3 ତଃବେ ମଣ୍ଡ୍ଳିର୍ ଲକ୍ମଃନ୍ ସେମଃନ୍କେ ବାଟ୍ ହଃତେକ୍ ନଃୟ୍ ଚାଡି ଦିଲା ହଃଚେ, ସେମଃନ୍ ପଇନିକିଆ ଆର୍ ସମିରଣ ବାଟ୍ ଅୟ୍ ଜଃଉଁ ଜଃଉଁ ଅଜିଉଦି ଲକ୍ମଃନାର୍ ମଃନ୍ ବାଦ୍ଲାଉତାର୍ କଃତା କୟ୍କଃରି ସଃବୁ ବାୟ୍ମଃନାର୍ ବଃଡେ ସଃର୍ଦା କଃରାୟ୍ଲାୟ୍ । 4 ହଃଚେ ସେମଃନ୍ ଜିରୁସାଲମେ ହଚି, ମଣ୍ଡ୍ଳି ଆର୍ ପେରିତ୍ ଆର୍ ପାରାଚିନ୍ମଃନାର୍ ତଃୟ୍ ହଚି ମାନ୍ତି ହାୟ୍ଲାୟ୍ ଆର୍ ଇସ୍ୱର୍ ସେମଃନାର୍ ସଃଙ୍ଗ୍ ରଃୟ୍ ଜୁୟ୍ ସଃବୁ କାମ୍ କଃରି ରିଲା ସେରି ସଃବୁ ଗଟେକ୍ ଗଟେକ୍ କଃରି କୟ୍ଲାୟ୍ । 5 ମଃତର୍ ପାରୁସି ଦଃଳାର୍ କଃତି ଲକ୍ ଜିଉଦି ବିସ୍ୱାସି ମଃନ୍ କୟ୍ଲାୟ୍ “ଅଜିଉଦି ଚେଲାମଃନ୍ ସୁନତ୍ ଅୟ୍ ମସାର୍ ବିଦି ମାନ୍ତା ଲଳା ଆଚେ ।”
6 ହଃଚେ ଇ ବିସୟେ କଃତାବାର୍ତା କଃରୁକେ ପେରିତ୍ ଆର୍ ପାରାଚିନ୍ମଃନ୍ ରୁଣ୍ଡ୍ଲାୟ୍ । 7 [a]କଃତେକ୍ କଃତାବାର୍ତା ଅୟ୍ଲା ହଃଚେ ପିତର୍ ଉଟି ସେମଃନ୍କେ କୟ୍ଲା, “ଏ ବାୟ୍ବେଣିମଃନ୍ ତୁମିମଃନ୍ ଜାଣାସ୍ ଜେ, ମର୍ ଟଣ୍ଡେହୁଣି ଅଜିଉଦି ଲକ୍ମଃନ୍ ଜଃନ୍କଃରି ନିକ କବୁର୍ ସୁଣି ବିସ୍ୱାସ୍ କଃର୍ତି, ଇତାକ୍ ବୁତେକ୍ ଦିନ୍ ତଃଳେ ଇସ୍ୱର୍ ତୁମିମଃନାର୍ ବିତ୍ରେ ମକ୍ ବାଚିରିଲା । 8 [b]ସଃବ୍କାର୍ ମଃନାର୍ କଃତା ଜାଣ୍ତା ଇସ୍ୱର୍ ଅଃମିମଃନ୍କ୍ ଜଃନ୍କଃରି ପବିତ୍ର ଆତ୍ମା ଦଃୟ୍ଆଚେ, ସେମଃନ୍କେ ହେଁ ସେନ୍କଃରି ଦଃୟ୍ ସେମଃନ୍କେ କୁଦିଆଚେ । 9 ଆର୍ ସେ ଅଃମିମଃନାର୍ ଆର୍ ସେମଃନାର୍ ମଃନ୍ ବିତ୍ରେ କାୟ୍ ଅଃହ୍ରାତ୍ ନଃବାବି କଃରି ବିସ୍ୱାସ୍ ଗିନେ ସେମଃନାର୍ ହାହ୍ କେମା କଃରି ଆଚେ । 