଆଁ କଃରି ବିବା ଅୟ୍ ଆଚି, ସେତାର୍ଗିନେ ମୁଁୟ୍ ଆସୁ ନଃହାରି ।”
21 “ତଃବେ ସେ ଦଃଙ୍ଗ୍ଳା ବାଉଳି ଆସିକଃରି ତାର୍ ସାଉକାର୍ କେ ସେସଃବୁ କଃତା ଜାଣାୟ୍ଲା । ସେତାକ୍ ସାଉକାର୍ ବଃଡେ ରିସା ଅୟ୍ ଅଃହ୍ଣାର୍ ଗତିଦଃଙ୍ଗ୍ଳାକ୍ କୟ୍ଲା, ‘ତୁୟ୍ ବେଗି ଜାୟ୍କଃରି ଗଃଳାର୍ ଡଃଣ୍ଡ୍ ଆର୍ କଲିବିଲି ଜାୟ୍ ଗଃରିବ୍, କଃଲା, କାଣା ଆର୍ ଚଟାମଃନ୍କେ ଇତି କୁଦିଆଣ୍ ।’ 22 ହଃଚେ ସେ ଗତିଦଃଙ୍ଗ୍ଳା କୟ୍ଲା, ଏ ସାଉକାର୍ ତର୍ ବଲ୍ ହଃର୍କାରେ କଃରାଜାୟ୍ ଆଚେ; ଅୟ୍ଲେକ୍ ହେଁ ଆରେକ୍ ଗାଦା ଲକାର୍ ଗିନେ ଟାଣ୍ ଆଚେ । 23 ତଃବେ ସାଉକାର୍ ସେ ଗତିଦଃଙ୍ଗ୍ଳାକ୍ କୟ୍ଲା, ‘ରଃଜାର୍ ରଃସ୍ତାବାଟେ ଆର୍ ସାଉଳିମଃନ୍କେ ଜାୟ୍, ମର୍ ଗଃର୍ ଜଃନ୍କଃରି ବଃର୍ତି ଅୟ୍ଦ୍, ସେତାକ୍ ଲକ୍ମଃନ୍କେ ଆସୁକ୍ କଃଉ ।’ 24 ମୁୟ୍ଁ ତୁମିକେ କଃଉଁଲେ, ସେ କୁଦାୟ୍ ଅୟ୍ରିଲା ଲକ୍ମଃନ୍କାର୍ ବିତ୍ରେ କେହେଁ ମର୍ ବଜିର୍ ସୁଆଦ୍ ଚାକୁ ନାହାରେ ।”
25 ଗଟ୍ତର୍ ଗାଦେକ୍ ଲକ୍ମଃନ୍ଦା ଜିସୁର୍ ସଃଙ୍ଗ୍ ଜାତି ରିଲାୟ୍, ଜିସୁ ସେମଃନ୍କେ ଦଃକି କୟ୍ଲା, 26 [c]“ଜଦି କେ ମର୍ ହାକ୍ ଆସିକଃରି ଅଃହ୍ଣାର୍ ଉବାକ୍, ଆୟାକ୍, ଡକୁର୍ସିକେ, ହିଲାମଃନ୍କ୍, ବାୟ୍କ୍ ଆର୍ ବେଣିମଃନ୍କେ; ଆର୍ ତାର୍ ନିଜାର୍ ଜିବନ୍କେ ହେଁ ମର୍ ତଃୟ୍ହୁଣି ଅଃଦିକ୍ ଲାଡ୍ କଃରେଦ୍, ତଃବେ ସେ ମର୍ ଚେଲା ଅଃଉଁ ନାହାରେ । 27 [d]ଜୁୟ୍ ଲକ୍ ଅଃହ୍ଣାର୍ କ୍ରୁସ୍ ବୟ୍ କଃରି ମର୍ ହଃଚେ ନିଣ୍ଡେ, ସେ ମର୍ ଚେଲା ଅଃଉଁ ନଃହାରେ ।”
28 “ତୁମାର୍ ବିତ୍ରେ କେ ଜାଗୁଆଳି ଗଃର୍ ବାନ୍ଦ୍ତା ଗିନେ ଇଚା କଃରି, ସେରି ବାନ୍ଦି ସଃରାଉଁକ୍, ତାର୍ ହାକ୍ ଡାବୁ ଆଚେ କି ନାୟ୍, ଇରି ଆଗ୍ତୁ ବଃସିକଃରି କଃତେକ୍ ସଃରେଦ୍, ସେରି କାୟ୍ ଇସାବ୍ ନଃକେରେ ? 29 ଜଦି ସେ କୁନାଦି କଃଣି ଗଃର୍ବାନ୍ଦି ସଃରାଉଁକ୍ ନାହାର୍ଲା, ତଃବେ ଜଃତେକ୍ ଲକ୍ ସେରି ଦଃକ୍ତି, ସଃବୁଲକ୍ ତାକ୍ ଲାଜ୍ କଃରାୟ୍ କଃଉତି । 30 ଦଃକା ଇ ମାନାୟ୍ ଗଃର୍ ବାନ୍ଦୁକେ ଆରୁମ୍ କଃଲା, ମଃତର୍ ସଃରାଉଁକ୍ ନଃହାର୍ଲା ।”
31 “ଜଦି ଗଟ୍ ରଃଜା ବିନ୍ ଗଟେକ୍ ରଃଜା ସଃଙ୍ଗ୍ ଜୁଜ୍ କଃରୁକେ ଜାତିରିଲା ବଃଳ୍, କଳେ ଅଃଜାର୍ ସଃଇନ୍ ଦଃରି ତାର୍ ବିରଦେ ଜୁଜ୍ କଃରୁକେ ଆସ୍ତି ରିଲା ରଃଜାର୍ ସଃଙ୍ଗ୍ ଦଃସ୍ ଅଃଜାର୍ ସଃଇନ୍ ଦଃରିକଃରି ଜୁଜ୍ କଃରୁକେ ହାରେଦ୍ କି ନାୟ୍, ସେରି ଆଗ୍ତୁ ବଃସିକଃରି କାୟ୍ ବିଚାର୍ ନଃକେରେ ? 32 ଜଦି ସେ ତାର୍ ସଃଙ୍ଗ୍ ଜୁଜ୍ କଃରୁକେ ନଃହାରେ, ତଃବେ ସେ ବିନ୍ ରଃଜା ଦୁରିକ୍ ରିଲା ବଃଳ୍ କବୁର୍କାରିଆକେ ହଃଟାୟ୍ ବୁଜାମାନା ଅଃଉଁକେ ଗଃଉଆରି କଃରେଦ୍ । 33 ସେରଃକମ୍, ତୁମାର୍ ବିତ୍ରେ ଜୁୟ୍ ଲକ୍ ନିଜାର୍ ସଃର୍ନେ ନଃଚାଡ୍ଲେକ୍, ସେ ମର୍ ଚେଲା ଅଃଉଁ ନାହାରେ ।”