6 ତୁୟ୍ ମକ୍ ଜଃଗତାର୍ ବିତ୍ରେ ଜୁୟ୍ ଲକ୍ମଃନ୍କେ ସଃର୍ହି ଦଃୟରିଲିସ୍, ମୁୟ୍ ସେମଃନାର୍ ଲଃଗେ ତର୍ ନାଉଁ ଜାଣାୟ୍ଲେ ଆଚି; ସେମଃନ୍ ତର୍ ରିଲାୟ୍, ଆର୍ ତୁୟ୍ ସେମଃନ୍କେ ମକ୍ ସଃର୍ହି ଦିଲିସ୍, ଆର୍ ସେମଃନ୍ ତର୍ କଃତା ମାନ୍ଲାୟ୍ ଆଚ୍ତି । 7 ତୁୟ୍ ମକ୍ ଜୁୟ୍ ଜୁୟ୍ରି ସଃର୍ହି ଦଃୟ୍ ଆଚ୍ସି, ସେ ସଃବୁ ଜେ ତର୍ ତଃୟ୍ହୁଣି ଆସି ଆଚେ, ଇରି ସେମଃନ୍ ଅଃବେ ବୁଜି ଆଚ୍ତି । 8 କାୟ୍ତାକ୍ବଃଲେକ୍ ତୁୟ୍ ମକ୍ ଜୁୟ୍ ସଃବୁ କଃତା ସଃର୍ହି ଦିଲିସ୍, ମୁୟ୍ ସେମଃନ୍କେ ସେସଃବୁ ସଃର୍ହି ଦିଲେ ଆଚି, ଆର୍ ସେମଃନ୍ ଦଃରି ଆଚ୍ତି, ଆରେକ୍ ମୁୟ୍ ଜେ ତର୍ ଲଃଗେହୁଣି ଆସି ଆଚି, ଆର୍ ତୁୟ୍ ମକ୍ ହଃଟାୟ୍ ଆଚ୍ସି ବଃଲି ନିଜ୍କଃରି ଜାଣ୍ଲାୟ୍ ଆର୍ ବିସ୍ୱାସ୍ କଃରୁଲାୟ୍ ।
9 ମୁୟ୍ ସେମଃନାର୍ ଗିନେ ପାର୍ତ୍ନା କଃରୁଲେ; ଜଃଗତାର୍ ଗିନେ ପାର୍ତ୍ନା ନଃକେରି, ମଃତର୍ ତୁୟ୍ ମକ୍ ଜୁୟ୍ମଃନ୍କ୍ ଦଃୟ୍ ଆଚ୍ସି, ସେମଃନାର୍ ଗିନେ ପାର୍ତ୍ନା କଃରୁଲେ, କାୟ୍ତାକ୍ବଃଲେକ୍ ସେମଃନ୍ ତର୍; 10 ଜୁୟ୍ ଜୁୟ୍ରି ମର୍, ସେ ସଃବୁ ତର୍, ଆରେକ୍ ଜୁୟ୍ ଜୁୟ୍ରି ତର୍, ସେ ସଃବୁ ମର୍; ଆର୍ ମୁୟ୍ ସେମଃନାର୍ ତଃୟ୍ହୁଣି ଜଃଜ୍ମାନ୍ ହାୟ୍ଆଚି । 11 ମୁୟ୍ ଆରେକ୍ ଇ ଜଃଗତେ ନଃରେୟ୍ଁ, ମଃତର୍ ଇମଃନ୍ ଜଃଗତେ ରେଉଁଲାୟ୍; ଆରେକ୍, ମୁୟ୍ ତର୍ ଲଃଗେ ଜଃଉଁଲେ । ପବିତ୍ର ଉବା, ତୁୟ୍ ମକ୍ ଦିଲା ନାଉଁଆର୍ ସଃକ୍ତିୟେ ସେମଃନ୍କେ ବଚାଉ; ଜଃନ୍କଃରି ଅଃମିମଃନ୍ ଗଟେକ୍, ସେମଃନ୍ ସେବାନ୍ୟା ଗଟେକ୍ ଅଃଉଁକେ ଉହ୍କାର୍ କଃର୍ । 12 ✡ଜହ ୧୩:୧୮.