4 ସେତାକ୍ ଜିସୁ ତାକ୍ କୟ୍ଲା, “ଏଗା ଆୟା, ମକ୍ କାୟ୍ରି କଃରୁକେ ଅୟ୍ଦ୍ ? ଅଃବେ ହଃତେକ୍ ମର୍ ବେଳା ନାସେତା ।”
5 ଜିସୁର୍ ଆୟ୍ସି ସେବାକାରିମଃନ୍କେ କୟ୍ଲି, “ଜିସୁ ତୁମିମଃନ୍କେ ଜାୟ୍ବଃଲି କୟ୍ଦ୍, ସେରି କଃରା ।”
6 ଆର୍ ସେଲଃଗେ ଜିଉଦିମଃନାର୍ ନିର୍ମୁଳ୍ ଅଃଉତା ବିଦି ହଃର୍କାରେ ହଃତି ଗୁନାୟ୍ ହାଁଚ୍କଳି ମୁତା ହାଣି ଦଃର୍ତାର୍ ଚଅଗଟ୍ ଟେଳାୟ୍ ତିଆର୍ ଅୟ୍ଲା ବଃଡ୍ ବଃଡ୍ ହାଣି ଗୁନା ରିଲି । ଗଟେକ୍ ଗଟେକ୍ ହାଣି ଗୁନାୟ୍ ହାଁଚ୍କଳି ମୁତା ହାଣି ଦଃର୍ତିରିଲି ।
7 ଜିସୁ ଦଃଙ୍ଗ୍ଳାମଃନ୍କେ କୟ୍ଲା, “ଇ ଗୁନାୟ୍ମଃନ୍ ହାଣି ବଃର୍ତି କଃରା ।” ସେତାକ୍ ସେମଃନ୍ ହଃତିତଃୟ୍ ଗଃଳା ହଃତେକ୍ ବଃର୍ତି କଃଲାୟ୍ ।
8 ଜିସୁ ସେମଃନ୍କେ କୟ୍ଲା, “ଅଃବେ ଇତିର୍ ହାଣି ଡୁବି ନଃୟ୍କଃରି ବଜିର୍ ବଃଣ୍ଡାର୍ ଗଃରିଆକ୍ ଦିଆସ୍ ।”
11 ଜିସୁ ଇବାନ୍ୟା ହଃର୍ତୁମେ ଗାଲିଲିର୍ କାନା ଗଃଳେ କାବା ଅଃଉତା ଚିନ୍ ଆରୁମ୍ କଃରି ଅଃହ୍ଣାର୍ ଜଃଜ୍ମାନ୍ ଦଃକାୟ୍ଲା, ଆର୍ ତାର୍ ଚେଲାମଃନ୍ ତାର୍ତଃୟ୍ ବିସ୍ୱାସ୍ କଃଲାୟ୍ ।
12 [a]ଇତାର୍ ହଃଚେ ଜିସୁ ଅଃହ୍ଣାର୍ ଆୟ୍ସି, ବାୟ୍ମଃନ୍ ଆର୍ ଚେଲାମଃନାର୍ ସଃଙ୍ଗ୍ କପୁର୍ନାହୁମ୍ ଗଃଳେ ଗଃଲାୟ୍; ଆରେକ୍ ସେମଃନ୍ ସେତି କଃତି ଦିନ୍ ରିଲାୟ୍ ।
13 ସଃଡେବଃଳ୍ ଜିଉଦିମଃନାର୍ ମୁକ୍ଳାଉଁଣି ହଃର୍ବ୍ ଚଃମେ ଅୟ୍ ଆସିରିଲି, ଆର୍ ଜିସୁ ଜିରୁସାଲମେ ଗଃଲା । 