8 ମୁୟ୍ଁ ଆଦେସ୍ ଦିଲା ହର୍ ନଃକୟ୍ଁ, ଅଃମିମଃନାର୍ ଉଦ୍ଜଗିକ୍ କଃତାୟ୍ ଆଣି ତୁମିମଃନାର୍ ଲାଡାର୍ ଦିରାବାବ୍ ହେଁ ହଃର୍ମାଣ୍ ସଃଙ୍ଗ୍ କଃରୁକେ କଃଉଁଲେ । 9 କାୟ୍ତାକ୍ବଃଲେକ୍ ଅଃମିମଃନାର୍ ମାପ୍ରୁ ଜିସୁ କ୍ରିସ୍ଟର୍ ଦଃୟା ତୁମିମଃନ୍ ଜାଣି ଆଚାସ୍, ତୁମିମଃନ୍କେ ଜଃନ୍କଃରି ତାର୍ ଗଃରିବ୍ ତଃୟ୍ ମାଜନ୍ ଅଃଉଆସ୍, ଇତାର୍ ଗିନେ ସେ ମାଜନ୍ ଅୟ୍ଲେକ୍ ହେଁ କଃନ୍କଃରି ତୁମିମଃନାର୍ ଗିନେ ଗଃରିବ୍ ଅୟ୍ଲା ।
10 ଇ ବିସୟେ ମର୍ କଃଉତାର୍ ଇରି, ସେରି ତୁମିମଃନାର୍ ଗିନେ ନିକ, ଜୁୟ୍ତାର୍ ଗିନେ ଗଃଲା ବଃର୍ସେ ହୁଣି ତୁମିମଃନ୍ ଜୁୟ୍ କାମ୍ କଃରୁକେ ଆରୁମ୍ କଃରି ରିଲାସ୍ ସେରି ସଃରାଉଆ । ଅଃବ୍କା କାମ୍ ନାୟ୍, ମଃତର୍ ଇତି କଃରୁକେ ଆରୁମେ ଇଚା ହେଁ କଃରି ନଃରିଲାସ୍ । 11 ଅଃବେ ସେ କାମ୍ ସଃରାଉଆ, ଜଃନ୍କଃରି ଇଚା କଃର୍ତା ତଃୟ୍ ଜୁୟ୍ ରଃକମ୍ ଇଚା ମଃନ୍ବାବ୍ ରିଲି, ସେରଃକମ୍ ତୁମିମଃନାର୍ ଅବୁସ୍ତା ତଃୟ୍ କାମ୍ ହେଁ ସଃରେଦ୍ । 12 କାୟ୍ତାକ୍ବଃଲେକ୍ ଜଦି ଦାନ୍କଃର୍ତାର୍ ମଃନ୍ବାବ୍ ରଃୟ୍ଦ୍, ତଃବେ ସେରି ଗଟେକ୍ ଲକାର୍ ନୟ୍ଲା ହଃର୍କାରେ ନିଆନାଁୟ୍, ମଃତର୍ ତାର୍ ଜାୟ୍ରି ଆଚେ, ସେ ହଃର୍କାରେ ନିଆ ଅୟ୍ଦ୍ ।
13 ଜୁୟ୍ତାର୍ ଗିନେ ବିନ୍ ଲକ୍ମଃନ୍ ଜଃନ୍କଃରି ସୁକ୍ ହାଉତି, ଆର୍ ତୁମିମଃନ୍ କଃସ୍ଟ୍ ହାଉଆ, ଇତାର୍ ଗିନେ ମୁୟ୍ଁ ଇରି ନଃକୟ୍ଁ । 14 ମଃତର୍ ସଃମାନ୍ ବାବ୍ ଦଃକାଜଃଉଁକ୍ ଅଃବାର୍ ବେଳାୟ୍ ତୁମିମଃନାର୍ ବୁତେକ୍ ତଃୟ୍ ସେମଃନାର୍ ଅକେଟ୍ ହୁରୁଣ୍ ଅଃଉଁଲି, ଜଃନ୍କଃରି ସେମଃନାର୍ ବୁତେକ୍ ତଃୟ୍ ହେଁ ତୁମିମଃନାର୍ ଅକେଟ୍ ହୁରୁଣ୍ କଃରାସ୍, ଆର୍ ଇରଃକମ୍ ସଃମାନ୍ ବାବ୍ ଦଃକା ଜାୟ୍ଦ୍ । 