1 “ତୁମିମଃନ୍ ଜଃନ୍କଃରି ନିଜାର୍ ବିସ୍ୱାସ୍ ଦଃରି ରିଆସ୍, ସେତାର୍ ଗିନେ ମୁୟ୍ ତୁମିମଃନ୍କେ ଇସଃବୁ କଃତା କୟ୍ଆଚି । 2 ସେମଃନ୍ ତୁମିମଃନ୍କେ ଦଃଳେ ହୁଣି ବାର୍ତି ଆର୍ ଇବାନ୍ୟା ଦିନ୍ ଆସୁଲି, ଜଃଡେବଃଳ୍ ଲକ୍ମଃନ୍ ତୁମିକେ ମଃର୍ନେ ମାର୍ତି ଆର୍ ଇସ୍ୱର୍ ଲଃଗେ ସେବା କଃରୁଲୁ ବଃଲି ମଃନେ ବାବ୍ତି । 3 ଆର୍ ଲକ୍ମଃନ୍ ତୁମାର୍ ସଃଙ୍ଗ୍ ଇସଃବୁ କଃର୍ତି, କାୟ୍ତାକ୍ବଃଲେକ୍ ସେମଃନ୍ ମକ୍ କି ମର୍ ଉବାକ୍ ନଃଜାଣ୍ତି । 4 ମଃତର୍ ଇସଃବୁ ଗଃଟ୍ତା ଦିନ୍ ଆୟ୍ଲେକ୍, ମୁୟ୍ ଜେ ତୁମିମଃନ୍କେ କୟ୍ରିଲେ, ଇରି ଜଃନ୍କଃରି ତୁମିମଃନ୍ ମଃନେ ଏତାଉଆସ୍, ଇତାର୍ ଗିନେ ମୁୟ୍ ଇସଃବୁ କଃତା ତୁମିମଃନ୍କେ କଃଉଁଲେ । ମୁୟ୍ ତୁମାର୍ ସଃଙ୍ଗ୍ ରିଲେଲାଗି, ଆରୁମେ ହୁଣି ଇ କଃତା କୟ୍ ନଃରିଲେ ।”
12 ମୁୟ୍ ତୁମିମଃନ୍କେ ଆରେକ୍ ଗାଦେକ୍ କଃତା କଃଉତାର୍ ଆଚେ, ମଃତର୍ ତୁମିମଃନ୍ ଅଃବେ ସେସଃବୁ ସୁଣି ସଃମ୍ବାଳୁ ନଃହାରାସ୍ । 13 ମଃତର୍ ସେ, ବଃଲେକ୍ ସଃତ୍ ଆତ୍ମା ଆୟ୍ଲେକ୍, ସେ ବାଟ୍ ଦଃକାୟ୍ ତୁମିମଃନ୍କେ ସଃବୁ ସଃତ୍ ବିତ୍ରେ ନଃୟ୍ଦ୍, କାୟ୍ତାକ୍ବଃଲେକ୍ ସେ ଅଃହ୍ଣାର୍ ତଃୟ୍ହୁଣି କଃତା ନଃକୟ୍ଁ, ମଃତର୍ ଜାୟ୍ ଜାୟ୍ରି ସୁଣେଦ୍ ସେରି ସଃବୁ କୟ୍ଦ୍, ଆରେକ୍ ଜାୟ୍ରି ଆଗେ ଗଃଟୁକ୍ ଆଚେ ସେରି କୟ୍ଦ୍ । 14 ସେ ମକ୍ ଜଃଜ୍ମାନ୍ କଃରେଦ୍, ବଃଲେକ୍ ସେ ମୁୟ୍ କୟ୍ଲା ସଃବୁକଃତା ତୁମିମଃନ୍କେ ଜାଣାୟ୍ଦ୍ । 15 ଜାୟ୍ ଜାୟ୍ରି ଉବାର୍, ସେରିସଃବୁ ମର୍, ଇତାର୍ଗିନେ ମୁୟ୍ କୟ୍ଲେ, ପବିତ୍ର ଆତ୍ମା ମର୍ ତଃୟ୍ହୁଣି ସଃବୁ କଃତା ନଃୟ୍ ସେ ତୁମିମଃନ୍କେ ଜାଣାୟ୍ଦ୍ ।”
