6 ହଃଚେ ପେସ୍ଟ୍ ସେମଃନାର୍ ସଃଙ୍ଗ୍ ଆଟ୍ ଦଃସ୍ ଦିନ୍ ହୁଣି ଅଃଦିକ୍ ନଃରଃୟ୍ କାଇସରିଆକେ ବାଉଳି ଗଃଲା ଆର୍ ଆର୍କ ଦିନ୍ ବେରାଣେ ବଃସି ବିଚାର୍ କଃରୁକେ ପାଉଲ୍କେ ଆଣାୟ୍ଲା । 7 ପାଉଲ୍ ଆୟ୍ଲାକ୍ ଜିରୁସାଲମାର୍ ଜିଉଦିମଃନ୍ ଆସି ତାର୍ ଚାରିବେଳ୍ତ୍ ଟିଆ ଅୟ୍ ତାର୍ ବିରଦେ ଅଃଦିକ୍ ଦସ୍ ଲାଦୁକ୍ ଦଃର୍ଲାୟ୍, ମଃତର୍ ସେରି ସଃବୁ ସେମଃନ୍ ସାକି ଦେଉଁକ୍ ନଃହାର୍ଲାୟ୍ । 8 ସେତାକ୍ ପାଉଲ୍ ତାର୍ ନିଜାର୍ ସାକି ଦଃୟ୍ କୟ୍ଲା, “ଜିଉଦିମଃନାର୍ ବିଦି ବିରଦେ କି ମନ୍ଦିର୍ ବିରଦେ କି କାଇସରାର୍ ବିରଦେ ମୁୟ୍ଁ କାୟ୍ ଦଃସ୍ ନଃକେରି ।”
9 ମଃତର ପେସ୍ଟ ଜିଉଦିମଃନ୍କେ ବଃଲ୍ ବଃଲାୟ୍ ଅଃଉଁକେ ମଃନ୍ କଃରି ପାଉଲ୍କେ ଗଃଉଆରି କଃଲା, “ତୁୟ୍ କାୟ୍ ଜିରୁସାଲମ୍କେ ଜାୟ୍ ସେତି ଅଃମାର୍ ଚଃମେ ବିଚାର୍ କଃରାୟ୍ ଅଃଉଁକେ ମଃନ୍ କଃରୁଲିସ୍ ?”
10 ମଃତର୍ ପାଉଲ୍ କୟ୍ଲା, “ମୁୟ୍ଁ କାଇସରାର୍ ବେରାଣ୍ ମେଣ୍ଡା ଚଃମେ ଟିଆ ଅୟ୍ ଆଚି, ସେଟାଣେ ମର୍ ବିଚାର୍ ଅଃଉଅ, ମୁୟ୍ଁ ଜିଉଦିମଃନାର୍ ଗିନେ କାୟ୍ ଅଃନ୍ୟାୟ୍ ନଃକେରି, ତୁୟ୍ ହେଁ ସେରି ନିକ କଃରି ଜାଣି ଆଚ୍ସି । 11 ତଃବେ ଜଦି ମୁୟ୍ଁ ଅଃନ୍ୟାୟ୍ କଃରି ରଃୟ୍ନ୍ଦ୍, ଆର୍ ମଃର୍ନ୍ ଡଃଣ୍ଡ୍ ହାଉତା କାମ୍ କଃରି ରଃୟ୍ନ୍ଦ୍, ତଃବେ ମଃର୍ନ୍ ଡଃଣ୍ଡ୍ ହାଉଁକ୍ ନାୟ୍ ନଃବେଲି, ମଃତର୍ ମର୍ ବିରଦେ ଜାୟ୍ରି ସଃବୁ କଃଉଁଲାୟ୍, ଇ ସଃବୁ ବିତ୍ରେ ଜଦି ହଃଦେକ୍ ସଃତ୍ ନାୟ୍, ତଃବେ କେହେଁ ସେମଃନାର୍ ଆତେ ଚାଡୁକ୍ ନାହାରେ, ମୁୟ୍ଁ କାଇସର୍ ମୁଏଁ ବିଚାର୍ କଃରାୟ୍ ଅଃଉଁକେ ଗଃଉଆରି କଃରୁଲେ ।”
