7 କ୍ରିସ୍ଟ ଦିଲା ହଃର୍କାରେ ଆମିମଃନ୍ ସଃବୁ ଲକ୍ ଗଟେକ୍ ଗଟେକ୍ ଆତ୍ମାର୍ ଦାନ୍ ହାୟ୍ଆଚୁ । 8 ଦଃର୍ମ୍ ସାସ୍ତରେ ଇ କଃତା ଲେକା ଆଚେ,
9 “ସେ ଉହ୍ରେ ଗଃଲା,” ଇତିର୍ ଅଃର୍ତ୍ କାୟ୍ରି ? ଇତିର୍ ଅଃର୍ତ୍, ହଃର୍ତୁ ସେ, ହୁର୍ତିବିର୍ ତଃଳେ ଉତ୍ରି ରିଲା । 10 ତଃବେ ଜେ ଉତ୍ରିରିଲା, ସେ ଜଃନ୍କଃରି ସଃବୁ ଜଃଗତ୍କେ ତାର୍ ମୁଏଁ ହୁର୍ନ୍ କଃରେଦ୍, ଇତାର୍ ଗିନେ ସେ ହେଁ ସଃର୍ଗେ ଗଃଲା । 11 ସେ କଃତିଲକେ ବର୍ ଦଃୟ୍ ଆଚେ କାକେ କାକେ ପେରିତ୍, କଃତିଲକେ ବାବ୍ବାଦି, କଃତିଲକେ ନିକ କବୁର୍ ପର୍ଚାର୍କଃରୁ, ଆରେକ୍ କଃତିଲକେ ପାସ୍ଟର୍ ଆର୍ କଃତିଲକେ ସିକାଉଁକେ ବାଚିଆଚେ । 12 କ୍ରିସ୍ଟର୍ ଗଃଗାଳ୍ ତିଆର୍ କଃରୁକେ ମାପ୍ରୁର୍ ସେବା କାମ୍ ହାୟ୍ ଇସ୍ୱରାର୍ ଲକ୍ମଃନ୍କେ ତିଆର୍ କଃରୁକେ ସେ ଇରି କଃରିଆଚେ । 13 ସେତାର୍ ଗିନେ ଅଃମି ସଃବୁଲକ୍ ଅଃମାର୍ ବିସ୍ୱାସେ ଆର୍ ଇସ୍ୱରାର୍ ହୟ୍ସି ଜିସୁର୍ କଃତାର୍ ଗିଆନେ ଗଟେକ୍ ଦଃଳ୍ ଅଃଉଁନ୍ଦ୍, କ୍ରିସ୍ଟର୍ ହର୍ ଅୟ୍କଃରି ଅଃମି ହୁର୍ନ୍ ଅଃଉଁନ୍ଦ୍ 14 ହିଲାମଃନାର୍ ହର୍ ଅଃମି ଅଃଉଁ ନଃଚୁଆଁ । ହଃବନେ ଆର୍ ଉଲାଳେ ହଃତିତର୍ ଏଣେ ତେଣେ ଅଃଉତା ହର୍ ଲକେ ବିନ୍ କଃତା ସିକାୟ୍ ନେତା ଟକୁଆମଃନାର୍ ଚଃଲାକି ସିକ୍ୟାୟ୍ ଗାବ୍ରା ଅଃଉଁ ନଃଚୁଆଁ । 15 ମଃତର୍ ଲାଡେ ସଃତ୍ କୟ୍ ସଃବୁ ବିସୟେ କ୍ରିସ୍ଟର୍ ତଃୟ୍ ଅଃମିମଃନ୍ ବାଡୁଆଁ, ସେତ ତ ମୁଣ୍ଡ୍ ହର୍ । 16 ✡କଲ ୨:୧୯.ତାର୍ ଆୟ୍ତେ ଗଃଗାଳାର୍ ବିନ୍ ବିନ୍ ଅଃଙ୍ଗ୍ମଃନ୍ ଗଟେକ୍ ତଃୟ୍ ଜଳିଅଃଉତି ଆର୍ ସେତି ରେତା ସଃନ୍ଦିମଃନାର୍ ଲାଗି ସଃଜାୟ୍ ଅୟ୍ ସଃବୁ ଗଃଗାଳ୍ ହାଜି ଅୟ୍ଦ୍ । ସେତାକ୍ ସଃବୁ ଅଃଙ୍ଗ୍ମଃନ୍ ନିଜାର୍ କାମ୍ ଟିକ୍ ବାବେ କଃରୁଲାକେ ସଃବୁ ଗଃଗାଳ୍ ନିଜେ ଲାଡେ ବାଡେଦ୍ ।
