1 “ଏ ବାୟ୍ ଆର୍ ଉବାମଃନ୍, ମୁୟ୍ଁ ଅଃବେ ତୁମିମଃନାର୍ ଚଃମେ ଜୁୟ୍ ମର୍ ନିଜାର୍ କଃତା କଃଉଁଲେ ସୁଣା ।” 2 ପାଉଲ ସେମଃନାର୍ ଚଃମେ ଏବ୍ରି ବାସାୟ୍ କଃତା କଃଉଁଲା ବଃଲି ସୁଣି ସେମଃନ୍ ଅଃଦିକ୍ ତୁନ୍ହଃଳ୍ଲାକ୍ ।
3 [a]ସେତାକ୍ ସେ କୟ୍ଲା, “ମୁୟ୍ଁ ଗଟେକ୍ ଜିଉଦି, କିଲିକିଆର୍ ତାର୍ସୁସ୍ ଗଃଳେ ମର୍ ଜଃଲମ୍, ମଃତର୍ ମୁୟ୍ଁ ଇ ଗଃଳେ ବାଡି ଆଚି ଅଃମିମଃନାର୍ ଦାଦିବାବୁମଃନାର୍ ବିଦି ବିଦାନ୍ ହଃର୍କାରେ ଗମଲିଏଲାର୍ ଚେଲା ରିଲେ, ସଃର୍ଦାୟ୍ ତୁମିମଃନ୍ ସଃବୁ ଆଜି ଜଃନ୍କଃରି ବିସ୍ୱାସି ଆଚାସ୍ ଇସ୍ୱରାର୍ ଗିନେ ମୁୟ୍ଁ ହେଁ ସେନ୍ ଦଃରିବଃସି ବିସ୍ୱାସି ଅୟ୍ ଆଚି । 4 [b]ମୁୟ୍ଁ ମାପ୍ରୁ ବାଟ୍ ଜାତା ଅଃଣ୍ଡ୍ରା ଆର୍ ମାୟ୍ଜିମଃନ୍କେ ବାନ୍ଦି ଜଃଇଲେ ହୁରାୟ୍ ମଃର୍ନ୍ ଡଃଣ୍ଡ୍ ଦେତି ରିଲେ । 5 ମର୍ ଇ କଃତା ସଃତ୍, ମୁଳ୍ ଜାଜକ୍ ଆର୍ ପାରାଚିନ୍ ସଃବୁ ଲକ୍ ମର୍ ସାକି, ସେମଃନାର୍ ତଃୟ୍ହୁଣି ମୁୟ୍ଁ ବାୟ୍ ମଃନାର୍ ଚଃମେ ଚିଟି ହାୟ୍ ଦମେସକ୍ ରେତା ଲକ୍ମଃନ୍ ଜଃନ୍କଃରି ଡଃଣ୍ଡ୍ ହାଉତି ଇତାକ୍ ସେମଃନ୍କେ ହେଁ ସିକ୍ଳାୟ୍ ବାନ୍ଦି ଜିରୁସାଲମାର୍ ବେରାଣେ ଆଣୁକେ ସେଟାଣେ ଜାୟ୍ରିଲେ ।”
12 “ସେତି ରିଲା ସଃବୁ ଜିଉଦିମଃନାର୍ ଚଃମେ ଡାକ୍ ହୁଟା ହନନିଅ ନାଉଁଆର୍ ବିଦି ହଃର୍କାରେ ଗଟେକ୍ ମାପ୍ରୁର୍ ହୁଜା କଃର୍ତା ଲକ୍, ସେତିରିଲା ଜିଉଦି ଲକ୍ ମଃନ୍ ତାକେ ମାୟ୍ନ୍ କଃର୍ତି ରିଲାୟ୍ । 13 ସେ ମର୍ ଚଃମେ ଆସି ଟିଆଅୟ୍ ମକ୍ କୟ୍ଲା, ସାଉଲ୍ ବାୟ୍ ଆକି ଦଃକ୍, ସେଦାହ୍ରେ ମୁୟ୍ଁ ତାକେ ଦଃକ୍ଲେ । 14 ଆରେକ୍ ସେ କୟ୍ଲା, ‘ଅଃମିମଃନାର୍ ଦାଦିବାବୁର୍ ଇସ୍ୱର୍ ତାର୍ ମଃନ୍ ଜାଣୁକେ ଆର୍ ସେ ଦଃର୍ମି ଲକ୍କେ ଦଃକୁକ୍ ଆରେକ୍ ତାର୍ ମୁଆଁର୍ କଃତା ସୁଣୁକ୍ ତକ୍ ବାଚି ଆଚେ ।’ 15 କାୟ୍ତାକ୍ବଃଲେକ୍ ତୁୟ୍ ଜାୟ୍ ଜାୟ୍ରି ଦଃକି ଆଚ୍ସି ଆର୍ ସୁଣି ଆଚ୍ସି, ସେ ସଃବୁ କଃତା ସଃବୁ ଲକମଃନାର୍ ତଃୟ୍ ତାର୍ ସାକି ଅଃଉସି । 16 ଆର୍ ଅଃବେ ତୁୟ୍ କାୟ୍ତାକ୍ ବେଳା କଃରୁଲିସ୍, ଉଟ୍ ବାପ୍ତିସମ୍ ହାଉ, ଆରେକ୍ ତାର୍ ନାଉଁଏ ପାର୍ତ୍ନା କଃରି ନିଜାର୍ ହାହ୍ ସଃବୁ ଦଃଉ ।”
