1 [a]ଏ ସାଉକାର୍ମଃନ୍, ସଃର୍ଗେ ତୁମିମଃନାର୍ ହେଁ ସାଉକାର୍ ଆଚେ ବଃଲି ଜାଣି ନିଜାର୍ ନିଜାର୍ ଗତିଦଃଙ୍ଗ୍ଳା ମଃନ୍କେ ଟିକ୍ ଆର୍ ନିକ ବେବାର୍ କଃରା ।
5 [b]ସେରି କଃରୁକେ ବେଳା ମିଳିଆଚେ, ସଃତ୍ ନଃକେର୍ତା ଲକ୍ମଃନାର୍ ତଃୟ୍ ବୁଦିର୍ ସଃଙ୍ଗ୍ ଚାଲ୍ଚାଲ୍ତି କଃରା । 6 ତୁମିମଃନାର୍ କଃତା ସଃବୁବଃଳ୍ ସଃର୍ଦାରି ଅଃଉଅ, ଦଃୟା ଲାଡାର୍ ଅଃଉଅ, ଜଃନ୍କଃରି କାକେ କଃନ୍କଃରି ଟିକ୍ ଉତୁର୍ ଦେଉଁକେ ଅୟ୍ଦ୍ ସେରି ଜାଣୁ ହାରାସ୍ ।
10 [f]ମରସଃଙ୍ଗ୍ ଜଃଇଲେ ରିଲା ଆରିସ୍ତାର୍କ୍ ଆରେକ୍ ବର୍ନବାର୍ କୁଟୁମାର୍ ବାୟ୍ ମାର୍କ, ତାର୍ କଃତା ତୁମିମଃନ୍ ବିଦି ହାୟ୍ ଆଚାସ୍; ସେ ଜଦି ତୁମାର୍ ହାକ୍ ଆସେଦ୍, ତଃବେ ତାକେ ମାନା, ସେ ତୁମିମଃନ୍କେ ଦନ୍ୟବାଦ୍ ଜାଣାଉଁଲା । 11 ଆର୍ ଜୁସ୍ତ ନାଉଁଏ ଡାକ୍ହୁଟା ଜିହସୁୟ ହେଁ ତୁମିମଃନ୍କେ ଜୁଆର୍ ଜାଣାଉଁଲା; ଜିହୁଦିମଃନାର୍ ବିତ୍ରେ ସେମଃନ୍ ହଃକା ଇସ୍ୱରାର୍ ରାଇଜାର୍ ଗିନେ ମର୍ ସଃଙ୍ଗ୍ କାମ୍ କଃରୁ ଏମଃନ୍ ଉହ୍କାର୍ କଃରୁମଃନ୍ ।
12 [g]ଏପାପ୍ରା, ଜେ ତୁମିମଃନାର୍ ବିତ୍ରେ ଏକ୍ଲା ତୁମିମଃନ୍କେ ଜୁଆର୍ ଜାଣାଉଁଲା, ସେତ କ୍ରିସ୍ଟ ଜିସୁର୍ ଗତିଦଃଙ୍ଗ୍ଳା ଆର୍ ନିଜାର୍ ପାର୍ତନାୟ୍ ତୁମିମଃନାର୍ ଗିନେ ସଃବୁବଃଳ୍ ଜିବନ୍ ସଃର୍ହ୍ରିଆଚେ, ଜଃନ୍କଃରି ତୁମିମଃନ୍କେ ସିଦ୍ ଆର୍ ଇସ୍ୱରାର୍ ସଃବୁ ଇଚାକ୍ ହୁରୁଣ୍ କଃରି ଜାଣି ଅଃଟୁଆ ରିଆସ୍ । 13 କାୟ୍ତାକ୍ବଃଲେକ୍ ସେ ତୁମିମଃନାର୍ ଗିନେ ଆର୍ ଲାଅଦିକିଆ, ଆର୍ ହିରାପଲିଏ ରିଲା ଲକମଃନାର୍ ହାୟ୍ଁ ତ ଅଃଦିକ୍ କଃସ୍ଟ୍ କଃରୁଲା, ତାର୍ ଗିନେ ମୁୟ୍ଁ ଇ ସାକି ଦେଉଁଲେ । 14 [h]ଲାଡାର୍ ବୟ୍ଦ୍ ଲୁକ ଆର୍ ଦିମା ତୁମିମଃନ୍କେ ଜୁଆର୍ ଜାଣାଉଁଲାୟ୍ ।
15 ଲାଅଦିକିଆ ତଃୟ୍ ରିଲା ବାୟ୍ବେଣିମଃନ୍କେ, ବେଣି ମୁନ୍ପା ଆର୍ ତାର୍ ଗଃରେ ରିଲା ମଣ୍ଡ୍ଳିକେ ଜୁଆର୍ ଜାଣାଉଆ । 16 ଆରେକ୍ ତୁମିମଃନାର୍ ବିତ୍ରେ ଇ ଚିଟି ହଳ୍ଲା ହଃଚେ ଲାଅଦିକିଆ ମଣ୍ଡ୍ଳିଏ ହେଁ ଜଃନ୍କଃରି ହଳ୍ତା ଲଳା, ଆରେକ୍ ଲାଅଦିକିଆ ତଃୟ୍ ହୁଣି ଜୁୟ୍ ଚିଟି ଆସେଦ୍, ସେରି ହେଁ ତୁମିମଃନ୍ ହଳାସ୍ ଇତାର୍ ଗିନେ ଜଃତୁନ୍ କଃରା । 17 [i]ଆର୍କିପପ୍କେ କଃଉଆ ତୁମି “ମାପ୍ରୁର୍ କାମେ ଜୁୟ୍ ସେବାର୍ ହଃଦ୍ ହାୟ୍ଆଚାସ୍ ସେରି ହୁରା କଃରୁକେ ଜଃଗ୍ରାତ୍ ଅୟ୍ରିଆ ।”
18 ମୁୟ୍ଁ ପାଉଲ୍ ମର୍ ନିଜାର୍ ଆତେ ଲେକି ଇ ଚିଟି ତଃୟ୍ ଜୁଆର୍ ଜାଣାଉଁଲେ, ମର୍ ବାନ୍ଦୁଣ୍ ବିତ୍ରେ ରିଲାର୍ ଏତାଉଆ, ଇସ୍ୱରାର୍ ଦଃୟା ତୁମିକେ ଅଃଉଆ ।
<- କଲସିୟ 3