7 ହାକାହାକି ତିନି ଗଃଟା ହଃଚେ ତାର୍ ଡକୁର୍ସି ଆୟ୍ଲି, ମଃତର୍ କାୟ୍ରି ଅୟ୍ଆଚେ ସେରି ଜାଣି ନଃରିଲି । 8 ପିତର୍ ତାକେ ହଃଚାର୍ଲା, “କଃଉ ତ, ତୁମିମଃନ୍ କାୟ୍ ଅଃତେକ୍ ଟଃକାୟ୍ ଇ ବୁୟ୍ଁ ବିକି ରିଲାସ୍ ?”
9 ସେତାକ୍ ପିତର୍ ତାକେ କୟ୍ଲା, “ମାପ୍ରୁର୍ ଆତ୍ମାକେ କଃଟ୍ହାଳ୍ ବୁଜୁକ୍ ତୁମିମଃନ୍ କାୟ୍ତାକ୍ ଗଟିକଃତା ଅୟ୍ଲାସ୍, ଦଃକ୍ ସେମଃନ୍ ତର୍ ଡକ୍ରାଦିକ୍ ମଃସ୍ଣେ ତହି ଆଚ୍ତି, ସେମଃନ୍ ଦୁଆର୍ଲଃଗେ ହଃଚ୍ଲାୟ୍ବେ । ଆର୍ ସେମଃନ୍ ତକ୍ ହେଁ ହଃଦାୟ୍ ବୟ୍ ନେତି ।” 10 ତଃତ୍କାଣ୍ ସେ ପିତରାର୍ ହାଦ୍ ତଳେ ଅଦୁର୍ଲି ଆର୍ ମଃଲି, ଆର୍ ବେଣ୍ଡ୍ୟାହିଲାମଃନ୍ ଗଃର୍ ବିତ୍ରେ ହୁରି ତାକେ ମଃଲାର୍ ଦଃକି ହଃଦାୟ୍ ବୟ୍ ନିଲାୟ୍ ଆର୍ ତାର୍ ଡକ୍ରାସିର୍ ଚଃମେ ତହ୍ଲାୟ୍ । 11 ସେତାକ୍ ସଃବୁ ମଣ୍ଡ୍ଳି ଆର୍ ଜଃତେକ୍ ଲକ୍ ଇ ସଃବୁ କାବାଅଃଉତା କାମ୍ ଆର୍ ସଃକ୍ତି ଜାଣ୍ଲାୟ୍, ସେମଃନ୍ ସଃବୁ ବଃଡେ ଡିରି ଗଃଲାୟ୍ ।
27 ସେମଃନ୍ ପେରିତ୍ମଃନ୍କ୍ ଆଣି ବେରାଣ୍ ମଃଣ୍ଡାୟ୍ ଟିଆ କଃଲାୟ୍, ସେତାକ୍ ମୁଳ୍ ଜାଜକ୍ ସେମଃନ୍କେ ହଃଚାର୍ଲା । 28 [a]“ଆମିମଃନ୍ ତୁମିମଃନ୍କେ ଜିସୁର୍ ନାଉଁଏ ସିକ୍ୟା ଦେଉଁକ୍ କଃତେକ୍ ମଃନା କଃରି ରିଲୁ, ମଃତର୍ ଦଃକା ତୁମିମଃନ୍ କାୟ୍ କଃରିଆଚାସ୍, ତୁମିମଃନ୍ ତୁମାର୍ ସିକ୍ୟା ଜିରୁସାଲମାର୍ ଚାରିହାକ୍ ଉର୍ଜି କଃଲାସ୍, ଆର୍ ସେ ଲକାର୍ ମଃର୍ନ୍ ଦଃସ୍ ଅଃମାର୍ ଉହ୍ରେ ଲାଦୁକ୍ ମଃନ୍କଃରୁଲାସ୍ ।”
