1 କ୍ରିସ୍ଟ ବିସ୍ୱାସି ଗତିଦଃଙ୍ଗ୍ଳାମଃନ୍ ଜଃତେକ୍ ଆଚ୍ତି, ସେମଃନ୍ ଅଃହ୍ଣା ଅଃହ୍ଣା ସାଉକାର୍ ମଃନ୍କେ ଲଳା ହଃର୍କାରେ ମାନ୍ତି ହାଉତା ଜୟ୍ଗ୍ ବଃଲି ଜାଣତ୍ ଜଃନ୍କଃରି ଇସ୍ୱରାର୍ ନାଉଁ ଆର୍ ସିକ୍ୟାର୍ ଲିନ୍ଦା ନୟ୍ । 2 ଆର୍ ଜୁୟ୍ ଲକ୍ମଃନାର୍ ସାଉକାର୍ମଃନ୍ ବିସ୍ୱାସି, ସେମଃନ୍ ଗତିଦଃଙ୍ଗ୍ଳାକ୍ ବାୟ୍ ବଃଲି ବାବିକଃରି ଇନସ୍ତା ନଃକେରତ୍, ମଃତର୍ ଅଃଦିକ୍ ଜଃତୁନେ ସେମଃନାର୍ ଉହ୍କାର୍ କଃରତ୍, କାୟ୍ତାକ୍ବଃଲେକ୍ ଜୁୟ୍ମଃନ୍ ଉହ୍କାର୍ ହାଉତି, ସେମଃନ୍ ବିସ୍ୱାସି ଆର୍ ଲାଡାର୍ । ଇସଃବୁ କଃତା ସିକ୍ୟା ଦେସ୍ ଆର୍ ପର୍ଚାର୍ କଃର୍ ।
6 ଦଃର୍ମିଲକ୍ ସଃତ୍ କଃରି ମାଜନ୍ ବଃଲେକ୍ ତାର୍ ଜଃତେକ୍ ଆଚେ ସଃତେକ୍ ତଃୟ୍ ସଃର୍ଦା ଅୟ୍ ରଃୟ୍ଦ୍ । 7 ବଃଲେକ୍ ଅଃମିମଃନ୍ ଜଃଗତେ କାୟ୍ରି ହେଁ ଆଣି ନଃକେରୁ, ଆର୍ ଇତିହୁଣି କାୟ୍ରି ହେଁ ସଃଙ୍ଗେ ନେଉଁ ନଃହାରୁ । 8 ତଃବେ ଅଃର୍ନ୍ ଆର୍ ବଃସ୍ତର୍ ରିଲେକ୍ ଅଃମାର୍ ହାଁୟ୍ ସଃରି । 9 ମଃତର୍ ଜୁୟ୍ମଃନ୍ ମାଜନ୍ ଅଃଉଁକେ ମଃନ୍କଃର୍ତି, ସେମଃନ୍ ପରିକ୍ୟାୟ୍ ଆର୍ ହାନ୍ଦାୟ୍, ଆର୍ ଗାଦା ରଃକମ୍ ନଃକେର୍ତା କାମ୍ ଆର୍ ନଃସ୍ଟ୍ଅଉତା ମଃନ୍ବାବେ ହଃଳ୍ତି, ଇରିମଃନ୍ ମାନାୟ୍କେ ବଃସମ୍ ଆର୍ ନାସ୍ ଅଃଉତା ସଃମ୍ନ୍ଦେ ବୁଡାୟଦ୍ । 10 କାୟ୍ତାକ୍ବଃଲେକ୍ ଦଃନ୍ଲଃବ୍ ସବୁ ନଃସ୍ଟ୍ଅଉତାର୍ ମୁଳ୍; କଃତିଲକ୍ ସେତାକ୍ ଆସା କଃରି ବିସ୍ୱାସ୍ ଚାଡିକଃରି ବାଟ୍ ବାଣାଅୟ୍ ଆଚ୍ତି । ଆର୍ ବଃଡ୍ ଦୁକେ ଅଃହ୍ଣା ଅଃହ୍ଣାର୍ ମଃନେ ଦୁକ୍ ହାୟ୍ ଆଚ୍ତି ।
17 ଜୁୟ୍ମଃନ୍ ଇ ଜଃଗତାର୍ ମାଜନ୍, ସେମଃନ୍ ଜଃନ୍କଃରି ଗଃର୍ବିଆ ନଃଉତି ଆର୍ ନଃସ୍ଟ୍ଅଃଉତା ଦଃନ୍ ଉହ୍ରେ ବଃର୍ସା ନଃକେର୍ତି, ମଃତର୍ ବୟ୍ଗ୍ କଃରୁକେ ସଃବୁ କଃତା ଅଃପର୍ବଳ୍ ଅଃମିମଃନ୍କ୍ ଦଃୟ୍ଦ୍ ଜୁୟ୍ ଇସ୍ୱର୍, ତାର୍ ଉହ୍ରେ ସଃବୁବଃଳ୍ ଆସା କଃରୁକେ କଃଉ । 18 ଆର୍ ବିନ୍ ଲକାର୍ ଉହ୍କାର୍ କଃରି ସବୁ ସଃତ୍ କାମେ ମାଜନ୍ ଅଃଉତି, ଆର୍ ଆତ୍ ମେଲାକଃରି ଆର୍ ମଃନ୍ ସଃର୍ଦାୟ୍ ଦାନ୍ କଃର୍ତି, ଇତାର୍ ଗିନେ ସେମଃନ୍କେ ଆଦେସ୍ ଦେସ୍ । 19 ଇରଃକମ୍ କଃଲେକ୍ ସେମଃନାର୍ ଆସୁଲା ଜିବନାର୍ ଗିନେ ନିକ ମୁଳ୍ ଦଃନ୍ ଅଃହ୍ଣା ଅଃହ୍ଣାର୍ ଗିନେ ରୁଣ୍ଡାଉତି, ଜଃନ୍କଃରି ସଃତ୍ ଜିବନ୍ ହାଉତି ।
20 ଏ ତିମତି, ତକ୍ ଜାୟ୍ରି ଦିଆ ଅୟ୍ଆଚେ, ତାକେ ବାଚାୟ୍ରେ; ଚୁଚାୟ୍ ବକୁଆ କଃତା ଆର୍ କଃଉଆ ଅୟ୍ଲା ଗ୍ୟାନାର୍ କଃତା କାଟାକାଟି ଅଃଉତା ଲକମଃନାର୍ ତଃୟ୍ହୁଣି ଦୁରି ରେ । 21 କଃତିଲକ୍ ସେରିମଃନ୍ ମାନିକଃରି ବିସ୍ୱାସ୍ କଃତାୟ୍ ବାଟ୍ ବାଣା ଅୟ୍ଆଚ୍ତି ।