5 ସେରଃକମ୍ ଏ ଦଃଙ୍ଗ୍ଳାମଃନ୍, ତୁମିମଃନ୍ ପାରାଚିନ୍ ମଃନାର୍ ତଃଳେ ରିଆ । ସଃବୁଲକ୍ ଅଃହ୍ଣା ଅଃହ୍ଣାକ୍ ଦିର୍ ହର୍ ବଃସ୍ତର୍ ହିନ୍ଦା, କାୟ୍ତାକ୍ ବଃଲେକ୍ ସାସ୍ତର୍ କଃଉଁଲି, “ଇସ୍ୱର୍ ଆକାରିମଃନ୍କେ ସାନ୍ କଃରି ଦିର୍ସୁସ୍ତାର୍ ଲକ୍ମଃନ୍କେ ଦଃୟା କଃରେଦ୍ ।” 6 [b]ବଃଲେକ୍ ଇସ୍ୱରାର୍ ବଃଳ୍କାରି ଆତ୍ ତଃଳେ ଅଃହ୍ଣା ଅଃହ୍ଣାକ୍ ସଃହ୍ରି ଦିଆସ୍, ଜଃନ୍କଃରି ସେ ତୁମିମଃନ୍କେ ଟିକ୍ ବେଳାୟ୍ ଉହ୍ରେ ଉଟାୟ୍ଦ୍ । 7 ତୁମିମଃନାର୍ ସଃବୁ ଚିତାର୍ ବଜ୍ ଇସ୍ୱରାର୍ ଉହ୍ରେ ଚାଡିଦିଆସ୍, ବଃଲେକ୍ ସେ ତୁମିମଃନାର୍ ଗିନେ ଚିତା କଃରୁଲା ।
8 ଜାଗ୍ରତ୍ ଅୟ୍ ଜାଗି ରିଆ । ତୁମିମଃନାର୍ ବିରଦି ସୟ୍ତାନ୍ ସିମାବାଗ୍ ହର୍ ଗଃର୍ଜାଣ୍ କଃରି କାକେ ମାଡିବଃସେଦ୍, ଇରି ଲଳି ବୁଲୁଲି । 9 ବିସ୍ୱାସେ ତିର୍ ରଃୟ୍ ତାକ୍ ତେବାଉଆ, ଆରେକ୍ ଇରି ଜାଣା ଜେ, ଜଃଗତେ ରିଲା ବିସ୍ୱାସି ବାୟ୍ବେଣି ମଃନ୍କେ ହେଁ ଇରଃକମ୍ ଦୁକ୍ ବୟ୍ଗ୍ ଗଃଟୁଲି । 10 ସଃବୁ ଦଃୟାକାରି ଜୁୟ୍ ଇସ୍ୱର୍ ଅଃହ୍ଣାର୍ ସଃବୁ ଦିନାର୍ ଜଃଜ୍ମାନାର୍ ତାର୍ ସଃଙ୍ଗ୍ ବାଗ୍ହାଉଁକ୍ କ୍ରିସ୍ଟ ଜିସୁର୍ ଗିନେ ତୁମିମଃନ୍କେ କୁଦି ଆଚେ, ସେ ତୁମିମଃନାର୍ ଚଃନେକାର୍ ଦୁକ୍ବୟ୍ଗାର୍ ହଃଚେ ତୁମିମଃନ୍କେ ହୁର୍ନ୍, ସୁସ୍ତା, ବପୁ, ଆର୍ ନାଉଁ ବାସ୍ କଃରାୟ୍ଦ୍ ।
11 ବଳ୍ବପୁ ଜୁଗେଜୁଗେ ତାର୍ ଆମେନ୍ ।
13 [d][e]ତୁମାର୍ ସଃଙ୍ଗ୍ ବାଚ୍ଲା ବାବିଲନାର୍ ମଃଣ୍ଡ୍ଳି ଆର୍ ମର୍ ଦଃର୍ମା ହଅ, ମାର୍କ ତୁମିମଃନ୍କେ ଜୁଆର୍ ଜାଣାଉଁଲା । 14 କ୍ରିସ୍ଟିଆନ୍ ଲାଡେ ଏକ୍ଆରେକ୍କେ ଜୁଆର୍ କଃରା । କ୍ରିସ୍ଟର୍ ତଃୟ୍ ରିଲା ତୁମିମଃନ୍କେ ସୁସ୍ତା ଅଃଉଅ ।
<- ୧ ପିତର୍ 4