29 ମଃତର୍ ପିତର୍ ଆର୍ ବିନ୍ ପେରିତ୍ମଃନ୍ କୟ୍ଲାୟ୍, ଅଃମି ବାୟ୍ଦ୍ରେ ମାନାୟ୍ମଃନାର୍ କଃତା ନଃମାନୁ, ଇସ୍ୱରାର୍ କଃତା ମାନୁନ୍ଦ୍ । 30 ଜୁୟ୍ ଜିସୁକ୍ ତୁମିମଃନ୍ କ୍ରୁସେ ମଃର୍ନେ ମାର୍ଲାସ୍, ଅଃମାର୍ ଦାଦିବାବୁର୍ ଇସ୍ୱର୍ ତାକେ ମଃର୍ନେ ହୁଣି ଉଟାୟ୍ ଆଚେ । 31 ଆରେକ୍ ସେ ଜଃନ୍କଃରି ଇସ୍ରାଏଲ୍କେ ମଃନ୍ ବାଦ୍ଲାୟ୍ ଆର୍ ହାହ୍ କେମା ଦଃୟ୍ଦ୍, ଇତାର୍ ଗିନେ ଇସ୍ୱର୍ ଅଃହ୍ଣାର୍ କାତା ଆତେ ତାକେ ଅଃଦିକାରି ଆର୍ ମୁକ୍ଳାଉତା ଲକ୍କଃରି ବଃଡ୍ କଃରି ଆଚେ । 32 ଆର୍ ଆମିମଃନ୍ ଇ ସଃବୁ ବିସୟାର୍ ସାକି, ଆର୍ ଜୁୟ୍ ପବିତ୍ର ଆତ୍ମାକେ ଇସ୍ୱର୍ ଅଃହ୍ଣାର୍ କଃତା ମାନ୍ତା ଲକ୍ମଃନ୍କେ ଦଃୟ୍ଆଚେ, ସେ ହେଁ ସାକି ।
33 ଇ କଃତା ଜିଉଦି ବେରାଣାର୍ ଲକ୍ମଃନ୍ ସୁଣି ରିସା ଅୟ୍ଲାୟ୍ ଆର୍ ସେମଃନ୍କେ ମଃର୍ନେ ମାରୁକ୍ କୁଟ୍ ହାଚ୍ଲାୟ୍ । 34 ମଃତର୍ ଗମଲିଏଲ୍ ନାଉଁଆର୍ ଗଟେକ୍ ପାରୁସି, ସେ ଗଟେକ୍ ମସାର୍ ସାସ୍ତରାର୍ ଦଃର୍ମ୍ ଗୁରୁ ଆର୍ ସଃବ୍କାର୍ ମାନ୍ତି ହାଉତା ଲକ୍, ସେ ବେରାଣେ ଟିଆଅୟ୍ ପେରିତ୍ମଃନ୍କ୍ ହଃଦାୟ୍ ବାର୍କଃରୁକେ କୟ୍ଲା । 35 ଆର୍ ସେ ସେମଃନ୍କେ କୟ୍ଲା, “ଏ ଇସ୍ରାଏଲ୍ ଲକ୍ମଃନ୍ କାୟ୍ରି କଃରୁକେ ମଃନ୍ କଃରୁଲାସ୍ ସେ କଃତାୟ୍ ଜାଗ୍ରତ୍ ଅଃଉଆ । 36 କାୟ୍ତାକ୍ବଃଲେକ୍ ଇତାର୍ ହୁର୍ବେ ତିଉଦା ଅଃହ୍ଣାକ୍ ଗଟେକ୍ ବଃଡ୍ ଲକ୍ ବଃଲି କୟ୍ଲା, ଆର୍ ହାକାହାକି ଚାଲିସ୍ ଲକ୍ ତାର୍ ଦଃଳେ ରିଲାୟ୍, ମଃତର୍ ତାକେ ମାରା ଅୟ୍ଲି ଆର୍ ସେ ଚାଲିସ୍ ଲକ୍ ଜଃତ୍କଃତ୍ ଅୟ୍ଲାୟ୍, ଆର୍ ତାର୍ କାମ୍ ହୁରୁଣ୍ ନୟ୍ଲି । 