14 ଆରେକ୍, ଜିସୁ ମନ୍ଦିରେ ଗାୟ୍, ମେଣ୍ଡା, ହାଣ୍ଡ୍କା ବେବାରିମଃନ୍କେ ଆର୍ ଡାବୁ ବାଦ୍ଲାଉମଃନ୍ କେ ବଃସି ରିଲାର୍ ଦଃକ୍ଲା, 15 ସେତାକ୍ ସେ ଡର୍ଲଃଗେ ସାଟ୍ଣି ତିଆର୍ କଃରି ଗାୟ୍, ମେଣ୍ଡା ମଃନ୍କେ ମନ୍ଦିରେ ହୁଣି ବାର୍ କଃରି ଦିଲା । ଡାବୁ ବାଦ୍ଲାଉମଃନାର୍ ସଃବୁ ଟେବୁଲ୍ମଃନ୍କେ ଉଲ୍ଟାୟ୍ ଦଃୟ୍ ଟଃକା ବିଚ୍ରି ହଃକାୟ୍ଲା 16 ଆର୍ ଜିସୁ ହାରୁଆ ବେବାରିମଃନ୍କେ କୟ୍ଲା, “ଇ ସଃବୁକ୍ ଇତି ହୁଣି ଦଃରି ଜାହା, ମର୍ ଉବାର୍ ଗଃର୍କେ ବେବାର୍ ଗଃର୍ କଃରା ନାୟ୍ ।” 17 “ଏ ପବିତ୍ର ଇସ୍ୱର୍, ତର୍ ଗଃରାର୍ ଗିନେ ଗଃର୍ବେ ଜୟ୍ ଲାଗ୍ଲା ହର୍ ମକ୍ ଚିତା ମାଡି ବଃସେଦ୍ ।” ଇରି ଦଃର୍ମ୍ ସାସ୍ତରେ ଲେକା ଆଚେ ବଃଲି ତାର୍ ଚେଲାମଃନ୍କେ ମଃନେ ହଃଳ୍ଲି ।
18 ସେତାକ୍ ଜିଉଦିମଃନାର୍ ମୁଳିକାମଃନ୍ ଜିସୁ ହାକ୍ ବାଉଳି ଆସି ଇରି ହଃଚାର୍ଲାୟ୍, ତୁୟ୍ ଇସଃବୁ କାମ୍ କଃରୁକେ “ଅଃଦିକାର୍ ହାୟ୍ ଆଚ୍ସି, ବଃଲି ଅଃମିମଃନ୍ କଃନ୍କଃରି ଜାଣୁନ୍ଦ୍ ଅଃମିମଃନ୍କ୍ କାୟ୍ ଚିନ୍ ଦଃକାଉଁହାର୍ସି ?”
19 [b]ଜିସୁ ସେମଃନ୍କେ ଉତୁର୍ ଦିଲା, “ତୁମିମଃନ୍ ଇ ମନ୍ଦିର୍କେ ନଃସ୍ଟ୍ କଃଲେକ୍, ତିନ୍ ଦିନ୍ ବିତ୍ରେ ମୁୟ୍ ସେରି ଆରେକ୍ ତିଆର୍ କଃରିନ୍ଦ୍ ।”
20 ସେତାକ୍ ଜିଉଦିମଃନ୍ କୟ୍ଲାୟ୍, “ଇ ମନ୍ଦିର୍ ତିଆର୍ କଃରୁକେ ଦୁୟ୍କଳି ଚଅ ବଃର୍ସ୍ ଲାଗି ଆଚେ; ଆର୍ ତୁୟ୍ କାୟ୍ରି ସେରି ତିନିଦିନ୍ ବିତ୍ରେ ତିଆର୍ କଃର୍ସି ?”
21 ମଃତର୍ ଜିସୁ ତାର୍ ଅଃହ୍ଣାର୍ ଗଃଗାଳ୍ ମନ୍ଦିର୍କେ ଦଃକାୟ୍ ଇ କଃତା କୟ୍ରିଲା । 22 ଜିସୁ ମଃରି ଉଟ୍ଲା ହଃଚେ ତାର୍ ଚେଲାମଃନ୍ ମଃନେ ଏତାୟ୍ଲାୟ୍ ଜେ ସେ ଇରି କୟ୍ ରିଲା; ଆରେକ୍, ସେମଃନ୍ ଦଃର୍ମ୍ ସାସ୍ତର୍ ଆର୍ ଜିସୁର୍ କୟ୍ଲା କଃତାକ୍ ସଃତ୍ କଃଲାୟ୍ ।