5 ତୁମିମଃନ୍ ବିସ୍ୱାସେ ଆଚାସ୍ କି ନାୟ୍, ସେ ବିସୟେ ତୁମିମଃନ୍କେ ଅଃହ୍ଣା ଆହ୍ଣାକେ ପରିକ୍ୟା କଃରା, ଅଃହ୍ଣା ଅଃହ୍ଣାର୍ ବିଚାର୍ କଃରା, ନୟ୍ଲେକ୍ ଜିସୁ କ୍ରିସ୍ଟ ଜେ ତୁମିମଃନାର୍ ତଃୟ୍ ଆଚେ, ଇରି କି ତୁମିମଃନ୍କେ ନିଜାର୍ ନିଜାର୍ କଃତା ନଃଜାଣାସ୍ ? ଜଦି ଇରି ନୟେ, ତଃନ୍ଅୟ୍ଲେକ୍ ତୁମିମଃନ୍କେ ହୁରାହୁରି ପରିକ୍ୟାୟ୍ ଆରି ଆଚାସ୍ । 6 ମଃତର୍ ମୁୟ୍ଁ ଆସା କଃରୁଲେ, ଅଃମିମଃନ୍ ଜେ ପରିକ୍ୟା ସିଦ୍, ଇରି ତୁମିମଃନ୍କେ ଜାଣାସ୍ । 7 ମଃତର୍ ତୁମିମଃନ୍କେ ଜଃନ୍କଃରି କାୟ୍ କଃରାବ୍ କାମ୍ ନଃକେରାସ୍, ଇତାର୍ ଗିନେ ଅଃମିମଃନ୍ ଇସ୍ୱରାର୍ ଚଃମେ ପାର୍ତନା କଃରୁଲୁ । ଅଃମିମଃନ୍ ଜଃନ୍କଃରି ପରିକ୍ୟା ସିଦ୍ ବଃଲି ଦଃକା ଜଃଉଁନ୍ଦ୍, ଇତାର୍ ଗିନେ ପାର୍ତ୍ନା ନଃକେରୁ, ମଃତର୍ ପରିକ୍ୟା ସିଦ୍ ନୟ୍ଲା ହର୍ ଦଃକା ଗଃଲେକ୍ ହେଁ ଜଃନ୍କଃରି ତୁମିମଃନ୍କେ ନିକ କାମ୍ କଃରାସ୍, ଇତାର୍ ଗିନେ ପାର୍ତ୍ନା କଃରୁଲୁ । 8 କାୟ୍ତାକ୍ବଃଲେକ୍ ଅଃମିମଃନ୍ ସଃତ୍ ବିରଦେ କାୟ୍ରି କଃରୁ ନଃହାରୁ, ମଃତର୍ ସଃତ୍ ବାଟ୍ୟା ଅୟ୍ କଃରୁ ହାରୁ । 9 ଅଃମିମଃନ୍ ଜଃଡେବଃଳ୍ ଦୁର୍ବୁଳ୍ ଆର୍ ତୁମିମଃନ୍କେ ସଃକାତ୍, ସଃଡେବଃଳ୍ ଅଃମିମଃନ୍ ସଃର୍ଦା କଃରୁନ୍ଦ୍; ତୁମିମଃନ୍ ଜଃନ୍କଃରି ସିଦ୍ ଅଃଉଆସ୍, ଇତି ହେଁ ଅଃମିମଃନ୍ ପାର୍ତନା କଃରୁଲୁ । 10 ଇତାର୍ ଗିନେ ନଃରଃୟ୍କଃରି ମୁୟ୍ଁ ଇସାବ୍ ଲେକୁଲେ, ଜଃନ୍କଃରି ରଃୟ୍କଃରି ମାପ୍ରୁ ମକ୍ ଜୁୟ୍ ଅଃଦିକାର୍ ବାଙ୍ଗୁକ୍ ନଃଦଃୟ୍ ତିଆର୍ କଃରୁକେ ଦଃୟ୍ଆଚେ, ସେ ଅଃଦିକାର୍ ହଃର୍କାରେ ନିସ୍ଟୁର୍ ବେବାର୍ କଃରୁକେ ମକ୍ ନୟେ ।
11 ସଃରାସଃରି ବଃଳ୍, ଏ ବାୟ୍ବେଣିମଃନ୍, ସଃର୍ଦା କଃରା, ସଃବୁ ବିସୟେ ଜୟଃଗ୍ ଅଃଉଆ, ଗ୍ୟାନ୍ ଦଃରା, ଗଟେକ୍ ମଃନ୍ ଅଃଉଆ, ସୁସ୍ତାୟ୍ ବାସା କଃରା, ଆର୍ ଲାଡ୍ ଆର୍ ସୁସ୍ତାର୍ ଇସ୍ୱର୍ ତୁମିମଃନାର୍ ସଃଙ୍ଗେ ରଃୟ୍ଦ୍ ।
12 କ୍ରିସ୍ଟର୍ ଲାଡ୍ ଦଃୟ୍ ଏକ୍ଆରେକ୍କେ ଜୁଆର୍ କଃରା । ସଃବୁ ଦଃର୍ମିମଃନ୍ ତୁମିମଃନ୍କେ ଦନ୍ୟବାଦ୍ ଜାଣାଉଁଲାୟ୍ ।
13 ମାପ୍ରୁ ଜିସୁ କ୍ରିସ୍ଟର୍ ଦଃୟା, ଇସ୍ୱରାର୍ ଲାଡ୍ 14 ଆର୍ ପବିତ୍ର ଆତ୍ମାର୍ ମିସାଣ୍ ତୁମି ସଃବୁଲକାର୍ ଉହ୍ରେ ଅଃଉଆ ।
<- ୨ କରନ୍ତି 12