10 ଇତାକ୍ ଜୁୟ୍ ଜିଅଡି ଅଃମାର୍ ଦାଦିବାବୁ ଆର୍ ଅଃମିମଃନ୍ ବଃଉଁକ୍ ନଃହାର୍ଲୁ, ସେ ଜିଅଡି ଚେଲାମଃନାର୍ କଃନ୍ଦେ ଲାଦିଦଃୟ୍ କାୟ୍ତାକ୍ ତୁମିମଃନ୍ ଇସ୍ୱର୍କେ ପରିକ୍ୟା କଃରୁଲାସ୍ ? 11 ନୟ୍ ଇରି ଟିକ୍ ନାୟ୍ ମଃତର୍ ସେମଃନ୍ ଜଃନ୍କଃରି ବିସ୍ୱାସ୍ କଃରି ହାହେ ହୁଣି ମୁକ୍ଳି ଆଚ୍ତି, ଅଃମିମଃନ୍ ହେଁ ସେନ୍କାର୍ ମାପ୍ରୁ ଜିସୁର୍ ଦଃୟାୟ୍ ହାହେ ହୁଣି ମୁକ୍ତି ହାଉଁନ୍ଦ୍ ବଃଲି ବିସ୍ୱାସ୍ କଃରିଆଚୁ ।”
12 ସେତାକ୍ ସଃର୍ନେ ଲକ୍ ତୁନ୍ ହାଳ୍ଲାୟ୍ ଆର୍ ବର୍ନବା ଆର୍ ପାଉଲ୍ ତଃୟ୍ହୁଣି ଅଜିଉଦି ଲକ୍ ବିତ୍ରେ ଇସ୍ୱର୍ ଜୁୟ୍ ସଃବୁ ଚିନ୍ ଆର୍ କାବା ଅଃଉତା କାମ୍ କଃରି ରିଲାୟ୍, ସେମଃନ୍ ତଃୟ୍ହୁଣି ସେତିର୍ ସଃବୁ କଃତା ସୁଣୁକ୍ ଦଃର୍ଲାୟ୍ । 13 ସେମଃନାର୍ କଃତା ସଃର୍ଲାହଃଚେ ଜାକୁବ ଟିଆ ଅୟ୍ କୟ୍ଲା, “ଏ ବାୟ୍ବେଣିମଃନ୍ ମର୍ କଃତା ସୁଣା ।” 14 ଇସ୍ୱର୍ ଅଃହ୍ଣାର୍ ନାଉଁ ଗିନେ ଅଜିଉଦି ଲକ୍ମଃନାର୍ ବିତ୍ରେ କଃତେକ୍ ଲକ୍କେ ମାନୁକ୍ କଃନ୍କଃରି ସେମଃନ୍କେ ଦଃୟା କଃରିରିଲା, ସେରିମଃନ୍ ସିମନ୍ କୟ୍ଆଚେ । 15 ଆରେକ୍ ବାବ୍ବାଦିମଃନାର୍ କଃତା ଇତାର୍ ସଃଙ୍ଗ୍ ମିସୁଲି, ଜଃନ୍କଃରି ସାସ୍ତରେ ଲେକାଆଚେ-
17 ଜଃନ୍କଃରି ଉବୁର୍ଲା ଲକ୍ ଆର୍ ଜୁୟ୍ ସଃବୁ ଅଜିଉଦି ଲକ୍ ମର୍ ନାଉଁଏ ଡାକ୍ ହୁଟାଅୟ୍ ସେମଃନ୍ ମାପ୍ରୁକ୍ ଲଳ୍ତି । ସଃବୁ ସାଦୁନ୍ କଃର୍ତା ମାପ୍ରୁ ଇରି କଃଉଁଲା ।
