3 କ୍ରିସ୍ଟ ଜିସୁର୍ ଗଟ୍ ନିକ ସଃଇନ୍ ହର୍ ତାର୍ ଗିନେ କଃସ୍ଟ୍ ସଃମ୍ବାଳ୍ । 4 କୁୟ୍ ଲକ୍ ସଃଇନ୍ କାମ୍ କଃରି ଜଃଗତାର୍ ବିନ୍ କାମେ ମଃନ୍ ନଃଦେୟ୍, ଜଃନ୍କଃରି ସଃଇନ୍ ହଃଦ୍ ଦଃୟ୍ରିଲା ଲକ୍କେ ସେ ସଃବୁ ଦିନ୍ ସଃର୍ଦା କଃରାଉଁ ହାରେ । 5 ଆରେକ୍ ହେଁ ଜଦି ଗଟ୍ କୁୟ୍ ଲକ୍ କେଲ୍ତା ତଃୟ୍ କେଲୁକ୍ ମିସେଦ୍, ସେ ବିଦି ହଃର୍କାରେ ସେରି ନଃକେଲେକ୍ ସେ ପୁରିସ୍କାର୍ ହାଉଁ ନାହାରେ । 6 ଜୁୟ୍ ତାସି କଃସ୍ଟ୍ କଃରି ତାସ୍ ଉବ୍ଜାୟ୍ଦ୍, ସେ ତାସି ହଃଳ୍ଲା ତାସାର୍ ହଃର୍ତୁ ବାଗ୍ ହାଉତା ଜୟ୍ଗ୍ । 7 ମୁୟ୍ଁ ଜୁୟରି କଃଉଁଲେ, ସେରି ମଃନେ ଏତାଉ; ମାପ୍ରୁ ତକ୍ ସଃବୁ କଃତାର୍ ଅଃର୍ତ୍ ବୁଜୁକ୍ ସଃକ୍ତି ଦଃୟ୍ଦ୍ ।
8 ମୁୟ୍ଁ ପର୍ଚାର୍ କଃଲା ନିକ କବୁର୍ ହଃର୍କାରେ ମଃଲା ଲକ୍ମଃନାର୍ ବିତ୍ରେ ଉଟିଆଚେ ଆର୍ ଦାଉଦ୍ ବଃଉଁସେ ଜଲମ୍ ଅୟ୍ଲାର୍ ଜିସୁ କ୍ରିସ୍ଟକେ ଏତାଉ । 9 ସେ ନିକ କବୁରାର୍ ଗିନେ ମୁୟ୍ଁ ଦସିହର୍ ଆତ୍ଦଃଣ୍ଡା ହିନ୍ଦ୍ତା ହ୍ତେକ୍ କଃସ୍ଟ୍ ବୟ୍ଗ୍ କଃରୁଲେ; ମଃତର୍ ଇସ୍ୱରାର୍ କଃତାକ୍ କେ ସିକ୍ଳି ସଃଙ୍ଗ୍ ବାନ୍ଦୁ ନାହାରେ । 10 ତଃବେ ଇସ୍ୱର୍ ବାଚ୍ଲା ଲକ୍ମଃନ୍ହେଁ ଜଃନ୍କଃରି ଅଃମ୍ବର୍ ଜଃଜ୍ମାନ୍ ସଃଙ୍ଗ୍ କ୍ରିସ୍ଟ ଜିସୁ ଦିଲା ମୁକ୍ତି ହାଉତି । ଇତାର୍ ଗିନେ ମୁୟ୍ଁ ସେମଃନାର୍ ହାୟ୍ଁ ସଃବୁ କଃତା ସାସ୍ ଦଃରି ସଃମ୍ବାଳୁଲେ । 11 ଇ କଃତା ସଃତ୍ୟା,
