4 ଏ ଲାଡାର୍ ହିଲାମଃନ୍ ତୁମିମଃନ୍ ଇସ୍ୱରାର୍ ତଃୟ୍ହୁଣି ଜାତ୍ ଆର୍ ତୁମିମଃନ୍ ମିଚ୍ ବାବ୍ବାଦିମଃନ୍କେ ଜିଣି ଆଚାସ୍ କାୟଃତାକ୍ବଃଲେକ୍ ତୁମାର୍ତଃୟ୍ ବାସ୍ କଃର୍ତି ରିଲା ଆତ୍ମା, ଜଃଗତେ ବାସ୍ କଃର୍ତା ଆତ୍ମା ତଃୟ୍ ହୁଣି ତାର୍ତଃୟ୍ହୁଣି ବଃଡ୍ । 5 ମିଚ୍ ବାବ୍ବାଦିମଃନ୍ ଇ ଜଃଗତାର୍, ସେମଃନ୍ ଜଃଗତାର୍ କଃତା କଃଉତି ଆର୍ ଜଃଗତାର୍ ଲକ୍ମଃନ୍ ସେମଃନାର୍ କଃତା ସୁଣ୍ତି । 6 ମଃତର୍ ଅଃମିମଃନ୍ ଇସ୍ୱରାର୍ ତଃୟ୍ହୁଣି ଜାତ୍, ଜେ ଇସ୍ୱର୍କେ ଜାଣେଦ୍, ସେ ଅଃମାର୍ କଃତା ସୁଣେଦ୍, ଜେ ଇସ୍ୱରାର୍ ତଃୟ୍ହୁଣି ଜାତ୍ନଃକେରେ ସେ ଅଃମାର୍ କଃତା ନଃସୁଣେ, ଇତାର୍ ଗିନେ ଅଃମିମଃନ୍ ସଃତ୍କାରି ଆତ୍ମା ଆର୍ ମିଚ୍ ଆତ୍ମାକେ ଚିନୁକେ ହାରୁନ୍ଦ୍ ।
11 ଏ ଲାଡାର୍ ବାୟ୍ବେଣିମଃନ୍, ଇସ୍ୱର୍ ଜଦି ଅଃମିକ୍ ଇରଃକମ୍ ଲାଡ୍ କଃଲା, ତଃବେ ଅଃମି ହେଁ ଏକ୍ଆରେକ୍କେ ଲାଡ୍ କଃର୍ତା ଲଳା ଆଚେ । 12 [a]କେ ହେଁ କଃବେ ଇସ୍ୱର୍କେ ନଃଦେକେ; ଅଃମିମଃନ୍ ଜଦି ଏକ୍ଆରେକ୍କେ ଲାଡ୍ କଃରୁନ୍ଦ୍ ତଃନ୍ଅୟ୍ଲେକ୍ ଇସ୍ୱର୍ ଅଃମାର୍ ତଃୟ୍ ଆଚେ ଆର୍ ତାର୍ ଲାଡ୍ ଅଃମାର୍ ଟାଣେ ହୁରୁଣ୍ ଅୟ୍ଆଚେ ।
13 ଅଃମିମଃନ୍ ଜେ, ତାର୍ ତୟ୍ ଆଚୁ ଆର୍ ସେ ଅଃମାର୍ ତଃୟ୍ ଆଚେ, ଇରି ଅଃମିମଃନ୍ ଜାଣୁଲୁ, କାୟ୍ତାକ୍ବଃଲେକ୍ ଇସ୍ୱରାର୍ ଅଃମିମଃନ୍କ୍ ଅଃହ୍ଣାର୍ ପବିତ୍ର ଆତ୍ମାକେ ଦିଲା ଆଚେ । 14 ଉବା ଜେ ହୟ୍ସିକେ ଜଃଗତାର୍ ମୁକ୍ତିକାରି ଅଃଉତା ଗିନେ ହଃଟାୟ୍ଲା ଆଚେ, ଇରି ଅଃମିମଃନ୍ ଦଃକି ଆଚୁ ଆର୍ ସାକି ଦେଉଁଲୁ । 