5 ତୁମିମଃନ୍ ଜାଣି ଆଚାସ୍, ଅଃମିମଃନ୍ କଃବେ ହେଁ ଚିକ୍ଣିଆ କଃତା ନଃକଃଉଁ କି ଅଃମାର୍ ଲଃବ୍କେ ଲୁକାଉଁକେ ନଃଜେଟୁ, ଇସ୍ୱର୍ ଇତାର୍ ସାକି । 6 ଅଃମି ତୁମିମଃନାର୍ ତଃୟ୍ହୁଣି ଅଃଉଆ କି ବିନ୍ କାର୍ ତଃୟ୍ହୁଣି ଅଃଉଆ, କୁୟ୍ ମାନାୟ୍ର୍ ତଃୟ୍ହୁଣି ହେଁ ଜଃଜ୍ମାନ୍ ହାଉଁକ୍ ଉପାୟ୍ ନଃକେରୁ । 7 ଅୟ୍ଲେକ୍ ହେଁ ଅଃମିମଃନ୍ କ୍ରିସ୍ଟର୍ ପେରିତ୍ ଅୟ୍ ଆଚୁ ବଃଲି ଅଃମିମଃନ୍ ତୁମାର୍ ତଃୟ୍ହୁଣି ମାନ୍ତି ହାଉଁକ୍ ଦାବି କଃରୁକେ ହାର୍ଲୁହୁଣି, ମଃତର୍ ଅଃମିମଃନ୍ ତୁମିମଃନାର୍ ଲଃଗେ ସୁସାର୍ ଅୟ୍, ଆୟ୍ସି ଜଃନ୍କଃରି ଅଃହ୍ଣାର୍ ହିଲାମଃନ୍କେ ଜଃତୁନ୍ କଃରେଦ୍, ତୁମାର୍ ସଃଙ୍ଗ୍ ରିଲାବଃଳ୍ ଅଃମିମଃନ୍ ସେବାନ୍ୟା ତୁମାର୍ ସଃଙ୍ଗ୍ ଚାଲାଚାଲ୍ତି କଃରିରିଲୁ । 8 ତୁମିମଃନାର୍ ଗିନେ ଅଃମାର୍ ଲାଡ୍ ଆଚେ, ତଃବାର୍ଗିନେ ଅଃମିମଃନ୍ ତୁମିମଃନ୍କେ ଅଃବ୍କା ଇସ୍ୱରାର୍ ନିକ କବୁର୍ ନାୟ୍, ମଃତର୍ ନିଜାର୍ ନିଜାର୍ ଜିବନ୍ ହେଁ ଦେଉଁକ୍ ମଃନ୍ କଃରିରିଲୁ, କାୟ୍ତାକ୍ବଃଲେକ୍ ତୁମିମଃନ୍ ଅଃମାର୍ ଲାଡାର୍ ଲକ୍ ଅୟ୍ରିଲାସ୍ । 9 ଏ ବାୟ୍ବେଣିମଃନ୍, ଅଃମିମଃନ୍ କଃତେକ୍ କଃସ୍ଟ୍ କଃରି କାମ୍ କଃରି ଆଚୁ, ସେରି ତୁମାର୍ ମଃନେ ଆଚେ; ଜଃନ୍କଃରି ଅଃମିମଃନ୍ ତୁମିମଃନାର୍ ଉହ୍ରେ କାର୍ ବଜ୍ ହର୍ ନଃଉତା ଗିନେ ଦିନ୍ରାତି କାମ୍ କଃରି ଇସ୍ୱରାର୍ ନିକ କବୁର୍ ତୁମିମଃନାର୍ ଲଃଗେ ପର୍ଚାର୍ କଃରିରିଲୁ ।
10 ବିସ୍ୱାସି ଜେ ତୁମିମଃନ୍, ତୁମିମଃନାର୍ ସଃଙ୍ଗ୍ ଅଃମିମଃନ୍ କଃନ୍କଃରି ପବିତ୍ର, ଦଃର୍ମି ଆର୍ ନିର୍ଦସି ଚାଲାଚାଲ୍ତି କଃରିରିଲୁ, ତୁମିମଃନ୍ ସେତିର୍ ସାକି ଆର୍ ଇସ୍ୱର୍ ନିଜେ ହେଁ ସେତିର୍ ସାକି । 