37 ତାର୍ହଃଚେ, ଲକ୍ଗଃଣ୍ତି କଃର୍ତା ବଃଳ୍ ଗାଲିଲିର୍ ଜିଉଦା ଲକ୍ମଃନ୍କେ ତାର୍ ଦଃଳେ ନିଲା, ଆର୍ ଗଃଣ୍ଡ୍ଗଳ୍ କଃରାୟ୍ଲା । ତାକେ ହେଁ ମାରା ଅୟ୍ଲି । ଜଃତେକ୍ ଲକ୍ ତାର୍ ଦଃଳେ ରିଲାୟ୍ ସେମଃନ୍ ହେଁ ଜଃତ୍କଃତ୍ ଅୟ୍ଲାୟ୍ । 38 ଅଃବେ ତୁମିମଃନ୍କେ କଃଉଁଲେ ଇ ପେରିତ୍ମଃନ୍କ୍ କାୟ୍ ନଃକେରି ଚାଡିଦିଆସ୍, କାୟ୍ତାକ୍ବଃଲେକ୍ ଇ ଜଃଜ୍ନା ଆର୍ କାମ୍ ଜଦି ମାନାୟ୍ ମଃନାର୍ ତଃୟ୍ହୁଣି ଅୟ୍ ରଃୟ୍ଦ୍ ତଃବେ ସେରି ନଃସ୍ଟ୍ ଅୟ୍ଦ୍ । 39 ମଃତର୍ ଜଦି ସେରି ଇସ୍ୱର୍ ତଃୟ୍ହୁଣି ଅୟ୍ ରଃୟ୍ଦ୍, ତଃବେ ସେମଃନ୍କେ କାୟ୍ରି କଃରୁକେ ନଃହାରାସ୍, କେଜାଣ୍ ଇସ୍ୱର୍ ବିରଦେ ଜୁଜ୍ କଃରୁଲାସ୍ ବଃଲି ଜାଣା ହଃଳେଦ୍ । ଜିଉଦି ବେରାଣାର୍ ଲକ୍ମଃନ୍ ଗମଲିଆର୍ କଃତା ମାନ୍ଲାୟ୍ ।
40 ସେମଃନ୍ ପେରିତ୍ମଃନ୍କ୍ କୁଦି କର୍ଡା ସଃଙ୍ଗ୍ ମାଡ୍ ମାର୍ଲାୟ୍ ଆର୍ ଜିସୁର୍ ନାଉଁଏ କଃତା ନଃକଉଁକ୍ କୟ୍କଃରି ଚାଡି ଦିଲାୟ୍ । 41 ସେତାକ୍ ଜିସୁର୍ ନାଉଁ ଗିନେ ଲିନ୍ଦା ହାଉଁକ୍ ଜୟ୍ଗ୍ ବଃଲି ଗଃଣା ଅୟ୍ଲାୟ୍, ସେତାକ୍ ସେମଃନ୍ ସଃର୍ଦା କଃରିକଃରି ବେରାଣ୍ ମଃଣ୍ଡାୟ୍ ହୁଣି ବାରାୟ୍ ଗଃଳାୟ୍ । 42 ଆର୍ ସେମଃନ୍ ହଃତି ଦିନ୍ ମନ୍ଦିରେ ଆର୍ ଗଃରେ ସିକ୍ୟା ଦେଉଁକ୍ ଆର୍ ଜିସୁ ଜେ କ୍ରିସ୍ଟ, ବଃଲେକ୍ ମୁକ୍ଳାଉତା ଲକ୍, ଇ ନିକ କବୁର୍ ପର୍ଚାର୍ କଃରୁକେ ଦଃର୍ଲାୟ୍ ।”
<- ପେରିତ୍ 4ପେରିତ୍ 6 ->- a ମାତି ୨୭:୨୫.