15 ଜେ ଜିସୁକେ ଇସ୍ୱରାର୍ ହୟ୍ସି ବଃଲି ମାନେଦ୍ ଇସ୍ୱର୍ ତାର୍ ତଃୟ୍ ଆଚେ ଆର୍ ସେ ଇସ୍ୱରାର୍ ତଃୟ୍ ଆଚେ । 16 ଆରେକ୍ ଅଃମିମଃନାର୍ ଗିନେ ଇସ୍ୱରାର୍ ଜୁୟ୍ ଲାଡ୍ ଆଚେ, ସେରି ଅଃମିମଃନ୍ ଜାଣି ଆଚୁ, ଆର୍ ବିସ୍ୱାସ୍ କଃରି ଆଚୁ । ଇସ୍ୱର୍ ତ ଲାଡ୍; ଜେ ଲାଳେ ରଃୟ୍ଦ୍ ସେ ଇସ୍ୱରାର୍ ତଃୟ୍ ରଃୟ୍ଦ୍ ଆର୍ ଇସ୍ୱର୍ ତାର୍ ତଃୟ୍ ରଃୟ୍ଦ୍ । 17 ଇସ୍ୱର୍କେ ମାନି ଜିବନ୍ କାଟ୍ତାର୍ ଗିନେ ଇସ୍ୱରାର୍ ଲାଡ୍ ଅଃମାର୍ ତଃୟ୍ ସିଦ୍ ଅୟ୍ଆଚେ । ଇତି ଲାଡ୍ ଅଃମାର୍ ବିତ୍ରେ ହୁରା ଅୟ୍ଆଚେ ଜେ, ବିଚାର୍ ଦିନ୍ ଅଃମିମଃନ୍ ସାସ୍ ହାଉନ୍ଦ୍ ବଃଲେକ୍ ସେ ଜଃନ୍କଃରି ଆଚେ, ଅଃମିମଃନ୍ ହେଁ ଇ ଜଃଗତେ ସେନ୍ କଃରିଆଚୁ । 18 ଲାଳେ ଡିର୍ ନଃରେୟ୍; ମଃତର୍ ହୁରା ଲାଡ୍ ଡିର୍କେ ଦୁର୍ କଃରେଦ୍, ବଃଲେକ୍ ଡିର୍ ସଃଙ୍ଗ୍ ଡଃଣ୍ଡ୍ ମିସିଆଚେ ଆର୍ ଜେ ଡିରେଦ୍, ସେ ଲାଡେ ହୁର୍ନ୍ ନାୟ୍ ।
19 ଇସ୍ୱର୍ ହଃର୍ତୁମ୍ ଅଃମିମଃନ୍କ୍ ଲାଡ୍ କଃଲାକ୍ ଅଃମିମଃନ୍ କଃଲୁ । 20 ଇସ୍ୱର୍କେ ଲାଡ୍ କଃରୁଲେ ବଃଲି କୟ୍କଃରି ଜଦି କେ ବିସ୍ୱାସି ବାୟ୍ବେଣିକେ ଗିଣ୍ କଃରେଦ୍ ତଃନ୍ଅଲେ ସେ ମିଚୁଆ, ତଃବେ ଜୁୟ୍ ବାୟ୍କ୍ ଦଃକୁଲା, ଜଦି ତାକେ ଲାଡ୍ ନଃକେରେ, ତଃବେ ଜୁୟ୍ ଇସ୍ୱର୍କେ ସେ ନଃଦେକେ, ତାକ୍ ଲାଡ୍ କଃରୁ ନାହାରେ । 21 ଜେ ଇସ୍ୱର୍କେ ଲାଡ୍ କଃରେଦ୍ ସେ ଅଃହ୍ଣାର୍ ବାୟ୍ବେଣିକେ ହେଁ ଲାଡ୍ କଃର ଇ ବିଦି ଅଃମିମଃନ୍ ତାର୍ ତଃୟ୍ହୁଣି ହାୟ୍ ଆଚୁ ।
<- ୧ ଜହନ୍ 3୧ ଜହନ୍ 5 ->- a ଜହ ୧:୧୮.