5 ତାର୍ ହଃଚାର୍ ଦିନ୍ ଜିଉଦିମଃନାର୍ ମୁଳିକା, ପାରାଚିନ୍ ଆର୍ ଦଃର୍ମ୍ ଗୁରୁମଃନ୍ ଜିରୁସାଲମେ ରୁଣ୍ଡ୍ଲାୟ୍ । 6 ସେତି ମୁଳ୍ ଜାଜକ୍ ହାନାନ୍, କୟାପା, ଜହନ୍, ଆଲେକ୍ଜେଣ୍ଡାର୍, ଆରେକ୍ ମୁଳ୍ ଜାଜକ୍ ବଃଉଁସାର୍ ସଃବୁ ଲକ୍କେ ବେଟ୍ ଅୟ୍ଲା । 7 ସେମଃନ୍ ପେରିତ୍ମଃନ୍କ୍ ମଃଜାୟ୍ ଟିଆ କଃରାୟ୍ ହଃଚାରୁକ୍ ଦଃର୍ଲାୟ୍, “ତୁମି ଇରି କଃନ୍କଃରି କଃରୁଲାସ୍ ? କାର୍ ସଃକ୍ତିୟେ ଆର୍ କାର୍ ନାଉଁଏ ତୁମିମଃନ୍ ଇରି କଃରିଆଚାସ୍ ?”
8 ସେତାକ୍ ପିତର୍ ପବିତ୍ର ଆତ୍ମାୟ୍ ହୁର୍ନ୍ ଅୟ୍ ସେମଃନ୍କେ କୟ୍ଲା, “ଏ ଲକ୍ମଃନାର୍ ମୁଳିକା ଆର୍ ପାରାଚିନ୍ମଃନ୍ ।”
9 ଜଦି ଆଜି ଅଃମିକ୍ ଇ ଚଟାକେ କଃରିରିଲା ନିକ କାମାର୍ ଗିନେ ହଃଚାର୍ଲାସ୍, ଆର୍ ସେ ଲକ୍ କଃନ୍କଃରି ଉଜ୍ ଅୟ୍ଆଚେ ବଃଲି ଜାଣୁକେ ମଃନ୍କଃରୁଲାସ୍ । 10 ତଃନ୍ଅଲେ ତୁମିମଃନ୍ ଆର୍ ସଃର୍ନେ ଇସ୍ରାଏଲ୍ ଲକ୍ ଜାଣତ୍ ଜୁୟ୍ ନାଜରିତାର୍ ଜିସୁ କ୍ରିସ୍ଟକେ ତୁମିମଃନ୍ କ୍ରୁସେ ମାରି ରିଲାସ୍, ତାକେ ଇସ୍ୱର୍ ମଃଲା ଲକାର୍ ତଃୟ୍ହୁଣି ଉଟାୟ୍ ଆଚେ, ତାର୍ ନାଉଁଏ ହେଁ ତାର୍ ତଃୟ୍ହୁଣି ଇ ଲକ୍ ଉଜ୍ ଅୟ୍ ତୁମିମଃନାର୍ ମୁଏଁ ଟିଆ ଅୟ୍ଆଚେ ।
11 ଇ ଜିସୁର୍ ବିସୟେ ସାସ୍ତରେ ଲେକା ଆଚେ,
12 ତାକେ ଚାଡି କାର୍ ତଃୟ୍ ମୁକ୍ତି ନାୟ୍, କାୟ୍ତାକ୍ବଃଲେକ୍ ଜାର୍ତଃୟ୍ ଆମିମଃନ୍କେ ମୁକ୍ଳୁକ୍ ଅୟ୍ଦ୍, ଅଃଗାସ୍ ତଃଳେ, ମାନାୟ୍ମଃନାର୍ ବିତ୍ରେ କାୟ୍ ନାଉଁ ଦିଆ ନୟେ ।
13 ସେମଃନ୍ ପିତର୍ ଆର୍ ଜହନାର୍ ସାସ୍ ଦଃକି ଆର୍ ସେମଃନ୍ ଜେ ସିକିତ୍ ନୟ୍ଲା ଲକ୍ ଆର୍ ଗ୍ୟାନ୍ ନୟ୍ଲା ଲକ୍, ଇରି ଜାଣି କାବା ଅୟ୍ଲାୟ୍ ଆରେକ୍ ସେମଃନ୍ ଜିସୁର୍ ସଃଙ୍ଗ୍ ରିଲାୟ୍ ବଃଲି ସେମଃନ୍କେ ଚିନ୍ଲାୟ୍ । 14 ଆର୍ ସେ ଉଜ୍ ଅୟ୍ଲା ଲକ୍ ସେମଃନାର୍ ତଃୟ୍ ଟିଆ ଅୟ୍ରିଲାର୍ ଦଃକି ତାକାର୍ ବିରଦେ କାୟ୍ରି କଃଉଁକେ ନଃହାୟ୍ଲାୟ୍ । 