20 ମଃତର୍ ତୁମିମଃନ୍ କ୍ରିସ୍ଟର୍ ତଃୟ୍ହୁଣି ସେ ରଃକମ୍ ନଃସିକାସ୍ । 21 ତୁମିମଃନ୍ ବାୟ୍ଦ୍ରେ ତାର୍ ବିସୟ୍ ସୁଣି ଆଚାସ୍ ଆର୍ ଜିସୁର୍ ବିସୟେ ସଃତ୍ ହଃର୍କାରେ ତାର୍ ସଃଙ୍ଗେ ରଃୟ୍ ସଃତ୍ ସିକ୍ୟା ହାୟ୍ଆଚାସ୍ । 22 ✡କଲ ୩:୯.ତଃବେ ଜୁୟ୍ ହଃର୍ନା ଚାଲ୍ଚାଲ୍ତି ଦଃରି ତୁମିମଃନ୍ ଜିବନ୍ ଜିଉତି ରିଲାସ୍, ସେରି ଚାଡିଦିଆସ୍, ବଃଲେକ୍ ତାର୍ ଟକ୍ତାର୍ ଲାଳ୍ସା ଗିନେ ତୁମାର୍ ଆତ୍ମା ନଃସ୍ଟ୍ ଅଃଉତି ରିଲି । 23 ତୁମାର୍ ମଃନ୍ ଆର୍ ଜିବନ୍ ହୁରାହୁରି ନଃଉଆଁ ଅଃଉତା ଦଃର୍କାର୍ । 24 ✡କଲ ୩:୧୦.ଇସ୍ୱରାର୍ ହର୍ ତିଆର୍ ଅୟ୍ଲାର୍ ନଃଉଆଁ ଆତ୍ମା ହାଉଆ । ସେରି ତୁମାର୍ ଦଃର୍ମ୍ ଆର୍ ସଃତ୍ ପବିତ୍ର ବିସୟ୍ ଜିବନେ ଦକାଜଃଉଅ ।
25 ମିଚ୍ କଃଉଆ ନାୟ୍, ଜିସୁର୍ ଲକମଃନ୍ ସଃବ୍କେ ସଃତ୍ କଃଉତା ଦଃର୍କାର୍; ବଃଲେକ୍ ଅଃମିମଃନ୍ କ୍ରିସ୍ଟର୍ ଗଃଗାଳାର୍ ଗଟ୍ ଗଟ୍ ଅଃଙ୍ଗ୍ । 26 ରିସା ଅୟ୍ଲେକ୍ ହାହ୍ କଃରା ନାୟ୍; ବେଳ୍ ବୁଡ୍ତା ଆଗ୍ତୁ ତୁମାର୍ ରିସା ଚାଡିଦିଆସ୍ । 27 ଆରେକ୍ ସୟ୍ତାନ୍କେ ଟାଣ୍ ଦିଆସ୍ ନାୟ୍ । 28 ଚର୍ ଆରେକ୍ ଚର୍କାମ୍ କଃର ନାୟ୍, ସଃତ୍ ଉପାୟେ ନିଜାର୍ ଗିନେ ଅଃର୍ଜୁକ୍ ଆର୍ ଗଃରିବ୍ମଃନ୍କେ ଉହ୍କାର୍ କଃରୁକେ ସେ କାମ୍ କଃର୍ । 29 ତୁମାର୍ ଟଣ୍ଡେ ହୁଣି କଃରାବ୍ କଃତା ନଃବାରାଅ । ତୁମାର୍ କଃତା ବଃଡେ ନିକ, ଉହ୍କାର୍ ଆର୍ ଲାବ୍ ଦେତାରି ଅଃଉଅ । ତଃବେ ଜୁୟ୍ ମଃନ୍ ତୁମାର୍ କଃତା ସୁଣ୍ତି, ସେମଃନାର୍ ଗିନେ ସେରି ଦଃୟାର୍ ବିସୟ୍ ଅୟ୍ଦ୍ । 30 ଇସ୍ୱରାର୍ ପବିତ୍ର ଆତ୍ମାକେ ଦୁକ୍ ଦିଆସ୍ ନାୟ୍ । ବଃଲେକ୍ ପବିତ୍ର ଆତ୍ମା ତୁମାର୍ ଉହ୍ରେ ଇସ୍ୱରାର୍ ମୁଦ୍ରାଚିନ୍ ହର୍, ବାୟ୍ଦ୍ରେ ଗଟ୍ଦିନ୍ ଆସେଦ୍, ଇସ୍ୱର୍ ତୁମାର୍ ମୁକ୍ତି ସାଦୁନ୍ କଃରେଦ୍ ସେ ଆତ୍ମା ଇସ୍ୱର୍ ଅଃଦିକାର୍ କଃର୍ତା ଚିନ୍ । 31 ସଃବୁ ରଃକମାର୍ ହିତାକଃସା, ରିସା ଆର୍ ଲିନ୍ଦା ଆର୍ ସଃବୁ ରଃକମାର୍ ଡାରା ତୁମିମଃନାର୍ ତଃୟ୍ ହୁଣି ଦୁର୍ କଃରା । 32 ✡କଲ ୩:୧୩.ଆର୍ ସଃବୁର୍ ହାଁୟ୍ ଦଃୟାକାରି ଅଃଉଆ, ଆର୍ କଃଉଁଣା ମଃନ୍ ଅଃଉଅ ଆର୍ କ୍ରିସ୍ଟର୍ ଗିନେ ଇସ୍ୱର୍ ତୁମିମଃନ୍କେ ଜଃନ୍କଃରି ଅଃଡେକ୍ ନିକ କେମା କଃରି ଆଚେ ତୁମିମଃନ୍ହେଁ ସେନ୍କଃରି ସଃବ୍କେ କେମା କଃରା ।
<- ଏପିସିୟ 3ଏପିସିୟ 5 ->