15 ଜଃନ୍କାର୍ ଦଃର୍ମ୍ ସାସ୍ତରେ ଲେକା ଆଚେ, “ଜେ ଅଃଦିକ୍ ରୁଣ୍ଡାୟ୍ଲା, ତାର୍ ନୁବୁର୍ଲି, ଆର୍ ଜେ ଅଃଳକ୍ ରୁଣ୍ଡାୟ୍ଲା, ତାର୍ ଅକେଟ୍ ନୟ୍ଲି ।”
20 ଅଃମିମଃନାର୍ ଗିନେ ସଃର୍ଦାମଃନେ ଦିଲା ସେବା ରଃକମାର୍ ଗାଦେକ୍ ଦାନ୍ ବିସୟେ କେ ଜଃନ୍କଃରି ଅଃମିକ୍ ଦସି ନଃକେରେ, ସେତାର୍ଗିନେ ଜଃଗ୍ରାତ୍ ଅଃଉଁଲୁ । 21 କାୟ୍ତାକ୍ବଃଲେକ୍ ଅଃବ୍କା ମାପ୍ରୁର୍ ଆକାୟ୍ ହଃକା ନାୟ୍, ମଃତର୍ ନଃର୍ମଃନାର୍ ଆକାୟ୍ ହେଁ ଜାୟ୍ରି ନିକ, ସେସଃବୁ ଅଃମିମଃନ୍ ଚିତା କଃରୁଲୁ ।
22 ଅଃମିମଃନ୍ ଅଃମାର୍ ଆରେକ୍ ଗଟେକ୍ ବାୟ୍କ୍ ହେଁ ସେମଃନାର୍ ସଃଙ୍ଗେ ହଃଟାଉଁଲୁ, ତାକେ ଅଃମିମଃନ୍ ଗାଦେକ୍ କଃତାୟ୍ ଗାଦେକ୍ ତର୍ ଉଦ୍ଜଗି ବଃଲି ହଃର୍ମାଣ୍ ହାୟ୍ଆଚୁ, ଆରେକ୍ ଗାଦେକ୍ ତର୍ କଃଟାଳ୍ ବୁଜି ତୁମିମଃନାର୍ ତଃୟ୍ ଅଃଟୁଆ ବିସ୍ୱାସି ଅୟ୍ ସେ ଅଃବେ ଆରେକ୍ ଅଃଦିକ୍ ଉଦ୍ଜଗି ଅୟ୍ଆଚେ । 23 ତିତସାର୍ କଃତା ଜଦି କେ ହଃଚାରେଦ୍, ସେ ମର୍ ସଃଙ୍ଗୁଆଳି ଆର୍ ତୁମିମଃନାର୍ ଗିନେ ମର୍ ସଃଙ୍ଗ୍ କାମ୍ କଃର୍ତା ଲକ୍; କି ଜଦି ଅଃମିମଃନାର୍ ବାୟ୍ର୍ କଃତା ହଃଚାରେଦ୍, ସେମଃନ୍ ମଣ୍ଡ୍ଳିମଃନ୍ ହଃଟାୟ୍ଲା ଲକ୍, ଆରେକ୍ କ୍ରିସ୍ଟ ଜିସୁର୍ ପେରିତ୍ ଆର୍ ଜଃଜ୍ମାନ୍ ରଃକମ୍ । 24 ତଃବେ, ତୁମିମଃନାର୍ ଲାଡ୍ ଆର୍ ତୁମିମଃନାର୍ କଃତାୟ୍ ଅଃମାର୍ ଗଃର୍ବାର୍ ହଃର୍ମାଣ୍ ବିସ୍ୱାସି ଦଃଳ୍ମଃନାର୍ ମୁଏଁ ସେମଃନ୍କେ ଦଃକାଉଆ ।
<- ୨ କରନ୍ତି 7୨ କରନ୍ତି 9 ->- a ରମି ୧୫:୨୬.