15 ତାର୍ହଃଚେ ସେମଃନ୍କେ ବେରାଣ୍ ମଃଣ୍ଡାୟ୍ ହୁଣି ବାରାୟ୍ ଜଃଉଁକେ କୟ୍ଲାୟ୍, ଆର୍ ସେମଃନ୍ ତାକାର୍ ବିତ୍ରେ କଃତା ଅଃଉଁକେ ଦଃର୍ଲାୟ୍, 16 “ଇ ଲକ୍ମଃନ୍କେ କାୟ୍କଃରୁଆଁ ?” କାୟ୍ତାକ୍ ବଃଲେକ୍ ଇମଃନାର୍ ତଃୟ୍ହୁଣି ଗଟେକ୍ ବଃଡ୍ କାବା ଅଃଉତା ଚିନ୍ମଃନ୍ ଅୟ୍ଆଚେ, “ଇରି ଜିରୁସାଲମାର୍ ସଃବୁ ଲକ୍ ଜାଣି ଆଚ୍ତି, ଅଃମିମଃନ୍ ସେରି ନାୟ୍ ବଃଲୁନାହାରୁ । 17 ମଃତର୍ ଇ କଃତାକ୍ ଲକ୍ମଃନାର୍ ଟାଣେ ଅଃଦିକ୍ ଉର୍ଜି ନଃଉଅ, ଇତାର୍ ଗିନେ ଜିସୁର୍ ନାଉଁଏ କାକେ ହେଁ ନଃକଉଁକେ ସେମଃନ୍କେ ଜଃଗ୍ରାତ୍ କଃରାୟ୍ଲାୟ୍ ।”
18 ହଃଚେ ପିତର୍ ଆର୍ ଜହନ୍କେ ଆରେକ୍ ବିତ୍ରେ କୁଦି ଜିସୁର୍ ନାଉଁଏ ମୁଳ୍କେ କଃତା ନଃକଉଁକେ ଆର୍ ସିକ୍ୟା ନଃଦେଉଁକେ ନିକକଃରି ଆଦେସ୍ ଦିଲାୟ୍ । 19 ମଃତର୍ ପିତର୍ ଆର୍ ଜହନ୍ ସେମଃନ୍କେ କୟ୍ଲାୟ୍, “ଇସ୍ୱରାର୍ କଃତା ସୁଣ୍ତା ବାଦୁଲେ ତୁମିମଃନାର୍ କଃତା ସୁଣ୍ତାର୍ ମାପ୍ରୁର୍ ଆକାୟ୍ ଟିକ୍ କି ନାୟ୍, ସେରି ତୁମିମଃନ୍ ବିଚାର୍ କଃରି ଦଃକା । 20 କାୟ୍ତାକ୍ ବଃଲେକ୍ ଅଃମିମଃନ୍ ଜାୟ୍ଜାୟ୍ରି ଦଃକିଆଚୁ ଆର୍ ସୁଣି ଆଚୁ, ସେରି ସଃବୁ ନଃକୟ୍କଃରି ରେଉଁନାହାରୁ ।” 21 ସେତାକ୍ ଲକ୍ମଃନାର୍ ଗିନେ ସେମଃନ୍କେ ଡଃଣ୍ଡ୍ ଦେଉଁକ୍ କାୟ୍ ଉପାୟ୍ ନଃହାୟ୍ ସେମଃନ୍କେ ଚାଡି ଦିଲାୟ୍, ବଃଲେକ୍ ଜାୟ୍ରି ଗଃଟ୍ଲି ସେତାର୍ ଗିନେ ଲକ୍ ସଃବୁ ଇସ୍ୱରାର୍ ଜଃଜ୍ମାନ୍ କଃରୁକେ ଦଃର୍ଲାୟ୍ । 22 ଜୁୟ୍ ଲକାର୍ ତଃୟ୍ ସେ ଉଜ୍ ଅୟ୍ଲା କାବା ଅଃଉତା ଚିନ୍ମଃନ୍ କଃରାଜାୟ୍ ରିଲି, ତାକେ ଚାଳିସ୍ ବଃର୍ସ୍ ହୁଣି ଅଃଦିକ୍ ଅୟ୍ରିଲି ।
31 ସେମଃନ୍ ପାର୍ତ୍ନା କଃଲା ହଃଚେ ଜୁୟ୍ତି ରୁଣ୍ଡି ରିଲାୟ୍ ସେଟାଣ୍ ଲଃଦ୍ବଃଦି ଗଃଲି, ଆରେକ୍ ସଃବୁଲକ୍ ପବିତ୍ର ଆତ୍ମାୟ୍ ହୁର୍ନ୍ଅୟ୍ ବଃଡେ ସାସେ ଇସ୍ୱରାର୍ କଃତା କଃଉଁକେ ଦଃର୍ଲାୟ୍ ।
36 ଆରେକ୍ ଜସେପ୍ ଲେବି ବଃଉଁସେ ଜଃଲମ୍ ଗଟେକ୍ ସାଇପ୍ରସ୍ ନାଉଁଆର୍ ଟାଣ୍ ଲକ୍ ଜାକେ ପେରିତ୍ମଃନ୍ ବର୍ନବା ବଃଲି ଆରେକ୍ ଗଟ୍ ନାଉଁ ସଃଙ୍ଗାୟ୍ ରିଲାୟ୍, ବଃଲେକ୍ “ଗଟ୍ଲକ୍ ଜେକି ସାସ୍ ଦଃୟ୍ଦ୍ ।” 37 ତାର୍ କଃଣ୍ଡେକ୍ ବୁୟ୍ଁ ରିଲି ସେ ବୁଇଁକେ ବିକିକଃରି ସଃବୁ ଟଃକା ପେରିତ୍ମଃନ୍କ୍ ଆଣି ଦିଲା ।
<- ପେରିତ୍ 3ପେରିତ୍ 5 ->