20 ଗଟ୍ ବଃଡ୍ ଲକାର୍ ଗଃରେ ଅଃକାୟ୍ ସନା ଆର୍ ରୁହାର୍ ତଃୟ୍ ତିଆର୍ ଅୟ୍ଲା ଆସ୍ତି ରଃୟ୍ଦ୍, ସେରି ନାୟ୍, ମଃତର୍ ଗଃଚାର୍ ଆର୍ ମାଟିର୍ ଆସ୍ତି ହେଁ ରଃୟ୍ଦ୍; କଃତେକ୍ତାକ୍ ଲାଡ୍ କଃରୁକେ ଅୟ୍ଦ୍ ଆର୍ କଃତେକ୍ତାକ୍ ଲାଡ୍ କଃରି ନୟ୍ । 21 ତଃବେ, ଜଦି କେ ସେ ସଃବୁଲକାର୍ ତଃୟହୁଣି ନିଜ୍କେ ନିର୍ମୁଳ୍ କଃରେଦ୍, ତଃନ୍ ଅଲେ ସେ ନିର୍ମୁଳ୍, ସାଉକାରାର୍ କାମେ ଲାଗ୍ତା ଜୟ୍ଗ୍, ଆର୍ ସେ ସଃବୁ ନିକ କାମାର୍ ଗିନେ ତିଆର୍ ଅୟ୍, ଇରଃକମେ ସଃବ୍କାର୍ ଗିନେ ଗଟ୍ ଲାଡାର୍ ଅୟ୍ଦ୍ । 22 ମଃତର୍ ତୁମି ବେଣ୍ଡ୍ୟାବଃଳାର୍ କଃରାବ୍ ଇଚାୟ୍ ହୁଣି ଦୁରିକ୍ ରିଆ, ଜୁୟ୍ମଃନ୍ ନିର୍ମୁଳ୍ ମଃନେ ମାପ୍ରୁହାକ୍ ପାର୍ତ୍ନା କଃର୍ତି ସେ ମଃନ୍କାର୍ ସଃଙ୍ଗ୍ ଦଃର୍ମି, ବିସ୍ୱାସି, ଲାଡ୍ ଆର୍ ସୁସ୍ତାର୍ ହଃଚେ ହଃଚେ ଇଣ୍ଡା । 23 ବୁଦି ନୟ୍ଲାର୍ ଆର୍ ହଲ୍ୟା କଃତା କଃଉତା ଲକ୍ମଃନାର୍ ତଃୟ୍ ହୁଣି ଦୁରିକ୍ ରିଆ, କାୟ୍ତାକ୍ବଃଲେକ୍ ଇରଃକମ୍ କଃତାମଃନ୍ ଅଃବ୍କା ଗଃଣ୍ଡ୍ଗଳ୍ ଉବ୍ଜାୟ୍ଦ୍ । 24 ମାପ୍ରୁର୍ ଗତିଦଃଙ୍ଗ୍ଳା ଗଃଣ୍ଡ୍ଗଳ୍ କଃର୍ତା ନିକ ନାୟ୍, ମଃତର୍ ସେ ସଃବୁ ଲକାର୍ ତଃୟ୍ ଦିର୍ ଆର୍ ନିକ ସିକ୍ୟା ଦେତା ଲକ୍ ଅଃଉତା ଦଃର୍କାର୍ । 25 ଆର୍ ସଃମ୍ବାଳ୍ତା ଲକ୍ ଅଃଉତା ଦଃର୍କାର୍, ବିରଦି ଲକ୍କେ ଦିର୍ସୁସ୍ତାୟ୍ ବୁଜାଉତା ଦଃର୍କାର୍; ତଃନ୍ଅଲେ କେଜାଣ୍ ଇସ୍ୱର୍ ସେମଃନ୍କେ ସଃତ୍ କଃତା ଜାଣୁକ୍ ମଃନ୍ ବାଦ୍ଲାଉତା ବଃର୍ ଦଃୟ୍ଦ୍ । 26 ଆର୍ ଜୁୟ୍ ସୟ୍ତାନ୍ ସେମଃନ୍କେ ତାର୍ ଇଚା ହୁରୁଣ୍ କଃରୁକେ ବାନ୍ଦ୍ଲି ଆଚେ, ଚେତ୍ନା ଅୟ୍ ତାର୍ ହାନ୍ଦାୟ୍ ହୁଣି ମୁକୁଳ୍ତି ।
<- ୨ ତିମତି 1୨ ତିମତି 3 ->- a ମାତି ୧୦:୩୩; ଲୁକ ୧୨:୯.