18 ମାପ୍ରୁ ଇ କଃତା କଃଉଁଲା, ଜେ ହୁର୍ବ୍କାଳେ ହୁଣି ଇ କଃତା ଜାଣାୟ୍ରିଲା । 19 “ତଃବେ ମର୍ ବିଚାର୍ ଇରି ଅଜିଉଦି ଲକ୍ ବିତ୍ରେ ଜୁୟ୍ ମଃନ୍ ଇସ୍ୱର୍ ହାକ୍ ବାଉଳ୍ତି ସେମଃନ୍କେ ଅଃମିମଃନ୍ ବଜ୍ ବଳାଉଁ ନଃଚୁଆଁ । 20 ମଃତର୍ ମୁର୍ତି ବିସୟାର୍ ବିଟାଳ୍, ଦାରି, ଟଟି ହିଚି ମଃରାୟ୍ଲାର୍ ଜଃତୁ ଆର୍ ବଃନି ହୁଣି ଅଃଲ୍ଗା ରେଉଁକ୍ ଅଃମି ସେମଃନ୍କେ ଚିଟି ଲେକୁଆଁ । 21 କାୟ୍ତାକ୍ବଃଲେକ୍ ହୁର୍ବ୍ କାଳେହୁଣି ହଃତି ଗଃଳେ ମସାର୍ ପର୍ଚାର୍ କଃର୍ତା ଲକ୍ମଃନ୍ ଆଚ୍ତି; ହଃତି ବିସାଉଁଣିବାର୍ ଦିନ୍ ପାର୍ତ୍ନା ଗଃରେ ତାର୍ ବିଦି ହାଟ୍ କଃରାଅଉଁଲି ।”
30 ସେମଃନ୍କେ ମେଲାଣି ଦିଲାକ୍ ଆନ୍ତିଅକିଆକ୍ ଆୟ୍ଲାୟ୍ । ଆର୍ ବିସ୍ୱାସି ମଃନ୍କେ ରୁଣ୍ଡାୟ୍ ଚିଟି ଦିଲାୟ୍ । 31 ସେମଃନ୍ ସେରି ହଳି, ସୁସ୍ତା ଅୟ୍ ସଃର୍ଦା ଅୟ୍ଲାୟ୍ । 32 ଆରେକ୍ ଜିଉଦା ଆର୍ ସିଲା ନିଜେ ନିଜେ ହେଁ ବାବ୍ବାଦି ରିଲାକେ ବୁତେକ୍ ଗଃଳି କଃତା କୟ୍ ସେ କଃତାକ୍ ବୁଜାୟ୍ ବାୟ୍ମଃନ୍କେ ହେଁ ତିର୍ କଃଲାୟ୍ । 33 [c] ଆର୍ ସେତି ସେମଃନ୍ କଃତି ଦିନ୍ ରିଲା ହଃଚେ ସେମଃନ୍କେ ହଃଟାୟ୍ ରିଲା ଲକ୍ମଃନ୍ ହାକ୍ ବାଉଳି ଜଃଉଁକେ ବିସ୍ୱାସି ବାୟ୍ମଃନ୍ ସୁସ୍ତାୟ୍ ମେଲାଣି ଦିଲାୟ୍ । 34 ମଃତର୍ ସିଲା ସେତି ରେଉଁକ୍ ମଃନ୍ ନଃକେଲା ।
35 ଆରେକ୍ ପାଉଲ୍ ଆର୍ ବର୍ନବା ଆନ୍ତିଅକିଆୟ୍ ରଃୟ୍ ଗାଦେକ୍ ଲକାର୍ ସଃଙ୍ଗ୍ ମିସି ମାପ୍ରୁର୍ କଃତା ସିକ୍ୟା ଦିଲାୟ୍ ଆର୍ ନିକ କବୁର୍ ପର୍ଚାର୍ କଃରୁକେ ଦଃର୍ଲାୟ୍ ।