17 ତଃବେ ତାର୍ ଚେଲାମଃନାର୍ ବିତ୍ରେ କଃତିଲକ୍ କଃଉଆକଇ ଅୟ୍ଲାୟ୍, “ଅଃଳକ୍ ବେଳା ଆଚେ, ତୁମିମଃନ୍ ମକ୍ ଦଃକୁ ନାହାରାସ୍, ଆରେକ୍ ଗଟ୍ତର୍ ଅଃଳକ୍ ବେଳା ଗଃଲା ହଃଚେ ତୁମିମଃନ୍ ମକ୍ ଦଃକୁ ହାରାସ୍ ଆର୍ ମୁୟ୍ ଉବାର୍ ଲଃଗେ ଜଃଉଁଲେ, ଇ ଜୁୟ୍ କଃତା ସେ ଅଃମିମଃନ୍କ୍ କଃଉଁଲା, ଇତାର୍ ଅଃର୍ତ୍ କାୟ୍ରି ? 18 ଅଃଳକ୍ ବେଳ୍ ବଃଲି ଏ କାୟ୍ରି କଃଉଁଲା ? ସେ କାୟ୍ରି କଃଉଁଲା ଅଃମିମଃନ୍ ବୁଜୁ ନଃହାରୁଲୁ ।”
19 ଚେଲାମଃନ୍ ତାକ୍ ଗଃଉଆରି କଃରୁକେ ମଃନ୍ କଃରୁଲାୟ୍ ବଃଲି ଜାଣୁ ହାରି, ଜିସୁ ସେମଃନ୍କେ କୟ୍ଲା, “ଅଃଳକ୍ ବେଳା ଆଚେ, ତୁମିମଃନ୍ ମକ୍ ଦଃକୁ ନାହାରାସ୍, ଆରେକ୍ ଗଟ୍ତର୍ ଅଃଳକ୍ ବେଳ୍ ଗଃଲା ହଃଚେ ତୁମିମଃନ୍ ମକ୍ ଦଃକୁ ହାରାସ୍, ମୁୟ୍ ଇ ଜୁୟ୍ କଃତା କୟ୍ଲେ, ସେ କଃତାକ୍ ଦଃରି ତୁମିମଃନ୍ ନିଜାର୍ ନିଜାର୍ ବିତ୍ରେ କାୟ୍ବଃଲି କଃଉଆକଇ ଅଃଉଁଲାସ୍ ? 20 ସଃତ୍କଃରି ମୁୟ୍ ତୁମିମଃନ୍କେ କଃଉଁଲେ, ତୁମିମଃନ୍ ଦୁକ୍ କଃରାସ୍ ଆର୍ ଏତାୟ୍ ଏତାୟ୍ କାନ୍ଦାସ୍, ମଃତର୍ ଜଃଗତ୍ ସଃର୍ଦା କଃରେଦ୍; ତୁମିମଃନ୍ ଦୁକ୍ ଅଃଉଆସ୍, ମଃତର୍ ତୁମାର୍ ଦୁକ୍ ସଃର୍ଦାୟ୍ ହାସ୍ଲେଦ୍ । 21 ହିଲା ଜଃଲମ୍ କଃର୍ତା ବେଳା ଆୟ୍ଲେକ୍ ମାୟ୍ଜି ଦୁକ୍ ହାୟ୍ଦ୍, ମଃତର୍ ସେ ହିଲା ଜଃଲମ୍ କଃଲା ହଃଚେ ଜଃଗତ୍କେ ଗଟେକ୍ ନଃର୍ ହିଲା ଜଃଲମ୍ କଃଲା, ଇ ସଃର୍ଦା ଗିନେ ତାର୍ ଦୁକ୍କଃସ୍ଟ୍ ହାସ୍ରିଜାୟ୍ଦ୍ । 22 ସେବାନ୍ୟା ତୁମିମଃନ୍ ଅଃବେ ଦୁକ୍ ହାଉଁଲାସ୍, ମଃତର୍ ମୁୟ୍ ଆରେକ୍ ଗଟ୍ତର୍ ତୁମିମଃନ୍କେ ଦଃକାୟ୍ ଅୟ୍ନ୍ଦ୍, ଆର୍ ତୁମିମଃନାର୍ ମଃନ୍ ସଃର୍ଦା ଅୟ୍ଦ୍ ଆର୍ କେହେଁ ତୁମାର୍ ଲଃଗେହୁଣି ତୁମିମଃନାର୍ ସେ ସଃର୍ଦା ଚାଡାୟ୍ ନଃନେୟ୍ ।”