12 ସେତାକ୍ ପେସ୍ଟ ମଃତ୍ରିମଃନାର୍ ସଃଙ୍ଗ୍ କଃତା ଅୟ୍ କୟ୍ଲା, “ତୁୟ୍ କାଇସର୍ ଚଃମେ ବିଚାର୍ ଅଃଉଁକେ ଗଃଉଆରି କଃରି ଆଚ୍ସି, ତୁୟ୍ କାଇସର୍ ଚଃମେ ଜାସି ।”
22 ସେତାକ୍ ଆଗ୍ରିପା ପେସ୍ଟକେ କୟ୍ଲା, “ମୁୟ୍ଁ ନିଜେ ସେଲକାର୍ କଃତା ସୁଣୁକ୍ ମଃନ୍ କଃରୁଲେ ।”
23 ତଃବେ ଆର୍କ ଦିନ୍ ଆଗ୍ରିପା ଆର୍ ବର୍ନକି ବଃଡେ ଦଃଳ୍ବଃଳ୍ ସଃଙ୍ଗ୍ ଆସି ବଃଡ୍ ବଃଡ୍ ହାଁଚ୍ କଳି ସଃଇନ୍ ମଃନାର୍ ଉହ୍ରେ ବଃଡ୍ସଃଇନ୍ ଆର୍ ଗଃଳାର୍ ମୁଳିକା ସଃଙ୍ଗ୍ ବିଚାର୍ କଃରୁକେ ବଃଙ୍ଗ୍ଲାୟ୍ ହୁରି ବଃସ୍ଲାକେ, ପେସ୍ଟର୍ କଃତା ହଃର୍କାରେ ପାଉଲ୍କେ ଆଣା ଅୟ୍ଲି । 24 ସେତାକ୍ ପେସ୍ଟ କୟ୍ଲା, “ଏ ମଃହାରଃଜା ଆଗ୍ରିପା ଆର୍ ଅଃମାର୍ ସଃଙ୍ଗ୍ ଇଟାଣେ ରେତା ବଃଡ୍ ମାନାୟ୍ମଃନ୍ ତୁମିମଃନ୍ ଇ ଲକ୍କେ ଦଃକୁଲାସ୍, ଆର୍ ବିରଦେ ଜିରୁସାଲମେ ଆର୍ ଇଟାଣେ ହେଁ ଜିଉଦି ଲକ୍ମଃନ୍ ଅଃମାର୍ ତଃୟ୍ ଗଃଉଆରି କଃରି ଆଚ୍ତି ତାର୍ ଆର୍ ଜିବନ୍ ରେତାର୍ ଜୟ୍ଗ୍ ନାୟ୍ ବଃଲି ସଃବୁଲକ୍ ଉରାଟୁ କଃଲାୟ୍ । 25 ମଃତର୍ ଇ ଲକ୍ ମଃର୍ନ୍ ଦଃଣ୍ଡାର୍ କାୟ୍ କାମ୍ ନଃକେରେ ବଃଲି ମୁୟ୍ଁ ବୁଜ୍ଲେ, ଆର୍ ହଃଚେ ନିଜେ ଚଃକର୍ବତିର୍ ଚଃମେ ବିଚାର୍ କଃରା ଅଃଉଁକେ ଗଃଉଆରି କଃଲାକ୍ ମୁୟ୍ଁ ତାକେ ସେତି ହଃଟାଉଁକ୍ ତିର୍ କଃଲେ । 26 ମଃତର୍ ମାପ୍ରୁ ହାକ୍ ଲେକୁକ୍ ମର୍ କାୟ୍ କଃତା ନାୟ୍, ଇତାର୍ ଗିନେ ବିଚାର୍ କଃରି ମୁୟ୍ଁ ଜଃନ୍କଃରି କାୟ୍ରି ଲେକୁକ୍ ହାଉଁ ହାରି ଇତାକ୍ ତାକେ ଏ ରଃଜା ଆଗ୍ରିପା ତର୍ ତଃୟ୍ ଆଣି ଆଚି । 27 କାୟ୍ତାକ୍ ବଃଲେକ୍ କଃୟ୍ଦିକେ ହଃଟାଉତା ବଃଳ୍ ତାର୍ ବିରଦେ ରିଲା ଦଃସ୍ ମଃନ୍ ନଃଦେକାୟ୍ଲେକ୍ ନିକ ନାୟ୍ ବଃଲି ମୁୟ୍ଁ ଜାଣୁଲେ ।”
<- ପେରିତ୍ 24ପେରିତ୍ 26 ->