ସେମଃନାର୍ ସଃଙ୍ଗ୍ ରେତି ରିଲାବଃଳ୍ ମୁୟ୍ ସେମଃନ୍କେ ତର୍ ନାଉଁଆର୍ ସଃକ୍ତିୟେ ବାଚାୟ୍ ଆସିଆଚି, ଜୁୟ୍ ନାଉଁ ତୁୟ୍ ମକ୍ ଦଃୟ୍ଆଚ୍ସି; ଆର୍ ମୁୟ୍ ସେମଃନ୍କେ ଜଃଗ୍ରାତ୍ କଃରି ବାଚାୟ୍ ଆଚି ଆର୍ ଦଃର୍ମ୍ ସାସ୍ତର୍ ତଃୟ୍ର୍ ବଃଚନ୍ ଜଃନ୍କଃରି ହୁରୁଣ୍ ଅୟ୍ଦ୍, ଇତାର୍ ଗିନେ ଜୁୟ୍ ଲକ୍ ନଃସ୍ଟ୍ ଅଃଉଁକେ ରିଲି ସେ ହଃକା ନଃସ୍ଟ୍ ଅୟ୍ଲା ଆଚେ ଆର୍ ସେମଃନାର୍ ବିତ୍ରେ ଗଟେକ୍ ହେଁ ନଃସ୍ଟ୍ ନଃଉତି । 13 ଆର୍ ଅଃବେ ମୁୟ୍ ତର୍ ଲଃଗେ ଆସୁଲେ, ଆର୍ ସେମଃନାର୍ ମଃନ୍ ବିତ୍ରେ ମର୍ ସଃର୍ଦା ଜଃନ୍କଃରି ହୁରା ଅୟ୍ଦ୍, ସେତାର୍ ଗିନେ ଜଃଗତେ ରେଉଁ ରେଉଁ ମୁୟ୍ ଇ ସଃବୁ କଃତା କଃଉଁଲେ । 14 ମୁୟ୍ ସେମଃନ୍କେ ତର୍ ବଃଚନ୍ ଦଃୟ୍ ଆଚି, ଆର୍ ଜଃଗତ୍ ସେମଃନ୍କେ ବିରଦ୍ କଃରିଆଚେ, କାୟ୍ତାକ୍ବଃଲେକ୍ ମୁୟ୍ ଜଃନ୍କଃରି ଇ ଜଃଗତାର୍ ଲକ୍ ନାୟ୍, ସେମଃନ୍ ହେଁ ସେବାନ୍ୟା ଇ ଜଃଗତାର୍ ଲକ୍ ନାୟ୍ । 15 ତୁୟ୍ ସେମଃନ୍କେ ଜଃଗତେ ହୁଣି ନେ ବଃଲି ମୁୟ୍ ପାର୍ତ୍ନା ନଃକେରି, ମଃତର୍ ସେମଃନ୍କେ ଦୁସ୍ଟ୍ ଲକାର୍ ଆତେ ହୁଣି ବଚାଉ ବଃଲି ପାର୍ତ୍ନା କଃରୁଲେ । 16 ମୁୟ୍ ଜଃନ୍କଃରି ଇ ଜଃଗତାର୍ ଲକ୍ ନାୟ୍, ସେମଃନ୍ ହେଁ ସେବାନ୍ୟା ଇ ଜଃଗତାର୍ ଲକ୍ ନାୟ୍ । 17 ସଃତ୍ ସଃଙ୍ଗ୍ ସେମଃନ୍କେ ପବିତ୍ର କଃର୍, ତର୍ ବଃଚନ୍ ତ ସଃତ୍ । 18 ତୁୟ୍ ମକ୍ ଜଃନ୍କଃରି ଜଃଗତେ ହଃଟାୟ୍ ଆଚ୍ସି, ମୁୟ୍ ହେଁ ସେମଃନ୍କେ ସେବାନ୍ୟା ଜଃଗତେ ହଃଟାୟ୍ ଆଚି । 19 ଆର୍ ସେମଃନ୍ ହେଁ ଜଃନ୍କଃରି ସଃତ୍ ସଃଙ୍ଗ୍ ପବିତ୍ର ଅଃଉତି, ଇତାର୍ ଗିନେ ମୁୟ୍ ସେମଃନାର୍ ଗିନେ ନିଜ୍କେ ପବିତ୍ର କଃରୁଲେ । 20 ମୁୟ୍ ଅଃବ୍କା ଇମଃନାର୍ ଗିନେ ପାର୍ତ୍ନା ନଃକେରି, ମଃତର୍ ଇମଃନାର୍ ବଃଚନ୍ ସଃଙ୍ଗ୍ ଜୁୟ୍ ଲକ୍ମଃନ୍ ମର୍ ଲଃଗେ ବିସ୍ୱାସ୍ କଃର୍ତି, ସେମଃନାର୍ ଗିନେ ହେଁ ପାର୍ତ୍ନା କଃରୁଲେ । 