22 ପାଉଲ୍ ଇ କଃତା କଃଉତା ହଃତେକ୍ ଲକ୍ମଃନ୍ ସୁଣ୍ତିରିଲାୟ୍ ଆର୍ ବଃଡ୍ ଟଣ୍ଡ୍ କଃରି କୟ୍ଲାୟ୍, “ଅଃନ୍କା ଲକ୍କେ ହୁର୍ତିବି ହୁଣି ଦୁର୍ କଃରା, କାୟ୍ତାକ୍ ବଃଲେକ୍ ସେ ଜିବନ୍ ରେତାର୍ ନିକ ନାୟ୍ ।” 23 ଆର୍ ଜଃଡେବଃଳ୍ ସେମଃନ୍ ଉରାଟୁ କଃରି ଅଃହ୍ଣା ଅଃହ୍ଣାର୍ ବଃସ୍ତର୍ ହିଙ୍ଗି ଅଃଗାସେ ଦୁଳି ହଃକାଉଁକ୍ ଦଃର୍ଲାୟ୍ । 24 ସଃଡେବଃଳ୍ ସଃଇନ୍ ଅଃଦିକାରି ତାକେ ଗଃଳ୍ ବିତ୍ରେ ନେଉଁକ୍ କୟ୍ଲା, ଆରେକ୍ ଲକ୍ମଃନ୍ ତାର୍ ବିରଦେ କାୟ୍ତାକ୍ ଅଃନ୍କାର୍ ଉରାଟୁ କଃରୁଲାୟ୍ ସେରି ଜାଣୁକ୍ କୁଆଳ୍ ବିତ୍ରେ ନଃୟ୍ ସାଟ୍ଣି ମାରାୟ୍ ତାର୍ କଃଟ୍ହାଳ୍ ବୁଜୁକ୍ କୟ୍ଲା । 25 ସେମଃନ୍ ତାକେ କର୍ଡା ମାରୁକ୍ ବାନ୍ଦ୍ଲା ହଃଚେ, ପାଉଲ୍ ଚଃମେ ଟିଆ ଅୟ୍ରିଲା ହାଁଚ୍ କଳି ସଃୟ୍ନ୍ ଉହ୍ରାର୍ ମୁଳିକା ସଃଇନ୍କେ କୟ୍ଲା, “ଗଟେକ୍ ରମିୟ ଲକାର୍ ବିଚାର୍ ନଃକେରି ତାକେ ସାଟ୍ଣି ସଃଙ୍ଗ୍ ମାର୍ତାର୍ ତୁମାର୍ ତଃୟ୍ କାୟ୍ ବିଦି ଆଚେ ?”
26 ସେ ସଃଇନ୍ ଅଃଦିକାରି ଇରି ସୁଣି ସଃଇନ୍ ଅଃଦିକାରି ଚଃମେ ଜାୟ୍ ଇ କଃତା କୟ୍ଲା, “ତୁୟ୍ କାୟ୍ରି କଃରୁକେ ଜଃଉଁଲିସ୍ ? ଇ ଲକ୍ ତ ଗଟେକ୍ ରମିୟ ଲକ୍ ।”
27 ସେତାକ୍ ସେ ସଃଇନ୍ ଅଃଦିକାରି ଆସି ତାକେ ହଃଚାର୍ଲା, “ମକ୍ କଃଉ, ତୁୟ୍ କାୟ୍ ଗଟେକ୍ ରମିୟ ?” ସେ କୟ୍ଲା, “ହେଁ ।”
28 ସଃଇନ୍ ଅଃଦିକାରି କୟ୍ଲା, “ବୁତେକ୍ ଟଃକା ଦଃୟ୍ ମୁୟ୍ଁ ଇ ରମିୟ ଲକ୍ ଅୟ୍ ଆଚି ।” ମଃତର୍ ପାଉଲ୍ କୟ୍ଲା, ମୁୟ୍ଁ ଜଃଲମେ ହୁଣି ରମିୟ୍ ।
29 ତଃବେ ଜୁୟ୍ମଃନ୍ ତାକେ କଃଟ୍ହାଳ୍ ବୁଜୁକ୍ ମଃନ୍ କଃର୍ତି ରିଲାୟ୍ ସେମଃନ୍ ତଃତ୍କାଣ୍ ସେତି ହୁଣି ତୁନ୍ହାଳ୍ଲାୟ୍ ଆର୍ ଗଟେକ୍ ଅଃଜାର୍ ସଃଇନାର୍ ମୁଳିକା ହେଁ ସେ ଗଟେକ୍ ରମିୟ, ଇରି ଜାଣ୍ଲାକ୍ ପାଉଲ୍କ୍ ବାନ୍ଦ୍ଲାର୍ ଗିନେ ଡିରି ଗଃଲା ।