23 “ସେଦିନ୍ ଆୟ୍ଲେକ୍ ତୁମିମଃନ୍ ମକ୍ କାୟ୍ରି ହେଁ ଗଃଉଆରି କଃରୁକେ ନଃହେଳେ, ମୁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ଜଦି ତୁମିମଃନ୍ ମର୍ ନାଉଁଏ ଉବାକ୍ ଜାୟ୍ରି ମାଗାସ୍, ସେ ତୁମିମଃନ୍କେ ସେରି ଦଃୟ୍ଦ୍ । 24 ଅଃବେ ହଃତେକ୍ ତୁମିମଃନ୍ ମର୍ ନାଉଁଏ କାୟ୍ରି ନଃମାଗାସ୍; ଅଃବେହୁଣି ମାଗା, ତୁମିମଃନାର୍ ସଃର୍ଦା ଜଃନ୍କଃରି ହୁର୍ନ୍ ଅୟ୍ଦ୍, ସେତାର୍ଗିନେ ତୁମିମଃନ୍ ସେରି ହାଉଆସ୍ ।”
29 ଇ କଃତା ସୁଣି ତାର୍ ଚେଲାମଃନ୍ ତାକ୍ କୟ୍ଲାୟ୍, “ଦଃକ୍, ଅଃବେ ତୁୟ୍ ବୁଜ୍ଲା ହର୍କଃରି କଃଉଁଲିସ୍ ଆର୍ କଃତାନି ଆରେକ୍ ନଃକଉଁଲିସ୍ । 30 ଅଃବେ ଅଃମିମଃନ୍ ଜାଣ୍ଲୁ ଜେ ତୁୟ୍ ସଃବୁ ବିସୟ୍ ଜାଣି ଆଚ୍ସି, ଆରେକ୍ ତୁୟ୍ କାକେ ଗଃଉଆରି କଃର୍ତା ଲଳା ନାୟ୍; ଇସ୍ୱର୍ ଲଃଗେ ହୁଣି ତୁୟ୍ ଆସି ଆଚ୍ସି ବଃଲି ଅଃମିମଃନ୍ ଇତାର୍ ଗିନେ ସଃତ୍ କଃରୁଲୁ ।”
31 ଜିସୁ ସେମଃନ୍କେ କୟ୍ଲା, “ତୁମିମଃନ୍ କାୟ୍ ଅଃବେ ସଃତ୍ କଃରୁଲାସ୍ ? 32 ଦଃକା, ବେଳା ଆସୁଲି, ହେଁ, ଆୟ୍ଲିନି, ଜଃଡେବଃଳ୍ ତୁମିମଃନ୍ ଚିନ୍ବିନ୍ ଅୟ୍ ସଃବୁ ଲକ୍ ନିଜାର୍ ନିଜାର୍ ଗଃରେ ହଃଳାୟ୍ ଜାହାସ୍, ଆର୍ ମକ୍ ଏକ୍ଲା କଃରି ଚାଡାସ୍, ଅୟ୍ଲେକ୍ ହେଁ ମୁୟ୍ ଏକ୍ଲା ନାୟ୍, ବଃଲେକ୍ ଉବା ମର୍ ସଃଙ୍ଗ୍ ଆଚେ । 33 ତୁମିମଃନ୍ ଜଃନ୍କଃରି ମର୍ ଲଃଗେ ରଃୟ୍ ସୁସ୍ତା ହାଉଆସ୍, ଇତାର୍ ଗିନେ ମୁୟ୍ ତୁମିମଃନ୍କେ ଇ ସଃବୁ କଃତା କଃଉଁଲେ । ଜଃଗତେ ତୁମାର୍ ଗିନେ ଦୁକ୍ କଃସ୍ଟ୍ ଆଚେ, ମଃତର୍ ସାସ୍ ଦଃରା, ମୁୟ୍ ଜଃଗତ୍କେ ଜିଣି ଆଚି ।”
<- ଜହନ୍ 15ଜହନ୍ 17 ->