21 ଜଃନ୍କଃରି ସେମଃନ୍ ସଃବୁ ଲକ୍ ଗଟେକ୍ ଅଃଉତି ଇରି ମର୍ ପାର୍ତ୍ନା; ଏ ଉବା, ତୁୟ୍ ଜଃନ୍କଃରି ମର୍ ଲଃଗେ ଆଚ୍ସି ଆର୍ ମୁୟ୍ ତର୍ ଲଃଗେ ଆଚି, ସେମଃନ୍ ହେଁ ସେବାନ୍ୟା ଅଃମାର୍ ଲଃଗେ ରେଅତ୍, ଜଃନ୍କଃରି ତୁୟ୍ ମକ୍ ହଃଟାୟ୍ଲିସ୍ ବଃଲି ଜଃଗତ୍ ବିସ୍ୱାସ୍ କଃରେଦ୍ । 22 ଆର୍, ତୁୟ୍ ମକ୍ ଜୁୟ୍ ଜଃଜ୍ମାନ୍ ଦଃୟ୍ ଆଚ୍ସି, ମୁୟ୍ ସେମଃନ୍କେ ସେରି ଦଃୟ୍ ଆଚି, ଜଃନ୍କଃରି ତୁୟ୍ ଆର୍ ମୁୟ୍ ଗଟେକ୍, ସେମଃନ୍ ସେବାନ୍ୟା ଗଟେକ୍ ଅଃଉତି; 23 ମୁୟ୍ ସେମଃନାର୍ ଲଃଗେ, ଆର୍ ତୁୟ୍ ମର୍ ଲଃଗେ, ଜଃନ୍କଃରି ସେମଃନ୍ ମିସି ଗଟେକ୍ ଅଃଉତି, ତଃବେ ଜଃଗତ୍ ବୁଜେଦ୍ ଜେ ତୁୟ୍ ମକ୍ ହଃଟାୟ୍ଲିସ୍, ଆରେକ୍ ମକ୍ ଜଃନ୍କାର୍ ଲାଡ୍ କଃଲିସ୍, ସେମଃନ୍କେ ସେବାନ୍ୟା ଲାଡ୍ କଃରୁଲିସ୍ ।”
24 “ଏ ଉବା, ତୁୟ୍ ମକ୍ ଜୁୟ୍ମଃନ୍କ୍ ଦଃୟ୍ ଆଚ୍ସି, ମୁୟ୍ ଜୁୟ୍ ଲଃଗେ ରଃୟ୍ନ୍ଦ୍, ସେମଃନ୍ ହେଁ ସେତି ଜଃନ୍କଃରି ମର୍ ସଃଙ୍ଗ୍ ରେତି ଆର୍ ଜଃଗତାର୍ ଉବ୍ଜାଣ୍ ହୁର୍ବେ ତୁୟ୍ ମକ୍ ଲାଡ୍ କଃରି ରିଲାକ୍ ମକ୍ ଜୁୟ୍ ଜଃଜ୍ମାନ୍ ଦଃୟ୍ ଆଚ୍ସି, ମର୍ ସେ ଜଃଜ୍ମାନ୍ ସେମଃନ୍ ଜଃନ୍କଃରି ଦଃକ୍ତି, ଇରି ମର୍ ମଃନ୍ । 25 ଏ ଦଃର୍ମି ଉବା, ଜଃଗତ୍ ତକ୍ ନଃଜାଣେ, ମଃତର୍ ମୁୟ୍ ତକ୍ ଜାଣି ଆଚି; ଆର୍, ତୁୟ୍ ଜେ ମକ୍ ହଃଟାୟ୍ଲିସ୍, ସେରି ଇମଃନ୍ ଜାଣି ଆଚ୍ତି । 26 ଆରେକ୍, ତୁୟ୍ ମକ୍ ଜୁୟ୍ ଲାଡ୍ କଃଲିସ୍, ସେରି ଜଃନ୍କଃରି ସେମଃନାର୍ ତଃୟ୍ ରଃୟ୍ଦ୍ ଆର୍ ମୁୟ୍ ସେମଃନାର୍ ତଃୟ୍ ରଃୟ୍ନ୍ଦ୍, ଇତାର୍ ଗିନେ ମୁୟ୍ ସେମଃନ୍କେ ତର୍ ନାଉଁ ଜାଣାୟ୍ ଆଚି ଆର୍ ସଃବୁବଃଳ୍ ଜାଣାୟ୍ଦ୍ ।”
<- ଜହନ୍ 16ଜହନ୍ 18 ->✡17:12 ଜହ ୧୩:୧୮.