8 ଏ ଲାଡାର୍ମଃନ୍, ମାପ୍ରୁର୍ ତଃୟ୍ ଗଟେକ୍ ଦିନ୍ ଜେ ଅଃଜାର୍ ବଃର୍ସ୍ ହର୍ ଆର୍ ଅଃଜାର୍ ବଃର୍ସ୍ ଜେ ଗଟେକ୍ ଦିନ୍ ହର୍, ମୁଳ୍କଃରି ଇ କଃତା ତୁମିମଃନ୍ ହାସ୍ରା ନାୟ୍ । 9 ବିଲମ୍ ବଃଲି ଜଃନ୍କଃରି କଃତେକ୍ ଲକ୍ ବାବୁଲାୟ୍, ମାପ୍ରୁ ଅଃହ୍ଣାର୍ ସଃୟ୍ତ୍ କଃଲାର୍ ସେ ରଃକମ୍ ବିଲମ୍ ନଃକେରେ; ମଃତର୍ କେ ହେଁ ଜଃନ୍କଃରି ନାସ୍ ନଃଉତି, ସଃବୁଲକ୍ ମଃନ୍ ବାଦ୍ଲାଉତି, ଇରି ଇଚା କଃରି ସେ ତୁମିମଃନାର୍ ଗିନେ ବୁତେକ୍ ବିନ୍ ହଃତେକ୍ ଜାଗିକଃରି ଆଚେ ।
10 [b][c] ମାପ୍ରୁର୍ ଦିନ୍ ଚର୍ ହର୍ ହଚେଦ୍ । ସେ ଦିନ୍ ଅଃଗାସ୍ ମଃଣ୍ଡଳ୍ ବଃଡେ ସଃବଦ୍ ସଃଙ୍ଗ୍ ନାସ୍ ଅୟ୍ଦ୍, ଆର୍ ଉବୁଜ୍ଲାର୍ ବଃଡେ ତାହାତାର୍ ଗିନେ ତଃର୍ଲି ଜାୟ୍ଦ୍ ଆର୍ ହୁର୍ତି ଆର୍ ସେତିର୍ ଆସ୍ତି ସଃବୁ ହଡି ଜାୟ୍ଦ୍ । 11 ସେ ଦିନାର୍ ଆସ୍ତାର୍ ଜାଗିକଃରି, ସେରି ଜଃନ୍କଃରି ବେଗି ଆସେଦ୍, ଇତାର୍ ଗିନେ ତୁମିମଃନ୍ କଃନ୍କଃରି ସଃବୁବଃଳ୍ ନିକ ଗୁଣାର୍ ଆର୍ ଦଃର୍ମି ଅଃଉତା ଲଳା । 12 ଇ ସଃବୁ ବିସୟ୍ ଇରଃକମ୍ ନାସ୍ ଅଃଉତାର୍ ଗିନେ, ଇସ୍ୱରାର୍ ଜୁୟ୍ ଦିନ୍ ଅଃଗାସ୍ ମଃଣ୍ଡଳ୍ ଜୟ୍ଲାଗି ଆଜିଜାୟ୍ଦ୍ ଆର୍ ଉବ୍ଜାଣ୍ ଅଇଲାର୍ ସଃବୁ ବଃଡେ ତଃହାତେ ତଃର୍ଲି ଜାୟ୍ଦ୍, 13 [d]ଅଃମିମଃନ୍ ତାର୍ ସଃୟ୍ତ୍ ହଃର୍କାରେ ଗଟ୍ ନଃଉଆଁ ଅଃଗାସ୍ ଆର୍ ନଃଉଆଁ ହୁର୍ତିବିକେ ଜାଗିଆଚୁ, ଜୁୟ୍ରି ଦଃର୍ମିଲକାର୍ ବାସ୍ କଃର୍ତା ଟାଣ୍ ଅୟ୍ଦ୍ ।
14 ତଃବେ ଏ ଲାଡାର୍ମଃନ୍, ତୁମିମଃନ୍ ଇସଃବୁ ବିସୟ୍ ଜାଗିଆଚାସ୍ ଲାଗି ତାର୍ ମୁଏଁ ଜଃନ୍କଃରି ନିର୍ଦସି ଆର୍ ଲିନ୍ଦା ନଃହାଉତାର୍ ଅୟ୍ ସୁସ୍ତାୟ୍ ରେତାର୍ ଦଃକାଜାହାସ୍ ଇତାର୍ ଗିନେ ଜଃତୁନ୍ କଃରା । 15 ଆର୍, ଅଃମାର୍ ମାପ୍ରୁର୍ ବଃଡେ ସଃମ୍ୱାଳ୍ତାର୍ ମୁକ୍ତି ହାଉତାର୍ ବଃଲି ଜାଣା । ଅଃମିମଃନାର୍ ଲାଡାର୍ ବାୟ୍ ପାଉଲ୍ହେଁ ଅଃହ୍ଣାକ୍ ଦିଆଅୟ୍ଲା ଗିଆନ୍ ହଃର୍କାରେ ତୁମିମଃନ୍ ହାକ୍ ସେରଃକମ୍ ଲେକିଆଚେ । 16 ସେ ଅଃହ୍ଣାର୍ ସଃବୁ ଚିଟି ଲଃଗେହେଁ ଇସଃବୁ କଃତା ଲେକିକଃରି ସେରଃକମ୍ କଃଉଁଲା; ସେସଃବୁ ତଃୟ୍ ଇରଃକମ୍ କଃତେକ୍ କଃତା ଆଚେ, ଜୁୟ୍ରିକି ବୁଜୁକ୍ ବଃଡେ କଃସ୍ଟ୍, ଆର୍ ଅସିକିତ୍ ଉତ୍ହାତ୍ୟା ଲକେ ଅଃହ୍ଣା ଅଃହ୍ଣାର୍ ନାସ୍ କଃରୁକେ ବିନ୍ ସଃବୁ ସାସ୍ତର୍ ଜଃନ୍କଃରି, ସେ ସଃବୁର୍ ହେଁ ସେରଃକମ୍ ବିନ୍ ଅଃର୍ତ୍ କଃର୍ତି ।
17 ବଃଲେକ୍, ଏ ଲାଡାର୍ମଃନ୍, ତୁମିମଃନ୍ ହଃର୍ତୁ ଜାଣି ଜାଗ୍ରତ୍ ଅୟ୍ରିଆ, ଚଃନେମଃନେ କଃରାବ୍ କଃରୁମଃନାର୍ ବୁଲ୍ କଃତାୟ୍ ହଃଳି ତୁମିମଃନ୍ହେଁ ନିଜେ ଅଃଟୁଆ ରଃୟ୍ ଅଦ୍ରି ନଃଜାହା । 18 ମଃତର୍ ଅଃମିମଃନାର୍ ମାପ୍ରୁ ଆର୍ ମୁକ୍ତିକାରି ମାପ୍ରୁ ଜିସୁ କ୍ରିସ୍ଟର୍ ଦଃୟା ଆର୍ ଗିଆନେ ବାଡା । ଅଃବେ ଆର୍ ଜୁଗେଜୁଗେ ଜଃଜ୍ମାନ୍ ଅଃଉଅ, ଆମେନ୍ ।
<- ୨ ପିତର୍ 2