11 ତୁମିମଃନ୍ ତ ଜାଣାସ୍, ଉବାସି ଜଃନ୍କଃରି ଅଃହ୍ଣାର୍ ହିଲାମଃନ୍କେ ଜଃତୁନ୍ କଃରେଦ୍, ସେବାନ୍ୟା ଅଃମିମଃନ୍ ତୁମି ସଃବୁ ଲକେ ସିକ୍ୟା ଦଃୟ୍ ଆର୍ ବଃର୍ସା ଦଃୟ୍ ଗଃଉଆରି କଃରିରିଲୁ, 12 ଜଃନ୍କଃରି ତୁମିମଃନ୍ କୁଦ୍ଲା ଜୁୟ୍ ଇସ୍ୱର୍, ତାର୍ ରାଇଜ୍ ଆର୍ ଜଃଜ୍ମାନାର୍ ଅଃଦିକାରି ଅଃଉଁକେ ତୁମିମଃନ୍ ଇସ୍ୱରାର୍ ଜୟ୍ଗ୍ ଚାଲାଚାଲ୍ତି କଃରା ।
13 ଆର୍ ଇତାର୍ ଗିନେ ଅଃମିମଃନ୍ ହେଁ ସଃବୁବଃଳ୍ ଇସ୍ୱର୍କେ ଦନ୍ୟବାଦ୍ କଃରୁଲୁ, ଜଃଡେବଃଳ୍ ତୁମିମଃନ୍ ଅଃମି ପର୍ଚାର୍ କଃଲା ମାପ୍ରୁର୍ କଃତା ସୁଣି ମଃନେ ଦଃର୍ଲାସ୍, ସଃଡେବଃଳ୍ ସେରି ମାନାୟ୍ର୍ କଃତା ବଃଲି ମଃନେ ନଃଦେରି, ଇସ୍ୱରାର୍ କଃତା ବଃଲି ମଃନେ ଦଃରିରିଲାସ୍, ଆର୍ ସଃତ୍କଃରି ସେରି ଇସ୍ୱରାର୍ କଃତା; ଆରେକ୍ ବିସ୍ୱାସି ଜେ ତୁମିମଃନ୍, ତୁମିମଃନାର୍ ମଃନ୍ ବିତ୍ରେ ସେରି କାମ୍ କଃରୁଲି । 14 [b]କାୟ୍ତାକ୍ବଃଲେକ୍ ଏ ବାୟ୍ବେଣିମଃନ୍, ତୁମିମଃନ୍ କ୍ରିସ୍ଟ ଜିସୁର୍ ତଃୟ୍ ରେତା ଜିଉଦା ଦେସାର୍ ଇସ୍ୱର୍ ବିସ୍ୱାସି ଦଃଳାର୍ ହର୍ ଅୟ୍ ଆଚାସ୍, ଜଃନ୍କଃରି ସେମଃନ୍ ଜିଉଦିମଃନାର୍ ତଃୟ୍ହୁଣି ଜୁୟ୍ ସଃବୁ ଦୁକ୍ ବୟଃଗ୍ କଃରି ରିଲାୟ୍, ତୁମିମଃନ୍କେ ହେଁ ନିଜାର୍ ଲକ୍ମଃନାର୍ ତଃୟ୍ହୁଣି ସେ ସଃବୁ ଦୁକ୍ ବୟଃଗ୍ କଃରି ଆଚାସ୍ । 15 [c]ସେ ଜିଉଦିମଃନ୍ ମାପ୍ରୁ ଜିସୁକେ, ଆରେକ୍ ବାବ୍ବାଦିମଃନ୍କେ ହେଁ ମାରି ରିଲାୟ୍, ଆର୍ ଅଃମିମଃନ୍କେ କଃସ୍ଟ୍ ଦିଲାୟ୍, ସେମଃନାର୍ ଗିନେ ଇସ୍ୱର୍ ବଃଡେ ଦୁକ୍ କଃରୁଲା ଆର୍ ସେ ସଃବୁ ଲକ୍ ମାନାୟ୍ ଜାତିର୍ ସଃତ୍ରୁ, 16 କାୟ୍ତାକ୍ବଃଲେକ୍ ଇସ୍ୱର୍ ଅଜିଉଦି ଲକ୍ମଃନ୍କେ ମୁକ୍ଳାଉଁକ୍ ସେମଃନାର୍ ଲଃଗେ ନିକ କବୁର୍ ପର୍ଚାର୍ କଃରୁକେ ସେମଃନ୍ ଅଃମିମଃନ୍କ୍ ବାଦା ଦେତି; ଇବାନ୍ୟା କଃରି ସେମଃନ୍ ସଃବୁବଃଳ୍ ଅଃହ୍ଣା ଅଃହ୍ଣାର୍ ହାହ୍ ହୁରୁଣ୍ କଃରୁଲାୟ୍; ମଃତର୍ ସେମଃନାର୍ ଉହ୍ରେ ଇସ୍ୱରାର୍ କହ୍ ସଃବୁ ଡାଳି ଅୟ୍ଲିନି ।